Trending
- ଆଜି ଠୁ ଭକ୍ତ ନିବାସରେ ଲାଗୁ ହେବ ହେବ ନୂଆ ପାର୍କିଂ ଫି
- ଦାବି ପୂରଣ ନ ହେଲେ ୨୪ ରେ ରୁ ଗଡ଼ିବନି ଘରୋଇ ବସ
- ସରକାରଙ୍କ ଅନୁମତି ପରେ ଗଣତି ମଣତି ହେବ – ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ
- ହାୱଡ଼ାରୁ ଗୌହାଟୀ ଗଡ଼ିଲା ଦେଶର ପ୍ରଥମ ସ୍ଲିପର ବନ୍ଦେ ଭାରତ ଟ୍ରେନ୍
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
Browsing Category
Sports
All sports related news will be uploaded
ବିଦାୟ ନେଲେ ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜକୁ ନେଇ ବର୍ତ୍ତମାନ ବ୍ୟସ୍ତ ରହିଛି ଟିମ ଇଣ୍ଡିଆ । ଏହାଭିତରେ ଭାରତୀୟ ଦଳର ଜଣେ ଷ୍ଟାର ଖେଳାଳି କ୍ରିକେଟର ସବୁ ଫର୍ମାଟରୁ ଅଚାନକ ଭାବରେ ଅବସର ଘୋଷଣା କରିଛନ୍ତି । ଟିମ ଇଣ୍ଡିଆରୁ କିଛି ଦିନ ଦୂରେଇ ରହିବା ପରେ ବର୍ତ୍ତମାନ କ୍ରିକେଟରୁ ବିଦାୟ ନେଇଛନ୍ତି ବେଙ୍ଗଲ…
ଯଶସ୍ବୀ ଜୟସ୍ବାଲଙ୍କ ଶତକ :ଭାରତର ରାଜକୋଟ ଟେଷ୍ଟ୍ରେ ସ୍ଥିତି ଦୃଢ଼
ଯଶସ୍ବୀ ଜୟସ୍ବାଲଙ୍କ ଶତକ ସହିତ ଭାରତ ଚଳିତ ରାଜକୋଟ ଟେଷ୍ଟ୍ରେ ସ୍ଥିତି ଦୃଢ଼ କରି ନେଇଛି। ତୃତୀୟ ଦିନ ଶେଷ ସୁଦ୍ଧା ଭାରତ (୧୯୬/୨) ହାତରେ ୮ ୱିକେଟ୍ ଥାଇ ୩୨୨ ରନ୍ର ଅଗ୍ରଣୀ ନେଇ ସାରିଛି। ପରିବାରରେ ଜରୁରୀ ସ୍ବାସ୍ଥ୍ୟ ପରିସ୍ଥିତି କାରଣରୁ ଆର୍ ଅଶ୍ବିନ୍ ଏହି ଟେଷ୍ଟ୍ରୁ ଓହରିଯାଇଥିବା…
ଇଂଲଣ୍ଡର ସ୍କୋର ୨୦୭/୨, ଭାରତ ଠାରୁ ୨୩୮ ରନ୍ ପଛରେ
ରାଜକୋଟ: ଗୁଜରାଟର ରାଜକୋଟସ୍ଥିତ ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସ୍ ଷ୍ଟାଡିୟମ୍ରେ ଖେଳାଯାଉଥିବା ୩ୟ ଟେଷ୍ଟର ଦ୍ବିତୀୟ ଦିନ ଶୁକ୍ରବାର ଖେଳ ଶେଷସୁଦ୍ଧା ଇଂଲଣ୍ଡ ୨ ୱିକେଟ ହରାଇ ୨୦୭ ରନ୍ ସଂଗ୍ରହ କରିଛି। ଫଳରେ ଅତିଥି ଟିମ୍ ଘରୋଇ ଟିମ୍ ଠାରୁ ୨୩୮ ରନ୍ ପଛରେ ରହିଛି। ଇଂଲଣ୍ଡର ପାଳି…
ଅଷ୍ଟ୍ରେଲିଆଠୁ ହାରିଲା ଭାରତ
ଏଫ୍ଆଇଏଚ୍ ପୁରୁଷ ପ୍ରୋ ଲିଗ୍ ହକିରେ ଅଷ୍ଟ୍ରେଲିଆ ୬-୪ ଗୋଲ୍ରେ ଭାରତକୁ ପରାସ୍ତ କରି ହ୍ୟାଟ୍ରିକ୍ ବିଜୟ ପାଇଛି। ପ୍ରଥମ ଦୁଇ କ୍ବାର୍ଟରରେ ଭାରତ ଆଧିପତ୍ୟ (୪-୨)ବିସ୍ତାର କରିଥିଲା ବେଳେ ଶେଷ ଦୁଇ କ୍ବାର୍ଟର ଅଷ୍ଟ୍ରେଲିଆ (୪-୦) ମ୍ୟାଚ୍ ଛଡ଼ାଇ ଆଣିଥିଲା। ଭୁବନେଶ୍ବର ଚରଣରେ ଭାରତ…
ରୋହିତ ୧୩୧ ରନ କରି ଆଉଟ :ପ୍ରଥମ ଦିନରେ ଭାରତ ୩୨୬/୫
ରାଜକୋଟରେ ଖେଳାଯାଉଥିବା ୩ୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷସୁଦ୍ଧା ଭାରତ ୫ ଓ୍ବିକେଟରେ ୩୨୬ ରନ କରି ନିଜର ସ୍ଥିତି ସୁଦୃଢ କରିଛି । ପ୍ରଥମ ଦିନରେ ଭାରତ ପକ୍ଷରୁ ଦୁଇଟି ଆକର୍ଷଣୀୟ ଶତକ-ରୋହିତ ଶର୍ମା ଓ ରବୀନ୍ଦ୍ର ଜାଦେଜାଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି । ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ…
ଆଜି ଭାରତ ଇଂଲଣ୍ଡର ତୃତୀୟ ଟେଷ୍ଟ
ଆଜିଠୁ ଭାରତ ଇଂଲଣ୍ଡ ମଧ୍ଯରେ ତୃତୀୟ ଟେଷ୍ଟ । ରାଜକୋଟରେ ସକାଳ ୯ଟା ୩୦ରୁ ଆରମ୍ଭ ହେବ ମ୍ଯାଚ୍ । ସିରିଜରେ ଉଭୟ ଗୋଟିଏ ଲେଖାଏଁ ମ୍ଯାଚ ଜିତି ୧-୧ରେ ବରାବର ରହିଛନ୍ତି । ୫ ଟିକିଆ ସିରିଜରେ ଆଜିର ମ୍ଯାଚ ଜିତି ଅଗ୍ରଣୀ ରହିବାକୁ ଉଭୟ ଦଳ ଲକ୍ଷ ରଖିଛନ୍ତି । ଏଥିପାଇଁ ଭାରତ ସ୍ବତନ୍ତ୍ର ରଣନୀତି…
ବିଶ୍ୱର ନମ୍ବର-୧ ଅଲରାଉଣ୍ଡର
ଦିନିକିଆ ଅଲରାଉଣ୍ଡର ର଼୍ୟାଙ୍କିଙ୍ଗ୍ରେ ଆଫଗାନିସ୍ତାନର ଖେଳାଳି ମହମ୍ମଦ ନବି ଶୀର୍ଷରେ ପହଞ୍ଚିଛନ୍ତି। ନିକଟରେ ଆଇସିସି ର଼୍ୟାଙ୍କିଙ୍ଗ ପ୍ରକାଶ କରିଛି। ଏଥିରେ ନବି ୧ ନମ୍ବରରେ ପହଞ୍ଚିଛନ୍ତି। ଏହାପୂର୍ବରୁ ଦିନିକିଆ ଅଲରାଉଣ୍ଡର ର଼୍ୟାଙ୍କିଙ୍ଗରେ ବାଂଲାଦେଶର ଶାକିବ ଅଲ ହାସନ ଦଖଲ…
ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଦତ୍ତାଜିରାବ ଗାଏକୱାଡଙ୍କ ପରଲୋକ
ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଦତ୍ତାଜିରାବ ଗାଏକୱାଡଙ୍କ ପରଲୋକ ହୋଇଛି। ମଙ୍ଗଳବାର ବଡୋଦାରେ ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ପୂର୍ବତନ ଭାରତୀୟ ଖେଳାଳି ଇରଫାନ ପଠାନ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୫ବର୍ଷ ବୟସ ହୋଇଥିଲା। ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ…
ସୁରେଶ ରାଇନାଙ୍କୁ ବଡ଼ ଦାୟିତ୍ୱ !
ଭାରତୀୟ ଭେଟେରାନ ପ୍ରିମିୟର ଲିଗର ପ୍ରଥମ ସିଜନରେ ସେ ୟୁପି ବାଟାଲିୟନର ଅଧିନାୟକ ଭାବେ ସୁରେଶ ରାଇନା ନଜର ଆସିବେ। ଭାରତର ସର୍ବଶ୍ରେଷ୍ଠ ଟି -୨୦ ଖେଳାଳି ଭାବେ ବିବେଚିତ ହୋଇଥିବା ରାଇନା ଉତ୍ତରପ୍ରଦେଶ ପାଇଁ ନିଜର ବ୍ୟାଟିଂ ଦକ୍ଷତା ଏବଂ ଅଧିନାୟକତ୍ୱ ପ୍ରଦର୍ଶନ କରି IVPL ର ଏକ ଅଂଶ…
ଭାରତକୁ ୭୩ ରନରେ ହରାଇ ଅଷ୍ଟ୍ରେଲିଆ ଚାମ୍ପିଅନ
ବେନୋନି: ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ୧୯ ବର୍ଷରୁ କମ ବିଶ୍ବକପ କ୍ରିକେଟରେ ଭାରତୀୟ ଦଳକୁ ୭୩ ରନରେ ପରାସ୍ତ କରି ବିଶ୍ବ ଚାମ୍ପିଅନ ହୋଇଛି ଅଷ୍ଟ୍ରେଲିଆ । ଚାମ୍ପିଅନ ହେବା ପାଇଁ ଭାରତ ଆଗରେ ୨୫୪ ରନର ଲକ୍ଷ୍ୟ ରଖିଥିଲା ଅଷ୍ଟ୍ରେଲିଆ ।
ଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ…