Trending
- ଆଜିଠୁ ସଂସଦରେ ଆରମ୍ଭ ହେବ ଶୀତ ଅଧିବେଶନ
- BLOଙ୍କ ପାରିଶ୍ରମିକ ୬ ହଜାରରୁ ୧୨ ହଜାର ଟଙ୍କାକୁ ବୃଦ୍ଧି
- ଡିସେମ୍ବର 7ରେ ଆଉ ଥରେ ହେବ ASO ପରୀକ୍ଷା
- ରାହୁଲ, ସୋନିଆଙ୍କ ସହ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ
- ଗୋଟିଏ ଦିନରେ ବିଜେଡି ସମର୍ଥିତ ୩ ଜଣ ବ୍ଲକ୍ ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେଲେ
- ଲକ୍ଷ୍ନୌରେ ମେଜର ଜେନେରାଲ ସୈୟଦ ତକି ଆବ୍ବାସ ରିଜଭୀଙ୍କ ଦେହାନ୍ତ
- ଭଦ୍ରକରେ ଭାଙ୍ଗୁଛି ବିଜେଡି ଗଡ଼, ଜଣଙ୍କ ପରେ ଜଣେ ବ୍ଲକ ଅଧ୍ୟକ୍ଷ ଦେଇ ଚାଲିଛନ୍ତି ଇସ୍ତଫା
- ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଆଡକୁ ଗତି କରୁଛି ବାତ୍ୟା ‘ଦିତ୍ୱାହ’
- ପୁଣି ଆତ୍ମସମର୍ପଣ କଲେ ଆଉ ୧୫ ମାଓବାଦୀ
- ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିବସ: ମନ୍ଦିର ଅନୁଦାନ ବୃଦ୍ଧି ସହ ଅଙ୍ଗନବାଡ଼ି ଗୃହ ପ୍ରସଙ୍ଗରେ ଆଲୋଚନା
Browsing Category
Odisha
All about all odisha state news updates
ଲେଡି ବ୍ଲାକମେଲର କେତେ ସତ କହିଲେ ତାକୁ ନେଇ ଚର୍ଚା
ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ରିମାଣ୍ଡ ଅବଧି ଆଜି ସରୁଥିବା ବେଳେ ସେ କେତେ ସତ କହିଛନ୍ତି ତାହାକୁ ନେଇ ଚର୍ଚା । ତେବେ ଏହି ୭ ଦିନିଆ ରିମାଣ୍ଡ ଅବଧିରେ ଅର୍ଚ୍ଚନା ଅନେକ ପ୍ରଶ୍ନର ଉତ୍ତର ନଦେଇ ଚୁପ ରହିଥିବା କୁହାଯାଉଛି । ସେ ସବୁ କହିବେ ବୋଲି ମିଡିଆ ଆଗରେ କହିଥିଲେ!-->…
ରାଜଧାନୀ ରାସ୍ତାରୁ ହଟିବେ ବୁଲା ଗୋରୁ
ହକି ବିଶ୍ୱକପ ପୂର୍ବରୁ ରାଜଧାନୀ ରାସ୍ତାରୁ ହଟିବେ ବୁଲା ଗୋରୁ । ବୁଲା ଗୋରୁ ଧରିବା ପାଇଁ ଜୋରଦାର ହୋଇଛି ଅଭିଯାନ । ଗତକାଲି ପାଗଣ ଷଣ୍ଢ ମାତିବା ଘଟଣା ପରେ ବୁଲାଗୋରୁଙ୍କୁ ଧରିବା ପ୍ରକ୍ରିୟା ବ୍ୟାପକ କରାଯାଇଛି । ଏହି ଅଭିଯାନରେ ୩ଟି ଜୋନରେ ୪ଟି ଟିମ୍ ନିୟୋଜିତ କରାଯାଇଛି । ଗତକାଲି!-->…
ଓକିଲଙ୍କ ଲାଇସେନ୍ସ ରଦ୍ଦ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ତୀବ୍ର ବିରୋଧ
ଆନ୍ଦୋଳନରତ ଓକିଲଙ୍କ ଲାଇସେନ୍ସ ରଦ୍ଦ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ତୀବ୍ର ବିରୋଧ । ଆଜି ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବେ ରାଜ୍ୟର ସମସ୍ତ ବାର୍ ଆସୋସିଏସନ୍ । ୧୭୨ ବାର ଆସୋସିଏସନ ଏକାଠି ହୋଇ ପାଳିବେ ପ୍ରତିବାଦ ଦିବସ । ଏହାସହିତ କାର୍ଯ୍ୟବନ୍ଦ ଡାକରା!-->…
ବିଧାୟିକା ଭାବେ ଶପଥ ନେଲେ ପଦମପୁରର ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା
ଆଜି ବିଧାୟିକା ଭାବେ ଶପଥ ନେଇଛନ୍ତି ପଦ୍ମପୁର ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା । ଦିନ ସାଢ଼େ ୧୧ଟାରେ ଶପଥ ନେଇଛନ୍ତି । ବାଚସ୍ପତି ବିକ୍ରମ କେଶରୀ ଆରୁଖ ବର୍ଷାଙ୍କୁ ଶପଥ ପାଠ କରାଇଛନ୍ତି । ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ବାଚସ୍ପତି । ବିଜୟ ରଞ୍ଜନ ସିଂ ବରିହାଙ୍କ!-->…
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତେଲେଙ୍ଗନା ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କୁ ଜେରା କରିବ ସିବିଆଇ
ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ନେତା ମନ୍ତ୍ରୀଙ୍କ ପିଛା ଛାଡୁନି ସିବିଆଇ । ତେଲେଙ୍ଗନା ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କୁ ଏହି ମାମଲାରେ ଜେରା କରିବ ସିବିଆଇ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତାଙ୍କୁ ଆଜି ତାଙ୍କ ବାସଭବନରେ ସିବିଆଇ ପଚରାଉଚରା କରିବ!-->…
ମହାନଦୀରେ ବୁଡ଼ି ଛାତ୍ରଙ୍କର ମୃତ୍ୟୁ
କଟକ: କଟକର ଯୋବ୍ରା ଆନିକଟରେ ବୁଡ଼ି ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଛାତ୍ର ଜଣକ ଜଗତପୁର ଥାନାର ପଶ୍ଚିମକଚ୍ଛ ଅଞ୍ଚଳର ସୋହେଲ ଖାନ ବୋଲି ଜଣାଯାଇଛି। ଘଟଣା ସଂପର୍କରେ ଖବର ପାଇ ଜଗତପୁର ଥାନା ପୁଲିସ ଓ ଅଗ୍ନିଶମ ବାହିନୀର ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ!-->…
ଲାଇଟ୍ ହାଉସ୍ ପର୍ଯ୍ୟଟନ ପ୍ରକଳ୍ପରେ ଓଡିଶାରୁ ପାଞ୍ଚ ସାମିଲ୍
ନୂଆଦିଲ୍ଲୀ: ସରକାରୀ ଘରୋଇ ଭାଗୀଦାରୀ (ପିପିପି)ରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ନିମନ୍ତେ ନିର୍ଦ୍ଧାରିତ ହୋଇଥିବା ୬୫ଟି ଲାଇଟ୍ ହାଉସ୍ ମଧ୍ୟରୁ ଓଡିଶାର ପାଂଚଟି ଲାଇଟ୍ ହାଉସ୍କୁ ଚିହ୍ନଟ କରାଯାଇଛି । ସେଗୁଡିକ ହେଉଛି , ଗୋପାଳପୁର ଲାଇଟ୍ ହାଉସ୍, ପୁରୀ ଲାଇଟ୍ ହାଉସ୍, ଚନ୍ଦ୍ରଭାଗା!-->…
ସ୍ଥଳଭାଗ ଅତିକ୍ରମ କରିବ ‘ମେଣ୍ଡୋସ୍’
ନଭେମ୍ବର ମାସରେ ବାତ୍ୟାକୁ ନେଇ ଚାଷୀ ଚିନ୍ତିତ । ଭାରତୀୟ ପାଣିପାଗ ବିଭାଗ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ମେଣ୍ଡୋସ୍ ଘୂର୍ଣ୍ଣିଝଡ଼ ପାଇଁ ଆଜିଠାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ବାତ୍ୟା ସତର୍କତା ଜାରି କରିଛି । ଏହି ଘୂର୍ଣ୍ଣିଝଡ଼ ଉତ୍ତର-ପଶ୍ଚିମ ଦିଗକୁ ଗତିକରି ଉତ୍ତର ତାମିଲନାଡୁ,!-->…
ପଦ୍ମପୁରରେ ଜିତିଲା ବିଜେଡି
ବରଗଡ଼ : ପଦ୍ମପୁରରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ନିଜର ଆସନ ବଜାୟ ରଖିଛି ବିଜେଡି । ବିଜେଡି ରେକର୍ଡ ଭୋଟ୍ ବ୍ୟବଧାନରେ ନିର୍ବାଚନ ଜିତିଛି। ପଦ୍ମପୁର ଉପନିର୍ବାଚନରେ ବିଜୁ ଜନତା ଦଳ (ବିଜେଡି) ବିଜୟୀ ହୋଇଛି। ସ୍ବର୍ଗତ ବିଜୟ ରଂଜନ ସିଂ ବରିହାଙ୍କ ଝିଅ ତଥା ବିଜେଡି!-->…
ନବମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗରେ
ବରଗଡ଼: ନବମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କଠାରୁ ଆଗରେ ଚାଲିଛନ୍ତି । ନବମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗରେ ରହିଛି । ବର୍ଷା ରଂଜନ ସିଂହ ବରିହା ୪୮୫୮୮ ଭୋଟ ପାଇଛନ୍ତି । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ!-->…