Trending
- ଆଜିଠୁ ସଂସଦରେ ଆରମ୍ଭ ହେବ ଶୀତ ଅଧିବେଶନ
- BLOଙ୍କ ପାରିଶ୍ରମିକ ୬ ହଜାରରୁ ୧୨ ହଜାର ଟଙ୍କାକୁ ବୃଦ୍ଧି
- ଡିସେମ୍ବର 7ରେ ଆଉ ଥରେ ହେବ ASO ପରୀକ୍ଷା
- ରାହୁଲ, ସୋନିଆଙ୍କ ସହ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ
- ଗୋଟିଏ ଦିନରେ ବିଜେଡି ସମର୍ଥିତ ୩ ଜଣ ବ୍ଲକ୍ ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେଲେ
- ଲକ୍ଷ୍ନୌରେ ମେଜର ଜେନେରାଲ ସୈୟଦ ତକି ଆବ୍ବାସ ରିଜଭୀଙ୍କ ଦେହାନ୍ତ
- ଭଦ୍ରକରେ ଭାଙ୍ଗୁଛି ବିଜେଡି ଗଡ଼, ଜଣଙ୍କ ପରେ ଜଣେ ବ୍ଲକ ଅଧ୍ୟକ୍ଷ ଦେଇ ଚାଲିଛନ୍ତି ଇସ୍ତଫା
- ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଆଡକୁ ଗତି କରୁଛି ବାତ୍ୟା ‘ଦିତ୍ୱାହ’
- ପୁଣି ଆତ୍ମସମର୍ପଣ କଲେ ଆଉ ୧୫ ମାଓବାଦୀ
- ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିବସ: ମନ୍ଦିର ଅନୁଦାନ ବୃଦ୍ଧି ସହ ଅଙ୍ଗନବାଡ଼ି ଗୃହ ପ୍ରସଙ୍ଗରେ ଆଲୋଚନା
Browsing Category
Odisha
All about all odisha state news updates
ବିଶିଷ୍ଟ ଅଭିନେତ୍ରୀ ଝରଣା ଦାସଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ
ବିଶିଷ୍ଟ ଅଭିନେତ୍ରୀ ଝରଣା ଦାସଙ୍କ ଦେହାନ୍ତ ହୋଇଛି । ୮୨ ବର୍ଷ ବୟସରେ କଟକ ସ୍ଥିତ ବାସଭବନରେ ଦେହତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।
!-->!-->!-->…
କ୍ୟାପିଟାଲ ହସ୍ପିଟାଲର ଓପିଡି ଚିକିତ୍ସା ସମୟରେ ପରିବର୍ତ୍ତନ
କ୍ୟାପିଟାଲ ହସ୍ପିଟାଲର ଓପିଡି ଚିକିତ୍ସା ସମୟରେ ପରିବର୍ତ୍ତନ ହୋଇଛି । ସକାଳ ୯ଟା ଠାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ ଓପିଡି । ଅପରାହ୍ନରେ ୧ଟା ଠାରୁ ୨ଟା ପର୍ଯ୍ୟନ୍ତ କେବଳ ଘଣ୍ଟାଏ ଭୋଜନ ବିରତି ପାଇଁ ବନ୍ଦ ରହିବ ଓପିଡି । ତେବେ ନିର୍ଦ୍ଧାରିତ ସମୟର ୩୦ମିନିଟ ପୂର୍ବରୁ ଅର୍ଥାତ୍!-->…
ବିଶ୍ବକପ୍ ହକି ପୂର୍ବରୁ ଭୁବନେଶ୍ବର ବଦଳିଛି ସୈାନ୍ଦର୍ଯ୍ୟ
ଭୁବନେଶ୍ବର: ଆଉ ଦୁଇ ସପ୍ତାହ ରହିଲା ହକି ବିଶ୍ୱକପ୍ । ହକି ମହାକୂମ୍ଭ ପୂର୍ବରୁ ରାଜଧାନୀ ଭୁବନେଶ୍ବରର ସୌନ୍ଦର୍ଯ୍ୟକରଣ ପାଇଁ ଗଠିତ ହୋଇଛି ସ୍ବତନ୍ତ୍ର ଟିମ୍ । ଟିମରେ ସାମିଲ ଅଛନ୍ତି ବିଡିଏ, ବିଏମସି, ସ୍ମାର୍ଟସିଟି ଓ କମିଶନରେଟ ପୋଲିସ ।
ସୈାନ୍ଦର୍ଯ୍ୟକରଣ ଚାଲିଥିବା ସହ ସେପଟେ!-->!-->!-->…
ଆରମ୍ଭ ହେବାକୁ ଯାଉଛି ଜନତା ମଇଦାନରେ ପୁଞ୍ଜି ନିବେଶର ମହାକୁମ୍ଭ
ଭୁବନେଶ୍ବର: ଆଜିଠୁ ଆରମ୍ଭ ହେବାକୁ ଯାଉଛି ରାଜଧାନୀରେ ଦେଶ ବିଦେଶର ପ୍ରମୁଖ ଶିଳ୍ପପତିଙ୍କ ଭିଡ଼ । ଜନତା ମୈଦାନରେ ପୁଞ୍ଜି ନିବେଶର ମହାକୁମ୍ଭ ମେକ-ଇନ୍-ଓଡ଼ିଶା କନକ୍ଲେଭ ତୃତୀୟ ସଂସ୍କରଣ ସନ୍ଧ୍ୟାରେ ଆରମ୍ଭ ହେବାକୁ ଯାଉଥିବା ବେଳେ ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି ।!-->…
ମେଟ୍ରୋ ହାଉସ ଗ୍ରାଉଣ୍ଡ ଫ୍ଲୋର୍ ରେ ଥିବା ଏକ ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ
ଭୁବନେଶ୍ବର: ମୋବାଇଲ ଦୋକାନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତି। ବାଣୀବିହାର ଛକରେ ଥିବା ମେଟ୍ରୋ ହାଉସର ଗ୍ରାଉଣ୍ଡ ଫ୍ଲୋରରେ ଥିବା ମିଲୁ ମୋବାଇଲ ଓ ଇଲୋଟ୍ରନିକ୍ସ ଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସଂପତ୍ତି କ୍ଷୟକ୍ଷତି ହୋଇଛି। ସର୍ଟସର୍କିଟରୁ!-->…
ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ
ବିଧାନସଭା ଶୀତ ଅଧିବେଶନର ପଞ୍ଚମ ଦିନ । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା ଓ ହଟ୍ଟଗୋଳ ଯୋଗୁ ଚାଲିପାରିଲାନି ପ୍ରଶ୍ନକାଳ । ଶିକ୍ଷକ ପ୍ରସଙ୍ଗରେ ବାଚସ୍ପତିଙ୍କ ପୋଡିୟମ ଆଗରେ କଂଗ୍ରେସ ବିଧାୟକ ହଟ୍ଟଗୋଳ କରିଥିଲେ । ବାଚସ୍ପତି ବାରମ୍ବାର ବୁଝାଇବା ସତ୍ତ୍ବେ ସ୍ଥିତି ସ୍ବାଭାବିକ୍!-->…
ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍-୩ କାଲିଠୁ ଆରମ୍ଭ
ଆସନ୍ତାକାଲିଠୁ ଆରମ୍ଭ ହେବ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୩ । ନିବେଶରେ ନୂଆ ଇତିହାସ ଲକ୍ଷ୍ୟ । ଓଡ଼ିଶାର ଶିଳ୍ପ ସମ୍ଭାବନା ଦେଖିବ ବିଶ୍ବ । ନେତୃତ୍ବ ନେବେ ନବୀନ । ଆସିବ ପୁଞ୍ଜି, ମିଳିବ ରୋଜଗାର । ୨୦୧୬ ଓ ୨୦୧୮ ପରେ ଆୟୋଜିତ ହେଉଥିବା ଏହି ତୃତୀୟ ସଂସ୍କରଣ ଜନତା ମଇଦାନରେ ଅନୁଷ୍ଠିତ ହେବ!-->…
ପଦ୍ମପୁରରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ପଦ୍ମପୁର : ତିନି ଦଳର ପ୍ରଚାର ଏବେ ଜୋରସୋରରେ ଚାଲିଛି । ପ୍ରାର୍ଥୀ ଆଉ ନେତାମାନେ ଘରକୁ ଘର ଯାଇ ଭୋଟ୍ ଭିକ୍ଷା କରୁଥିବାବେଳେ, ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୪ ଦିନ ସେ ପଦ୍ମପୁରରେ ରୋଡ ସୋ’ କରିବା ସହିତ ପ୍ରଦୀପ ପୁରୋହିତଙ୍କ!-->…
ପଦ୍ମପୁରରେ ବିଜେଡି କର୍ମୀଙ୍କ ଘରେ କେନ୍ଦ୍ରୀୟ ଟିମ୍ର ରେଡ୍
ପଦ୍ମପୁର: ଉପ ନିର୍ବାଚନକୁ ମାତ୍ର ଆଉ କିଛିଦିନ ଥିବା ବେଳେ ପାଇଁ ପ୍ରସ୍ତୁତ ହେଉଥିବା ପଦ୍ମପୁରରେ ବିଜେଡି କର୍ମୀଙ୍କ ଘରେ କେନ୍ଦ୍ରୀୟ ଟିମ୍ର ରେଡ୍ ହୋଇଛି। ୩ ପ୍ରତିଷ୍ଠିତ ବ୍ୟବସାୟୀ ତଥା ବିଜେଡିର ୩ କର୍ମୀଙ୍କ ଘରେ ଆୟକର ବିଭାଗ ଛାନଭିନ ଆରମ୍ଭ କରିବାକୁ ନେଇ ରାଜନୀତି ଜୋର ଧରିଛି!-->…