Trending
- ଜିତିଲା ମୃତ୍ୟୁ,ହରିଶ ରାଣାଙ୍କୁ ‘ଇଚ୍ଛାମୃତ୍ୟୁ’ ପାଇଁ ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ
- ନନ୍ଦନକାନନ ପାଇଁ ଖୁସି ଖବର,୫ ପ୍ରଜାତିର ୧୧ ଜୀବଜନ୍ତୁ ଆସିଛନ୍ତି ,ଦେଖିବାକୁ ଲାଗିବ ପର୍ଯ୍ୟଟଙ୍କ ଭିଡ଼
- ରାଜଧାନୀରେ ଗର୍ଜିଲେ ଆଉଟସୋର୍ସିଂ କର୍ମଚାରୀ
- ଇସ୍ତଫା ଦେଲେ ଇଣ୍ଡିଗୋ ଏୟାର ଲାଇନ୍ସର ସିଇଓ
- ରାଜ୍ୟରେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ ଉପଲବ୍ଧ ରହିଛି ,ଚିନ୍ତିତ ନ ହେବାକୁ ପରାମର୍ଶ- ଓଡ଼ିଶା ସରକାର
- ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା
- ଯୁଦ୍ଧ ଯୋଗୁଁ ଏଲ୍ପିଜି ସିଲିଣ୍ଡରର ଅଭାବ, ସ୍ଥିତି ନସୁଧୁରିଲେ, ୨ ଦିନ ଭିତରେ ବଡ଼ ବଡ଼ ସହରରେ ବନ୍ଦ ରହିବ ରେଷ୍ଟୁରାଣ୍ଟ
- ଷ୍ଟ୍ରେଟ୍ ଅଫ୍ ହରମୁଜ ଦେଇ ଗୋଟିଏ ଲିଟର ବି ତେଲ କେହି ନେଇପାରିବେ ନାହିଁ – ଇରାନ
- ଓଡ଼ିଶାର 9 ଟି ଷ୍ଟେସନ ଦେଇ ଚାଲିବ ଏକ ନୂତନ ଅମୃତ ଭାରତ ଟ୍ରେନ୍
- ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି,ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ସହ କଥା ହେଲେ ମୋଦୀ
Browsing Category
Odisha
All about all odisha state news updates
ଏବର୍ଷ ସବୁଠୁ ବଡ଼ ତାତି
ଭୁବନେଶ୍ବର: ଏବର୍ଷ ସବୁଠୁ ବଡ଼ ତାତି । କେବଳ ରାଜଧାନୀ ଭୁବନେଶ୍ବରରେ ପ୍ରଚଣ୍ଡ ରୌଦ୍ରତାପ ଅନୁଭୂତ ହେଉଛି ତା’ ନୁହେଁ, ରାଜ୍ୟର ୨୯ଟି ସହରରେ ଆଜି ଲୋକେ ପ୍ରଚଣ୍ଡ ଗ୍ରୀଷ୍ମରେ କଲବଲ ହୋଇଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୧୯ ଓ ୨୦ ପାଇଁ ରାଜ୍ୟର ସମସ୍ତ ବିଦ୍ୟାଳୟ ଓ…
ଯୁବ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଲେ ଶରତ
ଭୁବନେଶ୍ବର : ରାଜ୍ୟର ୩୩ଟି ସାଙ୍ଗଠନିକ ଜିଲ୍ଲାରେ ହୋଇଥିବା ସଦସ୍ୟତା କାର୍ଯ୍ୟକ୍ରମରେ ୨.୪୫ଲକ୍ଷ ଯୁବକ କଂଗ୍ରେସ ସହ ଯୋଡ଼ି ହୋଇଛନ୍ତି। ଯୁବ କଂଗ୍ରେସ ସଦସ୍ୟତା ପାଇଁ ୧୮-୩୫ବର୍ଷ ବୟସସୀମା ରହିଥିଲା। ଜଣେ ଯୁବକ ୬ଟି ପର୍ଯ୍ୟାୟ ଅତିକ୍ରମ କରିବା ପରେ ସଦସ୍ୟ ହୋଇଥାଏ। ସଦସ୍ୟତା ପାଇଁ ୫୦…
୪୦ ଡିଗ୍ରି ଟପି ପାରେ ତାପମାତ୍ରା
ଭୁବନେଶ୍ବର: ଆଗାମୀ ୩ ଦିନ ପର୍ଯ୍ୟନ୍ତ ଦିନର ତାପମାତ୍ରା ୪୦ ଡିଗ୍ରିରୁ ଅଧିକ ହେବା ସହିତ ଅଳ୍ପ କେତେକ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ୩ ରୁ ୫ ଡିଗ୍ରି ଅଧିକ ରହିପାରେ। ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ମଧ୍ୟରେ ବାହାରକୁ ଯିବା ବେଳେ ସାବଧାନତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ…
ଝାରସୁଗୁଡ଼ା ଉପନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି, ଯୁବ ଭୋଟରଙ୍କ ଉପରେ ସବୁ ଦଳର ନଜର
ଝାରସୁଗୁଡ଼ା : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତିନି ଦଳ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ନିର୍ବାଚନ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।ଆଜିଠୁ ଏପ୍ରିଲ ୨୦ ତାରିଖ ଯାଏଁ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ । ଏପ୍ରିଲ ୨୧ରେ ଯାଞ୍ଚ ହେବ , ୨୪ ପର୍ଯ୍ୟନ୍ତ ପ୍ରାର୍ଥୀ ପତ୍ର…
ନୟାପଲ୍ଲୀ ଦୋକାନ ଭାଙ୍ଗିବା ମାମଲା: ମାଟିରେ ମିଶିଲା ମୁଖ୍ୟ ଅଭିଯୁକ୍ତ ଘର
ନୟାପଲ୍ଲୀ ଜମି ଜବରଦଖଲ ମାମଲାରେ ମାଷ୍ଟର ମାଇଣ୍ଡ ଅଭିଯୁକ୍ତ ରାଘବ ଜେନାର ଝାରପଡ଼ାସ୍ଥିତ ଘରେ ବୁଲ ଡୋଜର ବୁଲାଇଛି ପୋଲିସ। ନୟାପଲ୍ଲୀ ଜମି ଜବରଦଖଲ ମାମଲା ରେ ପୋଲିସ ମଧ୍ୟ ଅନ୍ୟ ଅଭିଯୁକ୍ତମାନଙ୍କୁ ଏବେ ବି ଖୋଜୁଛି। ମାଷ୍ଟର ମାଇଣ୍ଡ ରାଘବ ଜେନା ଭଡ଼ା ଲଗାଇଥିବା ଘରେ ବୁଲ ଡୋଜର ମଧ୍ୟ…
ଏବର୍ଷ ପାୱାର୍ କଟ୍ ହେବନାହିଁ: ଶକ୍ତି ମନ୍ତ୍ରୀ
ଜାପାନରୁ ଫେରି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ବଡ଼ ଘୋଷଣା କରିଛନ୍ତି । ଏବର୍ଷ ପାଓ୍ବାର କଟ ହେବନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟରେ ଅସହ୍ୟ ତାତି ଆରମ୍ଭ ହୋଇଥିବା ବେଳେ ମନ୍ତ୍ରୀଙ୍କ ଘୋଷଣା କେତେ ସତ ହେଉଛି ତାହାକୁ ନେଇ ଚର୍ଚା ହେଉଛି । ବର୍ଷ ବର୍ଷ ଧରି ଆଗରୁ ପାଓ୍ବାର କଟ…
ଧନୀ ମୁଖ୍ୟମନ୍ତ୍ରୀ ତାଲିକାର ନବୀନ
ଏଡିଆର୍ ରିପୋର୍ଟରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସଂପତ୍ତି ତାଲିକା ପ୍ରକାଶ ପାଇଛି। ଏହି ରିପୋର୍ଟରେ ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଏକ ନମ୍ବରରେ ରହିଛନ୍ତି।…
ରାଜ୍ୟରେ ଗ୍ରୀଷ୍ମର ଲହରି ଜାରି
ଆଜି ଦିନ ୨ଟା ୩୦ ସୁଦ୍ଧା ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି। ଝାରସୁଗୁଡ଼ାରେ ଆଜି ଦିନ ୨ଟା ୩୦ ମିନିଟରେ ତାପମାତ୍ରା ୪୨.୪ ଡ଼ିଗ୍ରି ରେକର୍ଡ ହୋଇଛି। ରାଜ୍ୟରେ ଏବେ ଗ୍ରୀଷ୍ମର ଲହରି ଜାରି ରହିଛି। ସକାଳ ୮ଟାରୁ ଖରା ଆରମ୍ଭ ହୋଇ ଅପରାହ୍ଣ ୩ଟା ବେଳକୁ ପାରା ଶୀର୍ଷରେ ପହଞ୍ଚୁଛି।…
ଆଜିଠୁ ପୁଣି ଗ୍ରୀଷ୍ମ ଲହରି
ରାଜ୍ୟରେ ଏବେ ବିଭିନ୍ନ ଜିଲ୍ଲାରେ ତାପମାତ୍ରା ବଢ଼ିଆରେ ଲାଗିଛି । ତାତି ଏପରି ଲାଗୁଛି ସତେ ଯେପରି ନିଆଁ ବର୍ଷିବା ଆରମ୍ଭ ହୋଇଯାଉଛି। ଏବେ ଖରାକୁ ବାହାରିଲେ ହାତ, ମୁହଁ ଜଳିଗଳା ଭଳି ଲାଗୁଛି । ଭୁବନେଶ୍ବର ତାପମାତ୍ରା ବଢ଼ିବାରେ ଲାଗିଛି । ଆଜି ପୁଣି ବଢ଼ିବ ବୋଲି ଅନୁମନ କରାଯାଉଛି । …
ଛେନାପୋଡ଼ ଦିବସ
ଆଜି ହେଉଛି ବିଶ୍ୱ ପ୍ରସିଦ୍ଧ ଛୋପୋଡ଼ ଦିବସ । ନୟାଗଡର ପ୍ରସିଦ୍ଧ ମିଠା ଛେନାପୋଡ଼ ଏବେ ବିଶ୍ୱଦରବାରରେ ପରିଚିତ । ନୟାଗଡ଼ିଆଙ୍କ ପାଇଁ ଏହା ଗର୍ବ ଓ ଗୌରବରେ ପରିଣତ ହୋଇଛି। ନୟାଗଡ଼ ମାଟିର ସୁଯୋଗ୍ୟ ସନ୍ତାନ ସୁଦର୍ଶନ ଙ୍କ ଦ୍ୱାରା ପ୍ରଥମେ ପ୍ରସ୍ତୁତ ହୋଇଥିବା ଛେନାପୋଡ଼କୁ ଆହୁରି ଲୋକପ୍ରିୟ…