Trending
- ଦାବି ପୂରଣ ନ ହେଲେ ୨୪ ରେ ରୁ ଗଡ଼ିବନି ଘରୋଇ ବସ
- ସରକାରଙ୍କ ଅନୁମତି ପରେ ଗଣତି ମଣତି ହେବ – ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ
- ହାୱଡ଼ାରୁ ଗୌହାଟୀ ଗଡ଼ିଲା ଦେଶର ପ୍ରଥମ ସ୍ଲିପର ବନ୍ଦେ ଭାରତ ଟ୍ରେନ୍
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
Browsing Category
National
ଫୁଟବଲ ମ୍ୟାଚ୍ବେଳେ ବଡ଼ ଦୁର୍ଘଟଣା
ମାଲାପ୍ପୁରମ ଜିଲାର ଆରିକୋଡ ସହରରେ ଏକ ଫୁଟବଲ ମ୍ୟାଚ ସମୟରେ ଅଗ୍ନିକାଣ୍ଡରେ ୩୦ରୁ ଅଧିକ ଦର୍ଶକ ପୋଡ଼ି ଯାଇଛନ୍ତି। ମ୍ୟାଚ ଆରମ୍ଭ ହେବାର ଠିକ ପୂର୍ବରୁ ଏହି ଘଟଣା ଘଟିଥିଲା।
ମ୍ୟାଚ ପୂର୍ବରୁ ଆୟୋଜକମାନେ ଏଠାରେ ଏକ ବିଶାଳ ଆତସବାଜି ପ୍ରଦର୍ଶନର ଆୟୋଜନ କରିଥିଲେ। ଏହି ସମୟରେ ଷ୍ଟାଡିୟମରେ…
ଜ୍ଞାନେଶ କୁମାର ହେବେ ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର
ବରିଷ୍ଠ ପ୍ରଶାସନିକ ଅଧିକାରୀ ଜ୍ଞାନେଶ କୁମାର ହେବେ ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର । ସେ ବର୍ତ୍ତମାନ ସିଇସି ଥିବା ରାଜୀବ କୁମାରଙ୍କ ସ୍ଥାନ ନେବେ। ନିଯୁକ୍ତିକୁ ନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୮୮ ବ୍ୟାଚର କେରଳ କ୍ୟାଡର ଆଇଏଏସ ହେଉଛନ୍ତି…
ହିରୋଇନ ଶ୍ରୀଲୀଲାଙ୍କ ପ୍ରେମରେ କାର୍ତ୍ତିକ
ଦକ୍ଷିଣୀ ସୁନ୍ଦରୀଙ୍କ ପ୍ରେମରେ ପଡିଛନ୍ତି ଅଭିନେତା କାର୍ତ୍ତିକ ଆର୍ଯ୍ୟନ। ଏହା ସତ କି ମିଛ ଫ୍ୟାନ୍ସଙ୍କ ମନରେ ପ୍ରଶ୍ନ ଉଠୁଥିବାବେଳେ ପ୍ରକୃତରେ ସେମିତି କିଛି ନାହିଁ। କହିବାକୁ ଗଲେ କାର୍ତ୍ତିକ ଏକ ନୂଆ ଫିଲ୍ମରେ ନଜର ଆସୁଛନ୍ତି । ଯେଉଁଥିରେ ତାଙ୍କ ବିପକ୍ଷରେ ଅଛନ୍ତ ଜଣେ ସାଉଥ…
ଆଇପିଏଲର ପ୍ରଥମ ମ୍ୟାଚ୍ରେ KKRକୁ ଭେଟିବ RCB
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୫ ସଂସ୍କରଣର ସମ୍ପୂର୍ଣ୍ଣ ଖେଳ ସୂଚୀ ରବିବାର ଜାରି ହୋଇଛି । ପ୍ରଥମ ମ୍ୟାଚ୍ ଇଡେନ୍ ଗାର୍ଡେନରେ ଖେଳାଯିବ । ଯେଉଁଠି କୋଲକାତା ନାଇଟ୍ ରାଇଡର୍ସକୁ ଭେଟିବ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଓ ଆଇପିଏଲ୍ର ଫାଇନାଲ୍ ମ୍ୟାଚ୍…
ମହାରାଷ୍ଟ୍ର ଆଣିବ ବାଧ୍ୟତାମୂଳକ ଧର୍ମାନ୍ତରିକରଣ ଓ ଲଭ୍ ଜିହାଦ ବିରୋଧରେ ଆଇନ
ବଳପୂର୍ବକ ଧର୍ମ ପରିବର୍ତ୍ତନ ଏବଂ ଲଭ୍ ଜିହାଦ ବିରୋଧରେ ଖୁବ୍ଶୀଘ୍ର ମହାରାଷ୍ଟ୍ର ସରକାର ଆଇନ ଆଣିବାକୁ ଯାଉଛନ୍ତି। ଏଥିପାଇଁ ରହିଥିବା ଦିଗଗୁଡ଼ିକୁ ଅଧ୍ୟୟନ କରିବା ଲାଗି ଶନିବାର ମହାରାଷ୍ଟ୍ର ସରକାର ରାଜ୍ୟ ଡିଜିପି ସଞ୍ଜୟ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ୭ ଜଣିଆ କମିଟି ଗଠନ କରିଛନ୍ତି। ଏହି…
ଆଜି ହୋଇପାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମନୋନୟନ,କାହା ନାଁରେ ବାଜିବ ମୋହର
ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ଏକକ ସଂଖ୍ୟାଗରିଷ୍ଠତା ହାସଲ କରି କ୍ଷମତାକୁ ଫେରିଥିବାବେଳେ ସରକାର ଗଠନ ବିଳମ୍ବିତ ହୋଇଛି। ବିଜେପି ସରକାରରେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ଦଳ ଚୂଡାନ୍ତ କରିପାରି ନାହିଁ। ମୁଖ୍ୟମନ୍ତ୍ରୀ ପଦକୁ ନେଇ ସନ୍ଦେହ ଲାଗି ରହିଥିବାବେଳେ ସୋମବାର ଏ…
ରାଜଧାନୀ ଦିଲ୍ଲୀରେ ଭୂକମ୍ପ ଅନୁଭୂତ
ରାଜଧାନୀ ଦିଲ୍ଲୀର ଏନ୍ସିଆର୍ ସମତେ ଉତ୍ତର ଭାରତରେ ସୋମବାର ସକାଳ ୫.୩୬ ମିନିଟ୍ରେ ଶକ୍ତିଶାଳୀ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ କେନ୍ଦ୍ର ସୂଚନା ଅନୁଯାୟୀ, ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୪.୦ ଥିଲା। ପ୍ରାରମ୍ଭିକ ସୂଚନା ଅନୁଯାୟୀ ଏହି ଭୂମ୍ପର କେନ୍ଦ୍ରସ୍ଥଳ…
ଦିଲ୍ଲୀ ରେଳଷ୍ଟେଶନରେ ଦଳାଚକଟା : ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ ରେଳଷ୍ଟେଶନରେ ଶନିବାର ରାତିରେ ମହାକୁମ୍ଭ ଯାତ୍ରୀଙ୍କ ପ୍ରବଳ ଭିଡ଼ରୁ ଦଳାଚକଟା ଘଟି ୧୮ ଜଣ ପ୍ରାଣ ହରାଇଛନ୍ତି। ୧୨ ଜଣ ଆହତ ହୋଇଛନ୍ତି। ୨ଟି ସ୍ବତନ୍ତ୍ର ଟ୍ରେନ୍ ପହଞ୍ଚିବାରେ ବିଳମ୍ବ ହେବାରୁ ଷ୍ଟେଶନରେ ଭିଡ଼ ବଢ଼ିଥିଲା |ଠେଲାପେଲା ମଧ୍ୟରେ ଅନେକ ଯାତ୍ରୀ ତଳେ ପଡ଼ିଯାଇଥିଲେ |…
ଦିଲ୍ଲୀ ଷ୍ଟେଶନରେ ଦଳାଚକଟା ଘଟଣାକୁ ନେଇ ସହାୟତା ଘୋଷଣା କଳା ରେଳବିଭାଗ
ଦିଲ୍ଲୀ ଷ୍ଟେଶନରେ ଦଳାଚକଟା ଘଟଣାକୁ ନେଇ ସହାୟତା ଘୋଷଣା କରାଯାଇଛି। ଏହି ଦଳାଚକଟାରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏ ସହାୟତା ଘୋଷଣା କରାଯାଇଥିବାବେଳେ ଗୁରୁତରଙ୍କ ପାଇଁ ୨.୫୦ ଲକ୍ଷ ଓ ଆହତଙ୍କୁ ୧ ଲକ୍ଷ ଟଙ୍କା ଘୋଷଣା…
ଦିଲ୍ଲୀ ରେଲଓ୍ବେ ଷ୍ଟେଶନରେ ଦଳାଚକଟା ରେ ୧୮ଜଣଙ୍କ ମୃତ୍ୟୁ
ଦିଲ୍ଲୀର ୧୩-୧୪ ନମ୍ବର ପ୍ଲାଟଫର୍ମରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଅତ୍ୟଧିକ ଭିଡ଼ ଯୋଗୁଁ ଶ୍ୱାସରୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇ ଅନେକ ଲୋକ ଚେତାଶୂନ୍ୟ ହୋଇ ପଡ଼ିଛନ୍ତି। ଏଥିରେ ୪ଜଣ ମହିଳା ଗୁରୁତର ହୋଇପଡିଛନ୍ତି। ତେବେ ଦିଲ୍ଲୀ ପୋଲିସର ରେଳବାଇ ୟୁନିଟ ଦଳାଚକଟାକୁ ଅସୱୀକାର କରିଛି।…