Browsing Category

Odisha

All about all odisha state news updates

ଚୁକ୍ତିଭିତ୍ତିକ ନିଯୁକ୍ତି

ରାଜ୍ୟ ସରକାର ୨୦୧୩ ମସିହାରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ନେଇଥିବା ଐତିହାସିକ ଭୁଲକୁ ସ୍ୱୀକାର କରି କିଂଚିତ ସମାଧାନର ଘୋଷଣା କରିବା ସ୍ୱାଗତଯୋଗ୍ୟ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରୁ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା

ନକଲି ଔଷଧ କାରବାର ରୋକିବାକୁ ବ୍ୟବସାୟୀ ସଂଘର ନୂଆ ନିୟମ

ନକଲି ଔଷଧ କାରବାର ରୋକିବାକୁ ବ୍ୟବସାୟୀ ସଂଘର ନୂଆ ନିୟମ । ରାଜ୍ୟ ବାହାରୁ ଔଷଧ କିଣିପାରିବେନି ଓଡ଼ିଶାର ଔଷଧ ବ୍ୟବସାୟୀ ସଂଘ । ରାଜ୍ୟ ଔଷଧ ବ୍ୟବସାୟୀ ସଂଘ ପକ୍ଷରୁ ଅନୁଷ୍ଠିତ ବୈଠକରେ ଏଭଳି ନିଷ୍ପତି ନିଆଯାଇଛି । ପୂୂର୍ବରୁ ଡ୍ରଗ୍ସ କଂଟ୍ରୋଲର ଔଷଧ କମ୍ପାନୀ ମାନଙ୍କୁ ଏ ସଂକ୍ରାନ୍ତରେ ଏକ

ନନ୍ଦନକାନନରେ ବାଘୁଣୀ ବିଜୟା ଅସୁସ୍ଥ

ନନ୍ଦନକାନନରେ ଧଳା ବାଘୁଣୀ ବିଜୟା ଅସୁସ୍ଥ । ବିଜୟା ୩ ଦିନ ହେଲା ସ୍ୱାଭାବିକ୍ ଠାରୁ କମ୍ ଖାଦ୍ୟ ଖାଉଛି । ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡରେ ରଖି ବାଘୁଣୀର ଚିକିତ୍ସା ଚାଲିଛି । ବାର୍ଦ୍ଧକ୍ୟ ଯୋଗୁଁ ବାଘୁଣୀ ଅସୁସ୍ଥ ହୋଇଥିବା ସୂଚନା ଦେଲେ ନନ୍ଦନକାନନ ଉପନିର୍ଦ୍ଦେଶକ । ରକ୍ତର ତାପମାତ୍ରା

ପ୍ରଚାର ମୈଦାନାକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ

ଧାମନଗର ଉପନିର୍ବାଚନ ପାଇଁ ତିନି ଦଳ ଜାରି କରିଛନ୍ତି ଷ୍ଟାର ପ୍ରଚାରକ ତାଲିକା । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ମୈଦାନଙ୍କୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀଙ୍କ ସମେତ ୮ ମନ୍ତ୍ରୀ । ଏହାବାଦ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ୪ ସାଂସଦ, ୪ ଅଭିନେତା ଅବନ୍ତୀ

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ମାମଲାରେ ଜାମିନ ଆବେଦନ ଶୁଣାଣି ଶେଷ

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ମାମଲାକୁ ନେଇ ଏବେ ସାରା ଓଡ଼ିଶାରେ ଚର୍ଚା । ଅର୍ଚ୍ଚନାର ଜାମିନ ଆବେଦନ ଶୁଣାଣି ଶେଷ ହୋଇଛି । ବେଲ ମିଳିବ କି ଜେଲରେ ରହିବେ ଅର୍ଚନା ତାକୁ ନେଇ ଆଲୋଚନା ଚାଲିଛି । ଶାସକ ଦଳର ମୁଖ୍ୟା ଖୋଲିଯିବ ବୋଳି ବିରୋଧୀ ଅଭିଯୋଗ କରୁଥିବା

ଉଦୟପୁର ଚିନ୍ତନଶିବିର ଘୋଷଣା ହିଁ ମୋ ଇସ୍ତାହାର : ମଲ୍ଲିକାର୍ଜୁନ ଖଡ଼ଗେ

ଭୁବନେଶ୍ୱର : ଆଜି ଏଆଇସିସି ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ସାଂସଦ ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେ ଓଡ଼ିଶା ଗସ୍ତରେ ଆସି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭ୍ୟମାନଙ୍କ ବୈଠକରେ ନିଜର ପ୍ରାର୍ଥିତ୍ୱ ସଂପର୍କରେ ଅବତାରଣା କରିବା ସହ ସମସ୍ତଙ୍କୁ ଭୋଟ ଦେବାପାଇଁ ନିବେଦନ

ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ରାଜୁ ଦାସ

ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ରାଜେନ୍ଦ୍ର ଦାସ । କୋହଭରା କଣ୍ଠରେ ରାଜୁ କହିଛନ୍ତି ନାମାଙ୍କନ ପ୍ରତ୍ୟାହାର କରିବାର ଉଠୁନି ପ୍ରଶ୍ନ । ଧାମନଗରର ବିକାଶ ପାଇଁ ତାଙ୍କୁ ନିର୍ବାଚନ ଲଢ଼ିବାକୁ ତାଙ୍କ ସମର୍ଥକମାନେ କହିଛନ୍ତି । ରାଜୁଙ୍କ ଘର ଆଗରେ ସମର୍ଥକଙ୍କ ଭିଡ ଲାଗିଛି ।

ହଇରାଣ ହେଉଛନ୍ତି ହବିଷ୍ୟାଳି

ପୁରୀରେ ହଇରାଣ ହେଉଛନ୍ତି ହବିଷ୍ୟାଳି । ଦର୍ଶନ କରିବାକୁ ଯିବା ବେଳେ ଶ୍ରୀମନ୍ଦିର ଭିତରେ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି । ଧକ୍କା ମାରିବା ସହ ମାଗଣା ଖିଆ କହି ଟାହିଟାପରା କରୁଥିବାରୁ ହବିଷ୍ୟାଳିଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି ଅସନ୍ତୋଷ । ହବିଷ୍ୟାଳି ଜଣଙ୍କ ହେଲେ ବୃନ୍ଦାବତୀ

ଡେଙ୍ଗୁ ହଟସ୍ପଟ ପାଲଟିଛି ରାଜଧାନୀ

ଚିନ୍ତା ବଢ଼ାଉଛି ଡେଙ୍ଗୁ । ଖୋର୍ଦ୍ଧା ଜିଲ୍ଲା ରେଡ୍ ଜୋନରେ ଥିବା ବେଳେ ରାଜଧାନୀ ହଟସ୍ପଟ ପାଲଟିଛି । ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଳା ପ୍ରଶାସନକୁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଦେଇଛି । ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ

ହାଇସିକ୍ୟୁରିଟି ନମ୍ବରକୁ ନେଇ ଜନସ୍ବାର୍ଥ ମାମଲା

କଟକ: ଓଡ଼ିଶା ଭଳି ରାଜ୍ୟରେ ଯେଉଁଠି ଅଧା ଗାଁରେ ଏବେ ବି ନେଟଓ୍ବାର୍କ ନାହିଁ ସେଭଳି ପରିସ୍ଥିତିରେ ଗାଡ଼ିରେ ହାଇସିକ୍ୟୁରିଟି ରେଜିଷ୍ଟର ନମ୍ବର ପ୍ଲେଟ୍ ବା ଏଚଏସ୍ଆରପି ଲଗାଇବା ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ଦାୟର ହୋଇଛି ଜନସ୍ୱାର୍ଥ ମାମଲା । ଆବଶ୍ୟକ ବ୍ୟବସ୍ଥା ନଥାଇ ସରକାର ଏଭଳି ଏକ