Trending
- ଆତ୍ମସମର୍ପଣ କଲେ ୧୨୪ଜଣ ମାଓବାଦୀ
- କୋଲାବ ଜଳଭଣ୍ଡାରରେ ଗାଧୋଇବାକୁ ଯାଇ ବୁଡ଼ିଗଲେ ତିନି ଛାତ୍ର
- ୧୩ ବର୍ଷରୁ କମ୍ ବୟଷ୍କ ପିଲାଙ୍କ ଲାଗି ସୋସିଆଲ ମିଡିଆ ନିଷିଦ୍ଧ ନେଇ ଘୋଷଣା
- ମମତା ବାନାର୍ଜୀ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ନବୀନ ପଟ୍ଟନାୟକଙ୍କ ଉପରେ ଟିପ୍ପଣୀ ଦେଇ କେହି ବଡ଼ ହୋଇଯିବେନି-ବିଜେଡି ମୁଖପାତ୍ର ଲେନିନ ମହାନ୍ତି
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
Browsing Category
Sports
All sports related news will be uploaded
ଫର୍ମକୁ ଫେରିଲେ ଗିଲ୍
ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ବିସ୍ଫୋରକ ଶତକ ହାସଲ କରି ଦଳରେ ନିଜ ସ୍ଥାନକୁ ସୁରକ୍ଷିତ ରଖିବାର ଆଶା ଉଜ୍ଜୀବିତ ରଖିଛନ୍ତି ଷ୍ଟାର ବ୍ୟାଟର । ତୃତୀୟ ଦିନରେ ଭାରତ ଲଗାତାର ୱିକେଟ ହରାଇବା ବେଳେ ଶୁଭମନ ଗୋଟିଏ ପକ୍ଷରେ ରହି ଏକ ଦମଦାର ଶତକ ହାସଲ କରିଛନ୍ତି । ଏହାସହ ନିଜ କ୍ୟାରିୟର…
ସେମିଫାଇନାଲରେ ଟିମ୍ ଇଣ୍ଡିଆ
ଆଇସିସି ୟୁ-୧୯ ବିଶ୍ୱକପରେ ଭାରତ ଜବରଦସ୍ତ ପ୍ରଦର୍ଶନ କରିଛି । ନେପାଳକୁ ୧୩୨ ରନର ଏକ ବଡ଼ ବ୍ୟବଧାନରେ ପରାସ୍ତ କରି ଭାରତ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଛି । ଆସନ୍ତା ୬ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ସେମି ମୁକାବିଲା ହେବ । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ…
ଦ୍ୱିତୀୟ ଟେଷ୍ଟ ପୂର୍ବରୁ ବଦଳିଗଲା ଷ୍ଟାର ବୋଲର
ଦ୍ୱିତୀୟ ଟେଷ୍ଟ ପାଇଁ କଡ଼ା ରଣନୀତି କରୁଛନ୍ତି ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା । ସେପଟେ ଇଂଲଣ୍ଡ ପ୍ରଥମ ମ୍ୟାଚରେ ବିଜୟ ପରେ ଦୃଢ ଆତ୍ମବିଶ୍ୱାସର ଦ୍ୱିତୀୟ ଟେଷ୍ଟ ପାଇଁ ପ୍ରସ୍ତୁତି କରିସାରିଛି । ଏହାମଧ୍ୟରେ ଦ୍ୱିତୀୟ ଟେଷ୍ଟ ପାଇଁ ଦଳ ଘୋଷଣା କରିଛନ୍ତି ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ…
ଏସିଆନ୍ କ୍ରିକେଟ କାଉନସିଲର ଅଧ୍ୟକ୍ଷ ଭାବେ ଶାହଙ୍କ କାର୍ଯ୍ୟକାଳ ୧ ବର୍ଷ ବଢ଼ିଲା
ଏସିଆନ କ୍ରିକେଟ କାଉନସିଲ (ଏସିସି)ର ଅଧ୍ୟକ୍ଷ ଭାବେ ଜୟଙ୍କ କାର୍ଯ୍ୟକାଳ ଏକ ବର୍ଷ ବୃଦ୍ଧି କରାଯାଇଛି । ଆଜି ଅନୁଷ୍ଠିତ ହୋଇଥିବା ଏସିସିର ବାର୍ଷିକ ସାଧାରଣ ବୈଠକ (ଏଜିଏମ)ରେ ଶାହଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି ଉପରେ ସର୍ବସମ୍ମତି କ୍ରମେ ମଞ୍ଜୁରୀ ମିଳିଛି ।ଏସିସିର ଅଧ୍ୟକ୍ଷ ଭାବେ…
୧୯ ବର୍ଷରୁ କମ୍ ଦିନିକିଆ ବିଶ୍ବକପ୍ରେ ବିଜୟ ଧାରା ଜାରି
ବ୍ଳୋଏମ୍ଫଣ୍ଟେନ: ସୁପର-୬ରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଗ୍ରୁପ୍ ପର୍ଯ୍ୟାୟରେ ଅପରାଜେୟ ସହ ଶୀର୍ଷ ସ୍ଥାନରେ ଏହି ପର୍ଯ୍ୟାୟରେ ପହଞ୍ଚିଥିଲା ଭାରତ। ମଙ୍ଗଳବାର ସୁପର୍-୬ ପ୍ରଥମ ମ୍ୟାଚ୍ରେ ଭାରତ ୨୧୪ ରନ୍ର ବଡ଼ ବ୍ୟବଧାନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ନ୍ୟୁଜିଲାଣ୍ଡ୍…
ଟିମ ଇଣ୍ଡିଆକୁ ଆହୁରି ଏକ ବଡ଼ ଝଟକା!
ପରାଜୟ ପରେ ଟିମ ଇଣ୍ଡିଆକୁ ଆହୁରି ଏକ ବଡ଼ ଝଟକା ଲାଗିଛି । ଆହତ ସମସ୍ୟା ଯୋଗୁଁ ଷ୍ଟାର ପ୍ଲେୟର କେ.ଏଲ ରାହୁଲ ଏବଂ ରବିନ୍ଦ୍ର ଜାଡେଜା ଆଗାମୀ ସିରିଜରୁ ବାଦ୍ ପଡ଼ିଛନ୍ତି । ଏହି ୨ ଖେଳାଳିଙ୍କ ସ୍ଥାନରେ ଭାରତ ୱାଶିଂଟନ୍ ସୁନ୍ଦର ଏବଂ ସରଫରାଜ ଖାନଙ୍କ ସହ ସୌରଭ କୁମାରଙ୍କୁ ଦଳରେ ସାମିଲ କରିଛି ।…
ଦ୍ୱିତୀୟ ଟେଷ୍ଟ ଖେଳି ନ ପାରନ୍ତି ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା
ବୃଆରୀ ୨ରୁ ବିଶାଖାପଟନମରେ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଖେଳି ନ ପାରନ୍ତି ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ୪ର୍ଥ ଦିନରେ ଜାଡେଜା ଆହତ ହୋଇଥିଲେ। ମାଂସପେଶୀରେ ସମସ୍ୟା ଯୋଗୁ ଜାଡେଜାଙ୍କୁ ରନଆଉଟ ମଧ୍ୟ ହେବାକୁ ପଡ଼ିଥିଲା। ଉକ୍ତ…
ତଳକୁ ଖସୁଛି ଭାରତୀୟ କ୍ରିକେଟ୍
ଭାରତୀୟ କ୍ରିକେଟ୍ ଦଳ ଘରୋଇ ମାଟିରେ ଦିନିକିଆ ବିଶ୍ବକପ୍ର ଆୟୋଜକ ଭାବେ ପ୍ରତିଯୋଗିତା ସାରା ପ୍ରାଧାନ୍ୟ ବିସ୍ତାର କରି ଫାଇନାଲ୍କୁ ଯାଇଥିଲା। କିନ୍ତୁ ବିଶ୍ବକପ୍ ବିଜୟ ହାତ ପାହାନ୍ତାରୁ ଖସିଯାଇଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ୍ରେ ଅତି ସାଧାରଣ ଖେଳ ଦେଖାଇ ରୋହିତ ଶର୍ମାଙ୍କ ଦଳ…
ଇଂଲଣ୍ଡଠାରୁ ହାରିଲା ଭାରତ
ହାଇଦ୍ରାବାଦ୍: ହାଇଦ୍ରାବାଦ ଟେଷ୍ଟରେ ଇଂଲଣ୍ଡଠାରୁ ଭାରତ ହାରିଯାଇଛି। ଇଂଲଣ୍ଡଠାରୁ ଭାରତ ୨୮ ରନରେ ପରାସ୍ତ ହୋଇଛି। ଭାରତର ସ୍କୋର ୪୩୬, ୨୦୨ ରହିଥିବାବେଳେ ଇଂଲଣ୍ଡ ସ୍କୋର ୨୪୬, ୪୨୦ ରହିଛି।ଇଂଲଣ୍ଡ ଦୁଇଟି ପାଳିରେ ଯଥାକ୍ରମେ ୨୪୬ ଓ ୪୨୦ ରନ୍ ସଂଗ୍ରହ କରିଥିଲା। ସେହିପରି ଭାରତ ପ୍ରଥମ…
ଚେସ୍ ତାରକା ପଦ୍ମିନୀ ରାଉତ ବିବାହ ବନ୍ଧନରେ ବାନ୍ଧି ହେଲେ
ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ଇଣ୍ଟର ନ୍ୟାସନାଲ ଚେସ ମାଷ୍ଟର ଭୁବନେଶ୍ୱରରେ ହିନ୍ଦୁ ବୈଦିକ ରୀତିନୀତିରେ ବିବାହ କରିଛନ୍ତି । ପରିବାର, ସମ୍ପର୍କୀୟ, ବନ୍ଧୁବାନ୍ଧବଙ୍କ ସହ ପ୍ରତିଷ୍ଠିତ ଚେସ ଖେଳାଳିମାନେ ତାଙ୍କ ବିବାହ ବେଳେ ଉପସ୍ଥିତ…