Browsing Category

Odisha

All about all odisha state news updates

ଦୁର୍ନୀତି କରିଛି ତ ବାନ୍ଧୁନ କାହିଁକି ?

ଯାଜପୁର: ସାଧାରଣ ନିର୍ବାଚନ ପରେ ପ୍ରଥମଥର ପାଇଁ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ବବି । ୪ମାସ ସରକାର ହୋଇଗଲାଣି । ଯଦି ଦୁର୍ନୀତି କରିଛି ତା’ହେଲେ ବାନ୍ଧିବାକୁ କିଏ ଅଟକାଇଛି ବୋଲି ପ୍ରଣବ ପ୍ରକାଶ ଦାସ ପ୍ରଶ୍ନ କରିବା ସହ ୧୫ବର୍ଷ ତଳର ପୁରୁଣା ମାମଲାକୁ ଆଣି ହଟଚମଟ କରିବା ପାଇଁ…

“ବର୍ତ୍ତମାନ ସ୍ୱଚ୍ଛତା ସମୃଦ୍ଧିର ଏକ ନୂଆ ମାର୍ଗ ପାଲଟିଛି”: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆଜି ସ୍ୱଚ୍ଛ ଭାରତ ମିଶନ ଶୁଭାରମ୍ଭର ୧୦ ବର୍ଷ ପୂର୍ତ୍ତି ଅବସରରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଅକ୍ଟୋବର ୨ ତାରିଖ ୧୫୫ତମ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱଚ୍ଛ ଭାରତ ଦିବସ ୨୦୨୪ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ଶ୍ରୀ ମୋଦୀ ଅମୃତ…

ଗତ ୧୦ ବର୍ଷ ଧରି ସ୍ୱଚ୍ଛତା ଅଭିଯାନକୁ ମୋଦିଜୀ ଗୁରୁତ୍ୱ ଦେଇ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି

ଆଜି ସାରା ଦେଶ ଗାନ୍ଧିଜୀଙ୍କ ୧୫୫ତମ ଜନ୍ମ ଜୟନ୍ତୀ ପାଳନ କରୁଛି । ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଓ ଚିନ୍ତାଧାରା ଆଜି ବି ଶାସ୍ୱତ ଓ ପ୍ରାସଙ୍ଗିକ ହୋଇ ରହିବା ସହିତ ସମସ୍ତଙ୍କ ପାଇଁ ସର୍ବଦା ପ୍ରେରଣା ସାଜିଛି । ଗାନ୍ଧିଜୀ ସର୍ବଦା ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ଆସୁଥିଲେ ଏବଂ ଏହାକୁ ଯଶସ୍ୱୀ…

ପୂର୍ବତଟ ରେଳପଥ ପକ୍ଷରୁ ସ୍ୱଚ୍ଛତା ଦିବସ ପାଳନ

ପୂର୍ବତଟ ରେଳପଥ ଆଜି ସ୍ୱଚ୍ଛତା ଦିବସ ପାଳନ କରି ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ସହ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଓ ଦର୍ଶନକୁ ସମ୍ମାନିତ କରିଛି | ଚାଲୁରହିଥିବା ସ୍ୱଚ୍ଛତା ପକ୍ଷ୍ୟ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି…

ନବୀନ ବାବୁ ଏବେ ବି ମିଥ୍ୟାର ସାହାରା ନେଉଛନ୍ତି : ବିଜେପି

ଭୁବନେଶ୍ବର: ସେମାନେ ମହିଳାଙ୍କୁ ୫ ଟଙ୍କା ଦେଇନଥିଲେ ବିଜେପି କୋଟିଏରୁ ଅଧିକ ମହିଳାଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ କାର୍ଯ୍ୟ ଆରମ୍ଭ କରିଛି । ଏକଥା କହିଛି ବିଜେପି । କାରଣ ପଦଯାତ୍ରାରେ ବିଜେପି ସରକାରକୁ ନିଶାନା କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମିଛ କହି ବିଜେପି…

ମୁଣ୍ଡଜାମିନ ରଖି ଗଣଦୁଷ୍କର୍ମ ଘଟଣାରେ ୩ ଗିରଫ

ରାଜଧାନୀର ମୈତ୍ରୀବିହାର ଅଂଚଳରେ ମୁଣ୍ଡଜାମିନ ରଖି ଗଣଦୁଷ୍କର୍ମ ଘଟଣାରେ ୩ ଗିରଫ ହୋଇଥିବା କମିଶନର କହିଛନ୍ତି ।  ଏକ ଆପାର୍ଟମେଣ୍ଟରେ ଝିଅ ସାମ୍ନାରେ ମାକୁ ଗଣଦୁଷ୍କର୍ମ ମାମଲାକୁ ନେଇ ବଡ ସୂଚନା ଦେଇଛନ୍ତି କମିଶନର | ସେ କହିଛନ୍ତି ଯେ ୨୯ ରାତିରେ ମୈତ୍ରୀବିହାର ଅଞ୍ଚଳରେ ରାତି ପ୍ରାୟ…

ଭଦ୍ରକରେ ଫେରୁଛି ଶାନ୍ତି

ଭଦ୍ରକରେ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବିବାଦ ଉପୁଜିବା ପରେ ଏହା ହିଂସାର ରୂପ ନେଇଥିଲା | ସେହି ଅଞ୍ଚଳରେ ୧୪୪ଧାରା ଲାଗିବା ସହ ଇଣ୍ଟରନେଟ ସେବାଗୁଡିକୁ ସମ୍ପୂର୍ଣ ବନ୍ଦ କରିଦିଆଯାଇଥିଲା | ଭଦ୍ରକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା ଓ ଇଣ୍ଟରନେଟ ସେବା ଯୋଗାଇବାପାଇଁ…

ଭାଜପା ଉପରେ ବର୍ଷିଲେ ନବୀନ

ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଛନ୍ତି।ତେବେ ପଦଯାତ୍ରା ଆରମ୍ଭରୁ ସେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ମିଛ କହି ଭାଜପା କ୍ଷମତାକୁ ଆସିଛି। ପଦ ଯାତ୍ରାରେ ଭାଜପା…

ଧବଳମୁଖୀ ବେଶରେ ଦର୍ଶନ ଦେଲେ ମାଁ ସମଲେଶ୍ୱରୀ

ସମ୍ବଲପୁରର ଗ୍ରାମ୍ୟଦେବୀ ମାଁ ସମଲେଶ୍ୱରୀ ବୁଧବାର ଆଶ୍ୱିନ ମହାଳୟା ତିଥି ଅବସରରେ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି । ସକାଳୁ ଦେବୀଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଭକ୍ତମାନେ ମାଁଙ୍କ ଏହି ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ଲାଗି ରହିଛି।ମାଁ ବର୍ଷସାରା ଲାଲ ରଙ୍ଗରେ ଦର୍ଶନ…

ଆଜି ମହାଳୟା ପିଣ୍ଡଦାନ କଲେ ହଜାର ହଜାର ଶ୍ରଦ୍ଧାଳୁ

ଆଜି ହେଉଛି ପବିତ୍ର ମହାଳୟା ଅମାବାସ୍ୟା। ଏହି ଅବସରରେ ପୁରୀ, ଭୁବନେଶ୍ବର, ଯାଜପୁର ଆଦି ବିଭିନ୍ନ ସ୍ଥାନରେ ପିତୃପକ୍ଷ ପିଣ୍ଡଦାନ କରାଯାଇଛି। ଇନ୍ଦୁ ପୂର୍ଣ୍ଣିମା ଠାରୁ ପିତୃପକ୍ଷ  ଅବସରରେ ଯାଜପୁରର ନାଭିଗୟା ଠାରେ ଦୈନିକ ଶହଶହ ଶ୍ରଦ୍ଧାଳୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସି  ପିଣ୍ଡଦାନ…