Trending
- ଆଜି ଠୁ ଭକ୍ତ ନିବାସରେ ଲାଗୁ ହେବ ହେବ ନୂଆ ପାର୍କିଂ ଫି
- ଦାବି ପୂରଣ ନ ହେଲେ ୨୪ ରେ ରୁ ଗଡ଼ିବନି ଘରୋଇ ବସ
- ସରକାରଙ୍କ ଅନୁମତି ପରେ ଗଣତି ମଣତି ହେବ – ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ
- ହାୱଡ଼ାରୁ ଗୌହାଟୀ ଗଡ଼ିଲା ଦେଶର ପ୍ରଥମ ସ୍ଲିପର ବନ୍ଦେ ଭାରତ ଟ୍ରେନ୍
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
Browsing Category
Odisha
All about all odisha state news updates
ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦଙ୍କୁ ମୁହାଁମୁହିଁ ଜେରା କରୁଛି ଇଡି
ଭୁବନେଶ୍ବର: ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦଙ୍କୁ ମୁହାଁମୁହିଁ ଜେରା କରୁଛି ଇଡି । ସେପଟେ ଶ୍ରଦ୍ଧାଞ୍ଜଳିଙ୍କୁ ଗିରଫ କରିପାରେ ଇଡି । ଆର୍ଥିକ କାରବାର ଦିଗକୁ ନେଇ ତାଙ୍କ ଠାରୁ ତଥ୍ୟ ବାହାର କରିବ ଇଡି । ସେପଟେ ମାରାଥନ ଜେରା କରୁଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଇଡିର ଅଧିକାରୀମାନେ!-->…
ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ଘଟଣା,ଆଉ ୮ ଜଣ ଆଇନଜୀବୀ ଗିରଫ
ସମ୍ବଲପୁର: ଓକିଲଙ୍କ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ଭର୍ସନା କରିବା ପରେ ଏବେ ପୋଲିସ ଓକିଲଙ୍କୁ ଗିରଫ କରିବାରେ ଲାଗିଛି । କୋର୍ଟ ପରିସରରେ ଭଙ୍ଗାରୁଜା ଘଟଣାରେ ବଢିଲା ଗିରଫଦାରୀଙ୍କ ସଂଖ୍ୟା । ଆଉ ୮ ଜଣ ଆଇନଜୀବୀଙ୍କୁ ଗିରଫ କଲା ପୋଲିସ । ଜିଲ୍ଲା ଓକିଲ ସଂଘ ସଭାପତି ଓ କ୍ରିୟାନୁଷ୍ଠାନ!-->…
ରାଜ୍ୟରେ ବଢ଼ି ବଢ଼ି ଚାଲିଛି ମୁଣ୍ଡପିଛା ଋଣର ପରିମାଣ
ନୂଆଦିଲ୍ଲୀ: ରାଜ୍ୟସଭାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଓଡିଶାରେ ମୁଣ୍ଡପିଛା ଋଣର ପରିମାଣ ୩୪ ହଜାର ୨୫୯ଟଙ୍କା ରହିଛି । କେଉଁ ରାଜ୍ୟ ବା କେନ୍ଦ୍ରଶାସିତ ଅଂଚଳ କେତେ ରୁଣ କରିଛନ୍ତି, କେଉଁ ରାଜ୍ୟ ବା କେନ୍ଦ୍ରଶାସିତ ଅଂଚଳରେ ମୁଣ୍ଡ ପିଛା କେତେ ରୁଣ ରହିଛି,!-->…
ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ଅନ୍ ୱାଇଣ୍ଡ୍-୨୦୨୨
ଭୁବନେଶ୍ବର : ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ଅନ୍ ୱାଇଣ୍ଡ-୨୦୨୨ ତ୍ରୟୋଦଶତମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଅନ୍ ୱାଇଣ୍ଡ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ସେମାନଙ୍କର ନିୟମିତ ପାଠ୍ୟ କାର୍ଯ୍ୟକ୍ରମ ମଧ୍ୟରେ ଅବସର ପାଇଁ କିଛି ସମୟ ପାଇଥାନ୍ତି । ଯେଉଁଥିରେ!-->…
ଶ୍ରୀଜିଉଙ୍କର ବନକଲାଗି ନୀତି ପାଇଁ ୫ଟାରୁ ରାତି ୯ଟା ଯାଏ ସର୍ବସାଧାରଣ ଦର୍ଶନ ବନ୍ଦ
ପୁରୀ: ଶ୍ରୀଜିଉଙ୍କର ବନକଲାଗି ନୀତି ପାଇଁ ସାଧାରଣ ଦର୍ଶନ ବନ୍ଦ । ଆଜି ପୁଷ ମାସ କୃଷ୍ଣ ପକ୍ଷ ଷଷ୍ଠୀ ତିଥି ରେ ଏହି ବନକଲାଗି ନୀତି ମହାପ୍ରଭୁଙ୍କ ଅନୁଷ୍ଠିତ ହେଉଛି । ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବା ପାଇଁ ନୀତି ଧାର୍ଯ୍ୟ ହୋଇଛି । ଦ୍ୱିତୀୟ ଭୋଗ ମଣ୍ଡପ ନୀତି ପରେ!-->…
ଶିକାରୀଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି ଶିମିଳିପାଳ ଅଭୟାରଣ୍ୟ
ଶିକାରୀଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି ଶିମିଳିପାଳ ଅଭୟାରଣ୍ୟ। ଶିକାରୀମାନେ ଶିମିଳିପାଳରେ ଦନ୍ତା ଶିକାର ପରେ ପ୍ରମାଣ ନଷ୍ଟ ପାଇଁ ଏହାକୁ ପୋଡ଼ି ଦେଇଥିଲେ ବନ କର୍ମଚାରୀ। ଏପରି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏବେ ଆଉ ଏକ ସାଂଘାତିକ ଘଟଣା ସାମନାକୁ ଆସିଛି। ଏଥର!-->…
ସମ୍ବଲପୁର ଓକିଲ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି
ସମ୍ବଲପୁର ଓକିଲ ଆନ୍ଦୋଳନକୁ ନେଇ ଆଜ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଡିଜିପି ଓ ଉତ୍ତରାଞ୍ଚଳ ଆଇଜି ଭିଡିଓ କନ୍ଫରେନ୍ସିରେ ଅଦାଲତରେ ହାଜର ହେବେ। ଅନ୍ୟପକ୍ଷରେ ଓକିଲମାନେ ସେମାନଙ୍କ ଆନ୍ଦୋଳନ ସ୍ଥଗିତ ରଖିଛନ୍ତି। କିଛି ଓକିଲଙ୍କୁ ଗିରଫ କରାଯିବା ସହିତ ଆଉ କେତେକ ଓକିଲଙ୍କ ଲାଇସେନ୍ସ!-->…
ମୁହାଁମୁହିଁ ହେବେ ଅର୍ଚ୍ଚନା ଓ ଜଗବନ୍ଧୁ
ସେକ୍ସୋଟର୍ସନ ରାଣୀ ଅର୍ଚ୍ଚନାଙ୍କ ପେଡ଼ି ଖୋଲିବ ଇଡି। ପତି ଜଗବନ୍ଧୁ ଓ ଅର୍ଚ୍ଚନାଙ୍କୁ ମୁହାଁମୁହିଁ ବସାଇ ଜେରା କରାଯିବ। ଏଥିପାଇଁ ଜିଲ୍ଲା କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ଆଜି ଅର୍ଚ୍ଚନା ଇଡି କାର୍ଯ୍ୟାଳୟକୁ ଫେରି ଯାଇଥିବା ବେଳେ ଆସନ୍ତାକାଲିଠାରୁ ଜଗବନ୍ଧୁ ଇଡ଼ିର ଖୁଆଡକୁ ଆସିବେ।!-->…
କୋର୍ଟରେ ହାଜର ପରେ ଅର୍ଚ୍ଚନା ନାଗଙ୍କୁ ଗିରଫ କଲା ଇଡି
ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ (ଇଡି) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ଗିରଫ କରିଛି। ୭ ଦିନିଆ ରିମାଣ୍ଡ ସରିବା ପରେ ଅର୍ଚ୍ଚନା ନାଗଙ୍କୁ ଇଡି ଆଜି କୋର୍ଟରେ ହାଜର କରିଥିଲା। ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ହାଜର କରିବା ପରେ ଅର୍ଚ୍ଚନାଙ୍କୁ ଗିରଫ କରିଛି।!-->…
ଲେଡି ବ୍ଲାକମେଲର କେତେ ସତ କହିଲେ ତାକୁ ନେଇ ଚର୍ଚା
ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ରିମାଣ୍ଡ ଅବଧି ଆଜି ସରୁଥିବା ବେଳେ ସେ କେତେ ସତ କହିଛନ୍ତି ତାହାକୁ ନେଇ ଚର୍ଚା । ତେବେ ଏହି ୭ ଦିନିଆ ରିମାଣ୍ଡ ଅବଧିରେ ଅର୍ଚ୍ଚନା ଅନେକ ପ୍ରଶ୍ନର ଉତ୍ତର ନଦେଇ ଚୁପ ରହିଥିବା କୁହାଯାଉଛି । ସେ ସବୁ କହିବେ ବୋଲି ମିଡିଆ ଆଗରେ କହିଥିଲେ!-->…