Trending
- ଆଜିଠୁ ସଂସଦରେ ଆରମ୍ଭ ହେବ ଶୀତ ଅଧିବେଶନ
- BLOଙ୍କ ପାରିଶ୍ରମିକ ୬ ହଜାରରୁ ୧୨ ହଜାର ଟଙ୍କାକୁ ବୃଦ୍ଧି
- ଡିସେମ୍ବର 7ରେ ଆଉ ଥରେ ହେବ ASO ପରୀକ୍ଷା
- ରାହୁଲ, ସୋନିଆଙ୍କ ସହ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ
- ଗୋଟିଏ ଦିନରେ ବିଜେଡି ସମର୍ଥିତ ୩ ଜଣ ବ୍ଲକ୍ ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେଲେ
- ଲକ୍ଷ୍ନୌରେ ମେଜର ଜେନେରାଲ ସୈୟଦ ତକି ଆବ୍ବାସ ରିଜଭୀଙ୍କ ଦେହାନ୍ତ
- ଭଦ୍ରକରେ ଭାଙ୍ଗୁଛି ବିଜେଡି ଗଡ଼, ଜଣଙ୍କ ପରେ ଜଣେ ବ୍ଲକ ଅଧ୍ୟକ୍ଷ ଦେଇ ଚାଲିଛନ୍ତି ଇସ୍ତଫା
- ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଆଡକୁ ଗତି କରୁଛି ବାତ୍ୟା ‘ଦିତ୍ୱାହ’
- ପୁଣି ଆତ୍ମସମର୍ପଣ କଲେ ଆଉ ୧୫ ମାଓବାଦୀ
- ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିବସ: ମନ୍ଦିର ଅନୁଦାନ ବୃଦ୍ଧି ସହ ଅଙ୍ଗନବାଡ଼ି ଗୃହ ପ୍ରସଙ୍ଗରେ ଆଲୋଚନା
Browsing Category
Odisha
All about all odisha state news updates
ଆଇସିଏମଓସି ୧୨ ମହଲା ବିଶିଷ୍ଟ କୋଠାକୁ ସ୍ଥାନାନ୍ତର ହେବ ବିଏମସି କାର୍ଯ୍ୟାଳୟ
ଭୁବନେଶ୍ୱର: ବଦଳିବ ବିଏମସି କାର୍ଯ୍ୟାଳୟର ଠିକଣା । ସତ୍ୟନଗର ସ୍ଥିତ ଆଇସିଏମଓସି ୧୨ ମହଲା ବିଶିଷ୍ଟ କୋଠାକୁ ସ୍ଥାନାନ୍ତର ହେବ ବିଏମସି କାର୍ଯ୍ୟାଳୟ । ଆଜି ବିଏମସିର ନୂତନ କାର୍ଯ୍ୟାଳୟକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଇସିଏମଓସି କୋଠା ସମ୍ପର୍କିତ ଭିଡିଓ ସ୍କ୍ରିନିଂ…
ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ ହେବ ଉତ୍କର୍ଷ ବିଶ୍ବବିଦ୍ୟାଳୟ
ଭୁବନେଶ୍ୱର: ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ ହେବ ଉତ୍କର୍ଷ ବିଶ୍ବବିଦ୍ୟାଳୟ । ଏଥିପାଇଁ ୧୫ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ଇନଷ୍ଟିଚ୍ୟୁଟ ବିକାଶ ଯୋଜନା ମାଧ୍ୟମରେ ଭିଏସଏସୟୁଟି ବୁର୍ଲାର ପୁନଃରୁଦ୍ଧାର କରାଯିବ । ଭୁବନେଶ୍ୱର ପାଣ୍ଡରାରେ ଖୋଲିବ ବିଶ୍ୱ ଦକ୍ଷତା…
ବିବିସି କାର୍ଯ୍ୟାଳୟରେ ଆଇଟି ଚଢ଼ଉକୁ ନେଇ ରାଜନୀତି
ବିବିସି କାର୍ଯ୍ୟାଳୟରେ ଆଇଟି ଚଢ଼ଉ । ଆୟକର ଅଧିକାରୀମାନେ ବିବିସି ର ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟାଳୟ ଉପରେ ଚଢ଼ଉ କରିଛନ୍ତି । ଏହାକୁ ନେଇ ଏବେ ରାଜନୀତି ଜୋର ଧରିଛି । କଂଗ୍ରେସ ସହ ଅନ୍ୟ ବିରୋଧୀ ଦଳ ସରକାରଙ୍କ ଏହି ପଦକ୍ଷେପକୁ ନିନ୍ଦା କରିଛନ୍ତି । ଫୋନ୍, ଦସ୍ତାବିଜ ଓ ଲାପଟପ ଜବତ…
ବିଜେପି ଶାସିତ ରାଜ୍ୟ ତୁଳନାରେ ଓଡିଶାର ଆଇନ୍ ଶୃଙ୍ଖଳା ସ୍ଥିତି ଭଲ : ବିଜେଡି
ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି । ଏହାକୁ ନେଇ ବିଜେପି ଆନ୍ଦୋଳନ କରୁଛି । ଆନ୍ଦୋଳନକୁ ସମାଲୋଚନା କରିଛି ବିଜେଡି। ଓଡ଼ିଶାର ବାସ୍ତବ ପ୍ରସଙ୍ଗରୁ ଲୋକଙ୍କ ନଜର ହଟାଇବାକୁ ବିଜେପି ଏପରି କରୁଛି କହିଛନ୍ତି ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ।
କେନ୍ଦ୍ରକୁ ଟାର୍ଗେଟ…
ଧାନ କିଣା ହ୍ରାସ ପାଇଁ କେନ୍ଦ୍ରର ନିଷ୍ପତ୍ତିକୁ ପ୍ରତିବାଦ
ଭୁବନେଶ୍ବର: ଧାନ କିଣା ପ୍ରସଙ୍ଗକୁ ନେଇ କେନ୍ଦ୍ର ବିରୋଧରେ ରାସ୍ତାକୁ ଓହ୍ଲାଇଛି ବିଜେଡି। ଦଳ ପକ୍ଷରୁ ଏକ ବିକ୍ଷୋଭ ସମାବେଶ ରାଜଭବନ ସମ୍ମୁଖରେ ଆୟୋଜନ କରାଯାଇଥିଲା। ବିକ୍ଷୋଭ ସମାବେଶରେ ବିଜେଡି ନେତାମାନେ ଅଭିଯୋଗ କରିଥିଲେ ଯେ କେନ୍ଦ୍ର ସରକାର ବଜେଟ୍ର କ୍ରୟ ପାଣ୍ଠିରେ ୨୦,୦୦୦…
ଭାଲେଣ୍ଟାଇନ ଦିବସ ର ସଂଜ୍ଞା ବଦଳିଛି
ଫେବୃଆରୀ ୧୪ ତାରିଖକୁ ଭାଲେଣ୍ଟାଇନ ଦିବସ ଭାବେ ପାଳନ କରାଯାଏ । ବ୍ୟାପକ ଅର୍ଥରେ ପ୍ରେମର ପ୍ରତୀକ ରୂପେ ବିଚାର କରାଯାଉଥିବା ଭାଲେଣ୍ଟାଇନ ନାମକ ମହାପୁରୁଷଙ୍କ ନାମାନୁସାରେ ଏହା ନାମିତ ହୋଇଛି ଏହି ଦିନ । କିଛି ବର୍ଷ ହେଲା ଏହି ପ୍ରେମ ଦିବସକୁ ନେଇ ଆମ ଦେଶରେ ବିତର୍କ ହେଉଛି । ସପ୍ତାହ…
ଦୋଷୀ ସାବ୍ୟସ୍ତ ଆତଙ୍କବାଦୀ ଅବଦୁର ରେହମାନର ହେବ ଆଜି ଦଣ୍ଡଘୋଷଣା
କଟକ : ଆତଙ୍କବାଦ କାର୍ଯ୍ୟକଳାପ ପ୍ରଚାରପ୍ରସାର କରିବା ଅଭିଯୋଗ । ଦୋଷୀ ସାବ୍ୟସ୍ତ ଆତଙ୍କବାଦୀ ଅବଦୁର ରେହମାନର ହେବ ଆଜି ଦଣ୍ଡଘୋଷଣା । କଟକ ଜଗତପୁର ଅଞ୍ଚଳର ଅବଦୁର ରେହମାନକୁ ଦୋଷୀ ସାବ୍ୟସ୍ତ କରିଥିଲେ ଦିଲ୍ଲୀ ପଟିଆଲା ହାଉସକୋର୍ଟ ।ଆତଙ୍କବାଦ କାର୍ଯ୍ୟକଳାପ ପ୍ରଚାରପ୍ରସାର କରିବା…
ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ ଆଜିଠୁ
ଭୁବନେଶ୍ବର : ଆଜିଠୁ ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ । ଅଧ୍ୟକ୍ଷତା କରିବେ ମୁଖ୍ୟ ଶାସନ ସଚିବ । ପ୍ରଶାସନକୁ ଅଧିକ ଲୋକାଭିମୁଖୀ କରିବାକୁ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବେ ଗୁରୁମନ୍ତ୍ର । ସମ୍ମିଳନୀରେ ଉପସ୍ଥିତ ରହିବେ ରାଜ୍ୟର ସମସ୍ତ ବରିଷ୍ଠ ଅଧିକାରୀ । ବିଭାଗୀୟ…
ଝାରସୁଗୁଡା ଉପକାରାଗାର ଗଲା ଅଭିଯୁକ୍ତ ଗୋପାଳ ଦାସ
ଝାରସୁଗୁଡା ଉପକାରାଗାର ଗଲା ଅଭିଯୁକ୍ତ ଗୋପାଳ ଦାସ । ସୁରକ୍ଷା ଦୃଷ୍ଟିକୋଣରୁ ଗୋପାଳକୁ ଝାରସୁଗୁଡ଼ା ସବଜେଲରେ ସ୍ୱତନ୍ତ୍ର ହାଇ ସିକ୍ୟୁରିଟି ସେଲରେ ରଖାଯାଇଥିବା ନେଇ ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏହି ସେଲ୍ରେ ଗୋପାଳ ଏକା ରହୁଥିବା ବେଳେ ତା ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି ।…
ବାଣୀବିହାରରେ ଦେଖିବାକୁ ମିଳିଛି ଜେଏନୟୁ ତାତି, ପୋଲିସ ର ଛାତ୍ରଙ୍କୁ ଅମାନୁଷିକ ମାଡ଼
ବାଣୀବିହାରରେ ଦେଖିବାକୁ ମିଳିଛି ଜେଏନୟୁ ତାତି। ପିଜି କାଉନସିଲ୍ ହଲରେ ସେମିନାର ବେଳେ ଜେଏନୟୁ ପ୍ରଫେସର ଦେଶ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଛାତ୍ର ମାନଙ୍କ ଗଣ୍ଡଗୋଳ ଘଟଣା ତୀବ୍ର ରୂପ ଧାରଣ କରିଛି। ସହିଦ୍ ନଗର ଥାନାରେ ଉଭୟ ଛାତ୍ର ଓ ସିଟିଜେନସ ଫୋରମ୍ ପକ୍ଷରୁ ଏତଲା ହୋଇଛି। ସେପଟେ…