Trending
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
- ଆଜି ପବିତ୍ର ଦୋଳପୂର୍ଣ୍ଣିମା,ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକିଲେ ବିଧାୟକ ଦଳ ବୈଠକ
Browsing Category
Politics
All politics-related news information will be uploaded here in daily besis
କୋହଳ ହୋଇପାରେ ନିର୍ବାଚନ ପ୍ରଚାର
ମେଟ୍ରୋ ଟିଭି ଓଡିଶା,୨/୨ : ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣ ତଳମୁହାଁ ହେଉଥିବାରୁ ନିର୍ବାଚନୀ ପାଇଁ ପ୍ରଚାର କଟକଣା କୋହଳ ହୋଇପାରେ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିପାରନ୍ତି ରାଜ୍ୟ ନିର୍ବାଚନ କମିଶନ । କରୋନା ସଂକ୍ରମଣ କମୁଥିବାରୁ ବିଧାନସଭା!-->…
ବଜେଟ୍ ଅଧିବେଶନରେ ହାଲୁଆ ଉତ୍ସବ: ପଛରେ ପରମ୍ପରାର ମହତ୍ୱ
ମେଟ୍ରୋ ଟିଭି ଓଡିଶା,୧/୨ : କାହିଁକି ବଜେଟ୍ ଅଧିବେଶନରେ ଖିଆଯାଏ ହାଲୁଆ । କଣ ଆପଣ ଏହି ହାଲୁଆ ଉତ୍ସବ ବିଷୟର କିଛି ଜାଣନ୍ତି । ଯଦି ନ ଜାଣନ୍ତି ତେବେ ଆମେ କହିବୁ ପ୍ରକୃତରେ କାହିଁ ହାଲୁଆ ଉତ୍ସବକୁ ପାଳନ କରାଯାଏ । ସୂଚନ। ଅନୁସାରେ ପ୍ରତ୍ୟକ ବର୍ଷ ବଜେଟ ଅଧିବେଶନ ହାଲୁଆ ଉତ୍ସବକୁ,!-->…
୨୦୨୨ ବଜେଟ୍ ଉପସ୍ଥାପନା : କଣ ସବୁ ଫୋକସ୍ରେ ରହିଛି
ମେଟ୍ରୋ ଟିଭି ଓଡିଶା,୧/୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ଖାସ୍ କରି ମହିଳା, କୃଷକ, ତଫସିଲଭୁକ୍ତ ଜାତି ଏବଂ ଯୁବଗୋଷ୍ଠୀଙ୍କ ଉପରେ ଫୋକସ୍ କରାଯାଇଛି। ଏଥି ସହିତ ନିର୍ମଳା ସୀତାରମଣ କହିଛନ୍ତି କି, ସମସ୍ତଙ୍କ କଲ୍ୟାଣ!-->!-->!-->…
ଆଜି ସଂସଦରେ ଆର୍ଥିକ ରିପୋର୍ଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
image credit-HLIVE
ମେଟ୍ରୋ ଟିଭି ଓଡ଼ିଶା,୩୧/୧: ସଂସଦର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଯାଇଛି । ବର୍ଷର ପ୍ରଥମ ଅଧିବେଶନ ହୋଇଥିବାରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ସହ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ସଦନର ସଂଯୁକ୍ତ ବୈଠକକୁ!-->!-->!-->!-->!-->…
ସଂସଦରେ ଚାଲୁଛି ବଜେଟ୍ ଅଧିବେଶନ
ମେଟ୍ରୋ ଟିଭି ଓଡିଶା,୩୧/୧ : ଆଜିଠୁ ସଂସଦର ବଜେଟ ଅଧିବଶନ । ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନର ପ୍ରଥମ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କେନ୍ଦ୍ରୀୟ ହଲରେ ଉଭୟ ଲୋକସଭା ଏବଂ ରାଜ୍ୟସଭା ସଦସ୍ୟଙ୍କୁ ସମ୍ବୋଧନ କରିଛନ୍ତି। ଏହାପରେ ଅର୍ଥ ମନ୍ତ୍ରୀ!-->!-->!-->…
ବର୍ଷର ପ୍ରଥମ ମନ କି ବାତ୍ରେ ପଦ୍ମ ସମ୍ମାନୀ ମାନଙ୍କୁ ମୋଦୀଙ୍କ ପ୍ରଶଂସା
ମେଟ୍ରୋ ଟିଭି ଓଡିଶା,୩୦/୧ : ପଦ୍ମ ପୁରସ୍କାର ପାଇଥିବା ବ୍ୟକ୍ତିଙ୍କୁ ‘ମନ କି ବାତ୍’ରେ ମୋଦୀଙ୍କ ପ୍ରଶଂସା । ପ୍ରଧାନମନ୍ତ୍ରୀ କହିଛନ୍ତି, ଏପରି କିଛି ଲୋକଙ୍କୁ ପଦ୍ମ ସମ୍ମାନ ଦିଆଯାଉଛି, ଯେଉଁମାନେ କି ବିଶେଷ ପରିଚିତି ପାଇନଥିଲେ ବି ସାଧାରଣ ପରିସ୍ଥିତିରେ ଅସାଧାରଣ କାମ କରିଛନ୍ତି ।!-->!-->!-->…
ପ୍ରଚାର ମୈଦାନରେ ପ୍ରାର୍ଥିନୀଙ୍କ ସହ ବିଧାୟକ
ମେଟ୍ରୋ ଟିଭି ଓଡିଶା,୩୦/୧ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପଞ୍ଚାୟତରେ ଏବେ ସରଗରମ ଦେଖିବାକୁ ମିଳିଲାଣି। ଯେତେ ପାଖେଇ ଆସୁଛି ନିର୍ବାଚନ,ସେତେ ଗାଁରେ ଘରକୁ ଘର ବୁଲୁଛନ୍ତି ପ୍ରାର୍ଥୀ ପ୍ରାର୍ଥିନୀ । ଆମେ କହୁଛୁ କୁଜଙ୍ଗ ବ୍ଲକର ମଙ୍ଗରାଜପୁର ପଞ୍ଚାୟତରେ ତିନି ସରପଞ୍ଚ!-->!-->!-->…
କୋଳରେ ନବଜାତ ଶିଶୁ:ପ୍ରଚାରକୁ ଓହ୍ଲାଇଛନ୍ତି ପ୍ରାର୍ଥିନୀ ଦୁର୍ଗାବତୀ
ମେଟ୍ରୋ ଟିଭି ଓଡିଶା,୨୭/୧ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଗାଁରେ ଜମିଛି ନିର୍ବାଚନି ମାହୋଲ । ପଂଚାୟତ ସ୍ତରରେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ସରପଂଚ , ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବର ସଭ୍ୟ ସଭ୍ୟା ମଧ୍ୟ ପ୍ରଚାର ଆରମ୍ଭ କରିଛନ୍ତି । ପ୍ରଚାରର ପ୍ରଥମ ଦିନରେ!-->…
ପ୍ରକାଶ ପାଇଲା ଚୁଡାନ୍ତ ପ୍ରାର୍ଥୀ ତାଲିକା
ମେଟ୍ରୋ ଟିଭି ଓଡିଶା,୨୬/୧ : ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା । ରାଜ୍ୟର ୮୫୩ଟି ଜିଲ୍ଲା ପରିଷଦ ଜୋନରେ ୩ ହଜାର ୪୧୮ ଜଣ ଲଢ଼େଇ ପାଇଁ ମଇଦାନକୁ ଓହ୍ଲାଇଛନ୍ତି । ଚିହ୍ନ ଧରି ପ୍ରଚାରକୁ ଓହ୍ଲାଇଲେ ପ୍ରାର୍ଥୀ । ରାତାରାତି ଛକ ବଜାରରେ ଲାଗିଯାଇଛି ଚିହ୍ନ ସହ ପ୍ରାର୍ଥୀଙ୍କ!-->!-->!-->…
ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଘୋଷଣା:ପଦ୍ମ ଭୂଷଣକୁ ନା
ମେଟ୍ରୋ ଟିଭି ଓଡିଶା,୨୬/୧ : ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ମଙ୍ଗଳବାର ସନ୍ଧ୍ୟାରେ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଏହି ତାଲିକାରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ନାମ ସାମିଲ ହୋଇଥିବା ବେଳେ ସେ କିନ୍ତୁ ଏହି ପୁରସ୍କାରକୁ!-->!-->!-->…