Browsing Category

Odisha

All about all odisha state news updates

ଫାଳେ ଇଞ୍ଜିନରେ ଚାଲିଛି ସରକାର :ଧର୍ମେନ୍ଦ୍ର

ଭୁବନେଶ୍ବର: ଝାରସୁଗୁଡ଼ା ନିର୍ବାଚନରେ ବିଜୟ ପରେ  ପ୍ରଥମେ କେନ୍ଦ୍ର ସରକାରକୁ ନବୀନ କରିଥିଲେ  ଟାର୍ଗେଟ୍ । ଆଉ ଏବେ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ କାଉଣ୍ଟର ଦେଖିବାକୁ ମିଳିଛି। ବିଜେପିର ଡବଲ ଇଞ୍ଜିନ ନୁହେଁ ଲୋକ ଗୁଡ ଗଭର୍ଣ୍ଣାସ ଚାହାଁନ୍ତି ବୋଲି ନବୀନ କହିଥିଲେ । ଏଭଳି  ସମାଲୋଚନା ପରେ…

ବୋହୂଙ୍କ ଅଭିଯୋଗକୁ ଖଣ୍ଡନ କଲେ ବିଧାୟକ ଶଶିଭୂଷଣ ବେହେରା

ଭୁବନେଶ୍ବର: ଘର କଥା ବାହାରେ ଚର୍ଚା ହେବାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ବିଜେଡି ବିଧାୟକ ଶଶିଭୂଷଣ ବେହେରା । ତାଙ୍କ ବୋହୂ ରୋନାଲି ବେହେରାଙ୍କ ଅଭିଯୋଗ ଭିତ୍ତିହୀନ ବୋଲି ସେ କହିଛନ୍ତି ।  ଗତକାଲି ଘଟଣା ସାମ୍ନାକୁ ଆସିବା ପରେ ମୁହଁ ଖୋଲିଛନ୍ତି ଶଶୀଭୂଷଣ । ଶଶିଭୂଷଣ କହିଛନ୍ତି,…

ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ଉ

ଭୁବନେଶ୍ୱର:  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗର ଅତିରିକ୍ତ ସିଭିଲ ସପ୍ଲାଇ ଅଫିସର ସଞ୍ଜୟ ସାହୁଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଖୋର୍ଦ୍ଧା, ଗଞ୍ଜାମ ଓ ମୟୁରଭଞ୍ଜର  ଘର, ଅଫିସ୍ ସମେତ ମୋଟ ୭ଟି ସ୍ଥାନରେ ଆଜି ସକାଳେ ଚଢ଼ାଉ କରାଯାଇଛି। ଚଢ଼ାଉରେ ସାମିଲ…

ଜୁନ ୪ତାରିଖରେ ମୌସୁମୀ କେରଳ ଛୁଇଁବ

ଭୁବନେଶ୍ୱର: ଏବର୍ଷ ଚାରିଦିନ ବିଳମ୍ବରେ ଆସିବ ମୌସୁମୀ । ପାଣିପାଗ ବିଭାଗ ଅନୁସାରେ ଜୁନ ୪ତାରିଖରେ ମୌସୁମୀ କେରଳ ଛୁଇଁବା ସମ୍ଭାବନା ରହିଛି । ପ୍ରତିବର୍ଷ ମୈାସୁମୀ କେରଳ ଛୁଇଁବାର ସ୍ବାଭାବିକ ତାରିଖ ହେଉଛି ଜୁନ ୧ । ଯେହେତୁ କେରଳରେ ବିଳମ୍ଭରେ ଛୁଇଁବ ତେଣୁ ଓଡ଼ିଶାରେ ବି ବିଳମ୍ବରେ ଛୁଇଁବ…

ମହାପ୍ରଭୁଙ୍କ ବନକଲାଗି ନୀତି, ୪ଘଣ୍ଟା ଯାଏଁ ଦର୍ଶନ ବନ୍ଦ

ପୁରୀ: ଆଜି  ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଦ୍ବିତୀୟ ଭୋଗମଣ୍ଡପ ନୀତି ପରେ ବନକଲାଗି ହେବେ ତିନିଠାକୁର। ଦତ୍ତମହାପାତ୍ର ସେବକମାନେ ଗର୍ଭଗୃହକୁ ପ୍ରବେଶ କରି ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ହରିତାଳ, ହିଙ୍ଗୁଳ, ପ୍ରିୟଙ୍ଗୁ, କସ୍ତୁରୀ, କଳା, ଧଳା,…

ଆସନ୍ତାକାଲିଠୁ ଚାଲିବ ପୁରୀ-ହାଓଡ଼ା ‘‌ବନ୍ଦେ ଭାରତ ଏକ୍ସପ୍ରେସ୍‌

 ଭୁବନେଶ୍ବର: ଆସନ୍ତାକାଲିଠୁ ବହୁ ପ୍ରତିକ୍ଷିତ  ହାୱଡ଼ା-ପୁରୀ-ହାଓଡ଼ା ‘‌ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଚାଲିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ଭିଡିଓ କନଫରେନସରେ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ ।  ପୁରୀରେ ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି ।  ‘୨୨୮୯୫/୨୨୮୯୬’…

ବିଜେଡି ନେତାମାନଙ୍କ ନାଁରେ ନାରୀ ନିର୍ଯାତନା ତାଲିକା ଲମ୍ବା: ବିଜେପି

ଭୁବନେଶ୍ୱର : ବିଜେଡି ନେତାଙ୍କ ନାଁରେ ନାରୀ ନିର୍ଯ୍ୟାତନା ଓ ଅସଦାଚାରଣର ଲମ୍ବା ତାଲିକା ରହିଛି ବୋଲି  ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ।  ମହିଳା ମାନଙ୍କୁ ଅତ୍ୟାଚାର, ଅସମ୍ମାନ, ଅସଦାଚାରଣ କରୁଥିବା ବେଶୀ ସଂଖ୍ୟକ ନେତା ହେଉଛନ୍ତି ବିଜେଡି ନେତା । …

ରୋଜଗାର ମେଳାର ପଞ୍ଚମ ପର୍ଯ୍ୟାୟରେ ୪୭୩ ଜଣଙ୍କୁ ନିଯୁକ୍ତି ପତ୍ର ବିତରଣ

ଭୁବନେଶ୍ବର:  ନିଜକୁ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ ସ୍କିଲିଂ କରାଇବା ଜରୁରୀ । ଓଡ଼ିଶା ପାଇଁ ବଡ ଭାବିବା ସହ ବଡ ସ୍ୱପ୍ନ ଦେଖନ୍ତୁ ବୋଲି ମଙ୍ଗଳବାର ଭୁବନେଶ୍ୱର ଠାରେ ‘ରାଷ୍ଟ୍ରୀୟ ରୋଜଗାର ମେଳା’ର ପଞ୍ଚମ ପର୍ଯ୍ୟାୟ ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ…

ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା

ଭୁବନେଶ୍ବର: ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ଉପକୂଳ ଓଡିଶାରେ ବର୍ଷା ସହ ଘଡ଼ଘଡ଼ି ମେଘପବନ ହେବାରୁ  ପାଗ ମେଘୁଆ ସହିତ କାଳବୈଶାଖୀ ବର୍ଷା ଜାରି ରହିଛି । ଭୁବନେଶ୍ବରରେ ଘଡଘଡି ବିଜୁଳି ସହ ବର୍ଷାପବନ ହୋଇଥିବାରୁ ଟିକେ ଥଣ୍ଡା ପଡ଼ିଛି ।  ଖୋର୍ଦ୍ଧା,…

ବ୍ୟକ୍ତିଗତ ଟିପ୍ପଣୀ ଦେଇ ୨ ମହିଳାଙ୍କୁ ହତୋତ୍ସାହିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ: ବିଜେଡି

ଭୁବନେଶ୍ୱର:  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ଟାର୍ଗେଟ କଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ମିଶନ ଶକ୍ତି ମାଆଙ୍କ ଉପରେ ଆପଣଙ୍କ ଏତେ ରାଗ କାହିଁକି ? ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।  ୨୦୨୨ ପଞ୍ଚାୟତ ନିର୍ବାଚନରେ ଲୋକେ ଏହାର ଜବାବ ଦେଇଛନ୍ତି…