Browsing Category

Odisha

All about all odisha state news updates

ଓଡିଶା ସିମକାର୍ଡ ପାକିସ୍ତାନ ଲିଙ୍କ: ପଠାଣିସାମନ୍ତ ଲେଙ୍କାର ଦୁଇ ସହଯୋଗୀଙ୍କୁ ଯାଜପୁରରୁ ଏସଟିଏଫ୍ ଉଠାଇଲା

ଭୁବନେଶ୍ବର: ଓଡିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ଘଟଣାରେ ସୋମବାରଠାରୁ ରିମାଣ୍ଡରେ ଆସିବ ପଠାଣି ସାମନ୍ତ ଲେଙ୍କା।  ତେବେ ଏହି ଘଟଣାରେ ଆଉ ଦୁଇଜଣଙ୍କୁ ଏସଟିଏଫ ଅଟକ ରଖିଛି ।  ପାକିସ୍ତାନି ଆଇଏସଆଇ ଏଜେଣ୍ଟଙ୍କ ସହ  ସମ୍ପର୍କ ଥିବା ନେଇ ତଦନ୍ତ ଚାଲିଥିବା ବେଳେ ଏସଟିଏଫକୁ  ସାଙ୍ଘାତିକ…

ଭିନ୍ନକ୍ଷମଙ୍କ ଘରେ ପହଞ୍ଚିବ ଭତ୍ତା ଟଙ୍କା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ନୂଆ ନିୟମ ଅନୁସାରେ ମଧୁବାବୁ ପେନସନ ଯୋଜନା ରେ ଏଣିକି ହିତାଧିକାରୀଙ୍କ ଘରକୁ ଯିବ ପେନସନ ଟଙ୍କା । ଏଣିକି ସମସ୍ତ ହିତାଧିକାରୀ ପ୍ରତି ମାସ ୧୫ତାରିଖରେ ପେନସନ ପାଇବେ । ହିତାଧିକାରୀ ମାନେ ବ୍ୟାଙ୍କରୁ ପେନସନ ଆଣିବା ବେଳେ ବିଭିନ୍ନ ସମସ୍ୟାର ସମ୍ମୁଖୀନ…

ନୂଆପଡ଼ା ଗସ୍ତରେ ଭିକେ ପାଣ୍ଡିଆନ୍

ନୂଆପଡ଼ା: କଳାହାଣ୍ଡିର ଥୁଆମୁଳ-ରାମପୁରଠାରେ ପ୍ରସିଦ୍ଧ ମା’ ମାଣିକେଶ୍ବରୀ ମନ୍ଦିର ପରିଦର୍ଶନ କରିବା ପରେ  ନୂଆପଡ଼ା  ଜିଲ୍ଲା ଗସ୍ତରେ  5T ସଚିବ ଭିକେ ପାଣ୍ଡିଆନ୍ । ସକାଳ ୭ଟା ୩୦ରେ ପ୍ରଥମେ ସେ ସିନାପାଲି ବ୍ଲକ ନିଲଜି ଗଦରାମାଲ ଗସ୍ତ କରିଛନ୍ତି । ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟର…

ରାଜ୍ୟରେ ଆବଶ୍ୟକ ‘ଅନ୍ୟାୟ-ଦୁର୍ନୀତି-ଭ୍ରଷ୍ଟାଚାର-ବ୍ୟଭିଚାର’ ମୁକ୍ତ ଶାସନ: ମନମୋହନ ସାମଲ

ଭୁବନେଶ୍ବର :ରାଜ୍ୟରେ ଆବଶ୍ୟକ ‘ଅନ୍ୟାୟ-ଦୁର୍ନୀତି-ଭ୍ରଷ୍ଟାଚାର-ବ୍ୟଭିଚାର’ ମୁକ୍ତ ଶାସନ ପାଇଁ ବିଜେପି ହୁଁକାର ଦେଇଛି । ବିଜେଡି ମୁକ୍ତ ଓଡ଼ିଶା ଗଠନ କରିବା ପାଇଁ ବିଜେପି ସଂକଳ୍ପବଦ୍ଧ ବୋଲି କହିଛି । କେନ୍ଦ୍ରରେ ୯ ବର୍ଷର ମୋଦି ସରକାରଙ୍କ ଉପଲବ୍ଧତାକୁ ନେଇ ବିଜେପି ରାଜ୍ୟ…

ସୋମବାର ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ନବୀନଙ୍କ ଫୋନ ଯାଇନି

ଭୁବନେଶ୍ବର : ଗତ ସପ୍ତାହରେ ବାଚସ୍ପତି ଓ ଦୁଇ ମନ୍ତ୍ରୀ ଇସ୍ତଫା‌ ଦେଇଥିବା ବେଳେ ପୂର୍ବରୁ ମନ୍ତ୍ରୀ ନବ ଦାସଙ୍କ ପରଲୋକ ଘଟିଛି। ତେଣୁ ୩ଜଣ ମନ୍ତ୍ରିମଣ୍ଡଳରେ ଆସନ୍ତାକାଲି  ସାମିଲ୍‌  ହେବେ । ତେବେ କିଏ ମନ୍ତ୍ରୀ ହେବ ସେନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଫୋନ କାହାପାଖକୁ…

ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ସକାଳ ସାଢ଼େ ୯ଟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି

ପୁରୀ :  ଜୁନ୍‌ ୨୦ରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ସହ ଅନ୍ୟାନ୍ୟ ଯାତ୍ରାର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ଗୁଣ୍ଡିଚା ଯାତ୍ରା ଦିନ ସକାଳ ସାଢ଼େ ୯ଟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହେବ। ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ପହଣ୍ଡି ଶେଷ ପରେ  ଅପରାହ୍ଣ ୪ଟାରେ ରଥଟଣା ହେବ।…

ଆବଶ୍ୟକ ପଡ଼ିଲେ ବଢ଼ିପାରେ ଯୁକ୍ତ ଦୁଇ ସିଟ୍‌: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ଚଳିତ ବର୍ଷ ମୋଟ ଦଶମରେ ୫ ଲକ୍ଷ ୧୬ ହଜାର ୪୩୫ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ  ଚଳିତ ବର୍ଷ ୫ଲକ୍ଷ ୧୨ ହଜାର ପିଲା ମାଟ୍ରିକ ପାସ୍ କରିଛନ୍ତି।  ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷାରେ ଚଳିତ ବର୍ଷ ପାସ ହାର ରହିଛି ୯୬.୪୦ ପ୍ରତିଶତ ।…

ଅପରାଧ ନିୟନ୍ତ୍ରଣ ପାଇଁ ଡ୍ରାେନର ସହାୟତା ନେବ ପୋଲିସ

ଭୁବନେଶ୍ବର: ଦିନକୁ ଦିନ ସହରରେ ଅପରାଧର ମାତ୍ରା ବଢ଼ୁଛି । ଭୁବନେଶ୍ବର , କଟକରେ ଜନସଂଖ୍ୟା ବଢ଼ୁଥିବା ବେଳେ ଚୋରି, ଲୁଟ, ଡକାୟତି, ଅପହରଣ, ହତ୍ୟା ଘଟଣା ମଧ୍ୟ ବୃଦ୍ଧିପାଉଛି ଏପରିକି ଅନେକ କାର୍ଯ୍ୟକ୍ରମ ବେଳେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଏହାର ସମାଧାନ ପାଇଁ  ଡ୍ରୋନ ପାଟ୍ରୋଲିଙ୍ଗ…

ଆଜି ବସିବ ଛତିଶା ନିଯୋଗ ବୈଠକ

ପୁରୀ: ଆଜି ଅପରାହ୍ନରେ ବସିବ ଛତିଶା ନିଯୋଗ ବୈଠକ । ରଥଯାତ୍ରା ପାଖେଇ ଆସୁଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସରେ ବୈଠକ ଅନୁଷ୍ଠିତ ହେବ । ଏଥିରେ ରୁକ୍କୁଣୀ ହରଣ ଏକାଦଶୀଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଶୃଙ୍ଖଳିତ ନୀତିକାନ୍ତି ନେଇ ନୀତି…

କଳାହାଣ୍ଡିର ବିକାଶ ପାଇଁ ସମୀକ୍ଷା ବୈଠକ ସହ ବିଭିନ୍ନ ଜନହିତକର କାର୍ଯ୍ୟ ବୁଲି ଦେଖୁଛନ୍ତି ଫାଇଭ-ଟି ସଚିବ ଭି.କେ…

କଳାହାଣ୍ଡି:  ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ କଳାହାଣ୍ଡି ଜିଲ୍ଲାର ବିକାଶର ଅନୁଧ୍ୟାନ କରିଛନ୍ତି ।  ଅଧିକାରୀ ଏବଂ ଲୋକଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରୁଛନ୍ତି । ଆଜି ବେଲଖଣ୍ଡି ଶିବ ମନ୍ଦିର ଯାଇ ଦର୍ଶନ କରିବା ପରେ ମନ୍ଦିରର ଉନ୍ନତିକରଣ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ସହ…