Trending
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
- ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ
- ଷ୍ଟେସନରେ ଲାଗିଲା ନିଆଁ , ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ କ୍ଷତିଗ୍ରସ୍ତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା
Browsing Category
Politics
All politics-related news information will be uploaded here in daily besis
ଓଡିଶାକୁ ମୋଦିଙ୍କ ରେଳ ଅନୁଦାନ
ମେଟ୍ରୋ ଟିଭି ଓଡିଶା,୩/୨ : ଓଡ଼ିଶାକୁ ସର୍ବାଧିକ ରେଳ ଅନୁଦାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ବର୍ଷ ୯୭୨୩ କୋଟି ଦେଇଛନ୍ତି । ୨୦୦୯ରୁ ୧୪ ପର୍ଯ୍ୟନ୍ତ ବାର୍ଷିକ ହାରାହାରି ୮୩୪ କୋଟି ମିଳୁଥିଲା । ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଅଧିକ!-->…
ନିଖୋଜ ହେଲେ ସମିତିସଭ୍ୟ ପ୍ରାର୍ଥୀ
ମେଟ୍ରୋ ଟିଭି ଓଡିଶା,୩/୨ : ଦିନକୁ ଦିନ ପଚାଂୟତ ନିର୍ବାଚନ ପାଇଁ ବଢିଚାଲିଛି ଲୋକଙ୍କ ମଧ୍ୟରେ ଆଗ୍ରହ । ଏଭଳି ସ୍ଥଳେ ଢେଙ୍କାନାଳରୁ ଆସିଛି ଏକ ହୃଦୟ ବିଦାରକ ଘଟଣା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପକାଇଛି । ସୂଚନା ଅନୁସାରେ ନୁଆଗାଁ ପଚାଂୟତ ସମିତି ସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା!-->…
କୋହଳ ହୋଇପାରେ ନିର୍ବାଚନ ପ୍ରଚାର
ମେଟ୍ରୋ ଟିଭି ଓଡିଶା,୨/୨ : ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣ ତଳମୁହାଁ ହେଉଥିବାରୁ ନିର୍ବାଚନୀ ପାଇଁ ପ୍ରଚାର କଟକଣା କୋହଳ ହୋଇପାରେ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିପାରନ୍ତି ରାଜ୍ୟ ନିର୍ବାଚନ କମିଶନ । କରୋନା ସଂକ୍ରମଣ କମୁଥିବାରୁ ବିଧାନସଭା!-->…
ବଜେଟ୍ ଅଧିବେଶନରେ ହାଲୁଆ ଉତ୍ସବ: ପଛରେ ପରମ୍ପରାର ମହତ୍ୱ
ମେଟ୍ରୋ ଟିଭି ଓଡିଶା,୧/୨ : କାହିଁକି ବଜେଟ୍ ଅଧିବେଶନରେ ଖିଆଯାଏ ହାଲୁଆ । କଣ ଆପଣ ଏହି ହାଲୁଆ ଉତ୍ସବ ବିଷୟର କିଛି ଜାଣନ୍ତି । ଯଦି ନ ଜାଣନ୍ତି ତେବେ ଆମେ କହିବୁ ପ୍ରକୃତରେ କାହିଁ ହାଲୁଆ ଉତ୍ସବକୁ ପାଳନ କରାଯାଏ । ସୂଚନ। ଅନୁସାରେ ପ୍ରତ୍ୟକ ବର୍ଷ ବଜେଟ ଅଧିବେଶନ ହାଲୁଆ ଉତ୍ସବକୁ,!-->…
୨୦୨୨ ବଜେଟ୍ ଉପସ୍ଥାପନା : କଣ ସବୁ ଫୋକସ୍ରେ ରହିଛି
ମେଟ୍ରୋ ଟିଭି ଓଡିଶା,୧/୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ଖାସ୍ କରି ମହିଳା, କୃଷକ, ତଫସିଲଭୁକ୍ତ ଜାତି ଏବଂ ଯୁବଗୋଷ୍ଠୀଙ୍କ ଉପରେ ଫୋକସ୍ କରାଯାଇଛି। ଏଥି ସହିତ ନିର୍ମଳା ସୀତାରମଣ କହିଛନ୍ତି କି, ସମସ୍ତଙ୍କ କଲ୍ୟାଣ!-->!-->!-->…
ଆଜି ସଂସଦରେ ଆର୍ଥିକ ରିପୋର୍ଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
image credit-HLIVE
ମେଟ୍ରୋ ଟିଭି ଓଡ଼ିଶା,୩୧/୧: ସଂସଦର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଯାଇଛି । ବର୍ଷର ପ୍ରଥମ ଅଧିବେଶନ ହୋଇଥିବାରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ସହ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ସଦନର ସଂଯୁକ୍ତ ବୈଠକକୁ!-->!-->!-->!-->!-->…
ସଂସଦରେ ଚାଲୁଛି ବଜେଟ୍ ଅଧିବେଶନ
ମେଟ୍ରୋ ଟିଭି ଓଡିଶା,୩୧/୧ : ଆଜିଠୁ ସଂସଦର ବଜେଟ ଅଧିବଶନ । ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନର ପ୍ରଥମ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କେନ୍ଦ୍ରୀୟ ହଲରେ ଉଭୟ ଲୋକସଭା ଏବଂ ରାଜ୍ୟସଭା ସଦସ୍ୟଙ୍କୁ ସମ୍ବୋଧନ କରିଛନ୍ତି। ଏହାପରେ ଅର୍ଥ ମନ୍ତ୍ରୀ!-->!-->!-->…
ବର୍ଷର ପ୍ରଥମ ମନ କି ବାତ୍ରେ ପଦ୍ମ ସମ୍ମାନୀ ମାନଙ୍କୁ ମୋଦୀଙ୍କ ପ୍ରଶଂସା
ମେଟ୍ରୋ ଟିଭି ଓଡିଶା,୩୦/୧ : ପଦ୍ମ ପୁରସ୍କାର ପାଇଥିବା ବ୍ୟକ୍ତିଙ୍କୁ ‘ମନ କି ବାତ୍’ରେ ମୋଦୀଙ୍କ ପ୍ରଶଂସା । ପ୍ରଧାନମନ୍ତ୍ରୀ କହିଛନ୍ତି, ଏପରି କିଛି ଲୋକଙ୍କୁ ପଦ୍ମ ସମ୍ମାନ ଦିଆଯାଉଛି, ଯେଉଁମାନେ କି ବିଶେଷ ପରିଚିତି ପାଇନଥିଲେ ବି ସାଧାରଣ ପରିସ୍ଥିତିରେ ଅସାଧାରଣ କାମ କରିଛନ୍ତି ।!-->!-->!-->…
ପ୍ରଚାର ମୈଦାନରେ ପ୍ରାର୍ଥିନୀଙ୍କ ସହ ବିଧାୟକ
ମେଟ୍ରୋ ଟିଭି ଓଡିଶା,୩୦/୧ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପଞ୍ଚାୟତରେ ଏବେ ସରଗରମ ଦେଖିବାକୁ ମିଳିଲାଣି। ଯେତେ ପାଖେଇ ଆସୁଛି ନିର୍ବାଚନ,ସେତେ ଗାଁରେ ଘରକୁ ଘର ବୁଲୁଛନ୍ତି ପ୍ରାର୍ଥୀ ପ୍ରାର୍ଥିନୀ । ଆମେ କହୁଛୁ କୁଜଙ୍ଗ ବ୍ଲକର ମଙ୍ଗରାଜପୁର ପଞ୍ଚାୟତରେ ତିନି ସରପଞ୍ଚ!-->!-->!-->…
କୋଳରେ ନବଜାତ ଶିଶୁ:ପ୍ରଚାରକୁ ଓହ୍ଲାଇଛନ୍ତି ପ୍ରାର୍ଥିନୀ ଦୁର୍ଗାବତୀ
ମେଟ୍ରୋ ଟିଭି ଓଡିଶା,୨୭/୧ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଗାଁରେ ଜମିଛି ନିର୍ବାଚନି ମାହୋଲ । ପଂଚାୟତ ସ୍ତରରେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ସରପଂଚ , ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବର ସଭ୍ୟ ସଭ୍ୟା ମଧ୍ୟ ପ୍ରଚାର ଆରମ୍ଭ କରିଛନ୍ତି । ପ୍ରଚାରର ପ୍ରଥମ ଦିନରେ!-->…