Trending
- ଫୁଲବାଣୀ ପୋଲିସ ରିଜର୍ଭ ପଡ଼ିଆରେ ୧୦ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ
- ଜିତିଲା ମୃତ୍ୟୁ,ହରିଶ ରାଣାଙ୍କୁ ‘ଇଚ୍ଛାମୃତ୍ୟୁ’ ପାଇଁ ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ
- ନନ୍ଦନକାନନ ପାଇଁ ଖୁସି ଖବର,୫ ପ୍ରଜାତିର ୧୧ ଜୀବଜନ୍ତୁ ଆସିଛନ୍ତି ,ଦେଖିବାକୁ ଲାଗିବ ପର୍ଯ୍ୟଟଙ୍କ ଭିଡ଼
- ରାଜଧାନୀରେ ଗର୍ଜିଲେ ଆଉଟସୋର୍ସିଂ କର୍ମଚାରୀ
- ଇସ୍ତଫା ଦେଲେ ଇଣ୍ଡିଗୋ ଏୟାର ଲାଇନ୍ସର ସିଇଓ
- ରାଜ୍ୟରେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ ଉପଲବ୍ଧ ରହିଛି ,ଚିନ୍ତିତ ନ ହେବାକୁ ପରାମର୍ଶ- ଓଡ଼ିଶା ସରକାର
- ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା
- ଯୁଦ୍ଧ ଯୋଗୁଁ ଏଲ୍ପିଜି ସିଲିଣ୍ଡରର ଅଭାବ, ସ୍ଥିତି ନସୁଧୁରିଲେ, ୨ ଦିନ ଭିତରେ ବଡ଼ ବଡ଼ ସହରରେ ବନ୍ଦ ରହିବ ରେଷ୍ଟୁରାଣ୍ଟ
- ଷ୍ଟ୍ରେଟ୍ ଅଫ୍ ହରମୁଜ ଦେଇ ଗୋଟିଏ ଲିଟର ବି ତେଲ କେହି ନେଇପାରିବେ ନାହିଁ – ଇରାନ
- ଓଡ଼ିଶାର 9 ଟି ଷ୍ଟେସନ ଦେଇ ଚାଲିବ ଏକ ନୂତନ ଅମୃତ ଭାରତ ଟ୍ରେନ୍
Browsing Category
Odisha
All about all odisha state news updates
ପ୍ରତି ଜିଲ୍ଲାରେ ଖୋଲିବ କଲ୍ୟାଣ ମଣ୍ଡପ
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ପ୍ରତି ଜିଲ୍ଲାରେ ହେବ ଅଡିଟୋରିୟମ୍ ଏବଂ କଲ୍ୟାଣ ମଣ୍ଡପ । ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନାରେ ବିଭିନ୍ନ ଜିଲ୍ଲାରେ ଇ-ଲାଇବ୍ରେରୀ, ଆଇଟି ଲ୍ୟାବ୍, ବିଜ୍ଞାନ ଲ୍ୟାବ୍ ଓ ସ୍ମାର୍ଟ କ୍ଲାସରୁମ ଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି …
ଓଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
ଭୁବନେଶ୍ୱର: ରାଜ୍ୟ ସରକାର ଓଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । କଳାହାଣ୍ଡି ଏଡିଏମ ହେଲେ ତନ୍ମୟ କୁମାର ଦରଓ୍ୱାନ । ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଯୁଗ୍ମ ସଚିବ ଆରତି ସାହୁଙ୍କ ବଦଳି କରାଯାଇଛି । ଦୀନକୃଷ୍ଣ କରଙ୍କୁ ସାଧାରଣ ପ୍ରଶାସନ ବିଭାଗକୁ ବଦଳି କରାଯାଇଛି ।…
ବାଦ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରେ କେବେ ଅନ୍ତର୍ଭୁକ୍ତ କରିବେ ରାଜ୍ୟ ସରକାର ?
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୋଦି ସରକାର ଓଡିଶା ରାଜ୍ୟକୁ ପକ୍କା ଘର ଆବଂଟନ କରାଯାଇଛି । କିନ୍ତୁ ରାଜ୍ୟ ସରକାର ସଠିକ୍ କ୍ରିୟାନ୍ୱୟନ କରୁନଥିବାରୁ ଯୋଗ୍ୟ ହିତାଧିକାରୀ ଘରଟିଏ ପାଇବାରୁ ବଂଚିତ ହେଉଛନ୍ତି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।…
ମେ ୨୯ରୁ ଯୁକ୍ତ ଦୁଇରେ ନାମଲେଖା ଲାଗି ଆବେଦନ ଆରମ୍ଭ
ଭୁବନେଶ୍ବର: ମେ ୨୯ ତାରିଖରୁ ଯୁକ୍ତ ଦୁଇରେ ନାମଲେଖା ଲାଗି ଆବେଦନ ଆରମ୍ଭ ହେବ। ଜୁନ ୨୮ ତାରିଖରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଜୁଲାଇ ୨୯ ତାରିଖରୁ ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନଙ୍କର କ୍ଲାସ୍ ଆରମ୍ଭ ହେବ।ଏନେଇ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଧିବଦ୍ଧଭାବେ…
କଲେଜ ପିଲାଙ୍କୁ ମାଗଣା ଓ୍ବାଇ ଫାଇ
ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗର ସମୀକ୍ଷା ବୈଠକ ପରେ ଆସନ୍ତା ଶିକ୍ଷା ବର୍ଷରୁ ରାଜ୍ୟର ସବୁ କଲେଜ, ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ଓ୍ବାଇଫାଇ ଓ ଓ୍ବାନ ଜିବି ଡାଟା ବୋଲି ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ। ମାଗଣା ଓ୍ବାନ ଜିବି ଡାଟା ମିଳିବ ।…
ସାରା ରାଜ୍ୟରେ ପ୍ରଥା ପରମ୍ପରା ଅନୁସାରେ ମହାଦେବଙ୍କ ବିବାହ ସମ୍ପନ୍ନ ହେଲା
ସମ୍ବଲପୁର: ସାରା ରାଜ୍ୟରେ ମହା ଆଡମ୍ବରରେ ସରିଲା ମହାଦେବଙ୍କ ବାହାଘର । ପ୍ରଥା ପରମ୍ପରା ଅନୁସାରେ ଗାଁ ଗାଁରେ ଥିବା ମନ୍ଦିରରେ ହୋଇଥିଲା ବିବାହ ଉତ୍ସବ । ଜଗଦଜନନୀ ମାତା ପାର୍ବତୀଙ୍କ ହାତ ଧରିଲେ ବାବା ଭୋଳାନାଥ । ଦେବଦମ୍ପତିଙ୍କ ବିବାହ ପାଇଁ ଦୁଲୁକିଥିଲା ଗାଁଠୁ ସହର । ଭୁବନେଶ୍ବରରେ…
ହାତୀ ଆକ୍ରମଣରେ ମହିଳା ୱାର୍ଡମେମ୍ବର ମୃତ
ତେଲକୋଇ: ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା ତୋଲକୋଇ ବନାଞ୍ଚଳରେ ହାତୀ ଆକ୍ରମଣରେ ଜଣେ ୱାର୍ଡମେମ୍ବରଙ୍କ ପ୍ରାଣ ଯାଇଛି ବୋଲି ଜଣାପଡିଛି। ସୂଚନା ମୁତାବକ ତେଲକୋଇ ବନାଞ୍ଚଳ ବନବିହାରୀପୁର ନୂଆଗାଁର ଉକ୍ତ ମହିଳା ଜଣକ ନିକଟସ୍ଥ ବଗିଚାକୁ ଆମ୍ବ…
ପୁରୁଣା ମାଟ୍ରିକ ପରୀକ୍ଷା ପଦ୍ଧତିରେ ପିଲା ଦେବେ ପରୀକ୍ଷା
କଟକ: ଚଳିତବର୍ଷଠୁ ବର୍ଷ ଶେଷରେ ହେବ ଦଶମ ବୋର୍ଡ ପରୀକ୍ଷା । ପୁରୁଣା ମାଟ୍ରିକ ପରୀକ୍ଷା ପଦ୍ଧତିରେ ପିଲା ଦେବେ ପରୀକ୍ଷା । ଆଉ ସମ୍ମେଟିଭ ୱାନ କି ସମ୍ମେଟିଭ ଟୁ ପରୀକ୍ଷା ହେବନି । କୋଭିଡ୍ ସମୟରେ ଗୋଟିଏ ବର୍ଷ ୧୦ମ ଶ୍ରେଣୀ ଆନୁଆଲ୍ ପରୀକ୍ଷା ହୋଇ ପାରିନଥିଲା । ତେଣୁ ବୋର୍ଡ ପକ୍ଷରୁ ନବମ…
ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନାରେ ୯ ହଜାର ୪୧ ଜଣ ବୁଣାକାର ଲାଭ ପାଇଛନ୍ତି
ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ବିଭାଗୀୟ ମନ୍ତ୍ରୀ ରିତା ସାହୁ। ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନାରେ ୯ ହଜାର ୪୧ ଜଣ ବୁଣାକାର ଲାଭ ପାଇଛନ୍ତି । ୮ ହଜାର ୧୬୪ ଜଣ…
ଭିମ୍ସାର୍ରେ ପୁଣି ରାଗିଂ ଅଭିଯୋଗ
ବୁର୍ଲା, : ଭିମ୍ସାର୍ରେ ଦୁଇ ଜଣ ବରିଷ୍ଠ ଛାତ୍ରଙ୍କ ବିରୋଧରେ ରାଗିଂ ଅଭିଯୋଗ ଆଣିଛନ୍ତି ପ୍ରଥମ ବର୍ଷର ଛାତ୍ର। ଅଭିଯୋଗ ମିଳିବା ପରେ ଭିମ୍ସାର୍ କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଛନ୍ତି । ମଙ୍ଗଳବାର ଦିନ ପ୍ରେକ୍ଷାଳୟରେ କିଛି କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଚତୁର୍ଥ ବର୍ଷର ଜଣେ…