Trending
- ଫୁଲବାଣୀ ପୋଲିସ ରିଜର୍ଭ ପଡ଼ିଆରେ ୧୦ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ
- ଜିତିଲା ମୃତ୍ୟୁ,ହରିଶ ରାଣାଙ୍କୁ ‘ଇଚ୍ଛାମୃତ୍ୟୁ’ ପାଇଁ ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ
- ନନ୍ଦନକାନନ ପାଇଁ ଖୁସି ଖବର,୫ ପ୍ରଜାତିର ୧୧ ଜୀବଜନ୍ତୁ ଆସିଛନ୍ତି ,ଦେଖିବାକୁ ଲାଗିବ ପର୍ଯ୍ୟଟଙ୍କ ଭିଡ଼
- ରାଜଧାନୀରେ ଗର୍ଜିଲେ ଆଉଟସୋର୍ସିଂ କର୍ମଚାରୀ
- ଇସ୍ତଫା ଦେଲେ ଇଣ୍ଡିଗୋ ଏୟାର ଲାଇନ୍ସର ସିଇଓ
- ରାଜ୍ୟରେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ ଉପଲବ୍ଧ ରହିଛି ,ଚିନ୍ତିତ ନ ହେବାକୁ ପରାମର୍ଶ- ଓଡ଼ିଶା ସରକାର
- ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା
- ଯୁଦ୍ଧ ଯୋଗୁଁ ଏଲ୍ପିଜି ସିଲିଣ୍ଡରର ଅଭାବ, ସ୍ଥିତି ନସୁଧୁରିଲେ, ୨ ଦିନ ଭିତରେ ବଡ଼ ବଡ଼ ସହରରେ ବନ୍ଦ ରହିବ ରେଷ୍ଟୁରାଣ୍ଟ
- ଷ୍ଟ୍ରେଟ୍ ଅଫ୍ ହରମୁଜ ଦେଇ ଗୋଟିଏ ଲିଟର ବି ତେଲ କେହି ନେଇପାରିବେ ନାହିଁ – ଇରାନ
- ଓଡ଼ିଶାର 9 ଟି ଷ୍ଟେସନ ଦେଇ ଚାଲିବ ଏକ ନୂତନ ଅମୃତ ଭାରତ ଟ୍ରେନ୍
Browsing Category
Odisha
All about all odisha state news updates
ତୃତୀୟ ସାମ୍ମୁଖ୍ୟ ଗଠନ ନେଇ କୌଣସି ସମ୍ଭାବନା ନାହିଁ: ନବୀନ
ନୂଆଦିଲ୍ଲୀ : ୪ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଏହି ସମୟରେ କୌଣସି ରାଜନୈତିକ ପ୍ରସଙ୍ଗ ବାବଦରେ ଆଲୋଚନା ହୋଇନି ବୋଲି ନବୀନ କହିଛନ୍ତି ।…
ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଆୟକର ବିଭାଗ ରେଡ୍
ଭୁବନେଶ୍ବର: କେନ୍ଦୁଝର ରାଜନୀତିରେ ଦବଦବା ରଖିଥିବା ସନାତନ ମହାକୁଡ଼ଙ୍କ ଘରେ ଚାଲିଛି ରେଡ । ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ରେଡ୍ ଚାଲିଛି । ଭୁବନେଶ୍ୱର, କେନ୍ଦୁଝର, ଯୋଡ଼ାରେ ଏକକାଳୀନ ଚଢ଼ାଉ କରୁଛି ଆୟକର ବିଭାଗ । ମୋଟ୍ ୧୦ଟି ସ୍ଥାନରେ ରେଡ୍ ହୋଇଥିବା ସୂଚନା…
ଆଜି ମୋଦି-ନବୀନ ଭେଟଘାଟ
ଭୁବନେଶ୍ବର : ଆଜି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ । ଦୁଇଦିନ ପୂର୍ବରୁ ନୀତିଶଙ୍କ ସହ ଏକଘଣ୍ଟା ନବୀନ ନିବାସରେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ତୃତୀୟ ମେଂଟ ନେଇ ମୁହଁ ଖୋଳିନଥିଲେ ନବୀନ । ଗତକାଲିଠାରୁ ୪ଦିନିଆ ଦିଲ୍ଲୀ ଗସ୍ତରେ ଯାଇ…
ଝାରସୁଗୁଡ଼ାରେ ୭୮.୭% ମତଦାନ: ବିଜେଡି ନା ବିଜେପି!
ଝାରସୁଗୁଡ଼ା : ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମୋଟ୍ ୨୫୩ଟି ବୁଥରେ ୭୮.୭ ପ୍ରତିଶତ ମତଦାନ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଇଭିଏମରେ ଭୋଟ ଅଛି । ଭୋଟିଂ ପରେ ସମସ୍ତ ବୁଥ୍ଗୁଡ଼ିକରୁ ଇଭିଏମ୍ ଓ ଭିଭିପିଏଟି ମେସିନ୍ଗୁଡ଼ିକୁ ସିଲ୍ କରି କଡ଼ା ସୁରକ୍ଷା…
୫ଟା ସୁଦ୍ଧା ଝାରସୁଗୁଡ଼ାରେ ହୋଇଛି ୬୮.୧୨ ପ୍ରତିଶତ ମତଦାନ
ଝାରସୁଗୁଡ଼ା: କିଏ ହେବ ଝାରସୁଗୁଡ଼ା ବିଧାୟକ । ମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଳି ଦାସ ନା ବିଜେପି ନେତା ଟଙ୍କଧର ତ୍ରିପାଠୀ । କି ଏହି ଆସନ କଂଗ୍ରେସ ନେତା ତରୁଣ ପାଣ୍ଡେଙ୍କ ହାତକୁ ଯିବ । ତାହା ଫଳାଫଳ ଗଣତି ପରେ ଜଣାପଡିବ । ଖରା ସତ୍ତ୍ୱେ ଅପରାହ୍ନ ୫ଟା ସୁଦ୍ଧା ୬୮.୧୨ ପ୍ରତିଶତ…
ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ!
ପୁରୀ: ଗତ ମାସ ୨୮ ତାରିଖରେ ପ୍ରଥମ ଥର ଲାଗି ହାୱଡ଼ା- ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଟ୍ରାଏଲ ଚଳାଚଳ ହୋଇଛି। ହାୱଡ଼ା- ପୁରୀ ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ । ତେବେ ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଦିନ ୩ଟା ସୁଦ୍ଧା ୫୫.୨୦ ପ୍ରତିଶତ ମତଦାନ
ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନରେ ଚାଲିଛି ମତଦାନ । ଦିନ ୩ଟା ସୁଦ୍ଧା ୫୫.୨୦ ପ୍ରତିଶତ ମତଦାନ ହୋଇଛି । ଏଗାରଟା ସୁଦ୍ଧା ଝାରସୁଗୁଡ଼ାରେ ୨୦.୩୮ ପ୍ରତିଶତ ମତଦାନ ହୋଇଥିଲା। ଝାରସୁଗୁଡ଼ାରେ ଶାନ୍ତିଶୃଙ୍ଖଳାର ସହ ମତଦାନ ପ୍ରକ୍ରିୟା ଚାଲିଛି । ବୁଥରେ ସକାଳ ୭ ଟାରେ ପୁଲିଙ୍ଗ ଆରମ୍ବ…
୪ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜିଠୁ ୪ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲି ଓ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀଠାରେ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନରେ ଦିଲ୍ଲୀ ବାହାରିବେ ମୁଖ୍ୟମନ୍ତ୍ରୀ । ୧୩ ତାରିଖରେ ମୁଖ୍ୟମନ୍ତ୍ରୀ…
ଝାରସୁଗୁଡ଼ାରେ ମତଦାନ ଆରମ୍ଭ : ତିନି ନୂଆ ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍ମର
ଝାରସୁଗୁଡ଼ା: ଝାରସୁଗୁଡ଼ା ରେ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଝାରସୁଗୁଡ଼ା ପୌରପରିଷଦ ସହ ଝାରସୁଗୁଡ଼ା, କୋଲାବିରା, ଲଇକେରା ଓ କିର୍ମିରା ବ୍ଲକ୍ରେ ମୋଟ୍ ୨୫୩ଟି ବୁଥ୍ ରେ ଭୋଟ ଦେଉଛନ୍ତି ଭୋଟର । ଭୋଟ୍ ଦେଇଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ଭାଇ ବିଶାଳ ଦାସ ଓ ମା…
ଚାଷୀଙ୍କୁ କାଳ ବୈଶାଖୀ ଭୟ, ପରିବା ଦର ତାତିରେ ହାତ ମାରିହେଉନି
ଭୁବନେଶ୍ବର: ଆସୁଛି ବର୍ଷା, ପବନ । କାଳବୈଶାଖୀ ଭୟରେ ଚାଷୀ କଣ କରିବ ଭାବି ପାରୁନି । ଏହାରି ଭିତରେ ପରିବା ଦରରେ ନିଆଁ ଲାଗିଲାଣି । ପୋଟଳ, ଜହ୍ନି, ବିନିସ୍, ଭେଣ୍ଡି,କଲରା ଦର ହୁ ହୁ ହୋଇ ବଢ଼ିଚାଲିଛି । ଆଳୁୂ, ଟମାଟୋକୁ ଛାଡି ଦେଲେ ଅନ୍ୟାନ୍ୟ ପରିବା ଦର ଆକାଶ ଛୁଆଁ ବଢ଼ି ଚାଲିଛି ।…