Trending
- ଫୁଲବାଣୀ ପୋଲିସ ରିଜର୍ଭ ପଡ଼ିଆରେ ୧୦ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ
- ଜିତିଲା ମୃତ୍ୟୁ,ହରିଶ ରାଣାଙ୍କୁ ‘ଇଚ୍ଛାମୃତ୍ୟୁ’ ପାଇଁ ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ
- ନନ୍ଦନକାନନ ପାଇଁ ଖୁସି ଖବର,୫ ପ୍ରଜାତିର ୧୧ ଜୀବଜନ୍ତୁ ଆସିଛନ୍ତି ,ଦେଖିବାକୁ ଲାଗିବ ପର୍ଯ୍ୟଟଙ୍କ ଭିଡ଼
- ରାଜଧାନୀରେ ଗର୍ଜିଲେ ଆଉଟସୋର୍ସିଂ କର୍ମଚାରୀ
- ଇସ୍ତଫା ଦେଲେ ଇଣ୍ଡିଗୋ ଏୟାର ଲାଇନ୍ସର ସିଇଓ
- ରାଜ୍ୟରେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ ଉପଲବ୍ଧ ରହିଛି ,ଚିନ୍ତିତ ନ ହେବାକୁ ପରାମର୍ଶ- ଓଡ଼ିଶା ସରକାର
- ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା
- ଯୁଦ୍ଧ ଯୋଗୁଁ ଏଲ୍ପିଜି ସିଲିଣ୍ଡରର ଅଭାବ, ସ୍ଥିତି ନସୁଧୁରିଲେ, ୨ ଦିନ ଭିତରେ ବଡ଼ ବଡ଼ ସହରରେ ବନ୍ଦ ରହିବ ରେଷ୍ଟୁରାଣ୍ଟ
- ଷ୍ଟ୍ରେଟ୍ ଅଫ୍ ହରମୁଜ ଦେଇ ଗୋଟିଏ ଲିଟର ବି ତେଲ କେହି ନେଇପାରିବେ ନାହିଁ – ଇରାନ
- ଓଡ଼ିଶାର 9 ଟି ଷ୍ଟେସନ ଦେଇ ଚାଲିବ ଏକ ନୂତନ ଅମୃତ ଭାରତ ଟ୍ରେନ୍
Browsing Category
Odisha
All about all odisha state news updates
ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ
ଭୁବନେଶ୍ବର: ଆଜି ଶପଥ ନେବେ ତିନି ନୂଆ ମନ୍ତ୍ରୀ । ବିକ୍ରମ କେଶରୀ ଆରୁଖ, ସୁଦାମ ମାରାଣ୍ଡି ଓ ସାରଦା ପ୍ରସାଦ ନାୟକ ହେବେ ନୂଆ କ୍ୟାବିନେଟ ମନ୍ତ୍ରୀ । ଲୋକସେବା ଭବନର କନଭେନସନ ସେଣ୍ଟରରେ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ସକାଳ ୯ଟା ୫୦ ମିନିଟରେ ନୂଆମନ୍ତ୍ରୀଙ୍କୁ ରାଜ୍ୟପାଳ ପ୍ରଫେସର…
ଆରୁଖ, ମାରାଣ୍ଡି ଓ ସାରଦା ହେବେ ମନ୍ତ୍ରୀ :ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ୩ ବିଧାୟକଙ୍କୁ ଗଲା ଫୋନ୍
ଭୁବନେଶ୍ବର: ଆରୁଖ, ମାରାଣ୍ଡି ଓ ସାରଦା ହେବେ ମନ୍ତ୍ରୀ । ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ୩ ବିଧାୟକଙ୍କୁ ଗଲା ଫୋନ୍ କଲ୍। ବିଧାୟକ ବିକ୍ରମ କେଶରୀ ଆରୁଖଙ୍କ ପାଖକୁ ଫୋନ୍ କଲ୍ ଯାଇଥିବା ବେଳେ ବିଧାୟକ ସାରଦା ନାୟକ ଓ ବିଧାୟକ ସୁଦାମ ମାରାଣ୍ଡିଙ୍କୁ ମଧ୍ୟ କଲ୍ ଯାଇଛି । କାଲି…
ମହାନଦୀ ଟ୍ରିବ୍ୟୁନାଲ ଟିମର ଅନୁଧ୍ୟାନ
ସମ୍ବଲପୁର: ଛତିଶଗଡ଼ ମହାନଦୀ ପାଣି ଅଟକାଇବା ଦ୍ୱାରା କ’ଣ ପ୍ରଭାବ ପଡ଼ିଛି, ସେସବୁର ଅନୁଧ୍ୟାନ କରୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଏହି ଟିମ୍ ହୀରାକୁଦ ଡ୍ୟାମ୍ ସମେତ ଚିପଲିମା ପାୱାର ହାଉସ ଗସ୍ତ କରିବ । ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଏ.ଏମ ଖାନ…
ଦୃଶ୍ୟମାନ ହେଲା ଶୂନ୍ୟ ଛାୟା ଦିବସ
ଭୁବନେଶ୍ୱର: ଭୁବନେଶ୍ବରରେ ଦୃଶ୍ୟମାନ ହେଲା ଶୂନ୍ୟ ଛାୟା ଦିବସ । ଏହି ବିରଳ ଦୃଶ୍ୟ ଦେଖିବା ପାଇଁ ପଠାଣୀ ସାମନ୍ତ ପ୍ଲାନେଟୋରିଅମରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ବର୍ଷକୁ ଦୁଇଥର ଦୁଇ କ୍ରାନ୍ତିବ୍ରୁତ୍ତ ମଧ୍ୟ ଅଞ୍ଚଳରେ ଏହି ଶୂନ୍ୟ ଛାୟା ଦିବସ ଦୃଶ୍ୟମାନ ହୋଇଥାଏ। ଭାରତରେ…
ବଢ଼ୁଛି ତାପମାତ୍ରା : ଅସହ୍ୟ ତାତି
ଭୁବନେଶ୍ୱର: ଆଜି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା । ସମ୍ବଲପୁର: ୪୩ ଡ଼ିଗ୍ରୀ, ହୀରାକୁଦ: ୪୧.୮, ଡ଼ିଗ୍ରୀ ଝାରସୁଗୁଡା:୪୦.୪ ଡ଼ିଗ୍ରୀ, ଚାନ୍ଦବାଲି: ୪୦ ଡ଼ିଗ୍ରୀ, ଭୁବନେଶ୍ୱର: ୩୮.୮ ଡ଼ିଗ୍ରୀ, ବାଲେଶ୍ୱର : ୩୫.୮ ଡ଼ିଗ୍ରୀ, କେନ୍ଦୁଝର: ୩୫.୪ ଡ଼ିଗ୍ରୀ, ପୁରୀ: ୩୪ ଡ଼ିଗ୍ରୀ,…
ଆସନ୍ତାକାଲି ସକାଳ ୯ଟା ୫୦ରେ ଶପଥ ନେବେ ନୂଆ ମନ୍ତ୍ରୀ
ଭୁବନେଶ୍ବର: ଆସନ୍ତାକାଲି ସକାଳ ୯ଟା ୫୦ରେ ଶପଥ ନେବେ ନୂଆ ମନ୍ତ୍ରୀ । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ସମସ୍ତେ ଶପଥ ଗ୍ରହଣ କରିବେ ବୋଲି ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ମନ୍ତ୍ରିମଣ୍ଡଳରେ ୩ ମନ୍ତ୍ରୀ ପଦ ଖାଲି ରହିଛି । ସମୀର ଦାଶ ଓ ଶ୍ରୀକାନ୍ତ ସାହୁ ଇସ୍ତଫା…
ଓଡିଶା ସିମକାର୍ଡ ପାକିସ୍ତାନ ଲିଙ୍କ: ପଠାଣିସାମନ୍ତ ଲେଙ୍କାର ଦୁଇ ସହଯୋଗୀଙ୍କୁ ଯାଜପୁରରୁ ଏସଟିଏଫ୍ ଉଠାଇଲା
ଭୁବନେଶ୍ବର: ଓଡିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ଘଟଣାରେ ସୋମବାରଠାରୁ ରିମାଣ୍ଡରେ ଆସିବ ପଠାଣି ସାମନ୍ତ ଲେଙ୍କା। ତେବେ ଏହି ଘଟଣାରେ ଆଉ ଦୁଇଜଣଙ୍କୁ ଏସଟିଏଫ ଅଟକ ରଖିଛି । ପାକିସ୍ତାନି ଆଇଏସଆଇ ଏଜେଣ୍ଟଙ୍କ ସହ ସମ୍ପର୍କ ଥିବା ନେଇ ତଦନ୍ତ ଚାଲିଥିବା ବେଳେ ଏସଟିଏଫକୁ ସାଙ୍ଘାତିକ…
ଭିନ୍ନକ୍ଷମଙ୍କ ଘରେ ପହଞ୍ଚିବ ଭତ୍ତା ଟଙ୍କା
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ନୂଆ ନିୟମ ଅନୁସାରେ ମଧୁବାବୁ ପେନସନ ଯୋଜନା ରେ ଏଣିକି ହିତାଧିକାରୀଙ୍କ ଘରକୁ ଯିବ ପେନସନ ଟଙ୍କା । ଏଣିକି ସମସ୍ତ ହିତାଧିକାରୀ ପ୍ରତି ମାସ ୧୫ତାରିଖରେ ପେନସନ ପାଇବେ । ହିତାଧିକାରୀ ମାନେ ବ୍ୟାଙ୍କରୁ ପେନସନ ଆଣିବା ବେଳେ ବିଭିନ୍ନ ସମସ୍ୟାର ସମ୍ମୁଖୀନ…
ନୂଆପଡ଼ା ଗସ୍ତରେ ଭିକେ ପାଣ୍ଡିଆନ୍
ନୂଆପଡ଼ା: କଳାହାଣ୍ଡିର ଥୁଆମୁଳ-ରାମପୁରଠାରେ ପ୍ରସିଦ୍ଧ ମା’ ମାଣିକେଶ୍ବରୀ ମନ୍ଦିର ପରିଦର୍ଶନ କରିବା ପରେ ନୂଆପଡ଼ା ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ୍ । ସକାଳ ୭ଟା ୩୦ରେ ପ୍ରଥମେ ସେ ସିନାପାଲି ବ୍ଲକ ନିଲଜି ଗଦରାମାଲ ଗସ୍ତ କରିଛନ୍ତି । ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟର…
ରାଜ୍ୟରେ ଆବଶ୍ୟକ ‘ଅନ୍ୟାୟ-ଦୁର୍ନୀତି-ଭ୍ରଷ୍ଟାଚାର-ବ୍ୟଭିଚାର’ ମୁକ୍ତ ଶାସନ: ମନମୋହନ ସାମଲ
ଭୁବନେଶ୍ବର :ରାଜ୍ୟରେ ଆବଶ୍ୟକ ‘ଅନ୍ୟାୟ-ଦୁର୍ନୀତି-ଭ୍ରଷ୍ଟାଚାର-ବ୍ୟଭିଚାର’ ମୁକ୍ତ ଶାସନ ପାଇଁ ବିଜେପି ହୁଁକାର ଦେଇଛି । ବିଜେଡି ମୁକ୍ତ ଓଡ଼ିଶା ଗଠନ କରିବା ପାଇଁ ବିଜେପି ସଂକଳ୍ପବଦ୍ଧ ବୋଲି କହିଛି । କେନ୍ଦ୍ରରେ ୯ ବର୍ଷର ମୋଦି ସରକାରଙ୍କ ଉପଲବ୍ଧତାକୁ ନେଇ ବିଜେପି ରାଜ୍ୟ…