Browsing Category

Politics

All politics-related news information will be uploaded here in daily besis

୧୬ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର

ଭୁବନେଶ୍ବର:  ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରିମଣ୍ଡଳ ବୈଠକରେ ଅନୁସୂଚିତ ଜାତି, ଜନଜାତି ବିଭାଗରେ ଆସୁଥିବା ମୁଣ୍ଡାରି ଭାଷା ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ହେବାକୁ ନିଷ୍ପତ୍ତି ହୋଇଛି ।  କ୍ୟାବିନେଟ୍ ବୈଠକରେ ୭ଟି ବିଭାଗର ୧୬ଟି ପ୍ରସ୍ତାବରେ…

ସାନପୁଅ ମନ୍ମଥ ଜଟଣୀରୁ ଓ ବଡ଼ପୁଅ ସିଦ୍ଧାର୍ଥ ନିମାପଡ଼ାରୁ ନିର୍ବାଚନ ଲଢ଼ିବେ : ସୁର

ଭୁବନେଶ୍ବର: କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ଦୁଇ ପୁଅ ଆଗାମୀ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ହେବେ । ତେବେ ସାନ ପୁଅ ବିଜେଡି ସରକାର ପ୍ରଶଂସା କରିଥିବା ବେଳେ ବଡ଼ ପୁଅ ସରକାରଙ୍କୁ ଟାର୍ଗେଟ କରୁଥିବା ଦେଖାଦେଇଛି । ସୁରେଶ ରାଉତରାୟ କହିଛନ୍ତି, ‘୨୦୨୪ ନିର୍ବାଚନରେ ଦୁଇ ପୁଅ ବିଧାୟକ…

ବଡ଼ଦାଣ୍ଡରେ କଂଗ୍ରେସ ପକ୍ଷରୁ ପଦଯାତ୍ରା

ପୁରୀ: ବିଭିନ୍ନ ଦାବି ନେଇ ବଡ଼ଦାଣ୍ଡରେ କଂଗ୍ରେସ ପକ୍ଷରୁ ପଦଯାତ୍ରା କରାଯାଇଛି ।  ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାର ଅଳଙ୍କାର ଗଣତି ଆଦି ଦାବିରେ ବଡ଼ଦାଣ୍ଡରେ କଂଗ୍ରେସ ପକ୍ଷରୁ ଏକ ପଦଯାତ୍ରା କରାଯାଇଛି। ଆଗାମୀ ୨୮ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ପୁଣି ଅନ୍ଦୋଳନ…

ତେଲେଙ୍ଗାନାରେ କଂଗ୍ରେସ ସରକାର ଗଢ଼ିଲେ ଝିଅ ବାହାଘରରେ ଦେବେ ସୁନା ଗହଣା !

ଆଗକୁ ତେଲେଙ୍ଗାନା ନିର୍ବାଚନ ଆସୁଛି । ବିଭିନ୍ନ ଦଳମାନେ ଭୋଟ ପାଇଁ ଭିନ୍ନ ଭିନ୍ନ ଘୋଷଣା କରୁଛନ୍ତି ।  କଂଗ୍ରେସ ପକ୍ଷରୁ  ଝିଅଙ୍କ ବିବାହ ସମୟରେ ୧୦ ଗ୍ରାମର ସୁନା ଗହଣା ଦେବା ନେଇ ନିର୍ବାଚନୀ ଇସ୍ତାହାରରେ ଘୋଷଣା କରାଯାଇପାରେ ବୋଲି ଚର୍ଚା ହେଉଛି । ଏହାସହ ଛାତ୍ର ଛାତ୍ରୀମାନଙ୍କୁ…