Browsing Category

Odisha

All about all odisha state news updates

ଖୋଲିବ ୫୪ଟି ଆରଟିଓ କ୍ୟାମ୍ପ ଅଫିସ୍‌

ଦେଶରେ ଯାନବାହାନ ଦ୍ରୁତଗତିରେ ବଢିବାରେ ଲାଗିଛି । ଏଥିସହ ଜଡିତ ସେବାର ମଧ୍ୟ ଆବଶ୍ୟକତା ପଡୁଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଅଧୀନରେ ୫୪ଟି କ୍ୟାମ୍ପ ଅଫିସ ଖୋଲାଯିବା ନେଇ ପ୍ରସ୍ତୁତି ଚାଲିଛି । ତେବେ ଏହି…

ଆସନ୍ତା ୧୦ବର୍ଷ ନିର୍ଣ୍ଣାୟକ

୨୦୩୬ ମସିହାରେ ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ ହେବ। ସେତେ‌ବେଳକୁ ଓଡ଼ିଶା ସବୁ କ୍ଷେତ୍ରରେ ୧ ନମ୍ବର ହେଉ ବୋଲି ନିଜର ଶେଷ କ୍ୟାବିନେଟ୍‌ରେ ଆଶାବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ସାଢ଼େ ୪…

ପ୍ରଥମଥର ପାଇଁ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମିଳିବ ଡିଜିଟାଲ ସାର୍ଟିଫିକେଟ

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମିଳିବ ଡିଜିଟାଲ ସାର୍ଟିଫିକେଟ । ପରୀକ୍ଷାର୍ଥୀମାନଙ୍କୁ ପ୍ରଥମ ଥର ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଡିଜିଟାଇଜଡ ସାର୍ଟିଫିକେଟ ପ୍ରଦାନ କରିବ । ତେବେ ପରୀକ୍ଷା ଫଳାଫଳ ପ୍ରକାଶ ପାଇବାର ୭ ଦିନ ମଧ୍ୟରେ ଅନଲାଇନରେ ଏହି ସାର୍ଟିଫିକେଟ ପ୍ରଦାନ କରାଯିବ ।…

ନିର୍ବାଚନ ଲଢ଼ି ପାରିବେନି ୧୦୬୯, ଓଡିଶାରୁ ଅଛନ୍ତି ୩୫ ଜଣ

ଭାରତୀୟ ନିର୍ବାଚନ ଆୟୁକ୍ତ ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୧୦ଏ ଅନୁଯାୟୀ ଅଯୋଗ୍ୟ ବ୍ୟକ୍ତିଙ୍କ ତାଲିକା ଜାରି କରିଛନ୍ତି। ଅଯୋଗ୍ୟ ଘୋଷିତ ବ୍ୟକ୍ତି ମାନେ ୨୦୨୪ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିପାରିବେ ନାହିଁ। ଚଳିତ ବର୍ଷ ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ଅଯୋଗ୍ୟ ଘୋଷିତ…

ଓଡିଶାରେ ଚାରିଟି ପର୍ଯ୍ୟାୟରେ ହେବ ଭୋଟ

ବାଜିଛି ୨୦୨୪ ନିର୍ବାଚନ ବିଗୁଲ । ନିର୍ବାଚନ କମିଶନ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଘୋଷଣା ଅନୁସାରେ ଓଡିଶାରେ ଚାରିଟି ପର୍ଯ୍ୟାୟରେ ହେବ ଭୋଟ । ମେ’୧୩ ତାରିଖରେ ଓଡ଼ିଶାରେ ପଡିବ ଭୋଟ । ମେ’ ୧୩, ମେ’ ୨୦, ମେ’ ୧୫ ଓ ଜୁନ ୧ ତାରିଖରେ ମତଦାନ କରିବେ ଓଡ଼ିଶାବାସୀ । ଜୁନ ୪ ତାରିଖରେ ହେବ…

ବଢ଼ିଲା ପଞ୍ଚାୟତ ସମିତି ସଭ୍ୟ ଓ ଉପାଧ୍ୟକ୍ଷଙ୍କ ଦରମା

ସରପଞ୍ଚଙ୍କ ପରେ ପଞ୍ଚାୟତ ସମିତି ସଭ୍ୟ ଓ ଉପାଧ୍ୟକ୍ଷଙ୍କ ଦରମା ବଢ଼ାଇଛନ୍ତି ଓଡିଶା ସରକାର। ଆସନ୍ତା ଏପ୍ରିଲ ୧ ତାରିଖରୁ ଲାଗୁ ହେବ ଏହି ବର୍ଦ୍ଧିତ ଦରମା ଲାଗୁ ହେବ। ପୂର୍ବରୁ ୭୫୦୦ ଟଙ୍କା ପାଉଥିଲା ବେଳେ ଏଣିକି ୯୫୦୦ ଟଙ୍କା ପାଇବେ ସମିତି ସଭ୍ୟ । କେବଳ ସରପଞ୍ଚଙ୍କ ଦରମା ବଢିବା ପରେ…

ଆଜିର ରାଶିଫଳ

ମେଷ:କର୍ମକ୍ଷେତ୍ରରେ ମାନସମ୍ମାନ ସହ ପଦୋନ୍ନତି ପାଇଁ ଶୁଭଖବର ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଓ ସୁସ୍ୱାଦୁ ଭୋଜନ କରିବେ। ଛାତ୍ରଛାତ୍ରୀ ପାଠପଢ଼ାରେ ଉନ୍ନତି କରିବେ ଓ ଚାକିରୀ କ୍ଷେତ୍ରରେ ସଫଳତା ପାଇବେ। ବୃଷ:ପରିବାରରେ ହସଖୁସିରେ ସମୟ ବିତାଇବେ ଏବଂ ମାଙ୍ଗଳିକ କାର୍ଯ୍ୟରେ ଯୋଗ…

ଆଜି ବସିବ ଶେଷ କ୍ୟାବିନେଟ୍

ଆଜି ଦିନ ୧୧ଟାରେ ବସିବ ରାଜ୍ୟ କ୍ୟାବିନେଟ୍ । ଚଳିତ ସରକାରର ବସିବ ଶେଷ କ୍ୟାବିନେଟ୍। ଏକାଧିକ ପ୍ରସ୍ତାବ ଉପରେ ବାଜିପାରେ ମୋହର । ଶେଷ କ୍ୟାବିନେଟ ଥିବାରୁ ରାଜ୍ୟବାସୀଙ୍କ ରହିବ ନଜର । ବିଭିନ୍ନ ବିଭାଗର ଦାବି ନେଇ ହୋଇପାରେ ଆଲୋଚନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ…

ବିଜେଡିରୁ ଇସ୍ତଫା ଦେଲେ ଅରିନ୍ଦମ ରାୟ

ବିଜେଡିରୁ ଇସ୍ତଫା ଦେଲେ ଅରିନ୍ଦମ ରାୟ । ସାଧାରଣ ସମ୍ପାଦକ ଓ ପ୍ରାଥମିକ ସଦସ୍ୟ ପଦ ଛାଡିଲେ ଅରିନ୍ଦମ । ଇସ୍ତଫା ନେଇ ବିଜେଡି ସୁପ୍ରିମୋଙ୍କୁ ଲେଖିଲେ ଚିଠି । ଫେସବୁକ ପେଜରେ ଚିଠି ସେୟାର କରିଛନ୍ତି ଅରିନ୍ଦମ । ପୂର୍ବରୁ ଅରିନ୍ଦମଙ୍କ ରାଜନୈତିକ ଗତି ନେଇ ଚର୍ଚ୍ଚା ଲାଗି ରହିଥିଲା । ବିଜେପି…

ବିନ୍ଦୁ ସାଗରରୁ ଅଜଣା ମହିଳାଙ୍କ ମୃତଦେହ

ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ନିକଟସ୍ଥ ବିନ୍ଦୁ ସାଗରରୁ ଏକ ଅଜଣା ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳାଙ୍କ ପରିଚୟ ଏଯାବତ୍ ମିଳି ପାରି ନଥିବା ବେଳେ ଶବ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଛି । ମୃତ ମହିଳାଙ୍କ ଶବ ଉଦ୍ଧାର ପରେ ଅନେକ ପ୍ରଶ୍ନ ଉଠିଛି । ତେବେ ଏହା ପ୍ରକୃତରେ…