Trending
- ଆଜିଠୁ ସଂସଦରେ ଆରମ୍ଭ ହେବ ଶୀତ ଅଧିବେଶନ
- BLOଙ୍କ ପାରିଶ୍ରମିକ ୬ ହଜାରରୁ ୧୨ ହଜାର ଟଙ୍କାକୁ ବୃଦ୍ଧି
- ଡିସେମ୍ବର 7ରେ ଆଉ ଥରେ ହେବ ASO ପରୀକ୍ଷା
- ରାହୁଲ, ସୋନିଆଙ୍କ ସହ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ
- ଗୋଟିଏ ଦିନରେ ବିଜେଡି ସମର୍ଥିତ ୩ ଜଣ ବ୍ଲକ୍ ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେଲେ
- ଲକ୍ଷ୍ନୌରେ ମେଜର ଜେନେରାଲ ସୈୟଦ ତକି ଆବ୍ବାସ ରିଜଭୀଙ୍କ ଦେହାନ୍ତ
- ଭଦ୍ରକରେ ଭାଙ୍ଗୁଛି ବିଜେଡି ଗଡ଼, ଜଣଙ୍କ ପରେ ଜଣେ ବ୍ଲକ ଅଧ୍ୟକ୍ଷ ଦେଇ ଚାଲିଛନ୍ତି ଇସ୍ତଫା
- ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଆଡକୁ ଗତି କରୁଛି ବାତ୍ୟା ‘ଦିତ୍ୱାହ’
- ପୁଣି ଆତ୍ମସମର୍ପଣ କଲେ ଆଉ ୧୫ ମାଓବାଦୀ
- ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିବସ: ମନ୍ଦିର ଅନୁଦାନ ବୃଦ୍ଧି ସହ ଅଙ୍ଗନବାଡ଼ି ଗୃହ ପ୍ରସଙ୍ଗରେ ଆଲୋଚନା
Browsing Category
Politics
All politics-related news information will be uploaded here in daily besis
୨୦୨୪-୨୫ କାମଚଳା ବଜେଟ
ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟରେ ମୋଟ ୨ ଲକ୍ଷ ୫୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏଥିରେ ୧ ଲକ୍ଷ ୧୮ ହଜାର କୋଟି ଟଙ୍କାର କାମଚଳା ବଜେଟ ରହିଛି । ରାଜ୍ୟ ସରକାର କୃଷକ ଓ କୃଷକଙ୍କ କଲ୍ୟାଣ ଉପରେ…
ଆଜି ଅନ୍ତରୀଣ ବଜେଟ୍
ଆଜି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଆଗତ କରିବେ । ବର୍ଷର ପ୍ରଥମ ୪ ମାସ ପାଇଁ ଏହି କାମଚଳା ବଜେଟ ଆଗତ ହେଉଥିବା ବେଳେ ଏହା ଉପରେ ଏବେ ସଭିଙ୍କ ନଜର ରହିଛି । ଆଗକୁ ବିଧାନସଭା ଓ ଲୋକସଭା ନିର୍ବାଚନ ଥିବାରୁ ତାହାକୁ ଦୃଷ୍ଟିରେ ରଖି ରାଜ୍ୟ…
ଫେବୃଆରୀ ୨୭ ତାରିଖରେ ରାଜ୍ୟସଭା ନିର୍ବାଚନ
ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି । ଆସନ୍ତା ୧୫ ତାରିଖ ଯାଏଁ ହେବ ନାମାଙ୍କନ ଦାଖଲ । ଏହାପରେ ୧୬ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ୨୦ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହର ହେବ । ଫେବୃଆରୀ ୨୭ ତାରିଖରେ ନିର୍ବାଚନ ହେବ । ଓଡିଶାର ୩ଟି ଆସନ ପାଇଁ ନିର୍ବାଚନ ହେବାକୁ…
ମୋଦୀଙ୍କୁ ଭେଟିଲେ ନୀତିଶ
ଜେଡିୟୁ ମୁଖ୍ୟ ନୀତୀଶ କୁମାର ଏନଡିଏରେ ସାମିଲ ହୋଇ ବିଜେପି ସହ ବିହାରରେ ସରକାର ଗଠନ କରିବା ପରେ ପ୍ରଥମ ଥର ପାଇଁ ମୋଦୀଙ୍କୁ ଭେଟିଛନ୍ତି। ତେବେ ନୀତିଶଙ୍କ ସହ ଗତ ଜାନୁଆରି ୨୮ ତାରିଖରେ ବିହାର ମହାମେଣ୍ଟ ଛାଡିଥିବା ସମସ୍ତ ଜେଡିୟୁ ନେତା ତାଙ୍କର ଏହି ପ୍ରଥମ ଦିଲ୍ଲୀ ଗସ୍ତ ସମୟରେ ଭାରତୀୟ…
ଶରଦ ପାୱାରଙ୍କୁ ବଡ଼ ଝଟକା
ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ହିଁ ପ୍ରକୃତ ଏନସିପି(ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି)ବୋଲି ନିର୍ବାଚନ କମିଶନ ମଙ୍ଗଳବାର ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ଏହା ସହ ଅଜିତ ପାୱାର ଗୋଷ୍ଠୀ ଏନସିପିର ଦଳୀୟ ନାମ ଏବଂ ନିର୍ବାଚନ ଚିହ୍ନ(ଘଣ୍ଟା) ବ୍ୟବହାର…
ଏକ ଦେଶ ଏକ ନିର୍ବାଚନ
ଏକ ଦେଶ ଏକ ନିର୍ବାଚନ ସମ୍ପର୍କିତ ଉଚ୍ଚସ୍ତରୀୟ କମିଟି ନୂଆଦିଲ୍ଲୀରେ ଏକାସାଙ୍ଗରେ ନିର୍ବାଚନ ଆୟୋଜନ ପାଇଁ ନୂଆଦିଲ୍ଲୀରେ ତିନୋଟି ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ରାଜନୈତିକ ଦଳର…
ଆଜି ଓଡ଼ିଶାରେ ପହଞ୍ଚିବେ ରାହୁଲ ଗାନ୍ଧୀ
ଆଜି ଓଡ଼ିଶାରେ ପହଞ୍ଚିବେ ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ସୁନ୍ଦରଗଡ଼, ରାଉରକେଲା ଓ ଝାରସୁଗୁଡ଼ା ଦେଇ ଏହା ଆଗକୁ ବଢ଼ିବ। ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼୍ଗେଙ୍କ ପରେ ରାହୁଲ ଗାନ୍ଧୀଙ୍କ ଓଡ଼ିଆ ଆଗମନକୁ ନେଇ ରାଜ୍ୟ କଂଗ୍ରେସ ଶିବିର ବେଶ୍ ଉତ୍ସାହିତ।…
ଓଡ଼ିଶାରେ ପ୍ରବେଶ କରିବ କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା
ଭୁବନେଶ୍ବର: ମଙ୍ଗଳବାର ଓଡ଼ିଶା ପ୍ରବେଶ କରିବ କଂଗ୍ରେସର ଭାରତ ଯୋଡ଼ ଯାତ୍ରା। ଝାଡ଼ଖଣ୍ଡର ବାସଜୋଲ ପରେ ସୁନ୍ଦରଗଡ଼ ବୀରମିତ୍ରପୁରରେ ଏହି ଅଭିଯାନ ପହଞ୍ଚିବ। ବୀରମିତ୍ରପୁରର ବିଜାବାହାଲରେ ଅଭିଯାତ୍ରୀ କରିବେ ରାତ୍ରୀଯାପନ। ୭ ତାରିଖ ସକାଳେ ରାଉରକେଲା ଉଦିତ ନଗରରୁ ଆରମ୍ଭ ହେବ ପଦଯାତ୍ରା।…
କଂଗ୍ରେସକୁ ଟାର୍ଗେଟ କଲେ ପୁଣି ପ୍ରଧାନମନ୍ତ୍ରୀ ମୋଦୀ
ନିର୍ବାଚନ ପାଖେଇ ଆସୁଥିବା ବେଳେ ଲୋକସଭାରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି ଯେ ବିରୋଧୀ ନେତାଙ୍କ କଥା ଶୁଣିବା ପରେ ଲାଗୁଛି ଯେ ସେମାନେ ଦୀର୍ଘ ଦିନ ଧରି ସେମାନେ ସେଠାରେ (ବିରୋଧୀ ଦଳ) ବସିବା ପାଇଁ ସଂକଳ୍ପ ନେଇଛନ୍ତି। ଏପରିକି ଅନେକ…
ଫ୍ଲୋର ଟେଷ୍ଟ ଝାଡ଼ଖଣ୍ଡରେ ସରକାରଙ୍କ ଭବିଷ୍ୟତ??
ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ସାମ୍ନାରେ ବିଧାନସଭାରେ ବହୁମତ ପ୍ରମାଣ କରିବା ପାଇଁ ବଡ଼ ଚ୍ୟାଲେଞ୍ଜ ରହିଛି । ଏହି ଫ୍ଲୋର ଟେଷ୍ଟ ଝାଡ଼ଖଣ୍ଡ ସରକାରଙ୍କ ଭବିଷ୍ୟତ ନିଶ୍ଚିତ କରିବା । ଏହି ଫ୍ଲୋର ଟେଷ୍ଟରେ ସାମିଲ ହେବା ପାଇଁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍ଏମ୍)ଏବଂ…