Trending
- ଆଜିଠୁ ସଂସଦରେ ଆରମ୍ଭ ହେବ ଶୀତ ଅଧିବେଶନ
- BLOଙ୍କ ପାରିଶ୍ରମିକ ୬ ହଜାରରୁ ୧୨ ହଜାର ଟଙ୍କାକୁ ବୃଦ୍ଧି
- ଡିସେମ୍ବର 7ରେ ଆଉ ଥରେ ହେବ ASO ପରୀକ୍ଷା
- ରାହୁଲ, ସୋନିଆଙ୍କ ସହ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ
- ଗୋଟିଏ ଦିନରେ ବିଜେଡି ସମର୍ଥିତ ୩ ଜଣ ବ୍ଲକ୍ ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେଲେ
- ଲକ୍ଷ୍ନୌରେ ମେଜର ଜେନେରାଲ ସୈୟଦ ତକି ଆବ୍ବାସ ରିଜଭୀଙ୍କ ଦେହାନ୍ତ
- ଭଦ୍ରକରେ ଭାଙ୍ଗୁଛି ବିଜେଡି ଗଡ଼, ଜଣଙ୍କ ପରେ ଜଣେ ବ୍ଲକ ଅଧ୍ୟକ୍ଷ ଦେଇ ଚାଲିଛନ୍ତି ଇସ୍ତଫା
- ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଆଡକୁ ଗତି କରୁଛି ବାତ୍ୟା ‘ଦିତ୍ୱାହ’
- ପୁଣି ଆତ୍ମସମର୍ପଣ କଲେ ଆଉ ୧୫ ମାଓବାଦୀ
- ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିବସ: ମନ୍ଦିର ଅନୁଦାନ ବୃଦ୍ଧି ସହ ଅଙ୍ଗନବାଡ଼ି ଗୃହ ପ୍ରସଙ୍ଗରେ ଆଲୋଚନା
Browsing Category
Odisha
All about all odisha state news updates
ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଜେପି ନଡ୍ଡା କହିଲେ ରାଜ୍ୟରେ ଏପରି ସରକାର ରହିବା ଉଚିତ ନୁହେଁ
ଭୁବନେଶ୍ବର : ରାଜ୍ୟ ସରକାର ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ସଭାପତି ଜେପି ନଡ୍ଡା । ରାଜ୍ୟରେ ଆଇନକାନୁନଠୁ ଆରମ୍ଭ କରି ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ କଥା କହିଛନ୍ତି ନଡ୍ଡା । ଏହା ସହ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ …
ଦୁଇ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର: ରାୟଗଡ଼ା ହୋଟେଲରେ ୨ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚା ହେବା ପରେ ରାଜ୍ୟରେ ଏହି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ କରିବ । ରୁଷୀୟ ସାଂସଦ ପାଭେଲ ଆଣ୍ଟୋଭ ଓ ତାଙ୍କ ବନ୍ଧୁଙ୍କ ମୃତ୍ୟୁ ହେବାକୁ ନେଇ ଏବେ ଯାଂଚ ହେବ । ଘଟଣାରେ କ୍ରାଇମବ୍ରାଞ୍ଚ…
ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବ ଉପରେ ମୋହର
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବ ଉପରେ ମୋହର ଲାଗିଥିବାର ସୂଚନା ମିଳିଛି । ୟୁପି ସ୍କୁଲ ଶିକ୍ଷକଙ୍କ ଗ୍ରାଣ୍ଟ-ଇନ୍-ଏଡ୍ ଅବଧି ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ବେଳେ ଅନୁଦାନପ୍ରାପ୍ତ ବେସରକାରୀ…
ବିଚିତ୍ର ପରମ୍ପରା
କଥାରେ କୁହାଯାଏ ଝିଅ ଜନମ ପର ଘରକୁ । ସେଣିକି ଯେତେ ଧନୀ ଶ୍ରେଣୀର ଝିଅ ହୁଅନ୍ତୁ ଅବା ଗରିବ ଶ୍ରେଣୀର । ସମସ୍ତଙ୍କୁ ବିବାହ ପରେ ଶାଶୁଘରକୁ ଯିବାକୁ ପଡିଥାଏ । ଶାଶୁଘରକୁ ନିଜ ଘର ଭାବି ଚଳିବାକୁ ପଡିଥାଏ । ସେତେବେଳେ ଝିଅଟେ ପାଇଁ ବାପ ଘର ନୁହେଁ ଶାଶୁଘର ହୋଇଯାଏ ନିଜର । ବିବାହ ପରେ ଝିଅଟି…
କରୋନକୁ ନେଇ କଟକଣା ବଢିଲା
ପଡୋଶୀ ଦେଶରେ କରୋନାର ସବ୍-ଭାରିଏଣ୍ଟ ବିଏଫ.୭ ଆତଙ୍କ ଖେଳାଉଥିବାବେଳେ, ସଜାଗ ହୋଇଛନ୍ତି ଭାରତ ସରକାର । ଚୀନରୁ ଭାରତ ଆସୁଥିଲେ ଆରଟିପିସିଆର ଟେଷ୍ଟ କରାଇବା ବାଧ୍ୟମୂଳକ କରାଯାଇଛି । କେବଳ ଏତିକି ନୁହେଁ ମେଡିକାଲ ଅକ୍ସିଜେନ୍ ପ୍ରସ୍ତୁତ ରଖିବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ!-->…
ପୁଣି ରାଜଧାନୀକୁ ଫେରିଲା ପଥୋତ୍ସବ
ଦୀର୍ଘ ୩ ବର୍ଷ ପରେ ପୁଣି ଥରେ ରାଜଧାନୀକୁ ଫେରଲା ପଥ ଉତ୍ସବ । ଆଜି ସକାଳ ସାଢେ ୬ଟା ଜନପଥ ରାସ୍ତାରେ ଆରମ୍ଭ ହୋଇଛି ପଥ ଉତ୍ସବ କାର୍ଯ୍ୟକ୍ରମ । ଶୀତୁଆ ସକାଳରେ ଛୋଟରୁ ବଡ ସମସ୍ତେ ଏକାଠୀ ହୋଇ ଉତ୍ସଳ ପାଳନ କରୁଥିବା ଦେଖିବାକୁ ମିଳିଛି ।ଫିଟ୍ ରହିବାକୁ ସାଇକେଲିଂ, ସ୍କେଟିଂ, କୁମ୍ବା, ଯୋଗର!-->…
ସୈନିକ ସ୍କୁଲର ହୀରକ ଜୟନ୍ତୀ
। ସୈନିକ ସ୍କୁଲର ୬୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଦୁଇ ଦିନିଆ ହୀରକ ଜୟନ୍ତୀ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ହୀରକ ଜୟନ୍ତୀ ଅବସରରେ ଭୁବନେଶ୍ୱର ସୈନିକ ସ୍କୁଲ ପ୍ରତିଷ୍ଠାତା ବିଜୁ ପଟ୍ଟନାୟକଙ୍କ!-->…
ରାଜ୍ୟର ଇଣ୍ଡୋର ଷ୍ଟାଡିୟମ୍ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି
ଭୁବନେଶ୍ବର: ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ରାଜ୍ୟରେ ନିର୍ମାଣାଧୀନ ୮୯ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମର କାମ ଖବୁଶୀଘ ସରିବାକୁ ଯାଉଛି । ହକି ବିଶ୍ବକପ ପୂର୍ବରୁ ଏ ସମସ୍ତ ଇଣ୍ଡୋର ଷ୍ଟାଡିୟମ ଲୋକାର୍ପଣ କରିବେ ମୁଖ୍ରମନ୍ତ୍ରୀ!-->…
ସୂର୍ଯ୍ୟମନ୍ଦିରରେ ପହଁଚିଲେ ଫାଇଭ୍ ଟି ସଚିବ
ପୁରୀ: ସୂର୍ଯ୍ୟମନ୍ଦିରରେ ସୈାନ୍ଦର୍ଯ୍ୟକରଣକୁ ନେଇ ପ୍ରଶ୍ନ ଉଠିବା ପରେ ୫ଟି ସଚିବ ଭି କେ ପାଣ୍ଡିଆନ୍ କୋଣାର୍କ ଯାଇ ତାହାର ସମୀକ୍ଷା କରିଛନ୍ତି । ଆଲୋକୀକରଣକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଭି କେ ପାଣ୍ଡିଆନ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିଥିବା!-->…
ପ୍ରଧାନମନ୍ତ୍ରୀଙ୍କୁ ସାଂସଦ ପ୍ରତାପ ଷଡଙ୍ଗୀ ଭେଟିବା ନେଇ ଚର୍ଚା ଜୋରଧରିଲା
ନୂଆଦିଲ୍ଲୀ: କିଛି ଦିନର ନିରବତା ପରେ ପୁଣି ନନାଙ୍କୁ ନେଇ ରାଜନୀତି ଗଳିକନ୍ଦିରେ ଚର୍ଚା ଜୋର ଧରିଛି । ପିଏମରୁ ଡକରା ଆସିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଡାକରା ପାଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ!-->…