Browsing Category

Odisha

All about all odisha state news updates

ଘରୋଇ ଟିଭି ଚ୍ୟାନେଲ ନାଁରେ କ୍ୟାପିଟାଲ ଥାନାରେ ଏତଲା

ସରକାରକୁ ବଦନାମ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରୁଛନ୍ତି । ମିଛ ରିପୋର୍ଟ, ଭିଡିଓ ଦେଖାଇ ଭାଇରାଲ କରୁଛନ୍ତି  । ଏଭଳି ଅଭିଯୋଗ ଆଣି ଘରୋଇ ଟିଭି ଚ୍ୟାନେଲ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ଭୁଲ, ବିଭ୍ରାନ୍ତିକର ତଥ୍ଯ ସହ ଫେକ୍ ଭିଡିଓ ଦେଖାଇ ମୋହନ ସରକାରଙ୍କୁ ବଦନାମ…

ମୋ ପୁଅ ଠାକୁର ବୋଲି କେବେ କହିନାହିଁ

ମୁହଁ ଖୋଲିଲେ ରାଜଧାନୀ ଭୁବନେଶ୍ୱରର ଚର୍ଚ୍ଚିତ ନାବାଳକ ବାବାଙ୍କ ବାପା।ଭିଡିଓ ବାର୍ତ୍ତା ଜାରି କରି ପଣ୍ଡିତ କାଶୀନାଥ ମିଶ୍ର କହିଛନ୍ତି, ୧୦ ବର୍ଷ ତଳେ ମୋ ପୁଅକୁ ୪ରୁ ୫ ବର୍ଷ ହୋଇଥିଲା। ସେତେବେଳେ ଜଣେ ବନ୍ଧୁଙ୍କ ଘରେ ଜନ୍ମଦିନ ପାଳନ ହୋଇଥିଲା। ସେଥିରେ ମୁଁ, ମୋ ସ୍ତ୍ରୀ ଓ ସମ୍ପର୍କୀୟ…

ଶ୍ରୀଜଗନ୍ନାଥଙ୍କ ଜମି ଜବରଦଖଲକାରୀଙ୍କ କବଳରେ: ଏବେ ଦିଆଯିବ ଏତଲା

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଥିବା ଜମି ବିକ୍ରି ହେଉଛି  । କିଏ ପ୍ଲଟ କରି ବିକୁଛି । କିଏ ସେମିତି ବିକିଦେଉଛି । ଅନେକ ଘର କରି ରହିଲେଣି । କିଏ ଚାଷ କରୁଛି । ତେବେ  ବେଆଇନ୍ ଭାବରେ ଜବରଦଖଲକାରୀ ବିରୋଧରେ ଏତଲା ଦିଆଯିବ ବୋଲି ସରକାର କହିଛନ୍ତି । ପୁରୀ ମାଟିତୋଟା ମୌଜାରେ ଥିବା…

ରାସ୍ତା ନିର୍ମାଣରେ ନୂଆ ନୀତି ଆସିବ,ବିନା ଅନୁମତିରେ ରାସ୍ତା ଖୋଳିଲେ ଜରିମାନା ଲାଗୁ  

ରାସ୍ତା ନିର୍ମାଣରେ ନୂଆ ନୀତି ଆସିବ। ଏନେଇ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ନୀତି ପ୍ରଣୟନ ପାଇଁ ଗୁରୁତ୍ୱ ଦିଆଯାଉଛି। ପୁରୁଣା ରାସ୍ତା ମରାମତି ପାଇଁ ଗଠନ କର୍ପସ ପାଣ୍ଠି ହେବ। ୨୦୨୯ ସୁଦ୍ଧା ଶହେ…

୬ ଦିନିଆ ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ

ବିଦେଶରୁ ଓଡ଼ିଶାକୁ ଆସିବ ନିବେଶ। ସିଙ୍ଗାପୁରରେ ଶିଳ୍ପ ଜଗତର ଶୀର୍ଷ ନେତୃତ୍ୱଙ୍କୁ ଭେଟି ଓଡ଼ିଶାକୁ ନିମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏ ନେଇ ସେ ୬ ଦିନିଆ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ପ୍ରତିନିଧି ମଣ୍ଡଳୀ ମଧ୍ୟ ରହିଛନ୍ତି। ସିଙ୍ଗାପୁର…

ଆଧୁନିକ ହେବ ରୌପ୍ୟ ନଗରୀ କଟକ ଓ ସମ୍ବଲପୁର , ଖର୍ଚ୍ଚ ହେବ 200 କୋଟି

ଆଧୁନିକ ହେବ ରୌପ୍ୟ ନଗରୀ କଟକ। ଐତିହାସିକ ବାଲିଯାତ୍ରାକୁ ଉଦଘାଟନ କରି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମହାନଦୀରେ ହେବ ଦୁଇଟି ରିଭର ଫ୍ରଣ୍ଟ  । କଟକ ଓ ସମ୍ବଲପୁରରେ ରିଭର ଫ୍ରଣ୍ଟ ହେବ । ଏହା ସାବରମତୀ ରିଭର ଫ୍ରଣ୍ଟ ଭଳି ହେବ । ଏଥିପାଇଁ ୨୦୦ କୋଟି ଟଙ୍କା ବ୍ୟୟବରାଦ…

ନବୀନ ପଟ୍ଟନାୟକ ସେତେବେଳେ କେବଳ ଆଇନ ତା’ବାଟରେ ଯିବ ବୋଲି କହି ଚୁପ୍ ବସୁଥିଲେ

ବରିଷ୍ଠ ନେତା ତଥା ବିଧାୟକ ଜୟନାରାୟଣ ମିଶ୍ରଙ୍କ ଉପରେ ମାନ୍ୟବର ସୁପ୍ରିମକୋର୍ଟ କ’ଣ ରାୟ ଦେଇଛନ୍ତି, ଆଗକୁ ଏନେଇ ଆଇନ ଅନୁଯାୟୀ କ’ଣ କରାଯିବ, ସେନେଇ ରାଜ୍ୟ ସରକାର ଠିକ୍ ସମୟରେ ଠିକ୍ ପଦକ୍ଷେପ ନେବେ । ସେପର୍ଯ୍ୟନ୍ତ ବିଧାୟକ ପ୍ରତାପ ଦେବ ଧୈର୍ଯ୍ୟ ରଖନ୍ତୁ । ଆଇନ୍ ତା’ବାଟରେ ଯିବ । ଏଥିରେ…

ଐତିହାସିକ ବାଲିଯାତ୍ରା ଉଦଘାଟିତ

କଟକରେ ଐତିହାସିକ ବାଲିଯାତ୍ରା ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନୌକା ବିହାର କରିବା ପରେ ବାଲିଯାତ୍ରାକୁ ବିଧିବଦ୍ଧ ଭାବରେ ଉଦଘାଟନ କରିଛନ୍ତି । ଆକାଶ ମାର୍ଗରୁ ବାଲିଯାତ୍ରା ପଡ଼ିଆରେ ଆଲୋକମାଳା ବିଛାଇ ହୋଇ ରହିଥିବା ମନେ ହେଉଛି । ଏହାସହିତ  ସମସ୍ତ ଷ୍ଟଲ ବି ଆରମ୍ଭ…

ଶିମିଳିପାଳକୁ ଆସିଲା ଦ୍ଵିତୀୟ ବାଘୁଣୀ

ଶିମିଳିପାଳକୁ ବୁଲିବାକୁ ଭାବିଛନ୍ତି କି? ତେବେ ଡେରି କାହିଁକି ଏବେ ଶୀତ ଟିକେ ଆସିଲାଣି । ବୁଲିଆସନ୍ତୁ ଶିମିଳିପାଳ । ଏବେ ଯଦି ଯିବେ ତେବେ ଦେଖିବାକୁ ପାଇବେ ଦ୍ଵିତୀୟ ବାଘୁଣୀ। ପ୍ରଥମ ବାଘୁଣୀ ଯମୁନାକୁ ଶିମିଳିପାଳ ଅଭୟାରଣ୍ୟରେ ମୁକ୍ତ ଭାବେ ଛଡାଯିବା ପରେ  ମହାରାଷ୍ଟ୍ର ତାଡ଼ବା ଅନ୍ଧାରୀ…

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା , ଆ- କା- ମା – ବୈ

ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ସକାଳୁ ସକାଳୁ ଡଙ୍ଗାଭସାଇଛନ୍ତି ଓଡ଼ିଶାବାସୀ ।  ବଡ଼ି ଭୋରରୁ ଏଥିପାଇଁ ଚଳଚଂଚଳ ହୋଇଉଠିଛି ସାରା ଓଡ଼ିଶା । ଭୋରରୁ ହଜାର  ହଜାର ଶ୍ରଦ୍ଧାଳୁ ଡଙ୍ଗା ଭସାଉଥିବା ଦେଖିବାକୁ ମିଳିଛି । ପୁରୀ ବେଳାଭୂମି, ମହାନଦୀ, କାଠଯୋଡି, ଭୁବନେଶ୍ୱର…