Browsing Category

Odisha

All about all odisha state news updates

ଟୁଟୁ ନାୟକଙ୍କ ଜାମିନ ଆବେଦନ ଉପରେ ନଭେମ୍ବର ୮ରେ ଶୁଣାଣି

ଭୁବନେଶ୍ବର: ଟୁଟୁ ନାୟକଙ୍କ ଜାମିନ ଆବେଦନ ଉପରେ ନଭେମ୍ବର ୮ରେ ଶୁଣାଣି ହେବ  । ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହୋଇ ବିଚାରବିଭାଗୀୟ ହାଜତରେ ଥିବା ସିନେ ପ୍ରଯୋଜକ ଟୁଟୁ ନାୟକଙ୍କ ଜାମିନ ଆବେଦନ ତାରିଖ ଘୁଞ୍ଚିଛି ।  ଜଣେ କାର୍ଯ୍ୟରତ ସାମ୍ବାଦିକାଙ୍କୁ ମାଡ଼ ମାରିବା…

କନ୍ଧମାଳ, ଅନୁଗୋଳ ଓ ଗଜପତି ଜିଲ୍ଲାରେ ’ଆମ ଓଡ଼ିଶା ନବୀନ ଓଡ଼ିଶା’ର ଶୁଭାରମ୍ଭ

ଭୁବନେଶ୍ବର: କନ୍ଧମାଳ, ଅନୁଗୋଳ ଓ ଗଜପତି ଜିଲ୍ଲାରେ ଆରମ୍ଭ ହେଲା ’ଆମ ଓଡ଼ିଶା ନବୀନ ଓଡ଼ିଶା’ । ଏହି ତିନି ଜିଲ୍ଲାରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l କନ୍ଧମାଳ ଜିଲ୍ଲାର ୩ଟି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୧୨ଟି ବ୍ଲକରେ ୮୫ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୨ ହଜାର…

ଜନ୍ମମାଟିରେ ସହିଦ ପ୍ରତାପ ପରିଡ଼ାଙ୍କ ପାର୍ଥିବ ଶରୀର

ପିପିଲି : ଜନ୍ମମାଟିରେ ପହଁଚିଛି ସହିଦ ପ୍ରତାପ ପରିଡ଼ାଙ୍କ ପାର୍ଥିବ ଶରୀର ।  ମେଘାଳୟ ସୁରା କ୍ୟାମ୍ପରୁ ଘାଟୀକୁ ଯାଉଥିବା ସମୟରେ ସହିଦ ହୋଇଥିଲେ ବିଏସଏଫ୍‌ ହାବିଲଦାର ପ୍ରତାପ ରଞ୍ଜନ ପରିଡ଼ା । ତାଙ୍କ ଘର ପୁରୀ ଜିଲ୍ଲା ଗୋପ୍‌ ମଲ୍ଲ ଗାଁରେ । ଗତକାଲି ପ୍ରତାପଙ୍କ ପାର୍ଥିବ ଶରୀର…

କ୍ଲାସ ଭିତରେ ଛାତ୍ରୀଙ୍କ ଗାଲକୁ କାୁମୁଡି ଦେଲେ ଅଣଛାତ୍ର, ଥାନାରେ ମାମଲା

ପାରାଦ୍ୱୀପ: ପାରାଦ୍ବୀପର ଏକ କଲେଜରେ ପ୍ଲସ ୨ ପରୀକ୍ଷା ଚାଲିଥିବା ବେଳେ  ହଠାତ କଲେଜ ଭିତରକୁ ପଶି ଆସିଲେ ଅଣଛାତ୍ର, କେହି କିଛି ବୁଝିବା ପୂର୍ବରୁ କଲେଜ ର ଜଣେ ପ୍ଲସ ୨ ଛାତ୍ରୀ ଙ୍କ ଗାଲକୁ କାମୁଡ଼ିଦେବା ସହିତ କରିଥିଲେ ଟଣା ଓଟରା । ଏହାକୁ ନେଇ ଥାନାରେ ମାମଲା ହୋଇଛି । ପୂର୍ବରୁ ମଧ୍ୟ…

୨୧ ତାରିଖରୁ ବିଧାନସଭାର ଶୀତକାଳିନ ଅଧିବେଶନ

ଭୁବନେଶ୍ବର: ଷୋଡ଼ଶ ବିଧାନସଭାର ଚତୁର୍ଦ୍ଦଶ ଅଧିବେଶନ ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ । ଦିନ ୧୧ଟାରେ ଆରମ୍ଭ ହେବ ଶୀତକାଳିନ ଅଧିବେଶନ । ଶୀତକାଳିନ ଅଧିବେଶନ ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ବିଧାନସଭା ସଚିବ । ତେବେ ୨୧ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ଅଧିବେଶନ ଡିସେମ୍ବର ୩୦…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ୧୪ ବିଭାଗରେ ପୁରସ୍କାର ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ୧୪ ବିଭାଗରେ  ଆବେଦନ ଆରମ୍ଭ ।  ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ତଥା ଶିକ୍ଷା ବ୍ୟବସ୍ଥା ସହ ଜଡ଼ିତ ସମସ୍ତ…

ଭୁବନେଶ୍ବରରେ ଜାମ୍ମୁ କାଶ୍ମୀର ରାଜ୍ୟପାଳ ମନୋଜ ସିହ୍ନା

ଭୁବନେଶ୍ବର :  ଜାମ୍ମୁ କାଶ୍ମୀର ରାଜ୍ୟପାଳ ମନୋଜ ସିହ୍ନା  ଓ-ହବରେ ଷ୍ଟାର୍ଟଅପ୍ ଓଡିଶା ପରିଦର୍ଶନ କରିଛନ୍ତି । ଏହି ଅବସରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଷ୍ଟାର୍ଟଅପ୍ ଓଡିଶାର ନିମନ୍ତ୍ରଣ କ୍ରମେ ଅହମ୍ମଦାବାଦ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପଙ୍କଜ ଚନ୍ଦ୍ର ମଧ୍ୟ ଯୋଗ…

ଜୁନାଗଡ ନିର୍ବାଚନ ମଣ୍ଡଳୀରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

କଳାହାଣ୍ଡି ଜିଲ୍ଲାର ଜୁନାଗଡ ନିର୍ବାଚନ ମଣ୍ଡଳୀରେ  ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୩୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଇନ୍ଦ୍ରାବତୀ ଜଲଭଣ୍ଡାର ବିଚ୍ଛିନ୍ନାଞ୍ଚଳର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ମଧ୍ୟ ୧.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି। ନର୍‌ଲା ନିର୍ବାଚନ ମଣ୍ଡଳୀରେ ୬ଟି…