Trending
- ଫୁଲବାଣୀ ପୋଲିସ ରିଜର୍ଭ ପଡ଼ିଆରେ ୧୦ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ
- ଜିତିଲା ମୃତ୍ୟୁ,ହରିଶ ରାଣାଙ୍କୁ ‘ଇଚ୍ଛାମୃତ୍ୟୁ’ ପାଇଁ ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ
- ନନ୍ଦନକାନନ ପାଇଁ ଖୁସି ଖବର,୫ ପ୍ରଜାତିର ୧୧ ଜୀବଜନ୍ତୁ ଆସିଛନ୍ତି ,ଦେଖିବାକୁ ଲାଗିବ ପର୍ଯ୍ୟଟଙ୍କ ଭିଡ଼
- ରାଜଧାନୀରେ ଗର୍ଜିଲେ ଆଉଟସୋର୍ସିଂ କର୍ମଚାରୀ
- ଇସ୍ତଫା ଦେଲେ ଇଣ୍ଡିଗୋ ଏୟାର ଲାଇନ୍ସର ସିଇଓ
- ରାଜ୍ୟରେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ ଉପଲବ୍ଧ ରହିଛି ,ଚିନ୍ତିତ ନ ହେବାକୁ ପରାମର୍ଶ- ଓଡ଼ିଶା ସରକାର
- ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା
- ଯୁଦ୍ଧ ଯୋଗୁଁ ଏଲ୍ପିଜି ସିଲିଣ୍ଡରର ଅଭାବ, ସ୍ଥିତି ନସୁଧୁରିଲେ, ୨ ଦିନ ଭିତରେ ବଡ଼ ବଡ଼ ସହରରେ ବନ୍ଦ ରହିବ ରେଷ୍ଟୁରାଣ୍ଟ
- ଷ୍ଟ୍ରେଟ୍ ଅଫ୍ ହରମୁଜ ଦେଇ ଗୋଟିଏ ଲିଟର ବି ତେଲ କେହି ନେଇପାରିବେ ନାହିଁ – ଇରାନ
- ଓଡ଼ିଶାର 9 ଟି ଷ୍ଟେସନ ଦେଇ ଚାଲିବ ଏକ ନୂତନ ଅମୃତ ଭାରତ ଟ୍ରେନ୍
Browsing Category
Odisha
All about all odisha state news updates
ଆସନ୍ତାକାଲିଠୁ ବିଧାନସଭାର ବଜେଟ୍ ଅଧିବେଶନ
ଆସନ୍ତାକାଲିଠୁ ବିଧାନସଭାର ବଜେଟ୍ ଅଧିବେଶନ । ଫେବୃଆରୀ ୧୩ରୁ ୨୧ ପର୍ଯ୍ୟନ୍ତ ପ୍ରଥମ ଏବଂ ମାର୍ଚ୍ଚ ୭ରୁ ଏପ୍ରିଲ ୫ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ । ଫେବୃଆରୀ ୧୭ରେ ଅର୍ଥମନ୍ତ୍ରୀ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ…
ଶ୍ରୀମନ୍ଦିରରେ ହେବ ଭିଡ଼ ନିୟନ୍ତ୍ରଣ କରିବା AI
ଶ୍ରୀମନ୍ଦିରରେ ଖୁବ୍ ଶୀଘ୍ର AI ମାଧ୍ୟମରେ କରାଯିବ ଭିଡ଼ ନିୟନ୍ତ୍ରଣ । ଚଳିତ ସପ୍ତାହରୁ ଶ୍ରୀମନ୍ଦିରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI ପାଇଁ ଓପନ ହେବ ଫାଇନାନ୍ସିଆଲ୍ ବିଡିଂ। ଟେକ୍ନିକାଲ ଆସେସମେଣ୍ଟ, ଫାଇନାଲ ପ୍ରେଜେଣ୍ଟେସନ୍ ସରିଛି । ପ୍ରୁଫ ଅଫ୍ କନ୍ସେପ୍ଟ ଓ UI FLOAT ଶେଷ…
ଆସନ୍ତା ମହଶିବରାତ୍ରି ରାତି ୧୦ରେ ଉଠିବ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ
ଆସନ୍ତା ୨୬ତାରିଖରେ ମହାଶିବରାତ୍ରି ତଥା ଜାଗର ଯାତ୍ରା। ରାଜ୍ୟର ପ୍ରମୁଖ ଶୈବପୀଠଗୁଡ଼ିକ ମଧ୍ୟରୁ ଶ୍ରୀଲିଙ୍ଗରାଜ ମନ୍ଦିର ଅନ୍ୟତମ। ଏଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମହାସମାରୋହରେ ଜାଗର ଯାତ୍ରା ପାଳନ କରାଯିବ। ଏହି ଜାଗର ଯାତ୍ରାକୁ ଶୃଙ୍ଖଳିତଭାବେ ପରିଚାଳନା ପାଇଁ ମଙ୍ଗଳବାର…
ଭକ୍ତ ଚରଣ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ର ସଭାପତି
ଓଡ଼ିଶା ରାଜନୀତିର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ସଭାପତିଙ୍କ ଅନୁମୋଦନ ପରେ ସାଧାରଣ ସଂପାଦକ କେସି ବେଣୁଗୋପାଳ ମଙ୍ଗଳବାର…
ଦୁଇ ବନ୍ଧୁଙ୍କ ଛୋଟିଆ ପ୍ରୟାସ ଗଢିପରେ ଅନେକ ପିଲାଙ୍କ ଭବିଷ୍ୟତ
ନିରାକରପୁରର ଜଣେ ସଫଳ ଯୁବନେତା ଓ ତାଙ୍କ ବନ୍ଧୁଙ୍କ ଛୋଟିଆ ପ୍ରୟାସ ଗଢିପରେ ଅନେକ ପିଲାଙ୍କ ଭବିଷ୍ୟତ |ନିଜ ଅଞ୍ଚଳ ଯୁବପିଢିଙ୍କ ପାଇଁ କିଛି କରିବାର ଇଚ୍ଛା ଓ ଆଶା ଆଜି ପୂରଣ ହୋଇଛି | ଯୁବନେତା ଦୁର୍ଗାପ୍ରସାଦ ନାଥଶର୍ମା ଓ ତାଙ୍କ ବନ୍ଧୁ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ପ୍ରୟାସ ରେ ନିରାକରପୁର…
ବାରବାଟୀରେ ବିଜୁଳି ବିଭ୍ରାଟ ପାଇଁ ଓସିଏକୁ କାରଣ ଦର୍ଶାଅ ନୋଟିସ ମାଗିଲେ ରାଜ୍ୟ ସରକାର
ବାରବାଟୀ ଫ୍ଲଡ୍ ଲାଇଟ୍ ବିଭ୍ରାଟ ନେଇ ସୋ କଜ୍ ନୋଟିସ୍ । ଓସିଏକୁ କାରଣ ଦର୍ଶାଅ ନୋଟିସ ମାଗିଲେ ରାଜ୍ୟ ସରକାର। କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ନୋଟିସ ଜାରି ହୋଇଛି ନୋଟିସ। କାହିଁକି ଫ୍ଲଡ୍ ଲାଇଟ୍ ବିଭ୍ରାଟ ହେଲା, ୧୦ ଦିନ ଭିତରେ ଜଣାଇବାକୁ ନୋଟିସ ଜାରି ହୋଇଛି । ଏହି ତ୍ରୁଟି…
ବରଗଡ଼ରୁ ଅଯୋଧ୍ୟାକୁ ଗଡିଲା ବସ୍
ବରଗଡ଼ରୁ ଅଯୋଧ୍ୟାକୁ ଏଣିକି ସରକାରୀ ଯାତ୍ରୀବାହୀ ବସ୍ ସେବା ମିଳିବ। ଆଜି ଏହାର ଶୁଭାରମ୍ଭ ହୋଇଛି | ଆଜି ସକାଳ ୭ଟା ୩୦ମିନିଟ୍ରେ ଏହାର ଶୁଭାରମ୍ଭ କରାଯାଇଛି। ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଏହାର ଶୁଭାରମ୍ଭ କରିଛନ୍ତି। ବରଗଡ଼ରୁ ଏହି ବସ୍ ବାହାରି ସମ୍ବଲପୁର, ଝାରସୁଗୁଡ଼ା,…
ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷା
ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରାହତକର ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ରାହତକର ଓଡ଼ିଶା ରାଜ୍ୟ ମହିଳା ଆୟୋଗର ପ୍ରତିଷ୍ଠା ଦିବସରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହ ମାନବ ଚାଲାଣର ନିରାକରଣ, ଯୌନ ଉତ୍ପୀଡ଼ନ ବିରୋଧ ଆଇନ (ପୋସ୍ ଆକ୍ଟ) ଓ…
ଆସନ୍ତା ମେ’ ୪ରେ ହେବ ନିଟ୍-ୟୁଜି ପ୍ରବେଶିକା ପରୀକ୍ଷା
ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍-ୟୁଜି ଆସନ୍ତା ମେ’ ୪ରେ ଅନୁଷ୍ଠିତ ହେବ। ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ତିନି ଘଣ୍ଟା ଧରି ପରୀକ୍ଷା ଚାଲିବ। ଏନେଇ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଘୋଷଣା କରାଯାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଗତ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବାବେଳେ ଏହା…
କିଛି ଦିନର ପରେ ପୁଣି ଫେରିଛି ଶୀତ
ରାଜ୍ୟରେ ହଠାତ ବଢ଼ିଥିଲା ତାତି । ଉପରମୁହାଁ ହୋଇଥିଲା ପାରଦ। ଟାଇଁଟାଇଁ ଖରାରେ ସିଝିଥିଲା ଓଡ଼ିଶା । କିଛି ଦିନର ଅନ୍ତରରେ ପୁଣି ଫେରିଛି ଶୀତ । ୩ ରୁ ୪ ଡିଗ୍ରୀ ଖସିଛି ପାରଦ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ରୁ ୪ ଡ଼ିଗ୍ରୀ ହ୍ରାସ ପାଇଛି ତାପମାତ୍ରା । ପୂର୍ବ ଉପକୂଳ ଓ ଉତ୍ତର ଆଭ୍ୟନ୍ତର…