Trending
- ମୁଖ୍ୟମନ୍ତ୍ରୀଙ୍କ ୧୯ତମ ଅଭିଯୋଗ ଶୁଣାଣି,୧୨ ଜଣ ରୋଗୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୬ ଲକ୍ଷ ୧୫ ହଜାର ଟଙ୍କା ପ୍ରଦାନ
- ପାରଳାଖେମୁଣ୍ଡି ACF ସୌମ୍ୟ ମୃତ୍ୟୁ ମାମଲାରେ ବଡ଼ ମୋଡ଼,ଆତ୍ମସମର୍ପଣ କଲେ ଗଜପତିର ତତ୍କାଳୀନ DFO ସଂଗ୍ରାମ ବେହେରା
- ନାଇଡୁ ରିପୋର୍ଟ ଫାଇଲକୁ ନେଇ ବଡ଼ ପଦକ୍ଷେପ,ନାଇଡୁ କମିସନ ଫାଇଲ ଖୋଜିବ କ୍ରାଇମବ୍ରାଞ୍ଚ
- କକରୋଚ୍ ଜନତା ପାର୍ଟି ପରେ ଇ୨୦ ଜନତା ପାର୍ଟି ମୁଣ୍ଡ ଟେକିଛି, ୧୦୦ ପ୍ରତିଶତ ଶୁଦ୍ଧ ପେଟ୍ରୋଲ ମିଳିବା ଦାବି ନେଇ ଆନ୍ଦୋଳନ ଓ୍ବହ୍ଲାଇବ
- ଆଜି ନୀଳାଦ୍ରି ବିଜେ,ମହାପ୍ରଭୁ ରସଗୋଲା ଦେଇ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ
- ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍–୧୬’ର ବିଜେତା ଭାବେ ଇତିହାସ ସୃଷ୍ଟି କଲେ ଓଡ଼ିଶା ଝିଅ ଜ୍ୟୋତିର୍ମୟୀ ନାୟକ
- ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରଲୋକ , ଭଟଲି ନିର୍ବାଚନମଣ୍ଡଳୀର ତିନି ଥର ବିଧାୟକ ଥିଲେ ସୁଶାନ୍ତ ସିଂ
- କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଲେ ପ୍ରହ୍ଲାଦ ଯୋଶୀ
- ଭୁବନେଶ୍ୱରରେ ପୁଣି ହିଟ୍ ଆଣ୍ଡ୍ ରନ୍ , ତମାଣ୍ଡୋ ଫୁଟ୍ ଓଭରବ୍ରିଜ୍ ନିକଟରେ ଧକ୍କା ଦେଲା ଅଜଣା ଗାଡ଼ି,ମିଳିଲା ମୃତକଙ୍କ ମୁଣ୍ଡ ବିହୀନ ମୃତଦେହ
- ଆଜି ଦେଶ ପାଳୁଛି ୨୭ତମ କାରଗିଲ ବିଜୟ ଦିବସ, ଯବନାଙ୍କ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ଦେଶବାସୀ
Browsing Category
Odisha
All about all odisha state news updates
ରକ୍ଷା କ୍ଷେତ୍ରରେ ଆଉପାଦେ ଆଗେଇଲା ଦେଶ, ବାଲେଷ୍ଟିକ ମିସାଇଲର ପରୀକ୍ଷଣ ହେଲା ସଫଳ
ଭାରତୀୟ ସେନାର ଷ୍ଟାଟେଜିକ ଫୋର୍ସେସ କମାଣ୍ଡ ତରଫରୁ ଡିଆଡିଏ ସହିତ ମିଳିତ ଭାବେ ନୂଆ ପୀଢିର ବାଲେଷ୍ଟିକ ମିସାଇଲର ସଫଳ ପରୀକ୍ଷଣ କରିଛନ୍ତି । ଏହି ପରୀକ୍ଷଣ ଓଙ୍ଗିଶାର ଡ,ଏପିଜି ଅବ୍ଦୁଲ କଲାମ ଦ୍ୱୀପରୁ ହୋଇଛି । ଏହି ମିସାଇଲ ପରମାଣୁ ଅସ୍ତ୍ର ପରିବହନ କରିବାର କ୍ଷମତା ରଖିଛି ।…
ନିର୍ବାଚନ ପାଇଁ ୪ଦିନ ଛୁଟି
ଆସୁଛି ସାଧାରଣ ନିର୍ବାଚନ । ଆଉ କେଇଟା ଦିନ ପରେ ନିର୍ବାଚନ ପାଇଁ କମ୍ପିବ ପୁରଠୁ ପଲ୍ଲୀ । ତେବେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ତେଣୁ ଏହି ୪ଟି ପର୍ଯ୍ୟାୟରେ କର୍ମଚାରୀମାନଙ୍କୁ ଛୁଟି ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ନିର୍ବାଚନ ସମୟରେ…
ଟ୍ରାଫିକ ଛକରେ ମୋବାଇଲ ନିଷେଧ
ଅନେକ ସମୟରେ ରାସ୍ତାରେ ଯାଉଥିବା ବେଳେ ଟ୍ରାଫିକ ସିଜନାଲରେ ଗାଡ଼ି ରଖି ମୋବାଇଲ ଫୋନ୍ ବ୍ୟବହାର କରନ୍ତି ୟୁଜର । ତେବେ ଏହି କାରନାମା ଉପରେ ବର୍ତ୍ତମାନ ରୋକ ଲଗାଇବାକୁ ପାଦ ବଢାଇଛନ୍ତି ସରକାର । ଟ୍ରାଫିକ ଛକରେ ଠିଆ ହୋଇ ମୋବାଇଲ ବ୍ୟହାର କଲେ ମଧ୍ୟ ଗଣିବେ ଜରିମାନା । ଟ୍ରାଫିକ ସିଜନାଲ ମଧ୍ୟ…
ଆସିଲା ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା
୨୦୨୪ ନିର୍ବାଚନ ପାଇଁ ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ।
ବିଧାନସଭା :
ବ୍ରଜରାଜନଗର-ଅଳକା ମହାନ୍ତି
ଝାରସୁଗୁଡା – ଦିପାଳି ଦାସ
ଆଠମଲ୍ଲିକ – ନଳୀନ କାନ୍ତ ପ୍ରଧାନ
ତଳସରା –ବିଜୟ ଟପ୍ପୋ
ସୁନ୍ଦରଗଡ-ଯୋଗେଶ ସିଂ
ବଣାଇ – ଭୀମସେନ ଚୌଧୁରୀ
ବାରିପଦା –…
କଂଗ୍ରେସରୁ ଆଉଟ୍ ହେବେ ସୁର ରାଉତରାୟ!
ବୁଧବାର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପକ୍ଷରୁ ସୁରଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଯାଇଛି। ନୋଟିସ୍ରେ କାହିଁକି ପୁଅ ମନ୍ମଥ ରାଉତରାୟ ପାଇଁ ଭୋଟ ମାଗୁଛନ୍ତି ବୋଲି କୁହାଯାଇଛି। ଏନେଇ ପିସିସି ସଭାପତି ସୁରଙ୍କୁ ଜବାବ ମାଗିଛନ୍ତି।
କିଛିଦିନ ପୂର୍ବରୁ ସୁରଙ୍କ ସାନପୁଅ ମନ୍ମଥ…
ଶଙ୍ଖ ଧରିଲେ ଭୃଗୁ ବକ୍ସିପାତ୍ର
ଦକ୍ଷିଣ ଓଡ଼ିଶାରେ ସଶକ୍ତ ହେଉଛି ବିଜେଡି। ବୁଧବାର ସକାଳେ ବିଜେପିରୁ ଇସ୍ତଫା ଦେଇଥିବା ଭୃଗୁ ବକ୍ସିପାତ୍ର ଶଙ୍ଖ ଭବନରେ ବିଜେଡିରେ ଯୋଗ ଦେଇଛନ୍ତି। ସାଂସଦ ମାନସ ମଙ୍ଗରାଜ, ସାଂସଦ ଚନ୍ଦ୍ରଶେଖର ସାହୁ, ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ଭୃଗୁ ବକ୍ସିପାତ୍ର।…
ଚଳଚଞ୍ଚଳ ରଥଗଡ଼ା
ମହାପ୍ରଭୁଙ୍କ ରୁକୁଣା ରଥାଯାତ୍ରାକୁ ଆଉ ମାତ୍ର ୧୪ ଦିନ। ପୁଣି ଦୁଇଦିନ ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ମନ୍ଦିର ପ୍ରଶାସନର ନିର୍ଦ୍ଦେଶ। ଏହାକୁ ଆଖିରେ ରଖି ରଥଖଳାରେ ପ୍ରାୟ ୬୦ ଜଣ କାରିଗର ମହାପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ନିଜକୁ ସମର୍ପି ଦିନରାତି ରଥ ଗଢ଼ିବାରେ…
୮ ଜିଲ୍ଲାପାଳ ଓ ଏସ୍ପିଙ୍କୁ ନିର୍ବାଚନ କାମ ନଥିବା ସ୍ଥାନକୁ ବଦଳି ନିର୍ଦ୍ଦେଶ
ଭାରତୀୟ ନିର୍ବାଚନ କମିଶନ ଆଜି ଓଡିଶାର ୮ ଜଣ ଭାରତୀୟ ପ୍ରଶାସନିକ ଓ ପୁଲିସ ଅଧିକାରୀଙ୍କୁ ତୁରନ୍ତ ବଦଳି କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। କମିଶନଙ୍କ ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏହି ନିର୍ଦ୍ଦେଶନାମା ଆସିଛି। ନିର୍ବାଚନ କମିଶନ ସମ୍ପୃକ୍ତ ୮ ଜଣ ଅଧିକାରୀଙ୍କୁ ନିର୍ବାଚନ ସହ…
ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
କଂଗ୍ରେସ ବିଧାନସଭା ନିର୍ବାଚନ ପାଇଁ ୪୯ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ। ନୂଆପଡ଼ାରୁ ଲଢ଼ିବେ ପିସିସି ସଭାପତି ଶରତ ପଟ୍ଟନାୟକ।
ରାଉରକେଲା- ବୀରେନ୍ଦ୍ର ନାଥ ପଟ୍ଟନାୟକ, ରାଜଗାଙ୍ଗପୁର- ରାଜନ ଏକ୍କା
ଲୋଇସିଂହା- ଓମ ପ୍ରକାଶ କୁମ୍ଭାର, ପାଟଣାଗଡ଼- ଅନୀଲ ମେହେର
ବଲାଙ୍ଗୀର-…
ଆଜିଠାରୁ ସକାଳୁଆ ସ୍କୁଲ
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବିଦ୍ୟାଳୟର ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସମୟରେ ପରିବର୍ତ୍ତନ କରାଯାଇଛି। ମଙ୍ଗଳବାରଠାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟଗୁଡ଼ିକରେ ସକାଳ…