Trending
- ଆଜିଠୁ ସଂସଦରେ ଆରମ୍ଭ ହେବ ଶୀତ ଅଧିବେଶନ
- BLOଙ୍କ ପାରିଶ୍ରମିକ ୬ ହଜାରରୁ ୧୨ ହଜାର ଟଙ୍କାକୁ ବୃଦ୍ଧି
- ଡିସେମ୍ବର 7ରେ ଆଉ ଥରେ ହେବ ASO ପରୀକ୍ଷା
- ରାହୁଲ, ସୋନିଆଙ୍କ ସହ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ
- ଗୋଟିଏ ଦିନରେ ବିଜେଡି ସମର୍ଥିତ ୩ ଜଣ ବ୍ଲକ୍ ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେଲେ
- ଲକ୍ଷ୍ନୌରେ ମେଜର ଜେନେରାଲ ସୈୟଦ ତକି ଆବ୍ବାସ ରିଜଭୀଙ୍କ ଦେହାନ୍ତ
- ଭଦ୍ରକରେ ଭାଙ୍ଗୁଛି ବିଜେଡି ଗଡ଼, ଜଣଙ୍କ ପରେ ଜଣେ ବ୍ଲକ ଅଧ୍ୟକ୍ଷ ଦେଇ ଚାଲିଛନ୍ତି ଇସ୍ତଫା
- ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଆଡକୁ ଗତି କରୁଛି ବାତ୍ୟା ‘ଦିତ୍ୱାହ’
- ପୁଣି ଆତ୍ମସମର୍ପଣ କଲେ ଆଉ ୧୫ ମାଓବାଦୀ
- ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିବସ: ମନ୍ଦିର ଅନୁଦାନ ବୃଦ୍ଧି ସହ ଅଙ୍ଗନବାଡ଼ି ଗୃହ ପ୍ରସଙ୍ଗରେ ଆଲୋଚନା
Browsing Category
Odisha
All about all odisha state news updates
ଆଦିବାସୀ ଭାଷା ଶିକ୍ଷକମାନଙ୍କ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା
ବାରିପଦା : ଆଦିବାସୀ ଭାଷା ଶିକ୍ଷକମାନେ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦେଇଛନ୍ତି । ସେମାନଙ୍କୁ ନିୟମିତ କରିବା ଦାବିରେ ଆଜି ମୟୂରଭଞ୍ଜ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ଶିକ୍ଷକମାନେ। ମୟୂରଭଞ୍ଜ ଜିଲ୍ଲାରେ!-->…
ବିଶ୍ବସ୍ତରୀୟ ହେବ କଟକ ରେଳ ଷ୍ଟେସନ୍
କଟକ: ଦେଶରେ ଐତିହ୍ୟ, ସାଂସ୍କୃତି ସହ ଜଡିତ ଥିବା ରେଳ ଷ୍ଟେସନଗୁଡ଼ିକୁ ସୈାନ୍ଦର୍ଯ୍ୟକରଣ କରାଯାଇ ବିଶ୍ବସ୍ତରୀୟ ରେଳ ଷ୍ଟେସନ କରିବାକୁ ପଦକ୍ଷେପ ନିଆଯାଉଛି । ଏହି ଷ୍ଟେସନଗୁଡ଼ିକ ମଧ୍ୟରେ ରହିଛି କଟକ ରେଳ ଷ୍ଟେସନ । ଆଗାମୀ କିଛି ଦିନ ମଧ୍ୟରେ ନୂଆ ରୂପ ପାଇବ କଟକ ରେଳ ଷ୍ଟେସନ୍ । ବାରବାଟୀ!-->…
ବିଶ୍ୱକପ ହକି ପାଇଁ ଆଜିଠୁ ଅଫ୍ଲାଇନ୍ ଟିକେଟ ବିକ୍ରି ଆରମ୍ଭ
ଭୁବନେଶ୍ବର: ଆରମ୍ଭ ହୋଇଛି ହକି ବିଶ୍ବକପ ପାଇଁ ଟିକେଟ ବିକ୍ରି । ଜାନୁଆରୀ ୧୩ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବାକୁ ଥିବା ବିଶ୍ୱକପ ହକି ପାଇଁ ଆଜିଠୁ ଅଫ୍ଲାଇନ୍ ଟିକେଟ ବିକ୍ରି ଆରମ୍ଭ ହୋଇଛି। ଉଭୟ ଭୁବନେଶ୍ୱର ଓ ରାଉଲକେଲାରେ ବିକ୍ରି ହେଉଛି ଏହି ଟିକେଟ୍। ଭୁବନେଶ୍ୱର କଳିଙ୍ଗ!-->…
୫ ଦିନ ପରେ ମା’ପାଖକୁ ଫେରିଲା ନିଖୋଜ ପୁଅ ଅମ୍ରିତ
ଭୂବନେଶ୍ବର: ଅପହରଣ ପରେ ପୁରି ଘରକୁ ଫେରିଛି ଅମ୍ରିତ । ୫ ଦିନ ପରେ ଗାଁ ଦାଣ୍ଡରେ ଅମ୍ରିତକୁ ଗତକାଲି ରାତିରେ ଛାଡି ଯାଇଛନ୍ତି ଅପହରଣ କରିଥିବା ଦୁବୃର୍ତ୍ତମାନେ । ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ନିଜ ଗାଁ କୁରାଳରେ ଅମ୍ରିତର ଅପହରଣକୁ ନେଇ ଚର୍ଚା ଜୋର ଧରିଥିଲା । ତେବେ!-->…
ମଶା ପାଇଁ କୋଲକାତା ମଡେଲକୁ ଆପଣାଇବ ବିଏମସି
ଭୁବନେଶ୍ବର: ରାଜଧାନୀରେ ମଶାଙ୍କ ଉତ୍ପାତ ବଢ଼ି ବଢ଼ିଚାଲିଛି । ଯେଉଁଠି ଦେଖିବ ସେଠି କୁଢ଼ କୁଢ଼ ମଶା । ଘର ହେଉ ଅବା ନାଳନର୍ଦ୍ଦମା ସବୁଠି ମଶା ହାଉଯାଉ ହେଉଛନ୍ତି ରାଜଧାନୀ ଭୁବନେଶ୍ବରରେ । ଦିନ ହେଉ ଅବା ରାତି ରାଜଧାନୀବାସୀ ମଶାଙ୍କ କାମୁଡା ଖାଇ ହନ୍ତସନ୍ତ ହେଉଛନ୍ତି । ମଶାଙ୍କ!-->…
ସମ୍ବଲପୁରରେ କୋର୍ଟ ଭିତରେ ପଶି ଭଂଗାରୁଜା ଘଟଣାରେ ବଢିଲା ଗିରଫଦାରୀ
ସମ୍ବଲପୁରରେ କୋର୍ଟ ଭିତରେ ପଶି ଭଂଗାରୁଜା ଘଟଣାରେ ଗିରଫଦାରୀ ସଂଖ୍ୟା ବଢ଼ିବାରେ ଲାଗିଛି । ଆଉ ୩ ଓକିଲଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ । ୨ ମହିଳା ଆଇନଜୀବୀଙ୍କ ସହ ୩ ଜଣଙ୍କୁ ବିଳମ୍ବିତ ରାତିରେ ଗିରଫ କରିଛି ପୋଲିସ । ୨ ମହିଳା ଆଇନଜୀବୀ ହେଲେ ବିଷ୍ଣୁପ୍ରିୟା ଭୋଇ ଓ ସେବତୀ ବଂଛୁର ।!-->…
ମଶା ଉତ୍ପାତ ପାଇଁ ଦାୟୀ କିଏ?
ଭୁବନେଶ୍ୱର: ମଶାଙ୍କ ଉତ୍ପାତ ଏବେ ରାଜଧାନୀବାସୀଙ୍କ ପାଇଁ କଷ୍ଟକର ହୋଇଛି । ମଶାଙ୍କ ପାଇଁ ଲୋକଙ୍କ ନିଦ ହଜିଯାଇଛି । ମଶାଙ୍କ ଉପଦ୍ରବ ରାଜଧାନୀବାସୀଙ୍କ ଶାନ୍ତି ହଜେଇ ଦେଇଛି। ବିଏମସି କର୍ତୃପକ୍ଷଙ୍କ ଅପାରଗତା ହିଁ ଏଥିପାଇଁ ଦାୟୀ ବୋଲି ଜନସାଧାରଣ ରାଜନେତା ଅଭିଯୋଗ କରୁଛନ୍ତି । ଏହି!-->…
ଇଡି ପୁଣି ଶ୍ରଦ୍ଧାଞ୍ଜଳିଙ୍କୁ କରୁଛି ଜେରା , କିଛି ରହସ୍ୟ ବାହାରିବ କି?
ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ କେଉଁଠି ଅପରାଧର ଚେର ରହିଛି ତାହାର ରହସ୍ୟ ଖୋଳତାଡ଼ କରୁଛି ଇଡି । ପୁଣି ଶ୍ରଦ୍ଧାଞ୍ଜଳିଙ୍କୁ ଜେରା ଆରମ୍ଭ କରିଛି ଇଡି । କିଛି ଦିନ ଲୁଚକାଳି ଖେଳିବା ପରେ ପୁଣି ଇଡି ଅଫିସରେ ପହଁଚିଛନ୍ତି ଶ୍ରଦ୍ଧାଞ୍ଜଳି । ତେବେ ଏହି ଜେରାରୁ ଇଡି କେଉଁ ବଡ଼ ମାଛର!-->…
ଆଜିଠୁ ଫେରିବ ଶୀତ
ଆଜିଠୁ ରାଜ୍ୟରେ ବଢ଼ିପାରେ ଶୀତ । ଆସନ୍ତା ୩ ଦିନ ଯାଏ ରାତି ତାପମାତ୍ରା ଧୀରେ ଧୀରେ ଖସିବ । ୩ରୁ ୪ ଡିଗ୍ରୀ ଯାଏ ପାରଦ ଖସିବା ସହ ଅଧିକ ଶୀତ ଅନୁଭୂତ ହୋଇପାରେ । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କହୁଛି ରାଜ୍ୟରେ!-->…
ଓକିଲ ଆନ୍ଦୋଳନ ଘଟଣାରେ ୩୨ ଜଣ ଓକିଲ ଜେଲ୍ଗଲେ
ସମ୍ବଲପୁର : ସୁପ୍ରିମକୋର୍ଟଙ୍କ ଫଟକାର ପରେ ପୁଲିସ ଏବେ ଓକିଲମାନଙ୍କୁ ଗିରଫ କରି ଜେଲ ପଠାଉଛି । ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ୍ ଆନ୍ଦୋଳନ ଘଟଣାରେ ଓକିଲ ଓ ସାଧାରଣ ଲୋକଙ୍କ ଗିରଫଦାରି ଜାରି ପୋଲିସ କରୁଛି । ଗୁରୁବାର ସୁଦ୍ଧା ୧୨ ଆନ୍ଦୋଳନ ଓ ଭଙ୍ଗାରୁଜା ଘଟଣାରେ ମୋଟ ଗିରଫଙ୍କ!-->…