Trending
- ୧୩ ବର୍ଷରୁ କମ୍ ବୟଷ୍କ ପିଲାଙ୍କ ଲାଗି ସୋସିଆଲ ମିଡିଆ ନିଷିଦ୍ଧ ନେଇ ଘୋଷଣା
- ମମତା ବାନାର୍ଜୀ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ନବୀନ ପଟ୍ଟନାୟକଙ୍କ ଉପରେ ଟିପ୍ପଣୀ ଦେଇ କେହି ବଡ଼ ହୋଇଯିବେନି-ବିଜେଡି ମୁଖପାତ୍ର ଲେନିନ ମହାନ୍ତି
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
Browsing Category
National
ଏମ୍ପିଙ୍କ ଦରମା ବୃଦ୍ଧି କଲେ କେନ୍ଦ୍ର ସରକାର
କେନ୍ଦ୍ର ସରକାର ସୋମବାର ଏମ୍ପିଙ୍କ ଦରମା ବୃଦ୍ଧି ଘୋଷଣା କରିଛନ୍ତି। ୧ ଏପ୍ରିଲ ୨୦୨୩ରୁ ଏମପିମାନେ ୧ ଲକ୍ଷ ଟଙ୍କା ବଦଳରେ ୧.୨୪ ଲକ୍ଷ ଟଙ୍କା ଦରମା ପାଇବେ। ସରକାରଙ୍କ ଦ୍ୱାରା ଏମ୍ପିଙ୍କ ପେନସନ ଏବଂ ଭତ୍ତା ମଧ୍ୟ ବୃଦ୍ଧି କରାଯାଇଛି।
ଏହି ପରିବର୍ତ୍ତନଗୁଡ଼ିକ ସଂସଦ ସଦସ୍ୟଙ୍କ ଦରମା,…
ଯେଉଁମାନଙ୍କ ରକ୍ତରେ ‘ଦେଶଦ୍ରୋହ’ ଅଛି, ସେମାନେ କେବେ ଶିବସୈନିକ ହୋଇପାରିବେ ନାହିଁ – ଉଦ୍ଧବ…
ବ୍ୟଙ୍ଗକାର କୁନାଲ କାମରାଙ୍କ ବ୍ୟଙ୍ଗଗୀତ ସମ୍ପର୍କରେ ୟୁବିଟି ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି ଯେ ମୁଁ ଭାବୁନାହିଁ ଯେ କୁନାଲ କାମରା କିଛି ଭୁଲ କହିଛନ୍ତି। ଯିଏ ବିଶ୍ୱାସଘାତକ, ସେ ବିଶ୍ୱାସଘାତକ। ତାଙ୍କ ଗୀତରେ କୌଣସି ଭୁଲ ନାହିଁ। ସମ୍ପୂର୍ଣ୍ଣ ଗୀତଟି ଶୁଣନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ…
କଶ୍ମୀରରେ ଆତଙ୍କବାଦୀଙ୍କୁ ଘେରିଲେ ସୁରକ୍ଷା ବାହିନୀ
କଶ୍ମୀରରେ ଆତଙ୍କବାଦୀଙ୍କୁ ଘେରିଲେ ସୁରକ୍ଷା ବାହିନୀ । ଜମ୍ମୁ ଓ କାଶ୍ମୀରର କଠୁଆ ଜିଲ୍ଲାରେ ରବିବାର ସଂଧ୍ୟାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଏନକାଉଣ୍ଟର ହୋଇଛି । କଠୁଆ ଜିଲ୍ଲାର ହୀରାନଗରରେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ସୁରକ୍ଷା ବାହିନୀକୁ ସୂଚନା ମିଳିଥିଲା,…
ପ୍ରଥମଥର ପାଇଁ ଆସନ୍ତାକାଲି ନୟାଗଡ଼ ଗ୍ରସ୍ତରେ ଆସୁଛନ୍ତି ରାଷ୍ଟ୍ରପତି
ଆସନ୍ତାକାଲି ପ୍ରଥମ ଥର ପାଇଁ ନୟାଗଡ଼ ଜିଲ୍ଲା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | କଣ୍ଟିଲୋ ନୀଳମାଧବଙ୍କ ଦର୍ଶନ ସହ ବିଶ୍ୱାବସୁ ପୀଠ କାଳିଆ ପଲ୍ଲୀଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବେ ମହାମହିମ | ଆୟୋଜିତ ସାଧାରଣ ସଭାରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ,…
ପୁରୁଣା ଗାଡ଼ିଗୁଡ଼ିକୁ ମିିଳିବନି ପେଟ୍ରୋଲ ଓ ଡିଜେଲ
ଦିଲ୍ଲୀରେ ପ୍ରଦୂଷଣ ହ୍ରାସ କରିବା ପାଇଁ ସରକାର ଯୋଜନା କରିଛନ୍ତି। ପୁରୁଣା ଗାଡ଼ିଗୁଡ଼ିକୁ ପେଟ୍ରୋଲ ଓ ଡିଜେଲ ବିକ୍ରି ନକରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଏପ୍ରିଲ ପହିଲାରୁ ଏହାକୁ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ପେଟ୍ରୋଲ ପମ୍ପଗୁଡ଼ିକରେ ସ୍ବୟଂକ୍ରିୟ ନମ୍ବର ପ୍ଲେଟ୍ ଚିହ୍ନଟ…
ନିର୍ବାଚନ କମିସନଙ୍କ ଉପରେ ବିଶ୍ୱାସ କରୁ ନାହାନ୍ତି ଜନସାଧାରଣ: କପିଲ ସିବଲ
ବିରୋଧୀ ମେଣ୍ଟ 'ଇଣ୍ଡିଆ'ର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ମଧ୍ୟରେ, ବରିଷ୍ଠ ଆଇନଜୀବୀ ଏବଂ ରାଜ୍ୟସଭା ସାଂସଦ କପିଲ ସିବଲ କହିଛନ୍ତି ଯେ, ଏହି ରାଜନୈତିକ ମେଣ୍ଟ ପାଇଁ ଏକ ଆନୁଷ୍ଠାନିକ ଗଠନ ଆବଶ୍ୟକ। ଏହି ସମୟରେ, ନିର୍ବାଚନ କମିସନ ଉପରେ ପ୍ରଶ୍ନ ଉଠାଇ କପିଲ ସିବଲ ଦିବାଦୀୟ…
IPLରେ ଆଜି ଡବଲ ଧମକାଦାର ମ୍ଯାଚ
ଆଇପିଏଲରେ ଆଜି ଯୁଗଳ ଲଢ଼େଇ । ହାଇଦ୍ରାବାଦ-ରାଜସ୍ଥାନ, ଚେନ୍ନାଇ-ମୁମ୍ବାଇ ହେବେ ମୁହାଁମୁହିଁ । ସନ୍ରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍ସ ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ଅପରାହ୍ଣ ୩ଟା ୩୦ରୁ ଖେଳାଯିବ । ସେହିପରୀ ମୁମ୍ବାଇ ଇଣ୍ଡିଆନ୍ସ ଓ…
ନାଗପୁର ହିଂସା ଘଟଣା : ଫଡ଼ନାଭିସଙ୍କ ଆକ୍ସନ ପ୍ଲାନ ପ୍ରସ୍ତୁତ
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ସହରର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଶନିବାର ନାଗପୁର ପୋଲିସ ମୁଖ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଥିଲେ। ନାଗପୁର ହିଂସା ପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ କହିବାକୁ ଗଲେ, ଫଡନଭିସ କହିଛନ୍ତି ଯେ ସୋସିଆଲ ମିଡିଆରେ ଗୁଜବ…
କେଶରୀ ୨ରେ ନଜର ଆସିବେ ଅକ୍ଷୟ କୁମାର
ବଲିଉଡ୍ ରେ ନିଜର ଦମଦାର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ ଜିଣିଛନ୍ତି ଅକ୍ଷୟ କୁମାର । ସେ ଦର୍ଶକମାନଙ୍କୁ ବହୁତ ହିଟ ଫିଲ୍ମ ଭେଟି ହେଇଛନ୍ତି । ନିକଟରେ ଅକ୍ଷୟ କୁମାରଙ୍କ ଆଉ ଏକ ଫିଲ୍ମ ଆସୁଛି । ତାହା ହେଲା ‘କେଶରୀ ଚାପ୍ଟର ୨ ଯାହାକୁ ନେଇ ଫ୍ୟାନ୍ସ ଙ୍କ ମନରେ ନାହିଁ ନଥିବା ଉତ୍କଣ୍ଠା…
ଜନସଂଖ୍ୟା ଆଧାରରେ ସୀମା ନିର୍ଦ୍ଧାରଣ କାର୍ଯ୍ୟକାରୀ କରାଯିବା ଉଚିତ୍ ନୁହେଁ – ନବୀନ
ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ ଆଜି (୨୨ ମାର୍ଚ୍ଚ) ଚେନ୍ନାଇରେ ଏହି ପ୍ରସଙ୍ଗରେ ଏକ ବଡ଼ ବୈଠକ ଅନୁଷ୍ଠିତ ହୋଇଥିଲା। ପାଞ୍ଚଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ଅନ୍ୟ ତିନୋଟି ରାଜ୍ୟର ନେତାମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ବୈଠକରେ…