Trending
- ସର୍ବଦଳୀୟ ବୈଠକରେ ମୋଦୀଙ୍କ ଅନୁପସ୍ଥିତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ – ମଲ୍ଲିକାର୍ଜୁନ ଖଡ଼ଗେ
- ଜାମ୍ମୁ-କାଶ୍ମୀରରେ ଆଉ ୩ ଆତଙ୍କବାଦୀଙ୍କ ଘର ଭାଙ୍ଗିଛି ସେନା
- ଗୋଟିଏ ଦିନରେ ପାଣିରେ ବୁଡ଼ି ଚାଲିଗଲା ୬ଟି ନିରୀହ ଜୀବନ
- ପାକିସ୍ତାନ ରେ ବନ୍ୟା ପରିସ୍ଥିତି , ଭାରତକୁ ଦାୟୀ କଲା ପାକିସ୍ତାନ
- ସିନ୍ଧୁ ଆମର ଏବଂ ଏହା ଆମର ରହିବ ,ଆମର ପାଣି ଏହି ନଦୀ ଦେଇ ପ୍ରବାହିତ ହେବ ନଚେତ୍ ସେମାନଙ୍କର ରକ୍ତ ଏଥିରେ ପ୍ରବାହିତ ହେବ – ବିଲାୱଲ ଭୁଟ୍ଟୋ
- ମନୋଜ କୁମାର ପରିଡ଼ା ହେଲେ ରାଜ୍ୟ ମୁଖ୍ୟ ସୂଚନା କମିଶନର
- ମେ’ ମାସ ପହିଲାରୁ ରାଜ୍ୟର ୨୦ଟି ଜିଲ୍ଲାରେ ଚାଷୀମାନଙ୍କଠାରୁ ଧାନ କିଣିବା ନିମନ୍ତେ ବ୍ୟାପକ ପ୍ରସ୍ତୁତି ଚୂଡ଼ାନ୍ତ
- ଆତଙ୍କୀର ଘର ଉଡ଼ାଇଲେ ଯବାନ
- ଓଡ଼ିଶା ଛାଡ଼ିବାକୁ 12 ଜଣ ପାକିସ୍ତାନୀ ନାଗରିକଙ୍କୁ ନୋଟିସ
- ସାରାରାତି ଏଲଓସିରେ ପାକିସ୍ତାନ ଗୁଳିମାଡ କରିଥିବା ସୂଚନା
Browsing Category
National
ଜମ୍ମୁ କଶ୍ମୀରରେ ହାଇ ଆଲର୍ଟ
ବହୁତ ଶୀଘ୍ର ଜମ୍ମୁ କଶ୍ମୀରରେ ନିର୍ବାଚନ ହେବାକୁ ଯାଉଛି। ଏହାରି ଭିତରେ ଶୁଣିବାକୁ ମିଳୁଛି ଯେ, ଆତଙ୍କବାଦୀ ଜମ୍ମୁର ପୋଲିସ ଷ୍ଟେଶନ, କିଛି ସୁରକ୍ଷା ସ୍ଥଳୀ ଉପରେ ଆକ୍ରମଣ କରିବାକୁ ଯାଉଛନ୍ତି। ସିକ୍ରେଟ ଇନପୁଟଙ୍କୁ ଏନେଇ ଖବର ମିଳିବା ପରେ ସୁରକ୍ଷା ଏଜେନ୍ସିମାନେ ଆଲର୍ଟ…
ପ୍ରଥମଥର ୟୁକ୍ରେନ ଗସ୍ତରେ ମୋଦୀ
ରାଷ୍ଟ୍ରପତି ଭୋଲୋଦିମୀର ଜେଲେନକ୍ସିଙ୍କ ନିମନ୍ତ୍ରଣରେ ୟୁକ୍ରେନ ଯିବାକୁ ନେଇ ପିଏମ ମୋଦୀ କହିଛନ୍ତି ଯେ, ‘ଚାଲିଥିବା ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନକୁ ନେଇ ୟୁକ୍ରେନର ନେତାଙ୍କ ସହ ମୁଁ ଆଲୋଚନା କରିବି।’ ସେ ମସ୍କୋ ଯାତ୍ରାର ଛଅ ସପ୍ତାହ ପରେ ୟୁକ୍ରେନ ଗସ୍ତ କରୁଛନ୍ତି, ତେଣୁ ଏହାକୁ ନେଇ…
ବିଶିଷ୍ଟ ବୈଜ୍ଞାନିକମାନଙ୍କୁ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ୨୦୨୪ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ବିଶିଷ୍ଟ ଓ ବିଶିଷ୍ଟ ବୈଜ୍ଞାନିକମାନଙ୍କୁ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ୨୦୨୪ ପ୍ରଦାନ କରିଛନ୍ତି। ପ୍ରଫେସର ଗୋବିନ୍ଦରାଜନ ପଦ୍ମନାଭନଙ୍କୁ ରାଷ୍ଟ୍ରପତି ବିଜ୍ଞାନ ରତ୍ନ ୨୦୨୪ ପୁରସ୍କାର ପ୍ରଦାନ କରିଥିଲେ। କୃଷି ବିଜ୍ଞାନ କ୍ଷେତ୍ରରେ…
ଆଜି ଦେଶବ୍ୟାପୀ ଇଡି ଅଫିସ୍ ଘେରିବ କଂଗ୍ରେସ
ଆଜି ଦେଶବ୍ୟାପୀ ଇଡି ଅଫିସ୍ ଘେରିବ କଂଗ୍ରେସ । ଅଖିଳ ଭାରତ କଂଗ୍ରେସ କମିଟି ଆହ୍ୱାନକ୍ରମେ ଦେଶବ୍ୟାପୀ ପ୍ରବର୍ତ୍ତନ ନିର୍ଦେଶାଳୟ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ରାଜ୍ୟରେ ଆନ୍ଦୋଳନର ନେତୃତ୍ୱ ନେବେ ପୂର୍ବତନ ବିଧାୟକ ମହମ୍ମଦ ମୋକିମ । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଗତ…
ପୋଲାଣ୍ଡରେ ମୋଦୀଙ୍କୁ ହାତରେ ରାକ୍ଷୀ ବାନ୍ଧି ତାଙ୍କୁ ସ୍ବାଗତ
ଦୀର୍ଘ ୪୫ ବର୍ଷ ମଧ୍ୟରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ପୋଲାଣ୍ଡ ଗସ୍ତ କରିଛନ୍ତି। ଆଜି ସନ୍ଧ୍ୟାରେ ମୋଦୀ ପୋଲାଣ୍ଡ ରାଜଧାନୀ ୱାରସାରେ ପହଞ୍ଚିବାପରେ ତାଙ୍କୁ ପୋଲାଣ୍ଡର ଉପବିଦେଶ ମନ୍ତ୍ରୀ ଭବ୍ୟ ସ୍ବାଗତ କରି ପାଛୋଟି ନେଇଥିଲେ। ଭାରତୀୟ ବଂଶୋଦ୍ଭବ ସଦସ୍ୟ ମଧ୍ୟ ମୋଦୀଙ୍କ…
୩ ତିନିଆ ବିଦେଶଗସ୍ତରେ ମୋଦୀ
ଆଜିଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ବିଦେଶଗସ୍ତ କରିବେ । ପ୍ରଧାନମନ୍ତ୍ରୀ ୨୧-୨୨ ତାରିଖରେ ପୋଲାଣ୍ଡ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ୨୩ ତାରିଖରେ ସେ ୟୁକ୍ରେନର ରାଜଧାନୀ କିବ ଗସ୍ତ କରିବେ । କହିରଖୁ, ୪୫ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ପୋଲାଣ୍ଡ…
ଆଜି ଭାରତ ବନ୍ଦ
ତଫସିଲଭୁକ୍ତ ଜାତି(ଏସ୍ସି) ଏବଂ ଜନଜାତି(ଏସ୍ଟି)ଙ୍କ ମଧ୍ୟରେ ଉପବର୍ଗୀକରଣ ତଥା ସଂରକ୍ଷଣ ନେଇ ଅଗଷ୍ଟ ୧ରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିରୋଧ କରି ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ, ସଂଖ୍ୟାଲଘୁ ମିଳିତ କ୍ରିୟାନୁଷ୍ଠାନ କମିଟି ଓ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ବୁଧବାର (ସକାଳ ୬ରୁ…
ଆସନ୍ତାକାଲି ଭାରତ ବନ୍ଦ
ସଂରକ୍ଷିତ ଜାତି ଏବଂ ଜନଜାତି ଆରକ୍ଷଣରେ କ୍ରିମି ଲେୟାର ଲାଗୁ କରିବା ନେଇ ସୁପ୍ରିମ୍କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି । ଏହି ନିଷ୍ପତ୍ତିକୁ ବିରୋଧକରି ଆରକ୍ଷଣ ବଞ୍ଚାଅ ସଂଘର୍ଷ ସମିତି ୨୧ ଅଗଷ୍ଟ ଅର୍ଥାତ କାଲି ଭାରତ ବନ୍ଦ ଡାକରା ଦେଇଛି। ଏହାର ସମର୍ଥନରେ କିଛି ଦଳିତ ସଂଗଠନ ବାହାରିଛନ୍ତି ।…
ପଶ୍ଚିମବଙ୍ଗ ସରକାର ଉପରେ ବର୍ଷିଲେ ସୁପ୍ରିମକୋର୍ଟ
କୋଲକାତା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବର୍ଷିଲେ ସୁପ୍ରିମକୋର୍ଟ। ଘଟଣାରେ ବହୁ ବିଳମ୍ବରେ ଏଫ୍ଇଆର୍ ରୁଜୁ ହୋଇଥିବା ନେଇ ଉଠାଇଲେ ପ୍ରଶ୍ନ। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ କ'ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି। ତଦନ୍ତ କେତେ ଦୂର ପହଞ୍ଚିଛି ବୋଲି କୋର୍ଟ ସିବିଆଇ…
ଟ୍ରେନି ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା: ଷ୍ଟାଟସ ରିପୋର୍ଟ ଦେବାକୁ ନିର୍ଦ୍ଦେଶ
କଲକାତା ଆର.ଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟା। ପୀଡିତାଙ୍କ ନାମ ଓ ଫଟୋ ଆଦି ଭାଇରାଲ ନେଇ ଉଦବେଗ ପ୍ରକାଶ ପାଇଛି। ନିଜ ଆଉ ରୁଜୁ କରିଥିବା ମାମଲାର ଶୁଣାଣି କରିଛନ୍ତି ସର୍ବୋଚ୍ଚ ଅଦାଲତ। ପ୍ରଧାନ…