Trending
- ଯେଉଁମାନେ ପୂର୍ବରୁ ବାଘ କହୁଥିଲେ ସେମାନେ କାଗଜ ବାଘ ବୋଲି ପ୍ରମାଣିତ ହୋଇଛନ୍ତି -ପ୍ରୀତିରଞ୍ଜନ ଘଡ଼ାଇ
- ବିଜେଡିରେ ପୁଣି ହଲଚଲ ,କାରଣ ନବୀନ ନିବାସରେ ଦଳର ବଡ ବୈଠକ ବସିଛି
- ଓଡ଼ିଶାରେ ଏପ୍ରିଲ୍ ୧୬ରୁ ମେ ୧୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା
- ନିତିନ ନବୀନ ହେଉଛନ୍ତି ବସ୍ ଏବଂ ମୁଁ ଜଣେ ଦଳୀୟ କର୍ମୀ – ପ୍ରଧାନମନ୍ତ୍ରୀ ମୋଦୀ
- ତାଗିଦ୍ ପରେ ବି ଦୋକାନୀ ଶୁଣୁନାହାନ୍ତି – ବିଏମସି ମେୟର ସୁଲୋଚନା ଦାସ
- ବିଜେପିର ନୂଆ ରାଷ୍ଟ୍ରୀୟ ସଭାପତି ଭାବେ ଦାୟିତ୍ୱ ନେଲେ ନୀତିନ ନବୀନ
- ଚିଲିକାରେ ଡଲଫିନ ଗଣନା ଆରମ୍ଭ, ଆଜିଠୁ ତିନିଦିନ ଧରି ଚାଲିବ ଗଣନା , ଡଙ୍ଗାଚଳାଚଳ ବନ୍ଦ
- ୟୁନିଟ୍-୧ ହାଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣା: ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଏମସି କମିଶନର ରଞ୍ଚଳ ରଣା
- ୟୁନିଟ-୧ ହାଟରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
- କଳାହାଣ୍ଡି ଜିଲ୍ଲା ପାଇଁ ପ୍ରାୟ ୮୯୧ .୩୯ କୋଟି ଟଙ୍କା ବିନିମୟରେ ୩ ହଜାର ୬୧୨ ଟି ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
Browsing Category
Odisha
All about all odisha state news updates
ମିଳିଲା ପିଏମ କିଷାନ, ଯଦି ପାଇନାହାଁନ୍ତି ତେବେ ତୁରନ୍ତ କରନ୍ତୁ ଏହି କାମ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ୱାସିମ୍ ଠାରେ ପିଏମ୍ କିଷାନ ସମ୍ମାନନିଧିର ୧୮ତମ କିସ୍ତି ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଦେଶର ୯କୋଟି ୪୦ ଲକ୍ଷ କୃଷକଙ୍କୁ ୨୦ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ପ୍ରଦାନ କରାଯାଇଥିବାବେଳେ ଓଡ଼ିଶାର ୩୧,୫୧,୭୦୦ ଚାଷୀଙ୍କୁ ଏହି…
ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ନେଇ ଆସିଲା ବଡ଼ ଖବର
ଭୁବନେଶ୍ବର: ଯଦି ଆପଣ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦାୟିତ୍ବ ଗ୍ରହଣ କରିବା ପରେ ନିୟମିତଭାବେ ଜନ ଅଭିଯୋଗ ଶୁଣାଣି କରୁଛନ୍ତି। ହେଲେ ବିଭିନ୍ନ କାରଣରୁ ଏହା ବେଳେବେଳେ ବନ୍ଦ ବି ରହୁଛି। ଚଳିତ ମାସରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ୨ ଦିନ ବନ୍ଦ ରହିବ। ଏନେଇ ଜିଏ ବିଭାଗ ପକ୍ଷରୁ…
ରାବଣପୋଡ଼ିରେ ବାଣ ପ୍ରତିଯୋଗିତାକୁ ବାରଣ , କଣ କହିଲେ ହାଇକୋର୍ଟ ?
କଟକ: ରାବଣ ପୋଡ଼ିକୁ ଆଉ ପାଞ୍ଚଦିନ ରହିଲା । ଏଥର ରାବଣ ପୋଡ଼ିରେ ଆପଣ ରଙ୍ଗବେରଙ୍ଗର ବାଣ ଦେଖିବାକୁ ଟାଇମ ଫିକ୍ସ କରି ଅପେକ୍ଷାରେ ଅଛନ୍ତି କି? ତେବେ ନିରାଶ ହେବେ । କାରଣ ଏଥର ଆଉ ବାଣ ପ୍ରତିଯୋଗିତା ହେବନାହିଁ । ବାଣ ପ୍ରତିଯୋଗିତାକୁ ନେଇ ଫଟକାର ଲଗାଇଛନ୍ତି ହାଇକୋର୍ଟ । ସହରକୁ…
କେବ ହେବ +୨ ପରୀକ୍ଷା ? ତାରିଖ ହେଲା ଘୋଷଣା
ଯୁକ୍ତ ଦୁଇ ପରୀକ୍ଷା ତାରିଖ ଶନିବାର ଘୋଷଣା ହୋଇଛି। ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ହେବ ବୋଲି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡା ସୂଚନା ଦେଇଛନ୍ତି। ଆସନ୍ତା ଡିସେମ୍ବର ୨୬ ରୁ ୩୦ ଯାଏ ଇଣ୍ଟରନାଲ ପରୀକ୍ଷା ଅନୁଷ୍ଠିତ ହେବ। ଏହାପରେ ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୨ ରୁ…
ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟର କଡ଼ା ଜବାବ ଦେଲେ ଧର୍ମେନ୍ଦ୍ର ପ୍ରଧାନ!
ଭୁବନେଶ୍ବର: ରାଜନୀତିରେ ଜୟ ପରାଜୟ ଲାଗି ରହଛି। ଜୟରେ ବହୁତ ଉନ୍ମାଦିତ ଏବଂ ପରାଜୟରେ ହତୋତ୍ସାହିତ ହେବାର ଆବଶ୍ୟକତା ନାହିଁ। ପୂର୍ବରୁ ବିଜେପି ବହୁତ ଥର ହାରିଛି,ବିଜେପି ପାଖରେ ଦେଶରେ ୨ଟି ଲୋକସଭା ଆସନ ଥିଲା, ଓଡ଼ିଶାରେ କିଛି ଲୋକ ବିଜେପିକୁ ସାଇନ୍ ବୋର୍ଡ ପାର୍ଟି କହୁଥିଲେ। କିନ୍ତୁ…
ଟ୍ୱିନ୍ ସିଟିରେ କମ୍ ବଜେଟରେ ପାଆନ୍ତୁ ହାଇପ୍ରୋଫାଇଲ୍ ଘର
ଆଜିକାଲିର ଦୁନିଆରେ ନିଜର ଘର ଖଣ୍ଡେ ପାଇବା ସମସ୍ତଙ୍କ ପାଇଁ ଏକ ସ୍ୱପ୍ନ ରହିଥାଏ । ତେବେ ଅର୍ଥାଭାବରୁ ଅନେକଙ୍କର ସେହି ସ୍ୱପ୍ନ ପୂରଣ ହୋଇ ପାରିନଥାଏ । ତେବେ ଆପଣଙ୍କର ସେହି ସ୍ୱପ୍ନକୁ ବାସ୍ତବତାର ରୂପ ଦେବ ‘ମହାଦେବ ଗ୍ରୀନ୍ସ’ । କମ୍ ବଜେଟରେ ଆକର୍ଷଣୀୟ ତଥା ହାଇପ୍ରୋଫାଇଲର ଘର ଆପଣମାନେ…
ପୁରୀ ଧାମରେ ହେବ ଅନ୍ତର୍ଜାତୀୟ ବିମାନବନ୍ଦର
ପୁରୀରେ ହେବ ଅନ୍ତର୍ଜାତୀୟ ଗ୍ରୀନ ଫିଲ୍ଡ ଏୟାରପୋର୍ଟ। ହେଲେ ଏଥିପାଇଁ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ କେହି ସାମିଲ ହୋଇନଥିଲେ। ତେଣୁ ବିମାନ ବନ୍ଦର ନିମାର୍ଣ ନେଇ ଆଶଂକା ବଢିଥିଲା। ତେବେ ଭୁବନେଶ୍ବରରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ରାଜ୍ୟବାସୀଙ୍କୁ…
ମହାନଦୀରେ ଭାସିଯାଇ ଦୁଇ ଅଷ୍ଟମ ଶ୍ରେଣୀ ଛାତ୍ର ନିଖୋଜ
କଟକ: ଜଗତପୁର ଶିଳ୍ପାଞ୍ଚଳ ଦେଇ ଯାଇଥିବା ମହାନଦୀରେ ଭାସିଯାଇ ଦୁଇ ଅଷ୍ଟମ ଶ୍ରେଣୀ ଛାତ୍ର ନିଖୋଜ । ମହାନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଛାତ୍ରଦ୍ବାୟ ବୁଡ଼ି ଯାଇଛନ୍ତି ।
ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ଛାତ୍ରଙ୍କୁ ଉଦ୍ଧାର କରିବାକୁ ଖୋଜାଖୋଜି ଆରମ୍ଭ କରିଛି…
ଲାଞ୍ଚ ନେଲା ବେଳେ କନିଷ୍ଠ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ
ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକର କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁ ନାମକ ଜୈନିକ କନିଷ୍ଠ ଯନ୍ତ୍ରୀ ଜଣେ ଚାଷୀଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିବା ଜଣାପଡିଛି।
ସୂଚନାରୁ ଜଣାପଡିଛି ବେଲପଡା ବ୍ଲକ କନ୍ଧେନଝୁଲା ଗ୍ରାମର ଦୈନିକ…
ଏନକାଉଣ୍ଟରରେ 30 ମାଓବାଦୀଙ୍କ ମୃତ୍ୟୁ
ଛତିଶଗଡ଼: ମାଓବାଦୀମାନେ ଜଙ୍ଗଲରେ କ୍ୟାମ୍ପ କରିଥିବା ବେଳେ ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ ସୁରକ୍ଷାକର୍ମୀ । ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ରହିଛି ଏକେ 47 ରାଇଫଲ ଓ ଏସଏଲଆର । ଛତିଶଗଡ଼ ନାରାୟଣପୁର ଓ ଦନ୍ତେୱାଡ଼ା ଜିଲ୍ଲାର ସୀମାନ୍ତରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ…