Trending
- ଆଜିଠୁ ସଂସଦରେ ଆରମ୍ଭ ହେବ ଶୀତ ଅଧିବେଶନ
- BLOଙ୍କ ପାରିଶ୍ରମିକ ୬ ହଜାରରୁ ୧୨ ହଜାର ଟଙ୍କାକୁ ବୃଦ୍ଧି
- ଡିସେମ୍ବର 7ରେ ଆଉ ଥରେ ହେବ ASO ପରୀକ୍ଷା
- ରାହୁଲ, ସୋନିଆଙ୍କ ସହ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ
- ଗୋଟିଏ ଦିନରେ ବିଜେଡି ସମର୍ଥିତ ୩ ଜଣ ବ୍ଲକ୍ ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେଲେ
- ଲକ୍ଷ୍ନୌରେ ମେଜର ଜେନେରାଲ ସୈୟଦ ତକି ଆବ୍ବାସ ରିଜଭୀଙ୍କ ଦେହାନ୍ତ
- ଭଦ୍ରକରେ ଭାଙ୍ଗୁଛି ବିଜେଡି ଗଡ଼, ଜଣଙ୍କ ପରେ ଜଣେ ବ୍ଲକ ଅଧ୍ୟକ୍ଷ ଦେଇ ଚାଲିଛନ୍ତି ଇସ୍ତଫା
- ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଆଡକୁ ଗତି କରୁଛି ବାତ୍ୟା ‘ଦିତ୍ୱାହ’
- ପୁଣି ଆତ୍ମସମର୍ପଣ କଲେ ଆଉ ୧୫ ମାଓବାଦୀ
- ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିବସ: ମନ୍ଦିର ଅନୁଦାନ ବୃଦ୍ଧି ସହ ଅଙ୍ଗନବାଡ଼ି ଗୃହ ପ୍ରସଙ୍ଗରେ ଆଲୋଚନା
Browsing Category
Odisha
All about all odisha state news updates
ଆଇସିଓଏମସି କୋଠାରେ ଆଜି ଉଦଘାଟନ ହେବ ଡେଲଏଟ କମ୍ପାନୀ ଶାଖା
ଭୁବନେଶ୍ବର: ଆଇସିଓଏମସି କୋଠାରେ ଆଜି ଉଦଘାଟନ ହେବ ଡେଲଏଟ କମ୍ପାନୀ ଶାଖା । କାର୍ଯ୍ୟାଳୟକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ସହିତ ରହିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା । ୧୨ ମହଲା ବିଶିଷ୍ଟ ଏହି କୋଠାର ୬…
୨୦୨୩ ମସିହାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ
ଭୁବନେଶ୍ବର: ୨୦୨୩ ମସିହାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ । ଚଳିତଥର ମୋଟ ୫.୯୪ଲକ୍ଷ ନୂଆ ଭୋଟର ସାମିଲ ହୋଇଛନ୍ତି । ରାଜ୍ୟରେ ଏବେ ମୋଟ ୩ କୋଟି ୨୩ ଲକ୍ଷ ୪୯ହଜାର ୩୪୧ଜଣ ଭୋଟର ଅଛନ୍ତି । ଏଥିରେ ୧ କୋଟି ୬୪ଲକ୍ଷ ୯୬ହଜାର ୧୫୩ଜଣ ପୁରୁଷ ଓ ୧କୋଟି ୫୮ଲକ୍ଷ ୪୯ହଜାର ୯୬୬ଜଣ ମହିଳା ଏବଂ ୩୨୨୨ଜଣ…
ବିଜେବି କଲେଜରେ ଛାତ୍ରଙ୍କ ରାଗିଂ ଘଟଣାରେ 3 ଗିରଫ
ଭୁବନେଶ୍ବର: ବିଜେବି କଲେଜରେ ଛାତ୍ରଙ୍କ ରାଗିଂ ଭିଡିଓ ଭାଇରାଲ୍ ଘଟଣାରେ ପୋଲିସ ପକ୍ଷରୁ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରାଯାଇଛି । ଘଟଣାରେ ସମ୍ପୃକ୍ତ ୪ଅଭିଯୁକ୍ତ ସମ୍ପୃକ୍ତ ରହିଥିବାରୁ 3ଜଣଙ୍କୁ ଗିରଫ କରାଯାଇ ଜେଲ ପଠାଇଦେଇଛି ପୋଲିସ । ୪ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ରହିଛନ୍ତି ।…
ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଇ-ହସ୍ପିଟାଲ ବ୍ୟବସ୍ଥା ଆରମ୍ଭ
ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଆରମ୍ଭ ହୋଇଛି ଇ-ହସ୍ପିଟାଲ ବ୍ୟବସ୍ଥା । ପ୍ରଥମ ପର୍ଯ୍ୟାୟରେ ଏଣ୍ଡ୍ରୋକ୍ରାଇନୋଲୋଜି, ମେଡିସିନ୍ ଓ ପେଡିଆଟ୍ରିକ୍ ସର୍ଜରୀ ବିଭାଗରେ ଇ-ହସ୍ପିଟାଲ ବ୍ୟବସ୍ଥା ଲାଗୁ କରାଯାଇଛି । ରୋଗୀଙ୍କ ପଞ୍ଜିକରଣଠୁ ଆରମ୍ଭ କରି ଟେଷ୍ଟ ଏବଂ ପ୍ରେସକ୍ରପସନ୍ ଯାଏ ସବୁକିଛି…
ଓଡିଶାରେ 5 ଜି ସେବା ଆରମ୍ଭ, ସାରା ଓଡ଼ିଶା ପାଇଁ ସ୍ଥାପନ ହେବ ୫୦୦୦ ମୋବାଇଲ୍ ଟାୱାର
ଭୁବନେଶ୍ବର: ଓଡିଶାରେ 5ଜି ସେବା ଆରମ୍ଭ ହୋଇଛି । କଟକ ଭୁବନେଶ୍ବରରେ ପ୍ରଥମେ ଏହି ସେବା ଯୋଗାଇଦେବେ ଏୟାରଟେଲ ଓ ଜିଓ । ଆଜିଠୁ ଓଡିଶାରେ ଆରମ୍ଭ ହୋଇଛି ୫ଜି ସେବା । କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହି ସେବାର ଶୁଭାରମ୍ଭ କରିଛନ୍ତି…
ନେଦରଲ୍ୟାଣ୍ଡସ ହକି ଟିମ କୁ ସ୍ବାଗତ
ଭୁବନେଶ୍ୱର: ହକି ବିଶ୍ବକପ ପାଇଁ ପହଁଚିଛନ୍ତି ବିଦେଶ ଖେଳାଳି । ପ୍ରଥମ ଦଳ ଭାବେ ପହଂଚିଲା ନେଦରଲ୍ୟାଣ୍ଡସ୍ ହକି ଟିମ୍ । ପ୍ରଥମ ବିଦେଶୀ ଦଳ ଭାବେ ଓଡ଼ିଶା ପହଞ୍ଚିଛି ନେଦରଲ୍ୟାଣ୍ଡସ ହକି ଟିମ୍ । ବିମାନବନ୍ଦରରେ ଟିମ କୁ ସ୍ୱାଗତ କରାଯାଇଛି । ଆସନ୍ତା ୧୩ତାରିଖରୁ ଭୁବନେଶ୍ୱର କଳିଙ୍ଗ…
କଟକ ଭୁବନେଶ୍ବରରେ ଆସନ୍ତାକାଲିଠୁ ୫ଜି ସେବା ଆରମ୍ଭ
ଭୁବନେଶ୍ବର: ବହୁ ପ୍ରତିକ୍ଷିତ 5ଜି ସେବା ଓଡ଼ିଶାରେ ଆସନ୍ତାକାଲିଠୁ ଆରମ୍ଭ ହେବ । ରେଳମନ୍ତ୍ରୀ କହିଥିଲେ ଜାନୁଆରୀ ୨୬ ପୂର୍ବରୁ ରାଜ୍ୟରେ ଫାଇଭ୍ ଜି ସେବା ଆରମ୍ଭ ହେବ ବୋଲି । ତାହା ସତ ହୋଇଛି । ତିନି ସପ୍ତାହ ପୂର୍ବରୁ ଓଡ଼ିଶାବାସୀ 5ଜି ସେବାର ଅନୁଭୂତି ପାଇବେ । ଓଡ଼ିଶାରେ ଆରମ୍ଭ ହେବ…
ନାଗ-ଚାନ୍ଦ ଦମ୍ପତିଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ବର: ବହୁଚର୍ଚ୍ଚିତ ଅଚ୍ଚର୍ନା ନାଗଙ୍କ ସଂପତ୍ତି ଏବେ ଇଡି ବାଜ୍ୟାପ୍ତି କରିବ । ଇଡି ଅର୍ଚ୍ଚନା ନାଗ, ଜଗବନ୍ଧୁ ଓ ତାଙ୍କ ସହଯୋଗୀ ଖଗେଶ୍ବର ପାତ୍ରଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି କରିବା ପ୍ରକ୍ରିୟା ଆରମ୍ଭ କରିଥିବା ନେଇ ସୂଚନା ମିଳିଛି। ଏନେଇ ଇଡି ୩…
କଟକରେ ହକି ରାଜନୀତି
କଟକ: କଟକରେ ଆୟୋଜନ ହେବାକୁ ଯାଉଥିବା ହକି ବିଶ୍ବକପ୍ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ସାମିଲ କରିବା ପାଇଁ ଉଦ୍ୟମ ହୋଇଥିଲା। ହେଲେ ବିରୋଧୀ ଦଳର ଚେହେରା ଭାବେ କେବଳ ଅମରେନ୍ଦୁ ମହାନ୍ତିଙ୍କୁ ବାଦ୍ ଦେଲେ କଂଗ୍ରେସ, ବିଜେପି ଅଥବା ଅନ୍ୟ କୌଣସି ଦଳର…
ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ରୁଷୀୟ ମୁଖ୍ୟଯନ୍ତ୍ରୀଙ୍କର ଅସ୍ବାଭାବିକ ମୃତ୍ୟୁ
ପାରାଦୀପ: ରାଜ୍ୟରେ ପୁଣି ଜଣେ ରୁଷୀୟ ନାଗରିକଙ୍କ ମୃତ୍ୟୁ ଘଟିଛି। ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଜଣେ ରୁଷୀୟ ମୁଖ୍ୟଯନ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ଏହାକୁ ଏକ ଅସ୍ବାଭାବିକ ମୃତ୍ୟୁ ବୋଲି କୁହାଯାଉଛି।
ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ମୃତ ଇଞ୍ଜିନିୟର ଅଲଦାନା ଭେସେଲରେ…