Browsing Category

Odisha

All about all odisha state news updates

କରମଣ୍ଡଳ ଏକ୍ସପ୍ରେସ ଲୋକୋ ପାଇଲଟଙ୍କ ମୃତ୍ୟୁ

ବାଲେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାରେ କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟଙ୍କ ମୃତ୍ୟୁ ଘଟିଛି ।  ତାଙ୍କ ନାଁ ଜି. ମହାନ୍ତି ବୋଲି ଜଣାପଡିଛି । ସେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିଲେ । ଅନ୍ୟପକ୍ଷରେ କରମଣ୍ଡଳ ଏକ୍ସପ୍ରେସର ଆସିଷ୍ଟାଣ୍ଟ ଲୋକ ପାଇଲଟ ବି.ସି ମହାନ୍ତି ଗୁରୁତର ଆହତ…

ଦୁର୍ଘଟଣାର ସଠିକ୍ ମୃତ୍ୟୁ ସଂଖ୍ୟା ୨୭୫ : ମୁଖ୍ୟ ଶାସନ ସଚିବ

ଗତକାଲିର ରିପୋର୍ଟ ଅନୁଯାୟୀ ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୮୮ରେ ପହଞ୍ଚିଥିବାର କୁହାଯାଉଥିଲା । ତେବେ ଆଜି  ଦୁର୍ଘଟଣାର ସଠିକ୍ ମୃତ୍ୟୁ ସଂଖ୍ୟା ୨୭୫ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବାରମ୍ବାର ଯାଞ୍ଚ ପରେ ସଠିକ୍ ସଂଖ୍ୟା ନିର୍ଦ୍ଧାରଣ…

ସ୍ନାନ ମଣ୍ଡପ ଆଗରେ ଟଳି ପଡ଼ିଲେ ଭକ୍ତ

ପୁରୀ: ଶ୍ରୀଜିଉଙ୍କ ଦେବସ୍ନାନ ଯାତ୍ରା ବେଳେ ସ୍ନାନମଣ୍ଡପ ସମ୍ମୁଖରେ ଟଳି ପଡ଼ିଲେ ଭକ୍ତ ।  ମୃତକ ଜଣଙ୍କ ହେଲେ ରାଜସ୍ଥାନର ଅମ୍ବାଲାଲ ଭୋଇ । ଅମ୍ବାଲାଲଙ୍କ ପୂର୍ବରୁ ରକ୍ତଚାପ ଓ ହୃଦରୋଗ ଥିଲା ।  ଅମ୍ବାଲାଲ ପରିବାର ସହ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିବାକୁ ଆସିଥିଲେ । ସ୍ନାନବେଦୀରେ…

ମୃତକଙ୍କ ପରିବାରକୁ ୫ ଲକ୍ଷ : ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ଭୁବନେଶ୍ବର: ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କାର କ୍ଷତିପୂରଣ । ମୃତାହତଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ସେ ଗୁରୁତର ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି । ଏହାସହ…

ଭୁବନେଶ୍ବରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ

ଭୁବନେଶ୍ବର:  କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏମ୍ସ ଅଭିମୁଖେ ଯାଇ ସେଠାରେ ବାହାନଗା ରେଳ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି।ବାହାନଗା ରେଳ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ ପାଇଁ ଓଡ଼ିଶା ଆସିଛନ୍ତି କେନ୍ଦ୍ର…

ସ୍ନାନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତି

ଆଜି ପବିତ୍ର  ସ୍ନାନ ପୁର୍ଣ୍ଣିମା। ଭୋରୁ ଶ୍ରୀଜିଉମାନଙ୍କ ପହଣ୍ଡି ପରେ ସକାଳ ୭ଟା ସୁଦ୍ଧା ମହାପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ସରିଯାଇଛି। ଶ୍ରୀଜିଉମାନେ ସ୍ନାନ ବେଦୀରେ ଉପବିଷ୍ଟ ହୋଇ ସାରିଲେଣି। ଶ୍ରୀଜିଉମାଙ୍କୁ ଧାଡି ପହଣ୍ଡିରେ ଅଣାଯାଇଥିଲା।…

ଶ୍ରୀଜିଉଙ୍କ ସ୍ନାନଯାତ୍ରା

ପୁରୀ :  ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ ରତ୍ନ ସିଂହାସନରେ ଦର୍ଶନ ଦେଉଥିବା ଚତୁର୍ଦ୍ଧାମୂର୍ତ୍ତି ଆଜି ଅଗଣିତ ଭକ୍ତଙ୍କୁ ସ୍ନାନବେଦିରୁ ଦର୍ଶନ ଦେଉଛନ୍ତି। ପୁରୀରେ ଏଥିପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାରେ ଲାଗିଛି । ପୁରୀ ସହରେ ସ୍ନାନଯାତ୍ରାର ଭିଡ଼ ଦେଖିବାକୁ ମିଳିଛି। ହଜାର ହଜାର…

ବାଲେଶ୍ୱର ବାହାନଗାରେ ମାଲବାହୀ ଟ୍ରେନକୁ ଧକ୍କା ଦେଲା କରମଣ୍ଡଳ ଏକ୍ସପ୍ରେସ ଟ୍ରେନ୍

ବାଲେଶ୍ୱର: ସୋର ବାହାନଗା  ନିକଟରେ କରମଣ୍ଡଳ ଏକ୍ସପ୍ରେସ  ଟ୍ରେନ୍  ସହ ଆଉ ଏକ ଏକ୍ସପ୍ରେସ ଟ୍ରେନ ଏବଂ ମାଲବାହୀ ଟ୍ରେନ ମଧ୍ୟରେ  ଧକ୍କା ହେବା ଫଳରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି ।  ମୃତ୍ୟସଂଖ୍ୟା ୫୦ ଛୁଇଁଲା, ଆହତଙ୍କ ସଂଖ୍ୟା ୩୫୦ ଟପିିଥିବା କୁହାଯାଉଛି ।ବାହାନଗା ଷ୍ଟେସନ୍‌ ନିକଟ…

ବିଜେପିର ମହାଜନସମ୍ପର୍କ କାର୍ଯ୍ୟକ୍ରମରେ ସାମିଲ ହେବେ ଶାହ ଓ ନଡ୍ଡା

ଭୁବନେଶ୍ୱର: ଜୁନ ୧୭ ତାରିଖରେ ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସୁଛନ୍ତି । ଏହାସହ ୨୨ ତାରିଖରେ ବିଜେପି ସଭାପତି ଜେପି ନଡ୍ଡା ଆସିବାର ଖବର ରହିଛି । ବିଜେପିର ମହାଜନସଂପର୍କ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ । ଏହି ଦୁଇ ବରିଷ୍ଠ ନେତା ଆସିବା ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା…

କାଳବୈଶାଖୀ ଯୋଗୁଁ ମୃତ୍ୟୁ ଘଟଣାରେ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମାଲକାନଗିରିରେ ୪ ଓ  ଗଂଜାମ ଆର୍ଯ୍ୟପଲୀରେ ୨ଜଣଙ୍କର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ ସହ ସହାୟତା ଘୋଷଣା କରିଛନ୍ତି। ୬ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।ସୂଚନାଯୋଗ୍ୟ, କାଳବୈଶାଖୀ ଯୋଗୁ…