Trending
- ୨୦୦ ଫୁଟ ତଳକୁ ଖସିଲା ସେନା ଗାଡ଼ି ,୧୦ ଯବାନ ମୃତ
- ଗ୍ରାମାଞ୍ଚଳରେ କାର୍ଯ୍ୟରତ ଗ୍ରାମରକ୍ଷୀଙ୍କ ପାଇଁ ଖୁସି ଖବର,୧,୮୦୦ ଟଙ୍କା ବଦଳରେ ପାଇବେ ୨,୫୦୦ ଟଙ୍କା ମାସିକ ଭତ୍ତା
- ଆଜି ମିଳିବ ସୁଭଦ୍ରା ଟଙ୍କା
- ସଂଗଠନ ଏବଂ ନିର୍ବାଚନ ଉପରେ ବିଶେଷ ଧ୍ୟାନ ଦେଇ ପ୍ରଥମ ପ୍ରମୁଖ ବୈଠକ କରିଛନ୍ତି ନୀତିନ ନବୀନ
- ଅବସର ଗ୍ରହଣ ଘୋଷଣା କଲେ ନାସାର ମହାକାଶଚାରୀ ସୁନୀତା ଓ୍ୱିଲିୟମ୍ସ
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ‘ବଡ଼ ମହାସ୍ନାନ’ ନୀତି: ଭିତର କାଠ ନିକଟରେ ରକ୍ତ ପଡ଼ିଥିବାରୁ ଦର୍ଶନ ବନ୍ଦ
- ଇଣ୍ଡୋନେସିଆରେ ପହଞ୍ଚିଲା ଭାରତୀୟ ନୌସେନାର ପ୍ରଶିକ୍ଷଣ ସ୍କ୍ୱାଡ୍ରନ୍
- ଜୁନ୍ ଶେଷ ସୁଦ୍ଧା ନୂଆ ପୌରାଞ୍ଚଳରେ ନିର୍ବାଚନ
- ଯେଉଁମାନେ ପୂର୍ବରୁ ବାଘ କହୁଥିଲେ ସେମାନେ କାଗଜ ବାଘ ବୋଲି ପ୍ରମାଣିତ ହୋଇଛନ୍ତି -ପ୍ରୀତିରଞ୍ଜନ ଘଡ଼ାଇ
- ବିଜେଡିରେ ପୁଣି ହଲଚଲ ,କାରଣ ନବୀନ ନିବାସରେ ଦଳର ବଡ ବୈଠକ ବସିଛି
Browsing Category
Odisha
All about all odisha state news updates
ବିଜେପିର ସାଂଘାତିକ ଅଭିଯୋଗ – ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରୁଛି ବିଜେଡି
ପୁରୀରେ ନିର୍ବାଚନ ଆଚରଣ ବିଧିର ଉଲ୍ଲଘଂନ କରାଯାଇଛି। ଟଙ୍କା ବାଣ୍ଟି ଭୋଟରଙ୍କୁ ପ୍ରଭାବିତ କରିବା ନିମନ୍ତେ ପାଇଁ ବସିଛି ବୈଠକ। ଶାସକ ବିଜେଡି ଏପରି ଭାବେ ବେଆଇନ କାମ କରୁଥିବା ଅଭିଯୋଗ ଆଣିଛି ବିଜେପି । ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କ…
ଅନୁଗୁଳରେ ବବିଙ୍କ ପ୍ରଚାର ଆରମ୍ଭ,ବିଭିନ୍ନ ଦେବପୀଠରେ ପୂଜାର୍ଚ୍ଚନା
ଆଠମଲ୍ଲିକର ଅଧିଷ୍ଠାତ୍ରୀ ଦେବୀ ମାହେଶ୍ବରୀଙ୍କ ଦର୍ଶନ ସହ ଅନୁଗୁଳ ଜିଲ୍ଲାରେ ପ୍ରଚାର ଆରମ୍ଭ କରିଛନ୍ତି ବିଜେଡିର ସମ୍ବଲପୁର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ (ବବି)। ଆଜି ହଜାର ହଜାର ସମର୍ଥକଙ୍କ ଗହଣରେ ଆଠମଲ୍ଲିକ ଓ ଛେଣ୍ଡିପଦା ବିଧାନସଭା କ୍ଷେତ୍ରରେ ସେ ପ୍ରଚାର କରିବାସହ ଲୋକଙ୍କ…
ଚନ୍ଦନେଶ୍ବର ଚଡ଼କ ମେଳାର ତୃତୀୟ ଅର୍ଘ୍ୟ: ସଂପନ୍ନ ହେଲା ଶିବ-କାମିନାଙ୍କ ବିବାହ
ବିଶ୍ବପ୍ରସିଦ୍ଧ ଚନ୍ଦନେଶ୍ୱର ଚଡ଼କ ମେଳାର ଆଜି ଏକାଦଶତମ ଦିନରେ ମହାଦେବଙ୍କୁ ତୃତୀୟ ଅର୍ଘ୍ୟ ଅର୍ପଣ କରିଛନ୍ତି ଲକ୍ଷାଧିକ ଭକ୍ତ। ଏହାସହିତ ମହାଆଡ଼ମ୍ବରରେ ସଂପନ୍ନ ହୋଇଛି ମହାଦେବ ଓ କାମିନାଙ୍କ ବିବାହ ଉତ୍ସବ। ବୁଧବାର ସକାଳେ ନିର୍ଦ୍ଧାରିତ ନୀତିକାନ୍ତି ପରେ ପାଟଭକ୍ତ ହରିଶ୍ଚନ୍ଦ୍ର ସାହୁ,…
ଓଲିଉଡର ଆଉ ଏକ ଚର୍ଚ୍ଚିତ କଳି ,ଥାନାରେ ପହଞ୍ଚିଛି ମାମଲା
ଓଲିଉଡର ଆଉ ଏକ ଚର୍ଚ୍ଚିତ କଳି ଥାନାରେ ପହଞ୍ଚିଛି। ଓଲିଉଡ୍ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଓ ପ୍ରଯୋଜକ ପ୍ରୀତମ ସାହୁ ଗଲା ୬ ମାସ ହେବ ସୋସିଆଲ୍ ମିଡିଆରେ ମୁହାଁମୁହିଁ ହେଉଥିବା ବେଳେ ମାମଲା ଆଜି ବିଡାନାସୀ ଥାନାରେ ପହଞ୍ଚିଛି। ପୁଲିସ ଉଭୟ ପକ୍ଷଙ୍କୁ ଆପୋସ ସମାଧାନ ପାଇଁ କହୁଥିବା…
ରଦ୍ଦ ହେଲା ଦୁଇ ବିଧାୟକଙ୍କ ସଭ୍ୟ ପଦ
ରଦ୍ଦ ହେଲା ଦୁଇ ବିଧାୟକଙ୍କ ସଭ୍ୟ ପଦ । ଅରବିନ୍ଦ ଢାଲି ଏବଂ ପ୍ରେମାନନ୍ଦ ନାୟକଙ୍କ ବିଧାନସଭା ସଭ୍ୟ ପଦ ରଦ୍ଦ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ସମ୍ବିଧାନର ନିୟମ ମୁତାବକ କାର୍ଯ୍ୟାନୁଷ୍ଠାନ ନେବା ସହିତ ବାଚସ୍ପତି ପ୍ରମିଳା ମଲ୍ଲିକ ଜୟଦେବ ବିଧାୟକ ଓ ତେଲକୋଇ ବିଧାୟକଙ୍କ ସଭ୍ୟ ପଦ…
ଶଙ୍ଖ ଭବନରେ ସମ୍ବିତଙ୍କ ଅସନ୍ତୁଷ୍ଟ
ପାରାଦୀପରେ ଏ ପର୍ଯ୍ୟନ୍ତ ବିଜେଡି ପ୍ରାର୍ଥୀ ଘୋଷଣା କରିପାରିନାହିଁ। ପ୍ରାର୍ଥୀ ଘୋଷଣାରେ ଯେତିକି ବିଳମ୍ବ ହେଉଛି ନିର୍ବାଚନମଣ୍ଡଳୀରେ ବିଧାୟକ ସମ୍ବିତଙ୍କ ବିରୋଧରେ ଅସନ୍ତୋଷ ସେତିକି ବଢିବାରେ ଲାଗିଛି। ଏପରି କି ଅନେକ ଲୋକ ପ୍ରତିନିଧି ଓ ଦଳୀୟ ନେତା, କର୍ମୀ ସମ୍ବିତଙ୍କୁ ଶାଣିତ ସମାଲୋଚନା…
ନିର୍ବାଚନ ପୂର୍ବରୁ ଷ୍ଟ୍ରଙ୍ଗରୁମରେ ପହଁଚିଲା ଇଭିଏମ
ନିର୍ବାଚନକୁ ନେଇ ଏବେ ଚଳଚଞ୍ଚଳ ହୋଇ ଉଠିଛି ପୁରଠୁ ପଲ୍ଲୀ । ରାଜନୈତିକ ଦଳ ଏବଂ ପ୍ରଶାସନ ମଧ୍ୟ ଏହି ନିର୍ବାଚନକୁ ନେଇ ବେଶ୍ ଗମ୍ଭୀର ରହିଛନ୍ତି । ସମସ୍ତ ବିଭାଗରେ ପ୍ରସ୍ତୁତି ଏବେ ଜୋରଦାର ହୋଇଛି । ତେବେ ଏହି ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ କରିବା ନିମନ୍ତେ ଖୋର୍ଦ୍ଧା ଜିଲ୍ଲା…
ଷ୍ଟ୍ରଙ୍ଗରୁମକୁ ଆସିଲା ଇଭିଏମ୍ , ବ୍ୟାପକ ପୁଲିସ ଫୋର୍ସ ମୁତୟନ
ଭୁବନେଶ୍ୱର ଲୋକସଭା ଏବଂ ଏହା ଅଧିନରେ ଥିବା ୫ଟି ବିଧାନସଭା ଆସନ ପାଇଁ ଷ୍ଟ୍ରଙ୍ଗ ରୁମରେ ପହଞ୍ଚିଲା ଇଭିଏମ୍ । ବିଜେବି କଲେଜର ପଞ୍ଚମ ମହଲାରେ ଇଭିଏମ ଗୁଡିକୁ ରଖାଯାଇଛି । ମୋଟ୍ ୨ ହଜାର ୩୩୨ଟି ଇଭିଏମ୍ ଆସିଛି । ଏଥିମଧ୍ୟରୁ ୨୫ ପ୍ରତିଶତ ଇଭିଏମ୍ ସଂରକ୍ଷିତ ରହିବ । କଡା ସୁରକ୍ଷାବଳୟ ମଧ୍ୟରେ…
ଶ୍ରୀମନ୍ଦିରରେ ୪ ଘଣ୍ଟା ଦର୍ଶନ ବନ୍ଦ
ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବନକ ଲାଗି ନୀତି । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ସ୍ୱତନ୍ତ୍ର ନୀତି ହେବ । ଗୁପ୍ତ ନୀତି ପାଇଁ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ସଂଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।ଶ୍ରୀଜୀଉମାନଙ୍କ ଶ୍ରୀମୁଖ ଶୃଙ୍ଗାର ତଥା…
ଆଇଏଏସ୍ ଅଫିସର ଭି ଭି ଯାଦବ ହେଲେ ଶ୍ରୀମନ୍ଦିର ନୂଆ ମୁଖ୍ୟ ପ୍ରଶାସକ
ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଆଇଏଏସ ଅଫିସର ବୀର ବିକ୍ରମ ଯାଦବ ହେଇଛନ୍ତି ଶ୍ରୀମନ୍ଦିରର ପ୍ରଶାସନର ମୁଖ୍ୟ ପ୍ରଶାସକ । ରାଜ୍ୟ ସରକାର ତାଙ୍କୁ ବର୍ତ୍ତମାନର ଦାୟିତ୍ୱ ସହିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମଧ୍ୟ ଦାୟିତ୍ୱ ଦେଇଛନ୍ତି । ଏ ସମ୍ପର୍କିତ ନିର୍ଦ୍ଦେଶନାମା ଆଇନ୍ ବିଭାଗ…