Trending
- ବାଣିଜ୍ୟିକ ସିଲିଣ୍ଡର ଯୋଗାଣ ପୁଣି ଆରମ୍ଭ – ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା
- ସରକାରଙ୍କ କୌଣସି ପ୍ରସ୍ତାବକୁ ଆମେ ସ୍ବୀକାର କରିବୁ ନାହିଁ ବୋଲି ସେ ସ୍ପଷ୍ଟ କଲେ ମାଓବାଦୀ ଡିଭିଜନ ସଚିବ ରାଣୀତା
- ସୀମାନ୍ତ ଅଞ୍ଚଳଗୁଡ଼ିକୁ ଦେଶର ସବୁଠାରୁ ପଛୁଆ ଗାଁ ଭାବରେ ଦେଖୁଥିଲେ କଂଗ୍ରେସ – ପ୍ରଧାନମନ୍ତ୍ରୀ ମୋଦୀ
- ୨୦୨୬ ରଥଯାତ୍ରାକୁ ସମ୍ପୂର୍ଣ୍ଣ ଶୃଙ୍ଖଳିତ ଭାବରେ ଆୟୋଜନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ
- ଓଡ଼ିଶାରେ ୫୧୮୨ଟି ମୋବାଇଲ୍ ଟାୱାର ସ୍ଥାପନ କରାଯିବ, ଉପକୃତ ହେବେ ୭୧୫୭ଟି ଗାଁର ବାସିନ୍ଦା
- ନେତାଙ୍କ ଘରୁ ବାହାରିଲା ୫୫ଟି ଗ୍ୟାସ୍ ସିଲିଣ୍ଡର
- ଚଳିତ ବର୍ଷ ହେବନି ପାୱାରକଟ୍ – ମନ୍ତ୍ରୀ ସୁରେଶ ପୂଜାରୀ
- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସାମୁହିକ ବିବାହ କଲେ ୧୧୦ ବର କନ୍ୟା
- IAS ସ୍ତରରେ ଅଦଳବଦଳ,ବରିଷ୍ଠ ପ୍ରଶାସକ ମନୀଷ ଅଗ୍ରଓ୍ୱାଲଙ୍କୁ ମିଳିଲା ସମବାୟ ବିଭାଗର ରେଜିଷ୍ଟ୍ରାର ଭାବେ ଅତିରିକ୍ତ ଦାୟିତ୍ୱ
- ମୁଖ୍ୟ ନିର୍ବାଚନ କମିଶନରଙ୍କୁ ହଟାଇବା ପାଇଁ ଏକ ନୋଟିସ୍ ରେ ସ୍ୱାକ୍ଷର କଲେ ଲୋକସଭା ଓ ରାଜ୍ୟସଭା ସାଂସଦ
Browsing Category
Odisha
All about all odisha state news updates
ଆଉ ଗଡ଼ିବନି ଲକ୍ଷ୍ମୀ ଏସି ବସ୍
ଆଉ ଗଡ଼ିବନି ମାଲକାନଗିରିରେ ଲକ୍ଷ୍ମୀ ଏସି ବସ୍। ୬ଟି ରୁଟରେ ବସ୍ ଚଳାଚଳ ବାତିଲ। ଆରଟିଓ ବସ୍ ଚଳାଚଳ ପରମିଟ୍ ବାତିଲ କରିଛନ୍ତି। ସାରା ରାଜ୍ୟରେ ୫୭ଟି ଲକ୍ଷ୍ମୀ ଏସି ବସ୍ ଚଳାଚଳ କରୁଥିଲା। ଏହା ମଧ୍ୟରୁ ୨୮ଟି ବସ୍ ଚଳାଚଳ ବନ୍ଦ କରାଯାଇଛି। ପୂର୍ବ ସରକାର ମାଲକାନଗିରି ଜିଲ୍ଲାରୁ ଲକ୍ଷ୍ମୀ ବସ୍…
ରାଜ୍ୟ ପୋଲିସ ମୁଖ୍ୟ ହୋଇପାରନ୍ତି ଯୋଗେଶ ବାହାଦୂର ଖୁରାନିଆ
କେନ୍ଦ୍ରୀୟ ଡେପୁଟେସନରୁ ଫେରି ରାଜ୍ୟ ପୋଲିସ ମୁଖ୍ୟ ହୋଇପାରନ୍ତି ବରିଷ୍ଠ ପୁଲିସ ପ୍ରଶାସନିକ ଅଧିକାରୀ ଯୋଗେଶ ବାହାଦୂର ଖୁରାନିଆ। ୱାଇବି ଖୁରାନିଆଙ୍କ ପ୍ରତ୍ୟାବର୍ତ୍ତନ ପରେ ଓଡ଼ିଶାର ପରବର୍ତ୍ତି ପୁଲିସ ମହାନିର୍ଦେଶକ (ଡିଜିପି) ନେଇ ଚର୍ଚ୍ଚା ଜୋର ଧରିଛି। ପରବର୍ତ୍ତି ପୁଲିସ…
ଡ଼ିଜିପି ହେବେ ଆଇପିଏସ ୱାଇ.ବି ଖୁରାନିଆ
କେନ୍ଦ୍ରରୁ ଫେରିଲେ ଆଇପିଏସ ୱାଇ.ବି ଖୁରାନିଆ । ବିଏସଏଫ ସ୍ପେଶାଲ ଡିଜି ୱାଇ.ବି ଖୁରାନିଆ କେନ୍ଦ୍ରରୁ ଫେରଛନ୍ତି । ଏନେଇ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ଅନୁମୋଦନ କରିଛି । ଖୁରାନିଆଙ୍କ ପ୍ରତ୍ୟାବର୍ତ୍ତନ ପରେ ସେ ପରବର୍ତ୍ତୀ ପୋଲିସ ଡିଜି ହୋଇପାରନ୍ତି ବୋଲି ଚର୍ଚ୍ଚା…
ଓଡ଼ିଶାରେ ସାମଗ୍ରୀ ଓ ସେବା କର-ଜିଏସଟି ସଂଗ୍ରହ ୨୪.୯୮% ବୃଦ୍ଧି
ଚଳିତ ବର୍ଷ ଜୁଲାଇ ମାସରେ ରାଜ୍ୟ ଜିଏସ୍ଟି ସଂଗ୍ରହ ପରିମାଣରେ ୨୪.୯୮% ବୃଦ୍ଧି ଘଟିଛି। ଜୁଲାଇ ମାସରେ ଜିଏସଟି ସଂଗ୍ରହ ପରିମାଣ ୨୦୩୫.୧୮ କୋଟି ଟଙ୍କା ହୋଇଥିବା ବେଳେ ୨୦୨୩ ମସିହା ଜୁଲାଇ ମାସରେ ଏହି ପରିମାଣ ୧୬୨୮.୪୩ କୋଟି ଟଙ୍କା ଥିଲା। ସେହିପରି ଚଳିତ ବର୍ଷ ଜୁଲାଇ ମାସ ପର୍ଯ୍ୟନ୍ତ…
ଭୁବନେଶ୍ୱରରେ ପହଞ୍ଚିଲା ୟୁପି ଆଳୁ
ଆଜି ୟୁପିରୁ ତିନୋଟି ଆଳୁ ଟ୍ରକ ଭୁବନେଶ୍ବର ଆଇଗିଣିଆରେ ପହଞ୍ଚିଛି । ଆଉ ୭ଟି ଆଳୁ ଟ୍ରକ ଆଜି ପହଞ୍ଚିବ । ଆଗକୁ ଆଳୁ ଦର ଧିରେ ଧୀରେ କମିବ । ପ୍ରତି ଗାଡ଼ିରେ ୩୦ ଟନ ଆଳୁ ଥିବା ବେଳେ ୧୦ଟି ଆଳୁ ଗାଡ଼ିରେ ୩ ଶହ ଟନ ଆଳୁ ପର୍ଯ୍ୟାୟ କ୍ରମେ ଆଜି ଭୁବନେଶ୍ଵରରେ ପହଞ୍ଚିବ । ଉତ୍ତରପ୍ରଦେଶରୁ…
ହୀରାକୁଦରେ ୬ଟି ଗେଟ ବନ୍ଦ ହେଲା
ହୀରାକୁଦରେ ୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମ ପାଖରେ ୪ଟି ଡାହାଣ ପାଖର ୨ଟି ଗେଟ ଦେଇ ପାଣି ନିଷ୍କାସିତ ହେଉଛି । ସେହିପରି ଗତକାଲି ହୀରାକୁଦରେ ୧୪ଟି ଗେଟ ଖୋଲା ଥିବା ବେଳେ, ଗୁରୁବାର ସକାଳ ୬ଟା ସୁଦ୍ଧା ଜଳସ୍ତର ୬୦୯.୨୯ ଫୁଟ୍ ରହିଥିଲା । ଏଥିସହ ୧ ଲକ୍ଷ ୩୯ ହଜାର ୯୪୯…
ରାତିଅଧରେ ଗାଁରେ ପଶିଲେ ହାତୀପଲ
ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ମଗରମୁଣ୍ଡା ଗାଁରେ ରାତିଅଧରେ ଗାଁରେ ହାତୀ ପଲ ପଶି ଘର ଭାଙ୍ଗିଛନ୍ତି। ଜୀବନ ଭୟରେ ଘର ଛାଡ଼ି ଗ୍ରାମବାସୀ ସୁରକ୍ଷତ ସ୍ଥାନକୁ ପଳାଇ ଯାଇଥିଲେ।ରାତିଅଧରେ ହାତୀପଲ ମଗରମୁଣ୍ଡା ଗାଁ ଭିତରକୁ ଆସି ପଶି ଭଙ୍ଗାରୁଜା କରିଥିଲେ। ଗ୍ରାମବାସୀମାନେ ହାତୀ ଭୟରେ…
ହୀରାକୁଦର ୧୪ଟି ଗେଟ୍ ଖୋଲା
ହୀରାକୁଦରେ ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ସକାଳ ୬ଟା ସୁଦ୍ଧା ଜଳସ୍ତର ୬୦୯.୨୯ ଫୁଟ୍ ରହିଛି । ଏଥିସହ ୧ ଲକ୍ଷ ୩୯ ହଜାର ୯୪୯ କ୍ୟୁସେକ ଜଳ ପ୍ରବେଶ କରୁଛି । ନିଷ୍କାସିତ ହେଉଛି ୨ ଲକ୍ଷ ୪୫ ହଜାର ୪୨୧ କ୍ୟୁସେକ ଜଳ । ମୁଣ୍ଡଳିରେ ଖସିବାରେ ଲାଗିଛି ମହାନଦୀ ଜଳସ୍ତର ।…
ହାଇକୋର୍ଟର ବିଚାରପତି ଭାବେ ମନୋନୀତ ହେଲେ
ବଲାଙ୍ଗୀର ସହର ମାଲପଡ଼ା ନିବାସୀ ବିଭୁଦତ୍ତ ଗୁରୁ ଛତିଶଗଡ଼ ହାଇକୋର୍ଟର ବିଚାରପତି ଭାବେ ମନୋନୀତ ହୋଇଛନ୍ତି। ସେ ବର୍ତ୍ତମାନ ବିଲାସପୁରସ୍ଥିତ ଛତିଶଗଡ଼ ହାଇକୋର୍ଟରେ ରାଜ୍ୟର ଏଡିସିନାଲ୍ ଆଡଭୋକେଟ ଜେନେରାଲ ଭାବରେ କାର୍ଯ୍ୟରତ ଅଛନ୍ତି। ଗତକାଲି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଓ ଅନ୍ୟ…
ରେଭେନ୍ସାର ପ୍ରାକ୍ତନ ଅଧ୍ୟକ୍ଷଙ୍କ ପରଲୋକ
ରେଭେନ୍ସା କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଅନନ୍ତ ଚରଣ ସାହୁଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା । ସେ ରେଭେନ୍ସା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଓ ଫକିରମୋହନ ମହାବିଦ୍ୟଳୟର ପୂର୍ବତନ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ସେ ନେତାଜୀ ସୁଭାଷ…