Trending
- ସଂଗଠନ ଏବଂ ନିର୍ବାଚନ ଉପରେ ବିଶେଷ ଧ୍ୟାନ ଦେଇ ପ୍ରଥମ ପ୍ରମୁଖ ବୈଠକ କରିଛନ୍ତି ନୀତିନ ନବୀନ
- ଅବସର ଗ୍ରହଣ ଘୋଷଣା କଲେ ନାସାର ମହାକାଶଚାରୀ ସୁନୀତା ଓ୍ୱିଲିୟମ୍ସ
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ‘ବଡ଼ ମହାସ୍ନାନ’ ନୀତି: ଭିତର କାଠ ନିକଟରେ ରକ୍ତ ପଡ଼ିଥିବାରୁ ଦର୍ଶନ ବନ୍ଦ
- ଇଣ୍ଡୋନେସିଆରେ ପହଞ୍ଚିଲା ଭାରତୀୟ ନୌସେନାର ପ୍ରଶିକ୍ଷଣ ସ୍କ୍ୱାଡ୍ରନ୍
- ଜୁନ୍ ଶେଷ ସୁଦ୍ଧା ନୂଆ ପୌରାଞ୍ଚଳରେ ନିର୍ବାଚନ
- ଯେଉଁମାନେ ପୂର୍ବରୁ ବାଘ କହୁଥିଲେ ସେମାନେ କାଗଜ ବାଘ ବୋଲି ପ୍ରମାଣିତ ହୋଇଛନ୍ତି -ପ୍ରୀତିରଞ୍ଜନ ଘଡ଼ାଇ
- ବିଜେଡିରେ ପୁଣି ହଲଚଲ ,କାରଣ ନବୀନ ନିବାସରେ ଦଳର ବଡ ବୈଠକ ବସିଛି
- ଓଡ଼ିଶାରେ ଏପ୍ରିଲ୍ ୧୬ରୁ ମେ ୧୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା
- ନିତିନ ନବୀନ ହେଉଛନ୍ତି ବସ୍ ଏବଂ ମୁଁ ଜଣେ ଦଳୀୟ କର୍ମୀ – ପ୍ରଧାନମନ୍ତ୍ରୀ ମୋଦୀ
- ତାଗିଦ୍ ପରେ ବି ଦୋକାନୀ ଶୁଣୁନାହାନ୍ତି – ବିଏମସି ମେୟର ସୁଲୋଚନା ଦାସ
Browsing Category
Odisha
All about all odisha state news updates
ଡ ମଙ୍ଗଳା ମହାନ୍ତିଙ୍କ ପରଲୋକ
ଡ ମଙ୍ଗଳା ମହାନ୍ତିଙ୍କ ପରଲୋକ ଘଟିଛି । ସମାଜସେବୀ ତଥା ପରୋପକାରୀ ଡ ମଙ୍ଗଳା ମହାନ୍ତିଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ ପାଇଛି । ସେ ଜଣେ ବହୁମୁଖୀ ବ୍ୟକ୍ତିତ୍ୱ ଏବଂ ସମାଜସେବୀ ଥିଲେ । ଭାଷଣ ଦେବାର କଳାରେ ଅନ୍ୟଙ୍କୁ ଆକର୍ଷଣ କରିବାରେ ସେ ମାହିର ଥିଲେ । ଜଣେ ମାନବବାଦୀ, ଜଣେ ଉଦାର…
ବାହାନଗା ଟ୍ରେନ୍ ଟ୍ରାଜେଡି : ରେଳ କର୍ମଚାରୀଙ୍କୁ ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ନେଲା ସିବିଆଇ
ଭୁବନେଶ୍ୱର: ବାହାନଗା ଟ୍ରେନ୍ ଟ୍ରାଜେଡି । ଗିରଫ ୩ ଜଣ ରେଳ କର୍ମଚାରୀଙ୍କୁ ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ନେଇଛି ସିବିଆଇ । ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜେରା କରିବ ସିବିଆଇ । ମେଣ୍ଢାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ରେଳ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଛି । ବାକି ୪…
କଥା ରଖିଲେ ମୋକିମ: ଗତକାଲି ଆଲୋଚନା କଲେ ଆଜି ଦିଲ୍ଲୀପଙ୍କ ହେଲା ଚିକିତ୍ସା
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ବାପା ପୁଅ ଦିଲ୍ଲୀପ ପଟ୍ଟନାୟକଙ୍କ ଦୁଃଖର କାହାଣୀ ସାମନାକୁ ଆସିବା ପରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ତାଙ୍କ ନିକଟରେ ପହଞ୍ଚି ଆଲୋଚନା କରିଥିଲେ ।ଗତକାଲି ଆଲୋଚନା କରିବା ପରେ ତାଙ୍କୁ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ତାଙ୍କର…
ବାହାନଗା ଟ୍ରେନ୍ ଦୁର୍ଘଟଣା ଘଟଣାରେ ୭ ରେଳ କର୍ମଚାରୀ ନିଲମ୍ବିତ
ବାହାନଗା : ବାହାନଗା ଟ୍ରେନ୍ ଦୁର୍ଘଟଣା ଘଟଣାରେ ୭ ରେଳ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ନିଲମ୍ବିତ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ଗିରଫ ହୋଇଥିବା ୩ ଜଣ ଷ୍ଟାଫ୍ ଅଛନ୍ତି। ଶ୍ରୀ ମିଶ୍ରା କହିଛନ୍ତି ଯେ, ଏହି କର୍ମଚାରୀମାନେ ସତର୍କ ହୋଇଯାଇଥିଲେ ଏତେବଡ଼ ଦୁର୍ଘଟଣାକୁ ଏଡ଼ାଇ…
ରାଜ୍ୟର ୧୦୬ଟି ମାଧ୍ୟମିକ ବିଦ୍ୟାଳୟ ପାଇଁ ୯୦୨ଟି ନୂଆ ପଦ ସୃଷ୍ଟି
ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ରାଜ୍ୟକୁ ଆଗକୁ ନେବା ସକାଶେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପ୍ରୟାସରତ ରହିଛନ୍ତି । ସେଥିପାଇଁ ହାଇସ୍କୁଲ ଓ କଲେଜ ପିଲାଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରାଯାଇଛି । ପିଲାଙ୍କୁ ଖାଦ୍ୟ, ପୋଷାକ, ଜୋତା ମାଗଣାରେ ଯୋଗାଇ ଦେବା ସହିତ ମେଧାବୀଙ୍କୁ…
ଏମବିବିଏସ୍ ଓ ବିଡିଏସ୍ ନାମଲେଖା ପ୍ରକ୍ରିୟା ଆଜିଠାରୁ ଆରମ୍ଭ
ଭୁବନେଶ୍ୱର: ରାଜ୍ୟରେ ଥିବା ସରକାରୀ ଏବଂ ଘରୋଇ ମେଡିକାଲ କଲେଜଗୁଡ଼ିକରେ ଆଜିଠାରୁ ନାମଲେଖା ପଞ୍ଜୀକରଣ ଆରମ୍ଭ । ନି-ୟୁଜିରେ ଯୋଗ୍ୟତା ହାସଲ କରିଥିବା ଓଡ଼ିଶାର ଛାତ୍ରଛାତ୍ରୀ ୧୬ ତାରିଖ ଯାଏଁ ନାମ ପଞ୍ଜୀକରଣ ସହ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଆପଲୋଡ କରିପାରିବେ ।ସୂଚନା ଅନୁଯାୟୀ, ସମସ୍ତ…
ଲୁଚାଛପାରେ ମୋଟ ୨୧୦କୋଟି ନଗଦ ଟଙ୍କା ସଂଗ୍ରହ କରିଛି ଡିଏନ୍ ଗ୍ରୁପ୍
ରିଏଲ ଇଷ୍ଟେଟ୍ ବ୍ୟବସାୟୀ ଜଗଦୀଶ ପ୍ରସାଦ ନାଏକଙ୍କ ଡିଏନ୍ ଗ୍ରୁପ୍ ମୋଟ ୯୦କୋଟି ଟଙ୍କାର ଟିକସ ଫାଙ୍କିଛି ଓ ଚଢ଼ଉବେଳେ ମୋଟ ନଗଦ ୯.୭୪କୋଟି ଟଙ୍କା ଜବତ ହୋଇଥିଲା ବୋଲି ଆୟକର ବିଭାଗ ସୂତ୍ରରୁ ଜଣାପଡ଼ିଛି । ତେବେ ଏତେ ପରିମାଣର ଟିକସ ଫାଙ୍କିବା ଓ ନଗଦ ଜବତ ହେବାର ୪ଦିନ ପରେ ବି ପ୍ରବର୍ତ୍ତନ…
ଆସନ୍ତା ୧୪ ତାରିଖରୁ ବଢ଼ିବ ବର୍ଷାର ପରିମାଣ
ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ । ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହିତ ବର୍ଷା ହେଉଛି । ଆସନ୍ତା ୧୪ ତାରିଖରେ ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମୌସୁମୀ ନିମ୍ନ ଚାପ ରେଖା ରାଜସ୍ଥାନର ଡଶେଲମେରରୁ ବାହାରି ସିକର, ଓରାଇ, ସୁଲତାନପୁର,…
ଆଜିଠୁ ୪ ଦିନ ଧରି ବିଦ୍ୟୁତ ବିତରଣ କମ୍ପାନୀଙ୍କ କାର୍ଯ୍ୟଧାରା ସମୀକ୍ଷା
ଭୁବନେଶ୍ୱର: ବିଦ୍ୟୁତ ଉପଭୋକ୍ତା ପାଉଛନ୍ତି ତ ଉତ୍ତମ ସେବା । ବିଦ୍ୟୁତ ନିୟାମକ ଆୟୋଗଙ୍କ ସର୍ତ୍ତକୁ ମାନୁଛନ୍ତି ତ ବିତରଣ କମ୍ପାନୀ । ବିଦ୍ୟୁତ ବିତରଣ କମ୍ପାନୀଙ୍କ କାର୍ଯ୍ୟଧାରାକୁ ସମୀକ୍ଷା କରିବେ ବିଦ୍ୟୁତ୍ ନିୟାମକ ଆୟୋଗ । ଆଜିଠୁ ୪ ଦିନ ଧରି ଆୟୋଗ ସମୀକ୍ଷା କରିବେ । ଆଜି ପ୍ରଥମ…
କୁଆଖାଇ ନଦୀରେ ଅଘଟଣ, ମିଳିଲା ଅନ୍ୟ ୨ ନିଖୋଜ ଛାତ୍ରଙ୍କ ମୃତଦେହ
ବାଲିଅନ୍ତା ଥାନା ଧବଳାହାର ନିକଟ କୁଆଖାଇ ନଦୀରେ ବୁଡ଼ି ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟର ୪ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି । ୪ ମୃତକ ହେଲେ କଟକ ବାଲିକୁଦାର ପ୍ରତୀକ ଧଳସାମନ୍ତ, ବାଲେଶ୍ବରର ରୋହିତ ପରିଡ଼ା, ଜାମସେଦପୁରର ଆରୟାନ ଓ କଟକର କୁମାର ଅବିନାଶ । ଗତକାଲି ଆରୟନ ଓ ଅବିନାଶଙ୍କ…