Trending
- ଆଜି ନେତାଜୀଙ୍କ ୧୨୯ ତମ ଜୟନ୍ତୀ
- ସାହାରାରେ ତୁଷାରପାତ , ବରଫ ଦ୍ୱାରା ଆବୃତ୍ତ ହେଲା ମରୁ ବାଲି
- ନୂଆ ରୂପ ପାଇବ କଟକ ମହାନଦୀ ରିଭର ଫ୍ରଣ୍ଟ , ଏ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- କଟକରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ଉପରାଷ୍ଟ୍ରପତି
- ୨୦୦ ଫୁଟ ତଳକୁ ଖସିଲା ସେନା ଗାଡ଼ି ,୧୦ ଯବାନ ମୃତ
- ଗ୍ରାମାଞ୍ଚଳରେ କାର୍ଯ୍ୟରତ ଗ୍ରାମରକ୍ଷୀଙ୍କ ପାଇଁ ଖୁସି ଖବର,୧,୮୦୦ ଟଙ୍କା ବଦଳରେ ପାଇବେ ୨,୫୦୦ ଟଙ୍କା ମାସିକ ଭତ୍ତା
- ଆଜି ମିଳିବ ସୁଭଦ୍ରା ଟଙ୍କା
- ସଂଗଠନ ଏବଂ ନିର୍ବାଚନ ଉପରେ ବିଶେଷ ଧ୍ୟାନ ଦେଇ ପ୍ରଥମ ପ୍ରମୁଖ ବୈଠକ କରିଛନ୍ତି ନୀତିନ ନବୀନ
- ଅବସର ଗ୍ରହଣ ଘୋଷଣା କଲେ ନାସାର ମହାକାଶଚାରୀ ସୁନୀତା ଓ୍ୱିଲିୟମ୍ସ
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ‘ବଡ଼ ମହାସ୍ନାନ’ ନୀତି: ଭିତର କାଠ ନିକଟରେ ରକ୍ତ ପଡ଼ିଥିବାରୁ ଦର୍ଶନ ବନ୍ଦ
Browsing Category
Odisha
All about all odisha state news updates
ବଳଭଦ୍ର ମାଝୀ ବିଜେଡିରୁ ଇସ୍ତଫା ଦେଲେ
ଭୁବନେଶ୍ୱର: ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ବଳଭଦ୍ର ମାଝୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ବିଜେଡି ଉପରେ ବର୍ଷିଛନ୍ତି । ତେବେ ଇସ୍ତଫା ଦେବା ପରେ ସେ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଇଚ୍ଛା କରିଥିଲି । କିନ୍ତୁ ଭେଟିବାକୁ ଦିଆଗଲାନି…
ହେଭିଓ୍ବେଟ୍ ନେତାମାନେ ସାଂସଦ ପ୍ରାର୍ଥୀ ହେବାକୁ ପ୍ରସ୍ତାବ
କଂଗ୍ରେସ ରାଜନୈତିକ ବ୍ୟାପାର କମିଟି ବୈଠକରେ ମଧ୍ୟ ୨୦୨୪ରେ ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତାମାନେ ସାଂସଦ ପ୍ରାର୍ଥୀ ହେବା ନେଇ ଆଲୋଚନା ହୋଇଛି । ସୁରେଶ ରାଉତ କହିଛନ୍ତି, ବରିଷ୍ଠ ନେତାମାନେ ନିର୍ବାଚନ ନ ଲଢ଼ିବା ଉଚିତ। ଯାହାକୁ ନେଇ କଂଗ୍ରେସ ଶିବିର ଉଷ୍ମ ହୋଇଛି । ସାଂଗଠନିକ…
ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା ଆରମ୍ଭ
ହୀରାକୁଦ ଜଳଭଣ୍ଡାରର ୫୦୦ ବର୍ଗ କିଲୋମିଟର ମଧ୍ୟରେ ପକ୍ଷୀ ଗଣନା କରାଯାଉଛି। ସକାଳ ୬ଟାରୁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ, ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପକ୍ଷୀ ଗଣାଯିବ। ହୀରାକୁଦ ଓ୍ବାଇଲ୍ଡ ଲାଇଫ ଡିଭିଜନ ପକ୍ଷରୁ ସମ୍ବଲପୁର, ଝାରସୁଗୁଡା ଓ ଛତିଶଗଡ ସଂଲଗ୍ନ ଜଳଭଣ୍ତାରରେ ପକ୍ଷୀ ଗଣନା…
ଆଜିଠୁ ଧର୍ମଘଟକୁ ଓହ୍ଲାଇବେ ପରିବହନ ଶ୍ରମିକ
ରାଜ୍ୟବ୍ୟାପୀ ଧର୍ମଘଟ କରିବେ ପରିବହନ ଶ୍ରମିକ ସଂଘର ସଦସ୍ୟ । ନୂଆ ହିଟ ଆଣ୍ଡ ରନ୍ ଆଇନକୁ ପ୍ରତ୍ୟାହାର ଦାବିରେ ଧର୍ମଘଟ କରୁଛି ଓଡ଼ିଶା ପରିବହନ ଶ୍ରମିକ ସଂଘ । ଡ୍ରାଇଭର ସଂଘର ଆନ୍ଦୋଳନ ପରେ ପରିବହନ ଶ୍ରମିକ ସଂଘ ମଧ୍ୟ ଧର୍ମଘଟକୁ ଓହ୍ଲାଇଛି । ଫଳରେ ସାଧାରଣ ଜନତାଙ୍କ ଉପରେ ପରୋକ୍ଷ ଭାବରେ…
ମାଲକାନଗିରି ବିମାନ ବନ୍ଦରରେ ଟ୍ରାଏଲ ରନ୍ କଲା ବିମାନ
ମାଲକାନଗିରି:ଆଜି ମାଲକାନଗିରି ବିମାନ ବନ୍ଦରରେ ଟ୍ରାଏଲ ରନ୍ ହୋଇଛି । ପରୀକ୍ଷା ମୂଳକ ଭାବେ ଅବତରଣ କରିଛି ଭିଟି ୧୦୦ ବିମାନ । ଅବତରଣ ପରେ ପାଇଲଟ୍ ପୂରା ବିମାନ ବନ୍ଦରକୁ ଯାଞ୍ଚ କରିଛନ୍ତି । ଯାଞ୍ଚ ପରେ ବିମାନ ବନ୍ଦରର ପ୍ରସ୍ତୁତିକୁ ଖୁବ୍ ପ୍ରଂଶସା କରିଛନ୍ତି ପାଇଲଟ୍ । ଆସନ୍ତା ୯…
ଖାଦ୍ୟ ମସଲାର ମେଳା ଶିଶିର ସରସ-୨୦୨୪
ବନେଶ୍ବର: ଆରମ୍ଭ ହେଲା ଶିଶିର ସରସ-୨୦୨୪ । ଏହି ଜାତୀୟ ସ୍ତରୀୟ ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଦ୍ୟ ମସଲାର ମେଳାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ । ଉଦଘାଯନୀ ଉତ୍ସବରେ…
ସମ୍ବଲପୁରରେ ଏନ୍କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ଜାକବ ଗୁରୁତର
ସମ୍ବଲପୁର: ସମ୍ବଲପୁରରେ ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଜାକବ ଗୁରୁତର ଆହତ ହୋଇଛି। ତାକୁ ବୁର୍ଲା ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି। ଜାକବ ମଦ ଦୋକାନ ଚୋରି ଅଭିଯୋଗରେ ସମ୍ପୃକ୍ତ ଥିଲା। ତା’ ଛଡ଼ା ଅନ୍ୟ ୧୧ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଛି। ଶୁକ୍ରବାର ବିଳମ୍ବିତ ରାତିରେ…
ମୁଖ୍ୟମନ୍ତ୍ରୀଙ୍କୁ ମା’ ସମଲେଶ୍ବରୀଙ୍କ ନିମନ୍ତ୍ରଣ
ଭୁବନେଶ୍ବର: ପୁରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ପରେ ମାସ ଶେଷ ବେଳକୁ ହେବ ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ । ଏଥିପାଇଁ ଏକାମ୍ର କ୍ଷେତ୍ରରେ ପହଞ୍ଚିଛି ମା’ ସମଲେଶ୍ବରୀଙ୍କ ନିମନ୍ତ୍ରଣ ପତ୍ର । ମହାପ୍ରଭୁ ଲିଙ୍ଗରାଜ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମା’ ସମଲେଶ୍ବରୀଙ୍କ…
ହାଇଟେକ୍ ହସ୍ପିଟାଲ ବିସ୍ଫୋରଣର କରୁଣ କାହାଣୀ, ଶବକୁ ନେଇ ବଢିଲା ସସପେନ୍ସ
ଭୁବନେଶ୍ବର: ହାଇଟେକ୍ ହସ୍ପିଟାଲ ଟ୍ରାଜେଡି । ଦ୍ଵନ୍ଦକୁ ଦୂର କରିବା ଲାଗି ତୃତୀୟ ମୃତଦେହ ପୋଲିସକୁ ହସ୍ତାନ୍ତର କଲା ହାଇଟେକ ହସ୍ପିଟାଲ । ଦିଲ୍ଲୀପ ସାମନ୍ତରାୟଙ୍କ ମୃତଦେହ ନା ଆଉ କାହାର ସେନେଇ ହେବ ଡିଏନଏ ଟେଷ୍ଟ । ଦିଲ୍ଲୀପଙ୍କ ମାଆଙ୍କ ସ୍ବାସ୍ଥ୍ୟର ଦାୟିତ୍ବ ନେବ ହସ୍ପିଟାଲ । ମୃତକଙ୍କ…