Trending
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
- ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ
- ଷ୍ଟେସନରେ ଲାଗିଲା ନିଆଁ , ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ କ୍ଷତିଗ୍ରସ୍ତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା
- ୭୦ ବର୍ଷ ପରେ ନୂଆ ରୂପ ନେବ ଲୋକସେବା ଭବନ ଓ ବିଧାନସଭା, ଭତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Browsing Category
Politics
All politics-related news information will be uploaded here in daily besis
ନିଜ ଗଡରୁ ଲଢିବେ ଯୋଗୀ ଆଦିତ୍ୟନାଥ
ମେଟ୍ରୋ ଟିଭି ଓଡିଶା,୧୫/୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭାଜପା ପକ୍ଷରୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୫୮ ସିଟ୍ ପାଇଁ ୫୭ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି। ସେହିପରି ଦ୍ୱିତୀୟ!-->!-->!-->…
ଜାନୁଆରୀ ୩୧ରୁ ସଂସଦର ବଜେଟ ଅଧିବେଶନ
ମେଟ୍ରୋ ଟିଭି ଓଡିଶା,୧୪/୧: ଜାନୁଆରି ୩୧ରୁ ସଂସଦର ବଜେଟ ଅଧିବେଶନ । ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବଜେଟ ଅଧିବେଶନ । ଦୁଇଟି ପର୍ଯ୍ୟାୟରେ ଚାଲିବ ସଂସଦର ବଜେଟ ଅଧିବେଶନ । ଜାନୁଆରି ୩୧ରୁ ଫେବ୍ରୁଆରୀ ୧୧ ପର୍ଯ୍ୟନ୍ତ ଚାଲିବ ପ୍ରଥମ ପର୍ଯ୍ୟାୟ ଅଧିବେଶନ । ମାର୍ଚ୍ଚ ୧୪ରୁ ଏପ୍ରିଲ!-->!-->!-->…
ଲକ୍ଡାଉନ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଲେ ମୋଦି କହିଲେ, ଜୀବନ ସହ ଜୀବିକା ଆବଶ୍ୟକ
ମେଟ୍ରୋ ଟିଭି ଓଡିଶା,୧୪/୧: କରୋନାର କାୟା ମାଡିଚାଲିଲାଣି । ଏହି ପରି ଭୟଙ୍କର ସ୍ଥିତିରେ ଲକ୍ଡାଉନ ହେବାକୁ ନେଇ ଯେଉଁ ଚିନ୍ତା ସାଧାରଣ ଲୋକଙ୍କୁ ଘାରୁଥିଲା ତା ଉପରେ ପୂର୍ଣ୍ଣଛେଦ ପଡିଛି । ଗତକାଲି ହୋଇଥିବା ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କୋଭିଡ୍ ସମୀକ୍ଷା ପରେ ପ୍ରଧାନମନ୍ତ୍ରୀଙ୍କ!-->…
ଆଜି ପ୍ରଧାନମନ୍ତ୍ରୀଙ୍କ ସମସ୍ତ ରାଜ୍ୟ ସହ କୋଭିଡ ସମୀକ୍ଷା ବୈଠକ
ମେଟ୍ରୋ ଟିଭି ଓଡିଶା,୧୩/୧: କୋଭିଡର କାୟା ବିସ୍ତାର ହେବାରେ ଲାଗିଲାଣି । ଏହି ସଂକ୍ରମଣକୁ ରୋକିବା ପାଇ ଆଜି ଅପରାହ୍ନ ସାଢେ ୪ଟାରେ ପ୍ରଧାନମନ୍ତ୍ରୀ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ ମୋଡରେ ବୈଠକ କରି କୋଭିଡର ସମୀକ୍ଷା କରିବେ । ଦେଶରେ କୋଭିଡ ସ୍ଥିତି, ଡାକ୍ତରଖାନା!-->…
ଏନ୍ପିପି ଡେଇଁ ପଦ୍ମ ଧରିଲେ କ୍ରୀଡାମନ୍ତ୍ରୀ
ମେଟ୍ରୋ ଟିଭି ଓଡିଶା,୧୦/୧: ମଣିପୁରର କ୍ରୀଡ଼ା ତଥା ଯୁବ ବ୍ୟାପାର ମନ୍ତ୍ରୀ ଲେଟ୍ପାଓ ହାଓକିପ୍ ନ୍ୟାଶନାଲ ପିପୁଲ୍ସ୍ ପାର୍ଟିର ବାଡ଼ ଡେଇଁଛନ୍ତି। ରାଜଧାନୀ ଦିଲ୍ଲୀରେ ସେ ଭାଜପାରେ ଯୋଗ ଦେଇଛନ୍ତି। ଉତ୍ତରପୂର୍ବାଞ୍ଚଳ ଏବଂ ମଣିପୁରର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ!-->!-->!-->…
୫ରାଜ୍ୟର ଟୀକା ସାର୍ଟିଫିକେଟରୁ ହଟିବ ମୋଦିଙ୍କ ଫଟୋ
ମେଟ୍ରୋ ଟିଭି ଓଡିଶା,୧୦/୧: ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟରେ ମୋଦିଙ୍କ ଫଟୋ ହଟାଯିବ । ଟୀକାକରଣ ସାର୍ଟିଫିକେଟରୁ ହଟାଯିବ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ୫ରାଜ୍ୟ ଉତ୍ତରପ୍ରଦେଶ, ପଞ୍ଜାବ,ଉତ୍ତରାଖଣ୍ଡ,ମଣିପୁର ଓ ଗୋଆରେ ଏହି କଟକଣା ଲାଗୁ!-->!-->!-->…
ପଞ୍ଚାୟତ ନିର୍ବାଚନକୁ ନେଇ ଆଜି ବସିବ ସର୍ବ ଦଳୀୟ ବୈଠକ
ମେଟ୍ରୋ ଟିଭି ଓଡିଶା,୧୦/୧: ପଞ୍ଚାୟତ ନିର୍ବାଚନ ହେବ କି ନାହି ଏ ନେଇ ଆଜି ବସିବ ସର୍ବଦଳୀୟ ବୈଠକ । କୋଭିଡ୍ ସମୟରେ ନିର୍ବାଚନ ହେଲେ, କଣ ରହିବ କଟକଣା । କେମିତି ହେବ ନିର୍ବାଚନ ପରିଚାଳନା । ଏସବୁକୁ ନେଇ ରାଜନୈତିକ ଦଳଙ୍କଠାରୁ ମତାମତ ଲୋଡିବେ ରାଜ୍ୟ ନିର୍ବାଚନ କମିଶନର । ଏଥିରେ ରାଜ୍ୟର!-->…
ଆଜି ପ୍ରଧାନମନ୍ତ୍ରୀଙ୍କ କୋଭିଡ ସମୀକ୍ଷା ବୈଠକ
ମେଟ୍ରୋ ଟିଭି ଓଡିଶା,୯/୧: ଆଜି ଅପରାହ୍ନ ସାଢେ ୪ଟା ସମୟରେ ହେବ କୋଭିଡ ସମୀକ୍ଷା ବୈଠକ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମୀକ୍ଷାରେ ଆଜି ହେବ ଏହି ବୈଠକ । ବୈଠକରେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଯୋଗଦେବେ । ଦେଶରେ ବଢୁଥିବା କୋଭିଡ ପରିସ୍ଥିତିର ସମୀକ୍ଷା ପାଇ ଏହି ବୈଠକ ଡକାଯାଇଛି!-->!-->!-->…
ସୁରକ୍ଷାରେ ତ୍ରୁଟି ନେଇ ବଦଳିଲେ ପଞ୍ଜାବ ପୋଲିସ ଡିଜି
ମେଟ୍ରୋ ଟିଭି ବ୍ୟୁରୋ,୮/୧: ଦେଶର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ବ୍ୟବସ୍ଥାରେ କାର୍ଯ୍ୟାନୁଷ୍ଟାନ ନିଆଯାଇଛି । ପଞ୍ଜାବ ପୋଲିସର ମହାନିର୍ଦ୍ଦେଶକଙ୍କୁ ବଦଳି କରାଯାଇିଛି । ଆଇପିଏସ ଭିରେଶ ଭୱାରଙ୍କୁ ପଞ୍ଜାବର ନୂଆ ଡିଜିପି କରାଯାଇଛି ।
ୟୁପିଏସସିର ସୁପାରିଶ କ୍ରମେ!-->!-->!-->!-->!-->!-->!-->!-->…
ସାଂସଦ ଓ ବିଧାୟକଙ୍କ ନିର୍ବାଚନୀ ଖର୍ଚ୍ଚ ବଢିଲା
ମେଟ୍ରୋ ଟିଭି ଓଡିଶା,୭/୧: ଆଗକୁ ନିର୍ବାଚନ ଥିବା ହେତୁ ଭାରତୀୟ ନିର୍ବାଚନ କମିଶନର ସବୁ ରାଜ୍ୟ ପାଇ ନିର୍ବାଚନୀ ଖର୍ଚ୍ଚକୁ ବୃଦ୍ଧି କରିବା ସୂଚନା ଜାରି ହୋଇଛି । ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇ ନିର୍ବାଚନ ଖର୍ଚ୍ଚ ବଢିଛି ।
ଏଣିକି ଓଡ଼ିଶାରେ ସାଂସଦ ପ୍ରାର୍ଥୀ ୯୫ ଲକ୍ଷ ଟଙ୍କା!-->!-->!-->…