Trending
- ଦାବି ପୂରଣ ନ ହେଲେ ୨୪ ରେ ରୁ ଗଡ଼ିବନି ଘରୋଇ ବସ
- ସରକାରଙ୍କ ଅନୁମତି ପରେ ଗଣତି ମଣତି ହେବ – ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ
- ହାୱଡ଼ାରୁ ଗୌହାଟୀ ଗଡ଼ିଲା ଦେଶର ପ୍ରଥମ ସ୍ଲିପର ବନ୍ଦେ ଭାରତ ଟ୍ରେନ୍
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
Browsing Category
National
ମହାକୁମ୍ଭରେ ପୁଣି ଅଗ୍ନିକାଣ୍ଡ
ପ୍ରୟାଗରାଜ ମହାକୁମ୍ଭ ମେଳା ସ୍ଥଳରେ ଶନିବାର ପୁଣିଥରେ ନିଆଁ ଲାଗି ୭ଟି ତମ୍ବୁ ଜଳିଯାଇଛି। ସେକ୍ଟର ୧୮ ଏବଂ ୧୯ ମଧ୍ୟଭାଗରେ ହଠାତ୍ ନିଆଁ ଲାଗିଯାଇଥିଲା। ଅଗ୍ନିଶମ ବିଭାଗ ଏବଂ ଉଦ୍ଧାରକାରୀ ଦଳ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି। ତମ୍ବୁରେ ଥିବା…
ଡବ୍ଲ୍ୟୁପିଏଲ୍ର ପ୍ରଥମ ମ୍ୟାଚ୍ରେ ବିଜଯ ହାସଲ କଲା ଆରସିବି
ପ୍ରଥମ ମ୍ୟାଚ୍ରେ ହିଁ ଅନେକ ରେକର୍ଡ ଭାଙ୍ଗିଛି। ସିଜିନର ପ୍ରଥମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଏବଂ ଗୁଜରାଟ ଜାଏଣ୍ଟ୍ସ ମଧ୍ୟରେ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୨୦୧ ରନ କରିଥିଲା। ଜବାବରେ ଆର୍ସିବି ୧୮.୩ ଓଭରରେ ଲକ୍ଷ୍ୟ ହାସଲ କରିଥିଲା। ଆରସିବି ହିରୋ ରିଚା ଘୋଷ…
ଦଲାଇ ଲାମା ଏବଂ ସମ୍ୱିତ୍ ପାତ୍ରଙ୍କୁ ମିଳିବ ଜେଡ୍ ସୁରକ୍ଷା
ତିବ୍ଦତୀୟ ଆଧ୍ୟାତ୍ମିକ ଧର୍ମଗୁରୁ ଦଲାଇ ଲାମାଙ୍କୁ ଜେଡ୍ ଶ୍ରେଣୀ ସିଆରପିଏଫ୍ ସୁରକ୍ଷା ମିଳିବ । ଗୁଇନ୍ଦା ସୂଚନା ପରେ ତାଙ୍କ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି । ଗୁଇନ୍ଦା ବିଭାଗ ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରାୟ ୩୦ ସିଆର୍ପିଏଫ୍ କମାଣ୍ଡୋଙ୍କ ଏକ ଟିମ୍ ବୌଦ୍ଧ…
WPL ଆରମ୍ଭର ପ୍ରଥମ ଦିନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ ଗୁଜରାଟ ଜାଏଣ୍ଟସ୍
WPL ବା ମହିଳା ପ୍ରିମିଅର ଲିଗ୍ ଆଜିଠାରୁ ଆରମ୍ଭ ହେଉଛି । ୫ ଦଳିଆ ପ୍ରତିଯୋଗିତାରେ ମୋଟ ୨୨ ମ୍ୟାଚ୍ ଖେଳାଯିବ । ଚଳିତ ଫେବ୍ରୁଆରୀ ୧୪ରୁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ କ୍ୟାପିଟାଲ୍ସ, ଗୁଜରାଟ ଜାଏଣ୍ଟସ୍, ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଓ ୟୁପି…
ଦୁର୍ଘଟଣାର ଶିକାର ହେଲେ ସଂଗୀତଜ୍ଞ ବିଶାଲ ଦଦଲାନି
ଦୁର୍ଘଟଣାର ଶିକାର ହେଲେ ବଲିଉଡ୍ କଣ୍ଠଶିଳ୍ପୀ ତଥା ସଂଗୀତଜ୍ଞ ବିଶାଲ ଦଦଲାନି । ସେ କେତେ ଆହତ ହୋଇଛନ୍ତି ତାହା ଜଣାପଡିନି । କିନ୍ତୁ ସେ ନିଶ୍ଚିତ ଗୋଟିଏ ବଡ ଅଘଟଣରୁ ବର୍ତ୍ତିଯାଇଛନ୍ତି । ତାଙ୍କର ଏବେ ବି ଚିକିତ୍ସା ଚାଲିଛି । ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହାର କାରଣ ସେୟାର…
୨୦୧୯ ପୁଲଓ୍ୱାମା ଆକ୍ରମଣକୁ ବିତିଲା ୬ ବର୍ଷ
୨୦୧୯ପୁଲଓ୍ୱାମା ଆକ୍ରମଣକୁ ବିତିଲା ୬ ବର୍ଷ । ହେଲେ ଆଜିବି ମନରୁ ଲିଭିନି ସେହି ଛାତିଥରା ଲୋମହର୍ଷଣକାରୀ ଘଟଣା। ୨୦୧୯ ଆଜି ପରି ସେଦିନ ବି ଥିଲା ଫେବ୍ରୁଆରି ୧୪। ହଠାତ ପ୍ରଚଣ୍ଡ ଶବ୍ଦରେ କମ୍ପି ଉଠିଥିଲା ପୁଲଓ୍ୱାମା । ଆଉ ନିମିଷେକେ ସହିଦ ହୋଇଯାଇଥିଲେ ୪୦ ଭାରତୀୟ ଯାବାନ । ଯାହାକି ପୂରା…
ଆୟକର ବିଲ ଉପସ୍ଥାପନ କରିବା ପରେ ମାର୍ଚ୍ଚ ୧୦ ଯାଏଁ ଲୋକସଭା ମୁଲତବୀ ଘୋଷଣା
ଲୋକସଭା ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତ୍ତି । ଆଜି ଗୃହରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକର ବିଲ ଉପସ୍ଥାପନ କରିବା ପରେ ମୁଲତବୀ ଘୋଷଣା କରାଯାଇଛି । ଆଜି ଲୋକସଭାରେ ଅର୍ଥମନ୍ତ୍ରୀ ଆୟକର ବିଲ ଉପସ୍ଥାପନ କରିଛନ୍ତି । ସେପଟେ ୱାକର୍ଫ ବୋର୍ଡ ବିଲକୁ…
ବିବାଦ ପରେ ରଣବୀର ଆହ୍ଲାବାଦିଆଙ୍କର ବ୍ରେକଅପ୍
ଗୋଟିଏ ପରେ ଗୋଟିଏ ବିବାଦ ପଛ ଛାଡୁନି ରଣବୀର ଆହ୍ଲାବାଦିଆ । ସେ କମେଡି ଶୋ ‘ଇଣ୍ଡିଆ ଗଟ୍ ଲାଟେଣ୍ଟ୍’ରେ ବାପା ମାଙ୍କ ଶାରୀରିକ ସମ୍ପର୍କ ରଖିବା ସମୟର ଦୃଶ୍ୟ ଦେଖିବାକୁ ଚାହିଁବେ କି କହି ଏକ କମେଡ଼ି କରିଥିଲେ। ଯାହାପରେ ଆରମ୍ଭ ହୋଇଥିଲା ବିବାଦ। ତାଙ୍କୁ ଗିରଫ କରାଯାଉ ବୋଲି ଅନେକ…
LoC ନିକଟରେ ପାକିସ୍ତାନ ସେନା ପକ୍ଷରୁ ଗୁଳିମାଡ଼
ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାରେ ନିୟନ୍ତ୍ରଣ ରେଖା (LoC) ରେ ପାକିସ୍ତାନୀ ସେନା ଦ୍ୱାରା ବୁଧବାର ସନ୍ଧ୍ୟାରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ପ୍ରଥମେ ପାକିସ୍ତାନୀ ଯବାନମାନେ ଗୁଳି ଚଳାଇଥିଲେ। ପରେ ଭାରତୀୟ ସେନା ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଛି। ତେବେ ପ୍ରାରମ୍ଭିକ ଭାବେ ଭାରତ…
ଚାମ୍ପିୟନ୍ସ ଟ୍ରଫିରୁ ବାଦ୍ ପଡିଲେ ବୁମ୍ରା
ଭାରତୀୟ ଦଳର ଷ୍ଟାର ପେସ୍ ବୋଲର ଯଶପ୍ରୀତ ବୁମରା ଆଗାମୀ ଚାମ୍ପିଅନ୍ସ ଟ୍ରଫିରୁ ବାଦ ପଡ଼ିଛନ୍ତି । ଆଜି ବିସିସିଆଇ ପକ୍ଷରୁ ଚୂଡ଼ାନ୍ତ ଦଳ ଘୋଷଣା କରାଯାଇଛି ଓ ବୁମରାଙ୍କୁ ଏହି ଦଳରୁ ବାଦ ଦିଆଯାଇଛି । ତାଙ୍କ ସ୍ଥାନରେ ଯୁବ ପେସ୍ ବୋଲର ହର୍ଷିତ ରାଣାଙ୍କୁ ଦଳରେ ସାମିଲ କରାଯାଇଛି । ସେହିପରି…