Trending
- ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି,ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ସହ କଥା ହେଲେ ମୋଦୀ
- ରାଜ୍ୟସଭା ନିର୍ବାଚନ: ୩ ରାଜ୍ୟ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି
- ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ରିଫାଇନ୍, ପାମୋଲିନ୍ ତେଲ ଦର ୫ରୁ ୬ ଟଙ୍କା ବୃଦ୍ଧି
- ରାଜ୍ୟରେ ମହିଳା, ଦଳିତ ମାନଙ୍କ ଉପରେ ଆକ୍ରମଣ, ମହିଳାଙ୍କ ପ୍ରତି ଘଟିଥିବା ହିଂସା ସ୍ଥିର – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ
- ଜେଡିୟୁରେ ଯୋଗ ଦେଲେ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର
- ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା
- ରାଜଧାନୀରୁ ନିଖୋଜ ,ମୈତ୍ରୀବିହାର ଥାନା ଅଞ୍ଚଳରୁ ଉଦ୍ଧାର
- ଯୁଦ୍ଧ ଭିତରେ ୫୨,୩୬୦ ଜଣ ଭାରତୀୟ ଘରକୁ ଫେରିଛନ୍ତି
- ଆସନ୍ତାକାଲି ଶ୍ରୀବିଗ୍ରହମାନଙ୍କ ଖସାପଡା ଲାଗି ନୀତି,ସନ୍ଧ୍ୟା ୬ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ
Browsing Category
Politics
All politics-related news information will be uploaded here in daily besis
ମହାରାଷ୍ଟ୍ରରେ ବିରୋଧୀ ମେଣ୍ଟର ଆସନ ବୁଝାମଣା
ଭିଵାଣ୍ଡି ଓ ସାଙ୍ଗଲି ଆସନ ପାଇଁ ତିନି ଜଣ ଦାବି କରିଥିଲେ, ଯାହା ଆଲୋଚନାକୁ ବାଧାପ୍ରାପ୍ତ କରିଥିଲା। ଏହା ଶରଦ ପାୱାରଙ୍କ ଏନ୍ସିପି ଏବଂ ଉଦ୍ଧବ ଠାକରେଙ୍କ ଶିବସେନାକୁ ଦିଆଯାଇଛି। ପାୱାର କହିଛନ୍ତି ଯେ ଏପର୍ଯ୍ୟନ୍ତ ଘୋଷଣା ହୋଇ ନ ଥିବା ଆସନଗୁଡ଼ିକ ପାଇଁ ଖୁବ୍ ଶୀଘ୍ର ପ୍ରାର୍ଥୀ ଘୋଷଣା…
ମହିଳାଙ୍କୁ ମିଳିବ ମାସିକ ଏକ ହଜାର ଟଙ୍କା ଭତ୍ତା
ଭାଜପା କ୍ଷମତାକୁ ଆସିଲେ ମହିଳାଙ୍କୁ ମିଳିବ ମାସିକ ଏକ ହଜାର ଟଙ୍କା ଭତ୍ତା ସହ ଏମଏସପିରେ ଧାନ କ୍ୱିଟାଲ ପିଛା ୩୧ ଶହ ଟଙ୍କା ହେବ। ଏଭଳି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକ ସଭା ଆସନର ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ କହିଛନ୍ତି,…
ରାଜୀବ କୁମାରଙ୍କୁ ମିଳିଲା ‘ଜେଡ’ ବର୍ଗର ସୁରକ୍ଷା
ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ ମିଳିଲା ‘ଜେଡ’ ବର୍ଗର ସୁରକ୍ଷା। କେନ୍ଦ୍ର ଗୃହ ମନ୍ତ୍ରାଳୟର ସୂତ୍ର ଅନୁଯାୟୀ, ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ଗୁଇନ୍ଦା ରିପୋର୍ଟ ଆଧାରରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ରାଜୀବ କୁମାରଙ୍କୁ ହତ୍ୟା ଧମକ ମିଳିଛି…
ଟିକେଟ୍ ଫାଇନାଲ! ରାଉରକେଲାରୁ ନିର୍ବାଚନ ଲଢିବେ ଦିଲ୍ଲୀପ ରାୟ: ଜୁଏଲ
ରାଉରକେଲା ଆସନ ପାଇଁ ଭାଜପା ପ୍ରାର୍ଥୀ ହେବେ ଦିଲ୍ଲୀପ ରାୟ। ଦିଲ୍ଲୀପଙ୍କ ପ୍ରାର୍ଥିତ୍ୱ ଚୂଡ଼ାନ୍ତ ହୋଇଥିବା ବରିଷ୍ଠ ନେତା ଜୁଏଲ ଓରାମ ମଙ୍ଗଳବାର କହିଛନ୍ତି। ଜୁଏଲ କହିଛନ୍ତି। ଦିଲ୍ଲୀପଙ୍କ କୋର୍ଟ ମାମଲାକୁ ଅପେକ୍ଷା କରାଯାଇଥିଲା। ଆସନ୍ତାକାଲି ଭିତରେ ଦିଲ୍ଲୀପଙ୍କ ଟିକେଟ୍ ଘୋଷଣା ହେବ।…
ବିଜେଡିରୁ ଇସ୍ତଫା ଦେଲେ ନୂଆପଡ଼ା ଜିଲ୍ଲା ଯୁବ ସଭାପତି ହରିଶ୍ଚନ୍ଦ୍ର ପଣ୍ଡା
ନୂଆପଡ଼ା ଜିଲ୍ଲା ବିଜେଡି ଯୁବ ସଭାପତି ହରିଶ୍ଚନ୍ଦ୍ର ପଣ୍ଡା ଦଳରୁ ଇସ୍ତଫା ଦେବା ବିଜେଡି ଦଳର ପ୍ରାଥମିତା ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ତାଙ୍କର ଏହି ଇସ୍ତଫା ପତ୍ର ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଇମେଲ ମାଧ୍ୟମରେ ପ୍ରଦାନ କରିଥିବା ଏହି ଭିଡିଓ ବାର୍ତ୍ତା ମଧ୍ୟରେ…
ବିଜେଡି ଛାଡିଲେ ପୂର୍ବତନ ସାଂସଦ ପ୍ରଭାସ ସିଂ
ବିଜେଡି ଛାଡିଲେ ପୂର୍ବତନ ସାଂସଦ ପ୍ରଭାସ ସିଂ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପ୍ରଭାସ । ନବୀନ ନିବାସ ଆସି ନିଜ ଇସ୍ତଫା ପତ୍ର ଦେଇଛନ୍ତି ପ୍ରଭାସ ସିଂ । ଗତ ୨୦୧୪ରୁ ୨୦୧୯ ଯାଏଁ ବରଗଡରୁ ବିଜେଡି ସାଂସଦ ଥିଲେ ପ୍ରଭାସ ସିଂ । ତେବେ ୨୦୧୯ରେ ପ୍ରଭାସଙ୍କ ବଦଳରେ ଦଳ ବରିଷ୍ଠ ନେତା…
ପିସିସି ନୋଟିସ୍ ପରେ ଲିଖିତ ଉତ୍ତର ରଖିଲେ ବିଧାୟକ ସୁର ରାଉତରାୟ
କଂଗ୍ରେସରେ ଥାଇ ଅନ୍ୟ ଦଳ ପାଇଁ ପ୍ରଚାର କରିବା ନେଇ ନୋଟିସ୍ ଉପରେ ଜବାବ ରଖିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । କହିଛନ୍ତି, ସେ କୌଣସି ଦଳ ପାଇଁ ପ୍ରଚାର କରିନାହାନ୍ତି । କୌଣସି ଦଳର ରାଲିକୁ ଯାଇନାହାନ୍ତି । କୌଣସି ଦଳର ସଭାକୁ ଯାଇନାହାନ୍ତି । ତାଙ୍କ ସାନ ପୁଅ ବିଜେଡିରୁ ଲୋକସଭା…
ବାଲେଶ୍ୱରରେ ବିଜେଡ଼ିରୁ ଲେଖାଶ୍ରୀଙ୍କୁ ନେଇ ପ୍ରତାପ ଷଡଙ୍ଗୀଙ୍କ ପ୍ରତିକ୍ରିୟା
ଲେଖାଶ୍ରୀ ସାମନ୍ତସିଂହାର ବାଲେଶ୍ୱରରୁ ବିଜେଡି ଲୋକସଭା ପ୍ରାର୍ଥୀ ହେବା ଚର୍ଚ୍ଚା ଭିତରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ଲୋକସଭା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ । କହିଛନ୍ତି, ବାଲେଶ୍ୱରରେ ସେ ଦୃଶ୍ୟମାନ ନୁହଁନ୍ତି । ସେ ପ୍ରାର୍ଥୀ ହେଲେ ବିଜେପିକୁ ବିଶେଷ କିଛି ଅସୁବିଧା ନାହିଁ । ଏଥର…
ମହାରାଷ୍ଟ୍ରରୁ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ
କଂଗ୍ରେସ ବିଜେପି ଟକ୍କର । ମୋଦି କରୁଛନ୍ତି ପ୍ରଚାର । ନିର୍ବାଚନକୁ ନେଇ ରାହୁଲ ଗାନ୍ଧି ଏବଂ ନରେନ୍ଦ୍ର ମୋଦି ପ୍ରଚାରରେ ଲାଗିଛନ୍ତି । ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଛତିଶଗଡରେ ପ୍ରଧାନମନ୍ତ୍ରୀ ମଧ୍ୟାହ୍ନ ୧.୩୦ରେ ଏକ ଜନ ସମାବେଶକୁ…
ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା
ନିକଟରେ କଂଗ୍ରେସ ଛାଡ଼ିଥିବା ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ସେ ଆଜି ଶଙ୍ଖଭବନକୁ ଆସି ବିଜେଡିରେ ମିଶିଛନ୍ତି। ପୂର୍ବରୁ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫାପତ୍ର ପିସିସି ସଭାପତିଙ୍କୁ ନିକଟକୁ ପଠାଇବା ସହିତ ଦଳ ତାଙ୍କୁ…