Browsing Category

Odisha

All about all odisha state news updates

ଆଜି ଜାତୀୟ ୭୬ତମ ଏନସିସି ଦିବସ

ଆଜି ଜାତୀୟ ୭୬ତମ ଏନସିସି ଦିବସ | ଜାତୀୟ ଏନସିସି  ଦିବସ ସାରା ଭାରତରେ ପାଳିତ ହେଉଛି | ଓଡିଶା ଏନସିସି ନିର୍ଦଶାଳୟ ପକ୍ଷରୁ ଆଜି କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରେ ଏନସିସି ଦିବସ ବହୁ ଆଡମ୍ବରରେ ପାଳିତ ହେଉଛି  । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏନସିସି କ୍ୟାଡେଟମାନଙ୍କ…

ଆସିଲା ରତ୍ନ ଭଣ୍ଡାର ଜିପିଆର୍‌ ସର୍ଭେ ରିପୋର୍ଟ

ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହେଲା ରତ୍ନ ଭଣ୍ଡାର ଜିପିଆର୍‌/ ଜିପିଏସ୍‌ ସର୍ଭେ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହେବାପରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । 45 ପୃଷା ସମ୍ବଳିତ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି ।  …

ସୁଭଦ୍ରା ଯୋଜନାରେ ବାଦ୍‌ ପଡ଼ିଥିବା ୨୫% ମହିଳାଙ୍କୁ ଆଜି ମିଳିବ ଟଙ୍କା

ସୁଭଦ୍ରା ଯୋଜନାରେ ବାଦ୍‌ ପଡ଼ିଥିବା ୨୫% ମହିଳାଙ୍କୁ ରବିବାର ଟଙ୍କା ମିଳିବ। ନଭେମ୍ବର ୨୪ରେ ‘ସୁଭଦ୍ରା’ର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଭିନ୍ନ କାରଣରୁ ‘ସୁଭଦ୍ରା’ରୁ ବାଦ୍‌ ପଡ଼ିଥିବା ୨…

ଆଜି ଆସିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା

ଆଜି ଆସିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା । ସୁନ୍ଦରଗଡ଼ରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଇବେ । ଏଥିପାଇଁ ସୁନ୍ଦରଗଡ଼ରେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ତେବେ ଆବେଦନ କରି ବିଭିନ୍ନ କାରଣରୁ ବାଦ…

ଆଇଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି ସରକାର

ରାଜ୍ୟ ସରକାର ଆଇଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ୧୨ଜଣ ଆଇଏଏସ୍‌ ଅଫିସରଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଥିବା ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ତଦନୁସାରେ ୧୯୯୫ ବ୍ୟାଚ୍‌ ଆଇଏଏସ୍‌ ଅଫିସର ଚିତ୍ରା ଅରୁମୁଗମଙ୍କୁ ଶ୍ରମ ଓ ଇଏସ୍‌ଆଇ…

ଜାନୁଆରିରେ ଆସୁଛି ବର୍ଷାଙ୍କ “WIFE”

ସୁରକ୍ଷା-ସମ୍ମାନ-ସଂସ୍କୃତି ଆଉ ସହନଶୀଳତା । ଏଇ 4 ଫଣ୍ଡାକୁ ନେଇ ବର୍ଷା ଆସୁଛନ୍ତି ୱାଇଫ୍ ହୋଇ । ପୁଣି ଥରେ ବର୍ଷାଙ୍କ ଫିଲ୍ମର ଗୀତ ମାର୍କେଟରେ ଧୂମ୍ ମଚାଇବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଜାନୁଆରୀ ମାସରେ ଫିଲ୍ମ ରିଲିଜ୍ ନେଇ ନିଜେ ଘୋଷଣା କରିଛନ୍ତି ବର୍ଷା। ଫିଲ୍ମର କାହାଣୀକୁ…

ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ରପାତ୍ର ମିଲରଙ୍କୁ ଦେଲେ କଡ଼ା ଚେତାବନୀ

ଧାନ କିଣା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ରପାତ୍ରଙ୍କ କଡ଼ା ଚେତାବନୀ। ମନ୍ତ୍ରୀ କହିଛନ୍ତି, ମଣ୍ଡି ବ୍ୟତୀତ ବାହାରୁ ଧାନ କିଣିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବାହାରୁ ଧାନ କିଣୁଥିବା ମିଲରଙ୍କ ମିଲ୍‌କୁ ସିଲ୍‌ କରାଯିବ। ଏହା ସହ ମିଲ୍‌କୁ କଳା ତାଲିକାଭୁକ୍ତ କରାଯିବ। ନୂଆପଡ଼ାରେ ଏହି…

ଆସନ୍ତାକାଲି ମିଳିବ ସୁଭଦ୍ରା ଟଙ୍କା

ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର । ଆସନ୍ତାକାଲି ମିଳିବ ସୁଭଦ୍ରା ଟଙ୍କା । ଆସନ୍ତାକାଲି ସାମିଲ ହେବେ ବାଦ ପଡ଼ିଥିବା ଆବେଦନକାରୀ । ତେବେ ବାଦ ପଡ଼ିଥିବା ୨ ଲକ୍ଷ ୬୭ ହଜାର ଆବେଦନକୁ ଆଉ ଥରେ ଯାଞ୍ଚ ପରେ ଏନେଇ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ…

ବବି ଦାସଙ୍କ ଭାଇ ନାଁରେ ଥାନାରେ ରୁଜୁ ହୋଇଛି 4ଟି ମାମଲା

ଲଲଙ୍କ ନାଁରେ ଥାନାରେ ରୁଜୁ ହୋଇଛି 4ଟି ମାମଲା । ନଭେମ୍ବର ୨୦ରେ ହୋଇଥିବା ଆକ୍ରମଣ ପାଇଁ ପୁଣି ସିଧାସଳଖ ବବି ଦାସଙ୍କୁ ଦାୟୀ କରିଥିଲେ ବିଧାୟକ ହିମାଂଶୁ ସାହୁ । ଆକ୍ରମଣ ବୃତ୍ତାନ୍ତ ଦୋହରାଇ କହିଥିଲେ ଆକ୍ରମଣ ବେଳେ ବିଜେଡି ଯୁବ ସଭାପତି ଓ କିଛି ଲୋକ ମୋତେ ମାରିବାକୁ ଧମକ ଦେଇଥିଲେ ।…

ଧନୁଯାତ୍ରାରେ ପ୍ରବେଶ କଲେ ନୂତନ କଂସ

ଚଳିତ ବର୍ଷ ହେବାକୁ ଥିବା ଧନୁଯାତ୍ରାରେ  ଅନ୍ୟ ଜଣେ କଳାକାର କଂସ ଭୂମିକାରେ ଅଭିନୟ କରିବେ । ହୃଷିକେଶଙ୍କୁ ହଟାଯିବାକୁ ନେଇ କଳାକାର ସମନ୍ବୟ କମିଟିରେ ନିଷ୍ପତି ନିଆଯାଇଛି । ଗତ 2022ରେ 3 ବର୍ଷ ପାଇଁ ହୃଷିକେଶ ଭୋଇଙ୍କୁ କଂସ ଭୂମିକା ପାଇଁ ଚୟନ କରାଯାଇଥିଲା । ନିୟମ ଅନୁସାରେ ତିନି…