Browsing Category

Odisha

All about all odisha state news updates

ଆଜି ୧୩ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀର ପ୍ରଭାବ ରହିବ। ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ଖସିବ ଓ ତାତିରୁ ଆଶ୍ବସ୍ତି ମିଳିବ। ଲଗାତାର ୪୩ ଓ ୪୪ ଡିଗ୍ରି ଉପରେ ‌ରେକର୍ଡ ହେଉଥିବା ରାଜ୍ୟର ସର୍ବୋଚ୍ଚ ତାପମାତ୍ରା   ଖସିଥିଲା।  ପ୍ରଚଣ୍ଡ ଗ୍ରୀଷ୍ମ…

ଆଜି ଇଦ୍‌ ଉଲ୍ ଫିତର୍

ଇସଲାମ ଧର୍ମାବଲମ୍ବୀଙ୍କ  ସବୁଠୁ ବଡ଼ ପର୍ବ। ଆଜି ଇଦ୍‌ ଉଲ୍ ଫିତର୍। ଏଥିପାଇଁ ସାରା ଦେଶରେ ଉତ୍ସବମୁଖର ପରିବେଶ। ଦିଲ୍ଲୀ, କୋଲକାତା, ଚେନ୍ନାଇ, ମୁମ୍ବାଇ ସମେତ ଓଡ଼ିଶାରେ ବି ପାଳନ ହେଉଛି ଇଦ୍। ପ୍ରଧାନମନ୍ତ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଦ ଅବସରରେ ଶୁଭେଚ୍ଚା ବାର୍ତା ପ୍ରଦାନ…

ସହିଦ ଦେବାଶିଷ ଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ

ଭୁବନେଶ୍ବର :  ସହିଦ ଦେବାଶିଷ ବିଶ୍ବାଳଙ୍କୁ  ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି। ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। https://twitter.com/ANI/status/1649604727435587584?s=20 ଏହାଛଡ଼ା ସେଠାରେ  ବହୁ…

ଲୁହରେ ଭିଜିଲା ସହିଦ ଦେବାଶିଷ ବିଶ୍ବାଳଙ୍କ ଗାଁ: ପଚିଶ ଲକ୍ଷର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସାକ୍ଷୀଗୋପାଳ : ଲୁହରେ ଭିଜିଛି ସହିଦ ଦେବାଶିଷ ବିଶ୍ୱାଳଙ୍କ ଗାଁ । ପିଲାଠୁ ବୁଢ଼ା ସମସ୍ତଙ୍କ ଆଖିରେ ଲୁହ । ଖବର ପହଁଚିବା ପରେ ସହିଦଙ୍କ ଘରେ କାନ୍ଦ ବୋବାଳି ବନ୍ଦ ହେଉନାହିଁ । ବନ୍ଧୁ ପରିଜନ, ରାଜନେତାଙ୍କ ଗହଳି ଛୁଟିଛି । କିନ୍ତୁ ନିଜ ପୁଅକୁ ହରାଇ ପରିବାର , ଗାଁ ଏବେ ଝୁରୁଛି । ଗତକାଲି…

ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଅଷ୍ଟମ ଶ୍ରାଦ୍ଧବାର୍ଷିକୀ ୨୧ରେ

ଭୁବନେଶ୍ବର : ଆସନ୍ତାକାଲି  ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୮ତମ ଶ୍ରାଦ୍ଧବାର୍ଷିକୀ  । ଏଥିପାଇଁ ଏକ ସମାରୋହ ୨୧ ତାରିଖ ସଂଧ୍ୟା ୬ ଟା ସମୟରେ ଖୋର୍ଦ୍ଧାସ୍ଥିତ ଜାନକୀ ବଲ୍ଲଭ ସ୍ମୃତି ଉଦ୍ୟାନରେ ଅନୁଷ୍ଠିତ ହେବ। ଖୋର୍ଦ୍ଧା ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି…

ଆସନ୍ତାକାଲିଠାରୁ ସ୍କୁଲର ଗ୍ରୀଷ୍ମକାଳୀନ ଛୁଟି

ଭୁବନେଶ୍ବର: ରାଜ୍ୟରେ ଅସହ୍ୟ ତାତି । ତାତି ପାଇଁ ଘରୁ ବାହାରି ହେଉନାହିଁ । ସ୍କୁଲକୁ ପିଲା କିପରି ଯିବେ ଏନେଇ ଅଭିଯୋଗ ଉଠିବା ପରେ  ଆସନ୍ତାକାଲିଠାରୁ ଓଡ଼ିଶାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ତାପମାତ୍ରା ଅହେତୁକ ଭାବେ ବୃଦ୍ଧି…

ସମ୍ବଲପୁର ଜିଲ୍ଲାରେ ଆଉ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ

ସମ୍ବଲପୁର: ଜିଲ୍ଲାରେ ପୁଣି ହିଂସା ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି । ଭିଏଚପି ପକ୍ଷରୁ ବନ୍ଦ ଡାକରା ପରେ  ଆଜି ପୁଣି ଥରେ ସମ୍ବଲପୁର ଜିଲ୍ଲାରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ ଘୋଷଣା କରାଯାଇଛି।  ସାରା ଜିଲ୍ଲାରେ ୨୨ ତାରିଖ ସକାଳ ୧୦ଟା ଯାଏ ଇଣ୍ଟର୍‌ନେଟ୍‌…

ଝାରସୁଗୁଡ଼ା ଉପନିର୍ବାଚନ : ଆଜିଠୁ ଜୋରଦାର ହେବ ପ୍ରଚାର

ଝାରସୁଗୁଡ଼ା : କିଏ ଜିତିବ ଝାରସୁଗୁଡ଼ା ବାଜି । ବିଜେଡି ଜିତିବ ନା ବିଜେପି, କଂଗ୍ରେସ ପ୍ରାର୍ଥୀ ଜିତିବେ । କାହାକୁ ଭୋଟର ଦେବେ ଅଧିକ ଭୋଟ । ତାକୁ ନେଇ ଏବେ ନେତାଠୁ ଆରମ୍ଭ କରି ସାଧାରଣ ଜନତା ଆଲୋଚନା କରୁଛନ୍ତି । ଝାରସୁଗୁଡ଼ା ଉପନିର୍ବାଚନ ଏଥର ଭିନ୍ନ ପ୍ରସଙ୍ଗ ରହିଛି । ବିଶେଷ କରି ନବ…

ଫାଇଲ ହଜିଛି ନା ଚୋରି ହୋଇଛି?

ଶ୍ରୀମନ୍ଦିର ଫାଇଲ ହଜିବାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ । ଗୁରୁତ୍ୱପୂର୍ଣ ଫାଇଲ କିପରି ହଜିଯାଉଛି ତାକୁ ନେଇ ବିରୋଧୀ ଦଳମାନେ ସରକାରଙ୍କୁ ବାରମ୍ବାର ପ୍ରଶ୍ନ କରିଥିବା ବେଳେ ଏବେ ବରିଷ୍ଠ ନେତା ବିଜୟ ମହାପାତ୍ରା ସାଂଘାତିକ ଅଭିଯୋଗ କରିଛନ୍ତି । ତାଙ୍କ କହିବା କଥା ଜାଣିଶୁଣି ଫାଇଲକୁ…

ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ

ସମ୍ବଲପୁର : ସମ୍ବଲପୁର ହିଂସା ପ୍ରତିବାଦରେ-ଅବିଭକ୍ତ କୋରାପୁଟ ଓ ପଶ୍ଚିମ ଓଡ଼ିଶା ଜିଲ୍ଲାରେ ବନ୍ଦ ଡାକରା।   ବିଶ୍ବ ହିନ୍ଦୁ ପରିଷଦ ତରଫରୁ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ୧୦ ଓ ଅବିଭକ୍ତ କୋରାପୁଟର ୪ ଜିଲ୍ଲାକୁ ମିଶାଇ ମୋଟ ୧୪ ଜିଲ୍ଲାରେ ବନ୍ଦ ଡାକରା ଦିଆଯାଇଛି। ସୁନ୍ଦରଗଡ଼,…