Trending
- ୨୦୨୬ ରଥଯାତ୍ରାକୁ ସମ୍ପୂର୍ଣ୍ଣ ଶୃଙ୍ଖଳିତ ଭାବରେ ଆୟୋଜନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ
- ଓଡ଼ିଶାରେ ୫୧୮୨ଟି ମୋବାଇଲ୍ ଟାୱାର ସ୍ଥାପନ କରାଯିବ, ଉପକୃତ ହେବେ ୭୧୫୭ଟି ଗାଁର ବାସିନ୍ଦା
- ନେତାଙ୍କ ଘରୁ ବାହାରିଲା ୫୫ଟି ଗ୍ୟାସ୍ ସିଲିଣ୍ଡର
- ଚଳିତ ବର୍ଷ ହେବନି ପାୱାରକଟ୍ – ମନ୍ତ୍ରୀ ସୁରେଶ ପୂଜାରୀ
- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସାମୁହିକ ବିବାହ କଲେ ୧୧୦ ବର କନ୍ୟା
- IAS ସ୍ତରରେ ଅଦଳବଦଳ,ବରିଷ୍ଠ ପ୍ରଶାସକ ମନୀଷ ଅଗ୍ରଓ୍ୱାଲଙ୍କୁ ମିଳିଲା ସମବାୟ ବିଭାଗର ରେଜିଷ୍ଟ୍ରାର ଭାବେ ଅତିରିକ୍ତ ଦାୟିତ୍ୱ
- ମୁଖ୍ୟ ନିର୍ବାଚନ କମିଶନରଙ୍କୁ ହଟାଇବା ପାଇଁ ଏକ ନୋଟିସ୍ ରେ ସ୍ୱାକ୍ଷର କଲେ ଲୋକସଭା ଓ ରାଜ୍ୟସଭା ସାଂସଦ
- ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଟିଂ ଯୋଗୁଁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିଶ୍ବାସ ଆଜି ସଂକଟରେ-ରାଜ୍ୟ ମହିଳା ଆୟୋଗ
- ନିୟମିତ ହେଲା ଭୁବନେଶ୍ବର-ଧାନବାଦ୍ ଏବଂ ପୁରୀ-ପାଟନା ରେଳସେବା
- ବଜେଟ ଅଧବେଶନର ଦ୍ଵିତୀୟ ପର୍ଯ୍ୟାୟର ଚତୁର୍ଥ ଦିନ, ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସାଢେ ୧୧ଟା ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି
Browsing Category
Odisha
All about all odisha state news updates
୨୨ ରୁ ବିଧାନସଭା,୨୧ ତାରିଖରେ ବାଚସ୍ପତି ନିର୍ବାଚନ
ଆସନ୍ତା ସେପ୍ଟେମ୍ବର ୨୧ ତାରିଖରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ୧୮ ତାରିଖରେ ନାମାଙ୍କନ ପତ୍ର ଦାଖଲ ହେବ । ସେପ୍ଟେମ୍ବର ୨୨ ତାରିଖରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏହା ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ । ଅକ୍ଟୋବର ୩ ରେ ଗୃହରେ ଅତିରିକ୍ତ ବଜେଟ ଆଗତ ହେବ । ବିଧାନସଭା…
ପୁଲିସ ସହ ଯୋଡିହେବ ଘରୋଇ ସିସିଟିଭି
ଭୁବନେଶ୍ବର: ସିସିଟିଭି ଜଗିବ ସହର । ପୋଲିସ ଚୋରଙ୍କୁ ଧରିବା ପାଇଁ ସିସିଟିଭି ଉପରେ ନଜର ଦେଉଛି । ଘରୋଇ ସିସିଟିଭି ସହ ଥାନା ର ଲିଙ୍କ ଯୋଡି ହେବ । ଚୋରି ହେଉ କି ହତ୍ୟା, ଛିନ୍ତାଇ ହେଉ କି ଗଣ୍ଡଗୋଳ; କୌଣସି ପ୍ରକାର ଅପରାଧ ଘଟାଇ ଅପରାଧୀ ଆଉ ସହଜରେ ଖସିପାରିବେ ନାହିଁ। ସହର…
ଧର୍ମେନ୍ଦ୍ର ବି ପରିବାରବାଦ ରାଜନୀତିରୁ ଆସିଛନ୍ତି
ପରିବାରବାଦକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନକୁ ନେଇ ସମାଲୋଚନା କରିଛି ବିଜେଡି । ପରିବାରବାଦ ଉପରେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ହାସ୍ୟାସ୍ପଦ କହିଲା ବିଜେଡି । ଧର୍ମେନ୍ଦ୍ର ବି ପାରିବାରିକ ରାଜନୀତିରୁ ଆସିଛନ୍ତି ଏବଂ ରାଜନୈତିକ ପରିବାରର ସୁବିଧାକୁ ଉପଭୋଗ କରିଛନ୍ତି ।…
ଆଜି ସ୍ବାୟତ୍ତ ଶାସନ ଦିବସ
ଭୁବନେଶ୍ବର: ଆଜି ସ୍ବାୟତ୍ତ ଶାସନ ଦିବସ । ଏହି ଦିବସ ପାଳନ କରିବାକୁ ବିଏମ୍ସି ଜୋରଦାର ପ୍ରସ୍ତୁତି ଚଳାଇଛି। ବିଏମ୍ସି-ଆଇସିଓଏମ୍ସି କୋଠାକୁ ରଙ୍ଗୀନ ଆଲୋକମାଳାରେ ସଜା ଯାଇଥିବା ବେଳେ ପରିସରକୁ ସଫା କରିଛି । ଆଜି ୮ଟା ବେଳେ ଏଠାରେ ପତାକା ଉତ୍ତୋଳନ ହେବ। ବିଏମ୍ସିକୁ ଆସିଥିବା ନୂଆ…
କେତେବେଳେ ରାକ୍ଷୀ ବାନ୍ଧିଲେ ଶୁଭ
ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କାଲି ଶ୍ରୀମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ପାଳନ ହେବ । ଶ୍ରୀମନ୍ଦିର ରୀତିନୀତି ସ୍ୱତନ୍ତ୍ର ହୋଇଥିବାରୁ କାଲି ସୂର୍ଯ୍ୟ ଉଦୟ ପରେ ପୂର୍ଣ୍ଣମୀ ତିଥି ରହିଥିବାରୁ ମହାପ୍ରଭୁଙ୍କର ରକ୍ଷାବନ୍ଧନ ନୀତି ସମ୍ପନ୍ନ ହେବ । ତେବେ…
ରାସନ କାର୍ଡରେ ନାଁ ନଥିଲେ ମଧ୍ୟ ଚିକିତ୍ସାରୁ ବଞ୍ଚିତ ହେବେନି ୫ରୁ ୧୮ ବର୍ଷର ପିଲା
ରାସନ କାର୍ଡରେ ନାଁ ନଥିଲେ ମଧ୍ୟ ଚିକିତ୍ସାରୁ ବଞ୍ଚିତ ହେବେନି ୫ରୁ ୧୮ ବର୍ଷର ପିଲା । ବିଏସକେଓ୍ବାଇ ଯୋଜନାରେ ଅନ୍ତର୍ଭୁକ୍ତ ପରିବାରର ଛୋଟ ପିଲାଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ୫ରୁ ୧୮ ବର୍ଷର ପିଲାଙ୍କୁ ମିଳିବ ବଡ଼ ଫାଇଦା । ରାସନ କାର୍ଡରେ ନାଁ ନଥିଲେ ବି ସେମାନେ…
ଭାରତ ଫେରିଲେ ଜାଭେଲିନ୍ ଷ୍ଟାର ଓଡ଼ିଆ ପୁଅ କିଶୋର ଜେନା
ବିଶ୍ବ ଆଥଲେଟିକ ଚାମ୍ପିଅନସିପରେ ପ୍ରଥମ ଓଡିଆ ଭାବେ ରାଜ୍ୟକୁ ପ୍ରତିନିଧିତ୍ବ କରିଥିଲେ କିଶୋର । ଫାଇନାଲରେ ପହଞ୍ଚି ନିଜର ଦମଦାର ପ୍ରଦର୍ଶନ ବଳରେ ପଞ୍ଚମ ସ୍ଥାନ ହାସଲ କରିଥିଲେ । ଭାରତ ଫେରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି କିଶୋର । ସେ କହିଛନ୍ତି…
ଦେବଗଡ଼ ଜିଲ୍ଲାରେ ସ୍ବାସ୍ଥ୍ୟକ୍ଷେତ୍ରକୁ ବୁଷ୍ଟର ଡୋଜ୍
ଦେବଗଡ଼ ଜିଲ୍ଲାରେ ସ୍ବାସ୍ଥ୍ୟକ୍ଷେତ୍ରକୁ ବୁଷ୍ଟର ଡୋଜ୍ । ପ୍ରତିଶ୍ରୁତି ରଖିଲେ 5T ସଚିବ ଭିକେ ପାଣ୍ଡିଆନ୍ । ଦେବଗଡ଼ରେ ୧୦ଟି ବିଭାଗରେ ମିଳିଲା ସ୍ବତନ୍ତ୍ର ଡାକ୍ତରଙ୍କୁ ନିଯୁକ୍ତି । ସର୍ଜରୀ, ଶିଶୁ ବିଭାଗ, ଆନେସ୍ଥାସିଆ, ମାନସିକ, ଅସ୍ଥିଶଲ୍ୟ, ଇଏନଟି, ଚକ୍ଷୁ, ଫୁସଫୁସ, ଭେଷଜ ଓ ଦନ୍ତ…
ଗରିବଙ୍କୁ ଭୂମି ଅଧିକାର: ଜାଗା ମିସନ୍ରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ
ଭୁବନେଶ୍ୱର: ଜାଗା ମିସନ୍ ଅଧୀନରେ ସହରାଞ୍ଚଳ ଗରିବଙ୍କୁ ଆଜି ଭୂମି ଅଧିକାର ପ୍ରମାଣପତ୍ର ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ। ୬୫ ହଜାର ପରିବାରକୁ ଜମି ଅଧିକାର ପ୍ରଦାନ କରାଯାଇଛି। ଗରିବ ଲୋକ ସେମାନଙ୍କର ଅଧିକାର ପାଇବା ପର୍ଯ୍ୟନ୍ତ ସରକାର ପ୍ରୟାସ ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।…
ବିଜେପିରେ ମିଶିବେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବ: ବିଜେଡି
ଭୁବନେଶ୍ୱର: ବିଜେଡି ହିଁସାରେ ବିଶ୍ବାସ କରେନାହିଁ । କାଲି ଯେଉଁ ବିଧାୟକ ବିରୋଧରେ ବିଜେପି ହିଁସା କରୁଥିବା ଅଭିଯୋଗ ଆଣୁଥିଲା । ଆଜି ସେହି ବିଧାୟକ ବିଜେପି ସହ ଗେଲା ପୁଅ ଭଳି ମିଶୁଛନ୍ତି । ଏମିତି କିଛି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡି…