Trending
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
- ଆଜି ପବିତ୍ର ଦୋଳପୂର୍ଣ୍ଣିମା,ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକିଲେ ବିଧାୟକ ଦଳ ବୈଠକ
Browsing Category
Politics
All politics-related news information will be uploaded here in daily besis
ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ଅନୁ ଗର୍ଗ, କହିଲେ- ଭିଜନ ଡକ୍ୟୁମେଣ୍ଟକୁ ସଫଳ କରାଇବି
ବର୍ଷ ଶେଷରେ ଓଡିଶାକୁ ମିଳିଲା ନୂଆ ମୁଖ୍ୟ ଶାସନ ସଚିବ। ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଛନ୍ତି ୧୯୯୧ ବ୍ୟାଚର ଆଇଏଏସ୍ ଅଫିସର ଅନୁ ଗର୍ଗ। ଲୋକସେବା ଭବନରେ ମନୋଜ ଆହୁଜାଙ୍କଠୁ ଦାୟିତ୍ୱ ନେଇଛନ୍ତି ଅନୁ ଗର୍ଗ। କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ୨୦୨୪ ଜୁଲାଇ…
ନୂଆବର୍ଷରେ ବଦଳିଲା ପରମ୍ପରା: ଅଫିସ୍ରେ ହେବନି ଭୋଜିଭାତ, କାର୍ଯ୍ୟକୁ ପ୍ରାଥମିକତା ଦେଲେ ‘ମୋହନ ସରକାର’
ଭୁବନେଶ୍ୱର: ରାଜ୍ୟ ସରକାରୀ କାର୍ଯ୍ୟାଳୟରେ ଇଂରାଜୀ ନୂଆବର୍ଷ ପାଳନ ଶୈଳୀରେ ଚଳିତ ବର୍ଷ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଚଳିତ ବର୍ଷ ଜାନୁଆରୀ ୧ ତାରିଖକୁ କୌଣସି ଉତ୍ସବ ନୁହେଁ, ବରଂ ଏକ ‘ସାଧାରଣ କାର୍ଯ୍ୟ ଦିବସ’…
ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ୱର: ରାଜ୍ୟରେ ବିଜେପିର ସାଙ୍ଗଠନିକ ସ୍ଥିତିକୁ ଆହୁରି ସୁଦୃଢ଼ କରିବା ପାଇଁ ଭାରତୀୟ ଜନତା ପାର୍ଟି ଶିବିରରେ ତତ୍ପରତା ପ୍ରକାଶ ପାଇଛି। ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଦଳର ବରିଷ୍ଠ ନେତୃବୃନ୍ଦଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଦଳର ଆଗାମୀ…
ଆସନ୍ତା ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ହେବ
ଭୁବନେଶ୍ୱର : ଆସନ୍ତା ସୋମବାର ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ ନଗର, ଭୁବନେଶ୍ୱର ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ।…
ଶୀଘ୍ର ନିଗମ ଓ ବୋର୍ଡ ନିଯୁକ୍ତି ସମ୍ଭାବନା
ସଙ୍ଗଠନକୁ ସୁଦୃଢ କରିବାକୁ ଅଣ୍ଟା ଭିଡ଼ିବ ବିଜେପି । ଜିଲ୍ଲା ସ୍ତରରେ ସରକାରୀ ଓକିଲ ନିଯୁକ୍ତି ପରେ ନିଗମ ବୋର୍ଡ ନିଯୁକ୍ତି ନେଇ ଜୋରଦାର ଚର୍ଚ୍ଚା । ଏଭଳି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ଆଇନ ମନ୍ତ୍ରୀ ଓ ରାଜ୍ୟ ସଭାପତିଙ୍କ ପ୍ରତିକ୍ରିୟା । ବର୍ଷର ଶେଷ ୩ ଦିନରେ ନିଗମ ନିଯୁକ୍ତି ବିଜ୍ଞପ୍ତି…
ଯୁବ ଓ ଛାତ୍ର ବିଜେଡିର ରାଜ୍ୟସ୍ତରୀୟ କମିଟି, ୧୬୦ ଯୁବ ଓ ୧୪୫ ଛାତ୍ର ନେତାଙ୍କୁ ବିଭିନ୍ନ ପଦବୀ
ପ୍ରକାଶ ପାଇଲା ଯୁବ ଓ ଛାତ୍ର ବିଜେଡିର ରାଜ୍ୟସ୍ତରୀୟ କମିଟି । ଏଥିରେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ଥିବା ଯୁବ ଓ ଛାତ୍ର ନେତାଙ୍କୁ ସ୍ଥାନ ଦିଆଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟଙ୍କ ଅନୁମୋଦନରେ ୧୬୦ ଯୁବ ଓ ୧୪୫ ଛାତ୍ର ନେତାଙ୍କୁ ବିଭିନ୍ନ ପଦବୀ ମିଳିଛି । ଆଗକୁ ସରକାରଙ୍କ…
ପୁଣି ବିଜେଡି ନେତାଙ୍କ କଟକରେ ମେଳି
ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଭୁବନେଶ୍ବର ପରେ ଏବେ କଟକରେ କିଛି ବିଜେଡି ନେତା ମେଳି କରିଛନ୍ତି । ଏକାଠି ହୋଇଥିଲେ ବିଜେଡିର କିଛି ଯୁବ ଓ ବରିଷ୍ଠ ନେତା ।
ସୂଚନା ଅନୁସାରେ, କଟକ ତେଲେଙ୍ଗାପେଣ୍ଠ ଫାର୍ମହାଉସ୍ରେ ମେଳି ହୋଇଥିଲେ । ସେହି…
ଆଜି ୨୯ତମ ଜନ୍ମ ଦିନ ପାଳିବ ବିଜେଡ଼ି, ସଜେଇ ହୋଇଛି ଶଙ୍ଖ ଭବନ
ବିଜୁ ଜନତା ଦଳ ପାଳିବ ୨୯ତମ ଜନ୍ମ ଦିନ। ବିଜେଡି ପ୍ରତିଷ୍ଠା ଦିବସ ଆୟୋଜନ ଭିତରେ ବେଶ ଉତ୍ସାହିତ ଦଳର ଅନେକ ନେତା ଓ ତୃଣମୂଳ ସ୍ତରର କର୍ମୀ । ସଜେଇ ହୋଇଛି ଶଙ୍ଖ ଭବନ। ପ୍ରତିଷ୍ଠା ଦିବସରେ ଉତ୍ସବରେ ସାମିଲ ହେବେ ସୁପ୍ରିମୋ ନବୀନ ପଟ୍ଟନାୟକ। କି ବାର୍ତ୍ତା ଦେବେ ନବୀନ? ଏହା ଉପରେ ସବୁ…
ଆଦିବାସୀଙ୍କ ଜମିପଟ୍ଟା ଓଡ଼ିଆ ଓ ଇଂରାଜୀରେ ଲେଖାଯିବ
ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ରାଜ୍ୟର ଆଦିବାସୀମାନଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କହିବା ଅନୁସାରେ, ଆଦିବାସୀମାନେ କେବଳ ହିତାଧିକାରୀ ନୁହନ୍ତି, ସେମାନେ ପ୍ରଗତିର ସହଭାଗୀ। ଦ୍ୱିଭାଷୀ ରେକର୍ଡ ଅଫ୍ ରାଇଟ୍ସ (RoR):…
ଦେଶର ସାଂଗଠନିକ ଢାଞ୍ଚାକୁ କବଜା କରିଛି ବିଜେପି – ରାହୁଲ ଗାନ୍ଧୀ
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ବିଜେପି, ସମ୍ବିଧାନ ଉଚ୍ଛେଦ ପାଇଁ ପ୍ରସ୍ତାବ ଦେଉଛି । ରାହୁଲ କହିଛନ୍ତି ସମ୍ବିଧାନ ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ କରେ । ଏହାର ବିରୋଧରେ ବିରୋଧୀ ପ୍ରତିବାଦ କରିବାକୁ ପ୍ରତିଜ୍ଞା କରିଛନ୍ତି । ଯାହା ବିଜେପିକୁ କ୍ଷମତାରୁ ହଟାଇବାରେ…