Trending
- ବାଣିଜ୍ୟିକ ସିଲିଣ୍ଡର ଯୋଗାଣ ପୁଣି ଆରମ୍ଭ – ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା
- ସରକାରଙ୍କ କୌଣସି ପ୍ରସ୍ତାବକୁ ଆମେ ସ୍ବୀକାର କରିବୁ ନାହିଁ ବୋଲି ସେ ସ୍ପଷ୍ଟ କଲେ ମାଓବାଦୀ ଡିଭିଜନ ସଚିବ ରାଣୀତା
- ସୀମାନ୍ତ ଅଞ୍ଚଳଗୁଡ଼ିକୁ ଦେଶର ସବୁଠାରୁ ପଛୁଆ ଗାଁ ଭାବରେ ଦେଖୁଥିଲେ କଂଗ୍ରେସ – ପ୍ରଧାନମନ୍ତ୍ରୀ ମୋଦୀ
- ୨୦୨୬ ରଥଯାତ୍ରାକୁ ସମ୍ପୂର୍ଣ୍ଣ ଶୃଙ୍ଖଳିତ ଭାବରେ ଆୟୋଜନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ
- ଓଡ଼ିଶାରେ ୫୧୮୨ଟି ମୋବାଇଲ୍ ଟାୱାର ସ୍ଥାପନ କରାଯିବ, ଉପକୃତ ହେବେ ୭୧୫୭ଟି ଗାଁର ବାସିନ୍ଦା
- ନେତାଙ୍କ ଘରୁ ବାହାରିଲା ୫୫ଟି ଗ୍ୟାସ୍ ସିଲିଣ୍ଡର
- ଚଳିତ ବର୍ଷ ହେବନି ପାୱାରକଟ୍ – ମନ୍ତ୍ରୀ ସୁରେଶ ପୂଜାରୀ
- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସାମୁହିକ ବିବାହ କଲେ ୧୧୦ ବର କନ୍ୟା
- IAS ସ୍ତରରେ ଅଦଳବଦଳ,ବରିଷ୍ଠ ପ୍ରଶାସକ ମନୀଷ ଅଗ୍ରଓ୍ୱାଲଙ୍କୁ ମିଳିଲା ସମବାୟ ବିଭାଗର ରେଜିଷ୍ଟ୍ରାର ଭାବେ ଅତିରିକ୍ତ ଦାୟିତ୍ୱ
- ମୁଖ୍ୟ ନିର୍ବାଚନ କମିଶନରଙ୍କୁ ହଟାଇବା ପାଇଁ ଏକ ନୋଟିସ୍ ରେ ସ୍ୱାକ୍ଷର କଲେ ଲୋକସଭା ଓ ରାଜ୍ୟସଭା ସାଂସଦ
Browsing Category
Odisha
All about all odisha state news updates
ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର
ଭୁବନେଶ୍ବର: ବିଜେପି ସରକାର କ୍ଷମତାକୁ ଆସିଲା ପରେ ଆଜି ପ୍ରାଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ୧୦ ବର୍ଷ ହେଲା ନଗର ଉନ୍ନୟନ ବିଭାଗରେ ଗାଦି ମାଡ଼ି ବସିଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି ମାଥିଭାଥନନ୍ଙ୍କୁ ଲୋକସେବା ଭବନ ବାହାରକୁ ପଠାଇ ଦିଆଯାଇଛି। ତାଙ୍କୁ ଗୋପବନ୍ଧୁ…
ଆଇଏଏସ୍ ସ୍ତରରେ ବଡ଼ ଅଦଳ ବଦଳ
ମୋହନ ମାଝୀ ସରକାରରେ ପ୍ରଥମ ଥର ପାଇଁ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ ଦେଖିବାକୁ ମିଳିଛି । ପୂର୍ବତନ ସରକାରଙ୍କ କ୍ଷମତାଶାଳୀ ଆଇଏଏସ୍ ଅଧିକାରୀଙ୍କୁ ବଡ଼ ଝଟକା ଲାଗିଛି । ତେବେ ବୁଧବାର ବିଳମ୍ବିତ ରାତି ଅର୍ଥାତ ଜୁଲାଇ ୧୦ରେ ପ୍ରଶାସନିକ ସ୍ତରରେ ହୋଇଥିବା ଅଦଳ ବଦଳକୁ ନେଇ ଚର୍ଚ୍ଚା ଜାରି…
ବଡ଼ ଠାକୁର ଖସିପଡ଼ିବା ଘଟଣା ଅକ୍ଷମଣୀୟ ତ୍ରୁଟି କହିଲା ବିଜେଡି
ଭୁବନେଶ୍ବର: ବଡ଼ଠାକୁର ବଳଭଦ୍ର ଆଡ଼ପ ପହଣ୍ଡି ବେଳେ ଖସିପଡ଼ିବାକୁ ନେଇ ବିଜେଡି କଡ଼ା ପ୍ରତିକ୍ରିୟା ରଖିଛି । ଏହା ଏକ ଅକ୍ଷମଣୀୟ ତ୍ରୁଟି । କୋଟି କୋଟି ଓଡ଼ିଆ ଓ ଜଗନ୍ନାଥପ୍ରେମୀଙ୍କୁ ଏହା ଗଭୀର ଭାବେ ଆଘାତ ଦେବା ସହ ଏହି ଘଟଣା ମର୍ମାହତ କରିଛି । ଆଇନ ମନ୍ତ୍ରୀ ଓ ଉପ…
୫ଟି ପ୍ରସ୍ତାବରେ କ୍ୟାବିନେଟ ମୋହର
ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକରେ ୫ଟି ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଛି । ଓଡ଼ିଆ ଭାଷା ସାହିତ୍ୟ ସଂସ୍କୁତି ବିଭାଗ ଅଧୀନ ରେ ଥିବା ଓଡ଼ିଆ ଅସ୍ମିତାକୁ ଉଜ୍ଜୀବିତ ପାଇଁ, ପ୍ରଚାର ପ୍ରସାର ପାଇଁ ଓଡ଼ିଆ ଅସ୍ମିତା ପାଇଁ କରଫୋସ ଫଣ୍ଡ ୨୦୦ କୋଟି…
ଆଜି ବସିବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ
ଆଜି ବସିବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ । ନିଆଯାଇପାରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ନୂଆ ସରକାର ଅନେକ ପ୍ରତିଶ୍ରୁତି ଦେଇଥିବା ବେଳେ ତାହା କିପରି ପୂରଣ କରୁଛି ତାହା ଦେଖିବାକୁ ଲୋକଙ୍କ ଅପେକ୍ଷା ରହିଛି । ପୂର୍ବାହ୍ନ ୧୧ଟା ୩୦ ମିନିଟରେ ଲୋକସେବା ଭବନରେ ବୈଠକ…
ଓଡ଼ିଶାରେ ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଶ୍ରୀ ସ୍କୁଲ
ରାଜ୍ୟରେ ଲାଗୁ ହୋଇଛି ପ୍ରଧାନମନ୍ତ୍ରୀ ଶ୍ରୀ ସ୍କୁଲ । ପିଏମ ଶ୍ରୀ ସ୍କୁଲ ଏହି ବ୍ୟବସ୍ଥାରେ ଓଡ଼ିଶାର ପ୍ରତ୍ୟେକ ବ୍ଲକ ଏବଂ ପୌରାଞ୍ଚଳରେ ୨ଟି ଲେଖାଏଁ ସ୍କୁଲ ଖୋଲାଯିବ । ଏ ନେଇ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଏବଂ ରାଜ୍ୟ ଶିକ୍ଷା ସଚିବଙ୍କ ଉପସ୍ଥିତିରେ ଏମଓୟୁ ସ୍ୱାକ୍ଷରିତ…
ପ୍ରଭୁ ବଳଭଦ୍ର ଚାରମାଳ ଉପରେ ପଡ଼ିଯିବାରୁ ୭ ସେବାୟତ ଆହତ
ପୁରୀ : ଆଡ଼ପ ପହଣ୍ଡି ସମୟରେ ଅଘଟଣ ଘଟିବାରୁ କିଛି ସେବାୟତ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପହଣ୍ଡି ବିଜେ ସମୟରେ ବଡ଼ଠାକୁର ପ୍ରଭୁ ବଳଭଦ୍ର ଚାରମାଳ ଉପରେ ପଡ଼ିଯାଇଥିଲେ । ଫଳରେ ୭ ଜଣ ସେବାୟତ ଆହତ ଥିବା ଜଣାପଡ଼ିଛି। ଆହତମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ…
ପହଣ୍ଡି ବେଳେ ବଡ଼ ଅଘଟଣ
ଆଡ଼ପ ପହଣ୍ଡି ବେଳେ ବଡ଼ ଅଘଟଣ । ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର । ତାଳଧ୍ୱଜ ରଥର ଚାରମାଳ ଉପରୁ ହାମୁଡେଇ ପଡ଼ିଲେ ବଡ଼ ଠାକୁର । ପହଣ୍ଡିରେ ସାମିଲ ହୋଇଥିବା ପାଞ୍ଚ ସେବାୟତ ଆହତ ହୋଇଥିବା ସୂଟନା । ଆହତ ସେବାୟତଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ ଏପରି ଅଘଟଣ କୋଟି କୋଟି…
୧୪ ତାରିଖରେ ଖୋଲିବ ରତ୍ନଭଣ୍ଡାର
ଜୁଲାଇ ୧୪ ତାରିଖରେ ଖୋଲିବ ରତ୍ନଭଣ୍ଡାର । ଏନେଇ ସ୍ପଷ୍ଟ କରିଛି କମିଟି । ତେବେ ସରକାର ଅନୁମତି ଦେଲେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ରତ୍ନଭଣ୍ଡାର କମିଟି ବୈଠକରେ ବଡ ନିଷ୍ପତ୍ତି ନିଆଯାଇଛି । ରଥ ଯାତ୍ରାରେ ବେଳେ ରତ୍ନଭଣ୍ଡାର ଖୋଲିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ଏ ନେଇ…
ଯାଞ୍ଚ ହେବ ଶ୍ରୀମନ୍ଦିର ଗର୍ଭଗୃହ
ପ୍ରତିବର୍ଷ ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବଦିନାତ୍ମକ ଯାତ୍ରା କରିବା ସମୟରେ ଶ୍ରୀମନ୍ଦିରରେ ବାର୍ଷିକ ଯାଞ୍ଚ ଏବଂ ମରାମତି ହୋଇଥାଏ । ଏହି କ୍ରମରେ ଆଜି ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ କରାଯିବ। ଏଥିରେ ଏଏସଆଇ, ପୂର୍ତ୍ତ ବିଭାଗର ବିଶେଷଜ୍ଞ ସହ ଶ୍ରୀମନ୍ଦିର ବୈଷୟିକ କୋର କମିଟି ଏବଂ…