Browsing Category

Odisha

All about all odisha state news updates

‘ଆମ ଭୂମି’ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ‘ଆମ ଭୂମି’ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଶଙ୍କରପୁରଠାରେ ଆନନ୍ଦ ବନ ଉଦଘାଟନ କରିବା ଅବସରରେ ‘ଆମ ଭୂମି’ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ‘ଆମ ଭୂମି’ ର ଲୋଗୋ ମଧ୍ୟ…

ଆଜିର ରାଶିଫଳ

ମେଷ: ଦୂରସ୍ଥାନକୁ ଗଲାବେଳେ ସାବଧାନତା ସହିତ ଯାଆନ୍ତୁ ଏବଂ କାହାରି ସହିତ କଳହ କରନ୍ତୁ ନାହିଁ । ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯିବାରୁ ମନରେ ଅସ୍ଥିରତା ବୃଦ୍ଧି ହେବ । ବ୍ୟବସାୟରେ ଲାଭ ପାଇବେ ଓ ବାକି ପଡ଼ିଥିବା ଅର୍ଥ ଆଦାୟ ହେବ । ବୃଷ: କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହିତ…

ଚମକାଇଲା ଗବେଷକଙ୍କ ତଥ୍ୟ; ଗୋଟିଏ ନୁହେଁ, କାଳିଆର ଅଛି ଆଉ ଦୁଇଟି ରତ୍ନ ଭଣ୍ତାର

କେଉଁ ତଥ୍ୟ ଆଧାରରେ ହେବ ଜଗନ୍ନାଥ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି । ୧୯୭୮ ମସିହାର ତାଲିକାକୁ ଗୁରୁତ୍ୱ ଦିଆଯିବ ନା ପୁରୁଣା ତଥ୍ୟ ଉଖାରିବେ ରାଜ୍ୟ ସରକାର ଗଢ଼ିଥିବା ତଦାରଖ କମିଟି । ତେଣେ ବରିଷ୍ଠ ସେବକଙ୍କ ଦାବି କମିଟିରେ ଦେଉଳକରଣ ଓ ତଢଉ କରଣଙ୍କୁ ବି ସାମିଲ କରାଯାଉ । ଆଉ ଏସବୁ ଭିତରେ…

ଓଡ଼ିଶାର ଦୀର୍ଘତମ ଫ୍ଲାଏ ଓଭରବ୍ରିଜ

ପ୍ରତିକ୍ଷାର ଘଟିଲା ଅନ୍ତ, ଶେଷରେ ଆଜି ଉଦଘାଟନ ହେବାକୁ ଯାଉଛି ଓଡ଼ିଶାର ଦୀର୍ଘତମ ଫ୍ଲାଏ ଓଭରବ୍ରିଜ। କେନ୍ଦୁଝର ଜିଲ୍ଲା ଯୋଡାଠାରେ ନିର୍ମାଣ ହୋଇଛି ଏହି ଦୀର୍ଘତମ ଫ୍ଲାଏ ଓଭରବ୍ରିଜ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ ଏହାର ଉଦଘାଟନ କରିବେ।ସୂଚନା ଅନୁଯାୟୀ,…

କ୍ଷମତାକୁ ଆସିଲେ ଯୁବକଙ୍କୁ ନିଯୁକ୍ତି: ଗ୍ୟାରେଣ୍ଟି ଦେଲା ଯୁବ କଂଗ୍ରେସ

ଭୁବନେଶ୍ବର: ଏବେ ଦେଶରେ ଏବଂ ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ମୋଦୀଙ୍କର ବର୍ଷକୁ ୨କୋଟି ଏବଂ ନବୀନଙ୍କର ବର୍ଷକୁ ୨ଲକ୍ଷ ନିଯୁକ୍ତି ପ୍ରତିଶ୍ରୁତି ଏବେ ପ୍ରତାରଣା ପାଲଟିଛି। ରାହୁଲ ଗାନ୍ଧୀଙ୍କ ‘ଯୁବ ନ୍ୟାୟ’ କାର୍ଯ୍ୟକ୍ରମ ଘୋଷଣା ଏବେ କୋଟି କୋଟି ଯୁବବର୍ଗଙ୍କ…

ଆଜିର ରାଶିଫଳ

ମେଷ: ଆପଣଙ୍କ କଥା ଓ କାର୍ଯ୍ୟ ଅନ୍ୟମାନଙ୍କୁ ଆକୃଷ୍ଟ କରିବ ।  ମହିଳାମାନଙ୍କ କାର୍ଯ୍ୟ ପ୍ରଶଂସନୀୟ ହେବ। ବହୁ ଦିନର ସ୍ୱପ୍ନ ସାକାର ହେବ । ବାଣିଜ୍ୟ, ବ୍ୟବସାୟରେ କେତେକ ସମସ୍ୟା ଦେଖାଦେଇପାରେ । ଆୟ ତୁଳନାରେ ବ୍ୟୟ ଅଧିକ ହେବାରୁ ଧାର କରଜ କରିବାକୁ ବାଧ୍ୟ ହେବେ। ବୃଷ: ପାରିବାରିକ…

ଏଣିକି ରାତିରେ ଖୋଲିବ ନନ୍ଦନକାନନ

ଏଣିକି ରାତିରେ ନାନ୍ଦକାନନ ପ୍ରାଣୀ ଉଦ୍ୟାନ ବୁଲିପାରିବେ ଲୋକେ। ଏକ ଅଭିନବ ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ‘ନାଇଟ୍ ଆଉଟ୍ ଆଟ୍ ପ୍ରାଣୀ ଉଦ୍ୟାନ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଯାହା ମାଧ୍ୟମରେ ବର୍ତ୍ତମାନ ରାତିରେ ନନ୍ଦନକାନନ୍ ପ୍ରାଣୀ ଉଦ୍ୟାନ ପରିଦର୍ଶନ କରିପାରିବେ। ଏହି…

ବ୍ଲକ୍‌ଗ୍ରାଣ୍ଟ କର୍ମଚାରୀଙ୍କ ଅନୁକମ୍ପାମୂଳକ ସହାୟତା ରାଶି ବଢ଼ାଇଲେ ସରକାର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚତର ଶିକ୍ଷା ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ବ୍ଲକ୍‌ଗ୍ରାଣ୍ଟ ଅନୁଦାନ ପରିସରଭୁକ୍ତ କର୍ମଚାରୀମାନଙ୍କ ପାଇଁ ବିଭିନ୍ନ ସେବା ସୁବିଧା ଘୋଷଣା କରିଛନ୍ତି। ଘୋଷଣା ଅନୁଯାୟୀ, ଏହି ବ୍ଲକଗ୍ରାଣ୍ଟ…

ଆଜିର ରାଶିଫଳ

ମେଷ: ବିଳମ୍ବରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ । ପ୍ରତ୍ୟେକ କ୍ଷେତ୍ରରେ ଆଗପଛ ବିଚାର କରି କାମ ନ କଲେ ଅପଦସ୍ଥ ହୋଇପାରନ୍ତି । ପରିବାରରେ ଭାଇ ଓ ଭଉଣୀମାନଙ୍କ କଥାବାର୍ତ୍ତାକୁ ନେଇ ମନ ଭାରାକ୍ରାନ୍ତ ହେବ । କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ । ବୃଷ : ନିକଟ ସମ୍ପର୍କୀୟଙ୍କ ସାହାଯ୍ୟ…

ରଥଯାତ୍ରା ସମୟରେ ଗଣତି ହେବ ରତ୍ନଭଣ୍ଡାରର ଦୁର୍ମୂଲ୍ୟ ସୁନା ଅଳଙ୍କାର

ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତି ଓ ଏହାର ମରାମତି ନେଇ ଆଲୋଚନା ହୋଇଛି। ବୈଠକ ପରେ ଜଷ୍ଟିସ ଅରିଜିତ ପଶାୟତ କହିଛନ୍ତି, ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ୧୯୭୮ ମସିହା କରାଯାଇଥିବା ଗଣତି ତାଲିକା ଉପରେ ଆଲୋଚନା କରାଯାଇଛି। ରତ୍ନଭଣ୍ଡାର ଭିତରକୁ ଯିବା ପାଇଁ କେତେବେଳେ…