Trending
- ଚଳିତ ବର୍ଷ ହେବନି ପାୱାରକଟ୍ – ମନ୍ତ୍ରୀ ସୁରେଶ ପୂଜାରୀ
- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସାମୁହିକ ବିବାହ କଲେ ୧୧୦ ବର କନ୍ୟା
- IAS ସ୍ତରରେ ଅଦଳବଦଳ,ବରିଷ୍ଠ ପ୍ରଶାସକ ମନୀଷ ଅଗ୍ରଓ୍ୱାଲଙ୍କୁ ମିଳିଲା ସମବାୟ ବିଭାଗର ରେଜିଷ୍ଟ୍ରାର ଭାବେ ଅତିରିକ୍ତ ଦାୟିତ୍ୱ
- ମୁଖ୍ୟ ନିର୍ବାଚନ କମିଶନରଙ୍କୁ ହଟାଇବା ପାଇଁ ଏକ ନୋଟିସ୍ ରେ ସ୍ୱାକ୍ଷର କଲେ ଲୋକସଭା ଓ ରାଜ୍ୟସଭା ସାଂସଦ
- ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଟିଂ ଯୋଗୁଁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିଶ୍ବାସ ଆଜି ସଂକଟରେ-ରାଜ୍ୟ ମହିଳା ଆୟୋଗ
- ନିୟମିତ ହେଲା ଭୁବନେଶ୍ବର-ଧାନବାଦ୍ ଏବଂ ପୁରୀ-ପାଟନା ରେଳସେବା
- ବଜେଟ ଅଧବେଶନର ଦ୍ଵିତୀୟ ପର୍ଯ୍ୟାୟର ଚତୁର୍ଥ ଦିନ, ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସାଢେ ୧୧ଟା ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି
- ଫୁଲବାଣୀ ପୋଲିସ ରିଜର୍ଭ ପଡ଼ିଆରେ ୧୦ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ
- ଜିତିଲା ମୃତ୍ୟୁ,ହରିଶ ରାଣାଙ୍କୁ ‘ଇଚ୍ଛାମୃତ୍ୟୁ’ ପାଇଁ ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ
- ନନ୍ଦନକାନନ ପାଇଁ ଖୁସି ଖବର,୫ ପ୍ରଜାତିର ୧୧ ଜୀବଜନ୍ତୁ ଆସିଛନ୍ତି ,ଦେଖିବାକୁ ଲାଗିବ ପର୍ଯ୍ୟଟଙ୍କ ଭିଡ଼
Browsing Category
Odisha
All about all odisha state news updates
ରତ୍ନବେଦୀରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ: ଆଜିଠୁ ଅବଢା ପାଇବେ ଭକ୍ତ
ପୁରୀ: ଶ୍ରୀକ୍ଷେତ୍ରରେ ସରିଛି ରଥଯାତ୍ରା । ଭାଇ ଭଉଣୀଙ୍କ ସହ ନୀଳକନ୍ଦରକୁ ବାହୁଡ଼ି ଆସିଛନ୍ତି ମହାପ୍ରଭୁ । ଶ୍ରୀଜୀଉମାନେ ନୀଳକନ୍ଦରରେ ବିରାଜମାନ କରିଛନ୍ତି । ରତ୍ନସିଂହାସନରେ ଏବେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂରତି । ଏହାସହ ଆଜିଠୁ ଅବଢ଼ା ଭକ୍ତମାନେ ପାଇଛନ୍ତି । ନୀତି…
ଶିମିଳିପାଳରେ ପୁଣି ହାତୀ ଦାନ୍ତ ଜବତ
ମୟୂରଭଞ୍ଜ:ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରେ ଶିକାରୀଙ୍କ ପାଦ୍ରୂଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରାୟ ମାସେରୁ ଊର୍ଦ୍ଧ୍ୱ ସମୟ ହେବ ବନ କର୍ମଚାରୀ ଶିମିଳିପାଳରେ ପାଟ୍ରୋଲିଂ ବନ୍ଦ କରି ଦେଇଥିବା ବେଳେ ତାହା ଶିକାରୀଙ୍କୁ ଖୁବ୍ ସୁହାଉଛି। ଶିମିଳିପାଳ ପାଦଦେଶରେ ଥିବା ଯଶିପୁରର…
ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ’ସାଗରିକା’ର ସଫଳ ପରୀକ୍ଷଣ
ବାଲେଶ୍ୱର: ଶନିବାର ଧାମରାର ଅବଦୁଲ କଲାମ ଦ୍ୱୀପରୁ ସନ୍ଧ୍ୟା ୬ଟା ୫୫ରେ ୪ ନମ୍ବର ଲଞ୍ଚ ପ୍ୟାଡରୁ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ସାଗରିକାର ସଫଳ ପରୀକ୍ଷଣ ହୋଇଛି । ଏହାର ଲକ୍ଷ୍ୟଭେଦ କ୍ଷମତା ୭୫୦ କିମି ରହିଛି । ଏହି ବାଲାଷ୍ଟିକ୍ ମିସାଇଲ ପରୀକ୍ଷଣ ସମୟରେ ଡିଆରଡିଓ, ଭାରତୀୟ ନୌସେନାର…
ଧବଳେଶ୍ବର କଂକ୍ରିଟ ସେତୁ ବୁଧବାର ଖୋଲିବ
କଟକ: ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ମହାନଦୀରେ ମଞ୍ଚେଶ୍ୱର ପାର୍ଶ୍ବରୁ ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା କଂକ୍ରିଟ ସେତୁର ଅନୁଧ୍ୟାନ କରାଯାଇଛି। ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂ କଂକ୍ରିଟ ସେତୁ ନିକଟରେ ପହଞ୍ଚି ଅନୁଧ୍ୟାନ କରିଥିଲେ। ମଞ୍ଚେଶ୍ୱର ପାର୍ଶ୍ବରୁ…
ବାହାନଗା ରେଳ ଦୁର୍ଘଟଣାକୁ ମାସେ : ଦୋଷୀ ଧରାପଡିନି
ଭୁବନେଶ୍ବର : ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣା ମାମଲାକୁ ମାସେ ପୂରିଛି। ଏହି ଦୁର୍ଘଟଣାରେ ଏବେ ସୁଦ୍ଧା ୨୯୩ ଜଣଙ୍କ ଜୀବନ ଯାଇଛି । ତେବେ ମାସେ ପରେ ମଧ୍ୟ ଦୋଷୀ କିଏ ଧରାପଡିନି । କେବଳ ରେଳ ଅଧିକାରୀଙ୍କୁ ପଚରାଉଚରାରେ ତଦନ୍ତ ସୀମିତ ହୋଇରହିଛି। ଯେଉଁଭଳି ଆରମ୍ଭରୁ ତତ୍ପରତା…
ରତ୍ନବେଦୀରେ ବିଜେ କଲେ ମହାପ୍ରଭୁ : କାଲିଠାରୁ ରତ୍ନବେଦୀରେ ଦର୍ଶନ ଦେବେ ତିନି ଠାକୁର
ପୁରୀ: ଶେଷ ହେଲା ମହାପ୍ରଭୁଙ୍କ ଘୋଷଯାତ୍ରା । ରତ୍ନବେଦୀକୁ ବିଜେ କଲେ ମହାପ୍ରଭୁ । ଗୋଟି ପହଣ୍ଡିରେ ଯାଇ ରତ୍ନବେଦୀରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂରତି । ପ୍ରଭୁ ସୁଦର୍ଶନ, ପ୍ରଭୁ ବଳଭଦ୍ର ଓ ତାପରେ ମହାମାୟୀ ଭଉଣୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡିରେ ଯାଇ ରତ୍ନବେଦୀକୁ ବିଜେ…
ଝାରପଡ଼ା ଗୁଳିମାଡ଼ ଘଟଣା, ବିଜେପି ନେତା ପ୍ରଭାତ ମାର୍ଥା ଗିରଫ
ଭୁବନେଶ୍ବର: ଝାରପଡ଼ା କରପୋରେଟରଙ୍କ ଭାଇ ଓ ପୁତୁରାଙ୍କୁ ଗୁଳିମାଡ଼ ଘଟଣାରେ ପୋଲିସ କବଜାରେ ମୁଖ୍ୟ ଅଭିଯୁକ୍ତ ବିଜେପି ନେତା ପ୍ରଭାତ ମାର୍ଥା । ଗତ ବୁଧବାର ରାତିରେ ଗାଡି ସାଇଡ ମରାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିଲା । ଏହି ଘଟଣାରେ ପୂର୍ବରୁ ଦୁଇଜଣଙ୍କୁ ଗିରଫ କରିଥିଲା ପୋଲିସ ।…
ବଢୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା
ବର୍ଷା ଆରମ୍ଭ ହୋଇଛି । ଏହାରି ଭିତରେ ଚିନ୍ତା ବଢାଇଛି ଡେଙ୍ଗୁ ମଶା । ପରିଷ୍କାର ପାଣି ଓ ଶୁଖିଲା ସ୍ଥାନରେ ବଂଶ ବୃଦ୍ଧି କରୁଥିବା ଏଡିସ ମଶା ଯୋଗୁଁ ରାଜ୍ୟରେ ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା । ୨୯ ତାରିଖ ସଂଧ୍ୟା ସୁଦ୍ଧା ସ୍ୱାସ୍ଥ୍ୟ ବିଭାଗ ମୋଟ୍ ୧୦ ହଜାର ୭୮୧ଟି ନମୁନା ପରୀକ୍ଷା…
ଜିଏସଟି ସଂଗ୍ରହରେ ଓଡ଼ିଶାର ରେକର୍ଡ
ଭୁବନେଶ୍ୱର: ଜିଏସଟି ଆଦାୟରେ ରାଜ୍ୟ ସରକାରଙ୍କ ରେକର୍ଡ । ଚଳିତ ବର୍ଷ ଜୁନରେ କିନ୍ତୁ ରାଜ୍ୟ ସରକାର ରେକର୍ଡ ୧୭୩୨ କୋଟି ୪୯ ଲକ୍ଷ ଟଙ୍କାର ଜିଏସଟି ଆଦାୟ ଓ ଆଇଜିଏସଟି ସେଟଲମେଣ୍ଟ କରିଛନ୍ତି ।ଜୁନ ମାସରେ ୨୫.୧୩ ପ୍ରତିଶତ ଅଧିକ ଜିଏସଟି ଆଦାୟ ସହ ଆଇଜିଏସଟି ସେଟଲମେଣ୍ଟ କରାଯାଇଛି । ଗତବର୍ଷ…
ଓଡିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ପଦ ଛାଡିଲେ ସୁବ୍ରତ ବାଗଚି : ନୂଆ ଅଧ୍ୟକ୍ଷ ହେଲେ ଅଳକା ମିଶ୍ର
ଓଡିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ପଦ ଛାଡିଛନ୍ତି ସୁବ୍ରତ ବାଗଚି । ବାଗଚୀଙ୍କ ପରେ ୱାର୍ଲ୍ଡ ସ୍କିଲ୍ ସେଣ୍ଟରର ସିଇଓ ହୋଇଛନ୍ତି ଅଳକା ମିଶ୍ର । ସୁବ୍ରତ ବାଗ୍ଚୀ ନିଜ ପଦବିରୁ ଇସ୍ତଫା ଦେଲା ପରେ ରାଜ୍ୟ ସରକାର ପୂର୍ବତନ ଆଇଆରପିଏସ୍ ଅଫିସର ଅଳକା ଅରୋରା ମିଶ୍ରଙ୍କୁ ଓଡ଼ିଶା ଦକ୍ଷତା…