Trending
- ଆଜି ନେତାଜୀଙ୍କ ୧୨୯ ତମ ଜୟନ୍ତୀ
- ସାହାରାରେ ତୁଷାରପାତ , ବରଫ ଦ୍ୱାରା ଆବୃତ୍ତ ହେଲା ମରୁ ବାଲି
- ନୂଆ ରୂପ ପାଇବ କଟକ ମହାନଦୀ ରିଭର ଫ୍ରଣ୍ଟ , ଏ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- କଟକରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ଉପରାଷ୍ଟ୍ରପତି
- ୨୦୦ ଫୁଟ ତଳକୁ ଖସିଲା ସେନା ଗାଡ଼ି ,୧୦ ଯବାନ ମୃତ
- ଗ୍ରାମାଞ୍ଚଳରେ କାର୍ଯ୍ୟରତ ଗ୍ରାମରକ୍ଷୀଙ୍କ ପାଇଁ ଖୁସି ଖବର,୧,୮୦୦ ଟଙ୍କା ବଦଳରେ ପାଇବେ ୨,୫୦୦ ଟଙ୍କା ମାସିକ ଭତ୍ତା
- ଆଜି ମିଳିବ ସୁଭଦ୍ରା ଟଙ୍କା
- ସଂଗଠନ ଏବଂ ନିର୍ବାଚନ ଉପରେ ବିଶେଷ ଧ୍ୟାନ ଦେଇ ପ୍ରଥମ ପ୍ରମୁଖ ବୈଠକ କରିଛନ୍ତି ନୀତିନ ନବୀନ
- ଅବସର ଗ୍ରହଣ ଘୋଷଣା କଲେ ନାସାର ମହାକାଶଚାରୀ ସୁନୀତା ଓ୍ୱିଲିୟମ୍ସ
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ‘ବଡ଼ ମହାସ୍ନାନ’ ନୀତି: ଭିତର କାଠ ନିକଟରେ ରକ୍ତ ପଡ଼ିଥିବାରୁ ଦର୍ଶନ ବନ୍ଦ
Browsing Category
Odisha
All about all odisha state news updates
ଓଡ଼ିଶା ଉଚ୍ଚ ନ୍ୟାୟାଳୟର ସୂଚନା, ଏପ୍ରିଲ ୮ରୁ ହେବ ସକାଳୁଆ ଅଦାଲତ
ରାଜ୍ୟର ସମସ୍ତ ଜିଲା ଓ ନିମ୍ନ ଅଦାଲତଗୁଡିକ ଏପ୍ରିଲ ୮ରୁ ସକାଳୁଆ ଚାଲିବ। ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ଅଦାଲତ ଖୋଲା ରହିବ। ସକାଳ ୧୦ଟାରୁ ୧୦.୩୦ ପର୍ଯ୍ୟନ୍ତ ବିରତି ମିଳିବ।ଖରାଦିନ ଛୁଟି ପର୍ଯ୍ୟନ୍ତ ବ୍ରହ୍ମପୁର, ଛତ୍ରପୁର, ଭୁବନେଶ୍ବର, କୋରାପୁଟ ସଦର ଏବଂ ପୁରୀ ସଦର ଅଦାଲତ ବ୍ୟତୀତ…
ପଦ୍ମ ଧରିଲେ ଆକାଶ ଦାସ ନାୟକ
ଗତକାଲି ବିଜେଡିରୁ ଇସ୍ତଫା ଦେବା ପରେ ରବିବାର ବିଜେପିର ହାତ ଧରିଛନ୍ତି ପୂର୍ବତନ କୋରେଇ ବିଧାୟକ ତଥା ସିନେ ଅଭିନେତା ଆକାଶ ଦାସ ନାୟକ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହେଇଛନ୍ତି । ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ଅରବିନ୍ଦ ଢାଲି,…
ଚିକିଟି ନିର୍ବାଚନ ମଣ୍ଡଳୀରେ ଯୁବରାଜଙ୍କ ସହ ପ୍ରଚାର କଲେ ମା’ ଉଷା ଦେବୀ
ଟିକେଟ୍ ମିଳିବା ପ୍ରାର୍ଥୀମାନେ ପ୍ରଚାର ଟମଇଦାନକୁ ଓହ୍ଲାଇଲେଣି । ଗଂଜାମ ଜିଲ୍ଲାର ଚର୍ଚିତ ନିର୍ବାଚନ ମଣ୍ଡଳି ଚିକିଟି ମା’ ପୁଅ ପ୍ରଚାର କରୁଛନ୍ତି । ବିଜେଡି ପ୍ରାର୍ଥୀ ତଥା ଚିକିଟି ଗଡର ଯୁବରାଜ ଚିନ୍ମୟ ସ୍ୱରୁପ୍ ଦେବ୍, ମା’ ଉଷା ଦେବୀଙ୍କ ସହ ମିଶି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ।…
ବିଜେଡିରେ ମିଶିଲେ ଚିରଞ୍ଜୀବ ବିଶ୍ବାଳ
ତିର୍ତ୍ତୋଲ ଓ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ସେ ସମର୍ଥକଙ୍କ ସହ ଶଙ୍ଖଭବନକୁ ଆସି ବିଜେଡିରେ ମିଶିଛନ୍ତି। ତେବେ ସେ ବିଜେଡିରେ ସାମିଲ ପରେ କହିଛନ୍ତି, ମୁଖ୍ୟମନ୍ତ୍ରୀ…
କଂଗ୍ରେସରୁ ଇସ୍ତଫା ଦେଲେ ସୁର
ଦୀର୍ଘ ୪ ଦଶନ୍ଧିରୁ ଅଧିକ ସମୟ କଂଗ୍ରେସ ସହ ନିବିଡ ଭାବେ ସଂଶ୍ଲିଷ୍ଟ ଥିବା ବିଧାୟକ ସୁର ରାଉତାରାୟ କଂଗ୍ରେସର ସବୁ କମିଟିରୁ ଇସ୍ତଫା ଦେଇଛନ୍ତି । ଆଜି ତାଙ୍କ ସାନ ପୁଅ ବିଜେଡିରେ ମିଶିବା ପରେ ସେ ଏଭଳି ପଦକ୍ଷେପ ନେଇଛନ୍ତି । ଏକ ଚିଠି ଲେଖି ସୁର ରାଉତରାୟ କହିଛନ୍ତି, ତାଙ୍କ ସାନପୁଅ…
ଆଜିର ରାଶିଫଳ
ଅଦ୍ୟ ମାର୍ଚ୍ଚ ମାସ ୨୮ ତାରିଖ ୨୦୨୪ ମସିହା(ଗୁରୁବାର)
ଶକାବ୍ଦ -୧୯୪୫
ସମ୍ବତ -୨୦୮୦
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-ପିଙ୍ଗଳ
ଚୈତ୍ରମାସ- କୃଷ୍ଣପକ୍ଷ
ତିଥି- ତୃତୀୟା ସନ୍ଧ୍ୟା ଘ୦୬/୫୫ ଗତେ ଚତୁର୍ଥୀ
ନକ୍ଷତ୍ର- ସ୍ଵାତୀ ରାତ୍ରି ଘ୦୭/୧୫ ଗତେ ବିଶାଖା
ଚନ୍ଦ୍ର-ତୁଳା
ଯୋଗ- ହର୍ଷଣ…
ଅଧା ଜଳୁଛି, ଅଧା ଖରାପ
ଅନ୍ଧାରରେ ପୁରୀ-ଭୁବନେଶ୍ବର ୩୧୬ ନମ୍ବର ଜାତୀୟ ରାଜପଥ। ଆରମ୍ଭରୁ ଆଲୋକୀକରଣ ବ୍ୟବସ୍ଥା ଫେଲ୍। ଲାଗିଥିବା ଷ୍ଟ୍ରିଟ୍ଲାଇଟ୍ରୁ ଅଧା ଜଳୁଥିବା ବେଳେ ଅଧା ଖରାପ ଅବସ୍ଥାରେ। ଫଳରେ ସନ୍ଧ୍ୟା ଗଡ଼ିଲେ ଏହି ରାଜପଥରେ ଅନ୍ଧାର ରାଜୁତି କରୁଛି। ଫଳରେ ଦିନକୁ ଦିନ ପୁରୀ-ଭୁବନେଶ୍ବର ଜାତୀୟ ରାଜପଥରେ…
ହୋଲି ପାଇଁ ଅଗ୍ନିଶମ ବାହିନୀ ସଜାଗ, ମଦ୍ୟପାନ ନକରିବାକୁ ପରାମର୍ଶ
ଆସନ୍ତାକାଲି ରଙ୍ଗର ପର୍ବ ହୋଲି । ହୋଲି ପାଇଁ ରାଜଧାନୀରେ ସଜାଗ ରହିଛନ୍ତି ଅଗ୍ନିଶମ ବାହିନୀ । ପ୍ରତିବର୍ଷ ରଙ୍ଗ ଖେଳ ପରେ ନଦୀ କିମ୍ବା ପୋଖରୀରେ ଗାଧୋଇବା ବେଳେ ଅନେକ ଅଘଟଣ ଘଟିଥାଏ । ଏହି ଅଘଟଣକୁ ରୋକିବାକୁ ଭୁବନେଶ୍ୱର ୫ଟି ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କୁଆଖାଇ, ଦୟା,…
ବିଜେଡି ଛାଡି ବିଜପିରେ ମିଶିବେ କି ?
ଲୋକସଭା ନିର୍ବାଚନ-୨୦୨୪ ଏବେ ନୂଆ ମୋଡ଼ ନେଇଛି । ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ ଏବେ ବିଜେଡି ଓ ବିଜେପି ରାଜ୍ୟରେ ଏକାକୀ ନିର୍ବାଚନ ଲଢିବାକୁ ଯାଉଛନ୍ତିା ଏଥିପାଇଁ ଉଭୟ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି ଟିକେଟ୍ କସରତ । ଏହାସହିତ ଉଭୟ ଦଳରେ ଦେଖିବାକୁ ମିଳିଛି ଦଳ ଡିଆଁ ପର୍ବ ।…
ହୀରାକୁଦରେ ତୁରନ୍ତ କେନ୍ଦ୍ରୀୟ ମେଡିକାଲ ଟିମ୍ ନିୟୋଜିତ କରାଯାଉ
ସମ୍ବଲପୁର ଜିଲାର ହୀରାକୁଦ ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଝାଡ଼ାବାନ୍ତି ସଂକ୍ରମଣକୁ ରୋକିବା ପାଇଁ ପ୍ରଭାବିତ ଅଞ୍ଚଳରେ ତୁରନ୍ତ କେନ୍ଦ୍ରୀୟ ମେଡିକାଲ ଟିମ୍ ନିୟୋଜିତ କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମନସୁଖ ମାଣ୍ଡଭୀୟଙ୍କୁ ଚିଠି ଜରିଆରେ ଅନୁରୋଧ…