Browsing Category

Odisha

All about all odisha state news updates

ରାଜଗାଙ୍ଗପୁର ଓଭରବ୍ରିଜ ନିର୍ମାଣ ପ୍ରକିୟା ଆରମ୍ଭ

ସୁନ୍ଦରଗଡ଼: 5T ସଚିବଙ୍କ ଗସ୍ତ ପରେ ତ୍ବରାନ୍ବିତ ହେଲା ସୁନ୍ଦରଗଡ଼ ରାଜଗାଙ୍ଗପୁର ଓଭରବ୍ରିଜ ନିର୍ମାଣ ପ୍ରକିୟା । ନିର୍ମାଣ କାର୍ଯ୍ୟ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜଗାଙ୍ଗପୁର ଲେବଲ କ୍ରସିଂଠାରେ ହେଉଥିବା ଓଭର ବ୍ରିଜ୍ ନିର୍ମାଣ ପ୍ରକିୟା ତ୍ୱରାନ୍ୱିତ ହୋଇଛି । ସୋନାଖାନ ଓ…

କମିଶନରେଟ ପୋଲିସ ପକ୍ଷରୁ ବିଭିନ୍ନ ଛକରେ ଚେକିଂ ଜାରି

ଭୁବନେଶ୍ୱର: ରାଜଧାନୀରେ ଜୋରଦାର ସେଫ୍ ସିଟି ଡ୍ରାଇଭ ।   ହେଉଛି । ଝାରପଡ଼ା, ଲକ୍ଷ୍ମୀସାଗର, କଳ୍ପନା, ରବି ଟକିଜ ଛକରେ ଜୋରଦାର ଚେକିଂ ହେଉଛି । ରୂପାଲି ଛକ, ନାଲକୋ ଛକ, ଡ଼ମଣା, ପଟିଆ ଛକରେ ଚେକିଂ ଜୋରଦାର ହୋଇଛି । ଚେକିଂ ଓ ବ୍ଳକିଙ୍ଗ ଦାୟିତ୍ୱରେ ନିୟୋଜିତ ଅଛନ୍ତି ୩ ପ୍ଲାଟୁନ…

ବିଜେଡିର ଭୁବନେଶ୍ବର ସାଂଗଠନିକ ଜିଲ୍ଲା କମିଟି ପୁନର୍ଗଠିତ

ଭୁବନେଶ୍ୱର:  ସୁଶାନ୍ତ ରାଉତ ହୋଇଛନ୍ତି ବିଜୁ ଜନତା ଦଳର ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାପତି । ସେହିପରି ବିରଞ୍ଚି ନାରାୟଣ ମହାସୁପକାରଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏନେଇ ବିଜେଡି ସାଧାରଣ ସଂପାଦକ ମାନସ ମଙ୍ଗରାଜ ସୂଚନା…

ଲଘୁଚାପ ପ୍ରଭାବ: ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର:  ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ବର୍ଷା ଲାଗିରହିଛି ।  ଏହାଦ୍ବାରା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ । ଉତ୍ତର ଓଡ଼ିଶାର ୮ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର,…

ମହାଲକ୍ଷ୍ମୀଙ୍କ ରାଗପରେ ତିନିରଥର ଦକ୍ଷିଣମୋଡ଼ ଆଜି

ପୁରୀ : ହେରାପଞ୍ଚମୀ ଅବସରରେ ଗୁଣ୍ଡିଚା ମନ୍ଦିର ଆସି ନନ୍ଦିଘୋଷ ରଥର କାଠ ଭାଙ୍ଗିଲେ ଅଭିମାନିନୀ ମହାଲକ୍ଷ୍ମୀ । ନୀତି ବିଳମ୍ବ ଯୋଗୁ ଭୋର ୩ଟାରେ ମାଆ ମହାଲକ୍ଷ୍ମୀ ଶ୍ରୀନଅରରୁ ଆସି ଶ୍ରୀଗୁଣ୍ଡିଚାକୁ ଆସିଥିଲେ ।  ଅଭିମାନ କରି ରଥ ଭାଙ୍ଗିଥିଲେ ମାଆ । ଏହା ପରେ ମା ମହାଲକ୍ଷ୍ମୀ…

ପ୍ରଶାନ୍ତ କୁମାର ରାଉତଙ୍କୁ ଗିରଫ କଲା ଭିଜିଲାନ୍ସ:୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ଗଲେ

ନବରଙ୍ଗପୁର: ନବରଙ୍ଗପୁର ଉପଜିଲ୍ଲାପାଳ ଗିରଫ ।୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ଗଲେ  । କଳାଧନର କୁବେର ପ୍ରଶାନ୍ତ କୁମାର ରାଉତଙ୍କୁ ଗିରଫ କଲା ଭିଜିଲାନ୍ସ । ଜେରା ବେଳେ ୫କୋଟିରୁ ଅଧିକ ଆୟ ବହିର୍ଭୂତ ସମ୍ପତ୍ତିର ଟେର୍ ପାଇଛି ଭିଜିଲାନ୍ସ । ନବରଙ୍ଗପୁର ଉପଜିଲ୍ଲାପାଳ ଗିରଫ । କଳାଧନର…

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୩ଟି ଶିକ୍ଷାସୌଧ ଓ ୨୮ଟି ଛାତ୍ରାବାସ ଉଦଘାଟିତ

ଭୁବନେଶ୍ବର: ଶିକ୍ଷା କ୍ଷେତ୍ରରେ ଆଗକୁ ବଢୁଛି ଓଡ଼ିଶା ।  ସାରା ଦେଶରେ ରୋଲ ମଡେଲ ସାଜିବ ଓଡ଼ିଶା ଆଦର୍ଶ ବିଦ୍ୟାଳୟ । ଗଢାହେବ ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କ ସୁନେଲି ଭବିଷ୍ୟତ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ୧୩ଟି ଶିକ୍ଷାସୌଧ ଓ ୨୮ଟି ଛାତ୍ରାବାସ ଉଦଘାଟନ କରିବା ଅବସରରେ…

ସ୍ବତନ୍ତ୍ର ଆପରେ ମିଳୁଛି ରେଟ୍ ଚାର୍ଟ: ‘ଉତ୍ସବ’ ଆପକୁ ନେଇ ପୋଲିସର ମତ ଲୋଡିଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ:ସ୍ବତନ୍ତ୍ର ଆପରେ ମିଳୁଛି ରେଟ୍ ଚାର୍ଟ । ଭକ୍ତଙ୍କୁ ଠକିବା ପାଇଁ ଉଦ୍ୟମ ଅଭିଯୋଗ । ଉତ୍ସବ ନାମକ ଆପ ଜରିଆରେ ଠକିବାକୁ ପ୍ରୟାସ । ହଜାର ହଜାର ଟଙ୍କା ଦେଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୂଜା, ଅନ୍ନଦାନ ଆଟିକା, ଧ୍ବଜା ପରିବର୍ତ୍ତନ, ଶୁଖିଲା ଭୋଗ, ନିର୍ମାଲ୍ୟ ହୋମ ଡେଲିଭରୀ ସହ…

ପଦ୍ମଶ୍ରୀ ହଳଧର ନାଗଙ୍କୁ ସମ୍ମାନିତ କରିବ ନେପାଳ

ବରଗଡ: ବିଶ୍ବସ୍ତରୀୟ ମଞ୍ଚରେ ନେପାଳର କାଠମାଣ୍ଡୁରେ ସମ୍ମାନିତ ହେବେ ପଦ୍ମଶ୍ରୀ  ହଳଧର ନାଗ । ଏଥିପାଇଁ ଆଜି ସେ କାଠମାଣ୍ଡୁ ଗସ୍ତ କରିଛନ୍ତି । ବରଗଡ ଜିଲ୍ଲା ତଥା ସାରା ଓଡିଶାର ଗର୍ବ ଓ ଗୌରବ ପଦ୍ମଶ୍ରୀ ହଳଧର ନାଗଙ୍କ ଦ୍ବାରା ସମ୍ବଲପୁରୀ ଭାଷାରେ ଲିଖିତ କବିତା ସାରା ବିଶ୍ବରେ ନାମ…

ନିଜେ ପଢିଥିବା ସ୍କୁଲରେ ଧର୍ମେନ୍ଦ୍ର ପ୍ରଧାନ

ତାଳଚେର: ଦିନେ ଯେଉଁ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ୁଥିଲେ, ଆଜି ସେହି ବିଦ୍ୟାଳୟରେ ପାଦ ପକାଇଥିଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ହଁ ସେ ଆଜି ସକାଳେ ଅନୁଗୁଳ ଜିଲ୍ଲା ତାଳଚେରର ହାଣ୍ଡିଧୁଆ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚିଥିଲେ। ସେଠାରେ…