Trending
- ଆଜିଠୁ ସଂସଦରେ ଆରମ୍ଭ ହେବ ଶୀତ ଅଧିବେଶନ
- BLOଙ୍କ ପାରିଶ୍ରମିକ ୬ ହଜାରରୁ ୧୨ ହଜାର ଟଙ୍କାକୁ ବୃଦ୍ଧି
- ଡିସେମ୍ବର 7ରେ ଆଉ ଥରେ ହେବ ASO ପରୀକ୍ଷା
- ରାହୁଲ, ସୋନିଆଙ୍କ ସହ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ
- ଗୋଟିଏ ଦିନରେ ବିଜେଡି ସମର୍ଥିତ ୩ ଜଣ ବ୍ଲକ୍ ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେଲେ
- ଲକ୍ଷ୍ନୌରେ ମେଜର ଜେନେରାଲ ସୈୟଦ ତକି ଆବ୍ବାସ ରିଜଭୀଙ୍କ ଦେହାନ୍ତ
- ଭଦ୍ରକରେ ଭାଙ୍ଗୁଛି ବିଜେଡି ଗଡ଼, ଜଣଙ୍କ ପରେ ଜଣେ ବ୍ଲକ ଅଧ୍ୟକ୍ଷ ଦେଇ ଚାଲିଛନ୍ତି ଇସ୍ତଫା
- ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଆଡକୁ ଗତି କରୁଛି ବାତ୍ୟା ‘ଦିତ୍ୱାହ’
- ପୁଣି ଆତ୍ମସମର୍ପଣ କଲେ ଆଉ ୧୫ ମାଓବାଦୀ
- ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିବସ: ମନ୍ଦିର ଅନୁଦାନ ବୃଦ୍ଧି ସହ ଅଙ୍ଗନବାଡ଼ି ଗୃହ ପ୍ରସଙ୍ଗରେ ଆଲୋଚନା
Browsing Category
Odisha
All about all odisha state news updates
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଗୁଳିମାଡ଼ରେ ପରଲୋକ
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଗୁଳିମାଡ଼ରେ ପରଲୋକ । ଆପୋଲୋରେ ଚିକିତ୍ସାଧିନ ଅବସ୍ଥାରେ ନବ ଦାସଙ୍କ ମୃତ୍ୟୁ ହୋଇଛି । ଡାକ୍ତରଙ୍କ ଚେଷ୍ଟା ସତ୍ତ୍ବେ ନବ ଦାସ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ…
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ବ୍ରଜରାଜନଗରରେ ଗୁଳିମାଡ
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଙ୍କୁ ବ୍ରଜରାଜନଗରରେ ଗୁଳିମାଡ । ତାଙ୍କୁ ଗୁରୁତର ଅବସ୍ଥାରେ ଝାରସୁଗୁଡ଼ା ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇ ଭୁବନେଶ୍ବର ଅଣାଯାଉଛି । ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ପୋଲିସ କର୍ମୀ, ଏଏସଆଇ ଗୁଳି କରିଛନ୍ତି । ୫ ରାଉଣ୍ଡ ଗୁଳି ଚଳାଇବା…
କଳିଙ୍ଗ ଷ୍ଟାଡିୟମରେ ମୁହାଁମୁହିଁ ହେବେ ବେଲଜିୟମ୍ ଓ ଜର୍ମାନୀ
ଭୁବନେଶ୍ବର: ଆଜି ହକି ବିଶ୍ବକପ ମହାସମର । ସୁପର ସନଡେରେ ସୁପର ମୁକାବିଲା । କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ବକପ୍ ମୁକୁଟ ହାତେଇବାକୁ ମୁହାଁମୁହିଁ ହେବେ ବେଲଜିୟମ୍ ଓ ଜର୍ମାନୀ । କିଏ ଜିତିବ ହକି ବିଶ୍ବକପ୍ ମୁକୁଟ ତାକୁ ନେଇ ହକି ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ।ଗତ ବିଶ୍ବକପ ଚାମ୍ପିଅନ…
ଖଣ୍ଡଗିରି ମେଳା ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୦ ତାରିଖରୁ ଯାତ୍ରା ଆରମ୍ଭ ହେବ
ଭୁବନେଶ୍ୱର: ବିଗତ ଦୁଇ ବର୍ଷ ହେବ ମହାମାରୀ କରୋନା ପାଇଁ ସମସ୍ତ ପର୍ବ ପର୍ବାଣି ଏବଂ ମେଳା ଯାତ୍ରା ଉପରେ ସରକାର କଟକଣା ଲାଗୁ କରିଥିଲେ । ଫଳରେ ଏହି ଗୁଇବର୍ଷ ହେବ କୌଣସି ପ୍ରକାର ଯାନି ଯାତ୍ରା ହେଉ ନଥିଲା । ତେବେ ଚଳିତ ଥର ମହାମାରୀ କରୋନାର ପ୍ରକୋପ କମ୍ ଥିବାରୁପ ସରକାର ସମସ୍ତ ମେଳା ଓ…
ବିଆରଏସକୁ ନେଇ ରାଜନୀତି ଜୋର ଧରିଲା
ଭୁବନେଶ୍ବର: ଓଡ଼ିଶା ରାଜନୀତିରେ ବିଆରଏସ କୁ ନେଇ ଚର୍ଚା ଜୋର ଧରିଛି । ଓଡ଼ିଶାରେ ବିଜେଡି ସରକାର ସମୟରେ ଅସନ୍ତୁଷ୍ଟ ବିଜେପି, ବିଜେଡି, କଂଗ୍ରେସ ନେତାଙ୍କୁ ନେଇ ବିଆରଏସ ଓଡ଼ିଶା ରାଜନୀତିରେ ପ୍ରବେଶ କରିବାକୁ ରଣନୀତି କରିସାରିଛି ।…
ଉତ୍ତପ୍ତ ହେଉଛି ଓଡ଼ିଶା, ତାତି ଅସହ୍ୟ
ଭୁବନେଶ୍ୱର: ଶୀତ ଦିନ ସରିନି କିନ୍ତୁ ତାତି ସହି ହେଉନି । ମୁଣ୍ଡ ଉପରକୁ ସୂର୍ଯ୍ୟ ଆସିଲେ ଏବେ ପ୍ରବଳ ଖରା । ବଢ଼ିଯାଇଛି ସୂର୍ଯ୍ୟଙ୍କ ତେଜ। ଟିକିଏ ଏପାଖ ସେପାଖ ହେଲେ ଦେହ ଆଉ ମୁଣ୍ଡରୁ ବୋହି ଯାଉଛି ଝାଳ। ସ୍ୱାଭାବିକ ଠାରୁ ପାରଦ ୬ ଡିଗ୍ରୀ ଉପରେ ରହୁଛି। ଏପରିକି ୧୭ ସହରର ତାପମାତ୍ରା ୩୨…
ଛୁଟିଦିନରେ ଖୋଲା ରହିବ ଓଟି
ଭୁବନେଶ୍ବର : ରାଜ୍ୟରେ ସ୍ବାସ୍ଥ୍ୟସେବାରେ ଅନେକ ସମସ୍ୟା କୁ ନେଇ ଏବେ ସରକାର ସଚେତନ ହୋଇଛନ୍ତି ରବିବାର ଓ ମାସର ଦ୍ବିତୀୟ ଓ ଚତୁର୍ଥ ଶନିବାର ରେ ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନରେ ଅସ୍ତ୍ରୋପଚାର ବନ୍ଦ ରହିବାକୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଥିଲା । ଏହାକୁ ନେଇ ସ୍ବାସ୍ଥ୍ୟ ବିଭାଗ…
ବିଜେଡି ସଂସଦୀୟ ଦଳ ବୈଠକ ଆଜି
ଭୁବନେଶ୍ବର: ଆଜି ବସିବ ବିଜେଡି ସଂସଦୀୟ ଦଳ ବୈଠକ । ନବୀନ ନିବାସରେ ଦିନ ୧୨ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅକ୍ଷଧ୍ୟତାରେ ବସିବ ବୈଠକ। ସଂସଦ ଅଧିବେଶନ ପାଇଁ ପ୍ରସ୍ତୁତ ହେବ ରଣନୀତି। ଗୃହରେ କେଉଁ ପ୍ରସଙ୍ଗ ଉଠାଇବ ଦଳ, ସାଂସଦଙ୍କ ସହ ଆଲୋଚନା କରିବେ ବିଜେଡି ସୁପ୍ରିମୋ ।…
ଖଣ୍ଡଗିରି ମାଘ ମେଳା ଆଜିଠୁ
ଭୁବନେଶ୍ବର: ଆଜିଠୁ ଖଣ୍ଡଗିରି ମାଘ ମେଳା । ଜମିଲାଣି ବାବାଙ୍କ ମେଳି । ସକାଳୁ ମା ବାରଭୂଜାଙ୍କ ପୂଜାର୍ଚ୍ଚନା ପରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁସନ୍ଥମାନେ ଯଜ୍ଞ ଆରମ୍ଭ କରିବେ । କରୋନା କଟକଣା ନଥିବାରୁ ଏଥର ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଫେବୃୟାରୀ ୧୦ ତାରିଖ…
ଆଜି ପବିତ୍ର ମାଘ ସପ୍ତମୀ
ପବିତ୍ର ମାଘ ସପ୍ତମୀ ପାଇଁ ଚଳଚଞ୍ଚଳ ଅର୍କକ୍ଷେତ୍ର କୋଣାର୍କର ଚନ୍ଦ୍ରଭାଗା । ମାଘ ସପ୍ତମୀରେ ଆଜି ସକାଳୁ ଚନ୍ଦ୍ରଭାଗାରେ ବୁଡ ପକାଇବାକୁ ହଜାର ହଜାର ଶ୍ରଦ୍ଧାଳୁ ଗତକାଲିଠୁ ଭିଡ ଜମାଇଛନ୍ତି । ଭୋର ୪ଟା ୪୧ ମିନିଟରୁ ଶ୍ରଦ୍ଧାଳୁମାନେ ତୀର୍ଥ ପୁଷ୍କରିଣୀରେ ବୁଡ ପକା ଆରମ୍ଭ ହୋଇଛି ।…