Browsing Category

Odisha

All about all odisha state news updates

ଶାରଦୀୟ ଦୁର୍ଗାପୂଜା: ଆଜି ବିଜୟା ଦଶମୀ

ଶାରଦୀୟ ଦୁର୍ଗାପୂଜାରେ ଉତ୍ସବମୁଖର ଓଡ଼ିଶା ।  ଆଜି ଅନ୍ତିମ ପର୍ବ, ବିଜୟା ଦଶମୀ ପାଇଁ ଚାରିଆଡ଼େ ଗହଳି। ଅସତ୍ୟ ଉପରେ ସତ୍ୟର ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପର୍ବ ବିଜୟା ଦଶମୀ। ଏଥିପାଇଁ ସାରା ରାଜ୍ୟ ଉତ୍ସବମୁଖର। ରାଜ୍ୟର ସମସ୍ତ ପୂଜା ମଣ୍ଡପଗୁଡ଼ିକ ଚଳଚଞ୍ଚଳ ରହିଛି। ରାଜଧାନୀର ସବୁ…

ସ୍ମାର୍ଟ ସିଟି ହେବ ସିଲଭର ସିଟି

କଟକ ସହର ସ୍ମାର୍ଟ ସିଟି ଭାବେ ପରିଚିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି କଟକକୁ ନୂଆ ରୂପ ଦିଆଯିବ । କଟକ ପୂଜା ମଣ୍ଡପରେ ମାଆଙ୍କୁ ଦର୍ଶନ କରିବା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି  କଟକକୁ ସ୍ମାର୍ଟ ସିଟି କରିବା ଦିଗରେ ସରକାର ସଚେତନ ଅଛନ୍ତି। ଆଗାମୀ ଦିନରେ କେନ୍ଦ୍ର…

କଟକ ଦୁର୍ଗାପୂଜା ବୁଲିଲେ ମୁଖ୍ୟମନ୍ତ୍ରୀ

ପବିତ୍ର ମହାନବମୀ ଉପଲକ୍ଷେ କଟକ ପ୍ରସିଦ୍ଧ ଦୁର୍ଗାପୂଜା ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୩୦ରୁ ଅଧିକ ମଣ୍ଡପ ବୁଲିବା ସହ ନେବେ ମାଆଙ୍କ ଆଶିଷ।ଅପରାହ୍ନ ୪ଟାରେ କେନ୍ଦୁଝର ଅଭିମୁଖେ ବାହାରିବେ ମୁଖ୍ୟମନ୍ତ୍ରୀ । ଆଜିଠୁ ତିନି ଦିନିଆ କେନ୍ଦୁଝର ଗସ୍ତରେ ଯାଇ ବିଭିନ୍ନ ଦୁର୍ଗାପୂଜା…

ଭସାଣିରେ ରାଜଧାନୀରେ ମଦ ବିକ୍ରି ବନ୍ଦ

ପାର୍ବଣ ପାଇଁ ଆକ୍ସନ ମୁଡରେ ଅବକାରୀ ବିଭାଗ । 13 ତାରିଖ ପର୍ଯ୍ୟନ୍ତ ରାତି 12ଟା ପରେ ରାଜଧାନୀରେ ବିକ୍ରି କରିପାରିବେନି ମଦ । ଭସାଣି ପାଇଁ 14 ତାରିଖ ଦିନ ମଧ୍ୟ ରାଜଧାନୀରେ ମଦ ବିକ୍ରି ବନ୍ଦ । ଭୁବନେଶ୍ବରର ସମସ୍ତ ମଦ ବିକ୍ରୟ ଅନୁମତିପ୍ରାପ୍ତ ମଦ ଦୋକାନ, ବାର୍ ଓ ପବ୍, ରୋସ୍ତୋରାଁଟ,…

ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଂଚଳ ସିଲଭର ସିଟି କଟକ

ଆଜି ମଣ୍ଡପରେ ମହାମାୟାଙ୍କ ମହାନବମୀ। ଦୁର୍ଗତୀନାଶିନୀଙ୍କ ଆବାହନରେ ପ୍ରକମ୍ପିତ ହେଉଛି ଗଗନ ପବନ। ଘଣ୍ଟ ଘଣ୍ଟା ଓ ଶଙ୍ଖ ଧ୍ୱନିରେ ଉଛୁଳି ପଡୁଛି ପରିବେଶ। ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ଓ ଚଣ୍ଡୀପାଠରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ। ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ଦେବୀ ଦୁର୍ଗାଙ୍କ…

ବିଶ୍ବ ନବନିର୍ମାଣ ଆଧ୍ୟାତ୍ମିକ ଚିତ୍ର ପ୍ରଦର୍ଶନୀରେ ସୁଖୀ ପରିବାର ଉପରେ ଆଲୋଚନା

ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ,ପଟିଆ ଭୁବନେଶ୍ବର ପକ୍ଷରୁ ବିଶ୍ବ ନବନିର୍ମାଣ ଆଧ୍ୟାତ୍ମିକ ଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଚିତ୍ର ପ୍ରଦର୍ଶନୀରେ ଆତ୍ମଦର୍ଶନ, ପରାମାତ୍ମା ଦର୍ଶନ, ସୃଷ୍ଟି ଚକ୍ର, ରାଜଯୋଗ ଦର୍ଶନ ଓ ସୁଖୀ ପରିବାର, ଶାନ୍ତି ପରିବାର…

ଆଜି ଠାରୁ ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଠାରୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଆସିବେ। ଗସ୍ତ ଅବସରରେ ସେ ନବମୀ ଓ ଦଶମୀରେ ବିଭିନ୍ନ ପୂଜାମଣ୍ଡପ ବୁଲିବା କାର୍ଯ୍ୟକ୍ରମ ରହିଛି। ଏଥିସହ ଦଶହରା ଅବସରରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ଅକ୍ଟୋବର ୧୨ ଶନିବାର ଅପରାହ୍ନ…

ରାଉରକେଲାରେ ରାମ ଦୋଳି ଛିଡ଼ି ପଡ଼ିଲା

ଶାରଦୀୟ ଦୁର୍ଗାପୂଜା ପାଇଁ ଇସ୍ପାତନଗରୀ ‘ରାଉରକେଲା’ ଉତ୍ସବମୁଖର ହୋଇ ଉଠିଥିବାବେଳେ ଏକ ଅଘଟଣ ଘଟିଛି । ପରିବାରର ସ୍ବାମୀ, ସ୍ତ୍ରୀ ଏବଂ ୧୨ ବର୍ଷର ଝିଅ ଦୁର୍ଗାପୂଜା ମେଳା ଦେଖି ବାହାରିଥିଲେ। ସନ୍ଧ୍ୟାରେ ଟେଲିଫୋନ୍‌ ଭବନରେ ମିଆଁମାର ବୁଦ୍ଧ ମନ୍ଦିର ତୋରଣ ଦେଖିଥିଲେ। ତାପରେ ମାଆଙ୍କ…

ଓଡ଼ିଶାର ସମସ୍ତ ଦୁର୍ଗା ପୂଜା ପେଣ୍ଡାଲର ଭଡ଼ା ଛାଡ଼ କଲେ ମୁଖ୍ୟମନ୍ତ୍ରୀ

ସାରା ରାଜ୍ୟ ଦୁର୍ଗା ପୂଜା ଲାଗି ଉତ୍ସବମୁଖର। ଏହି ସମୟରେ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ଓଡ଼ିଶାର ସମସ୍ତ ଦୁର୍ଗା ପୂଜା ପେଣ୍ଡାଲର ଭଡ଼ା ଛାଡ଼ କରିଛନ୍ତି। ରାଜଧାନୀ ଭୁବନେଶ୍ବର ଓ କଟକ ସମେତ ରାଜ୍ୟର ସବୁ ପୂଜା ପେଣ୍ଡାଲର ଭଡ଼ା ଛାଡ଼ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି…

ପାଟଣା ସାହି ପୂଜାମଣ୍ଡପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ରାଜଧାନୀର ପାଟଣା ସାହି ପୂଜାମଣ୍ଡପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ସେଠାରେ ପହଞ୍ଚି ମାଆଙ୍କର ଆଳତି କରିଛନ୍ତି। ସେଠାରେ ମାଆଙ୍କୁ ଦର୍ଶନ କରି ଆଶୀର୍ବାଦ ନେବା ସହ ଲୋକଙ୍କ ସହ ଆଲୋଚନା କରିଛନ୍ତି। ପାଟଣା ସାହି ପୂଜାମଣ୍ଡପରେ ସେଠାକାର ବିଶେଷାଙ୍କ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି…