Trending
- ୧୩ ବର୍ଷରୁ କମ୍ ବୟଷ୍କ ପିଲାଙ୍କ ଲାଗି ସୋସିଆଲ ମିଡିଆ ନିଷିଦ୍ଧ ନେଇ ଘୋଷଣା
- ମମତା ବାନାର୍ଜୀ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ନବୀନ ପଟ୍ଟନାୟକଙ୍କ ଉପରେ ଟିପ୍ପଣୀ ଦେଇ କେହି ବଡ଼ ହୋଇଯିବେନି-ବିଜେଡି ମୁଖପାତ୍ର ଲେନିନ ମହାନ୍ତି
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
Browsing Category
National
ଭିସା ପାଇଁ ଭାରତୀୟଙ୍କୁ ଆବଶ୍ୟକ ପଡ଼ିବନି ପିସିସି
ଭାରତୀୟ ପାଇଁ ବଡ଼ ଘୋଷଣା କରିଛି ସାଉଦି ଆରବ। ଏଣିକି ଭାରତୀୟ ନାଗରିକଙ୍କୁ ଆରବ ଭିସା ହାସଲ କରିବା ପାଇଁ ପୁଲିସ କ୍ଲିୟରାନ୍ସ ସାର୍ଟିଫିକେଟ (ପିସିସି) ଦେବାକୁ ପଡିବ ନାହିଁ । ଦିଲ୍ଲୀସ୍ଥିତ ସାଉଦି ଦୂତାବାସ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି । ଏବେ ଭିସା ପାଇଁ ପୁଲିସ!-->…
ଭାରତ- ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ ବାତିଲ
ୱେଲିଂଟନ: ବିଶ୍ୱକପ୍ ଅଭିଯାନ ପରେ ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ ବାତିଲ ହୋଇଯାଇଛି । ବର୍ଷା ପାଇଁ ପ୍ରଥମ ମ୍ୟାଚ ବାତିଲ ହୋଇଛି ।
ଅଷ୍ଟ୍ରେଲିଆରେ ଟପ୍ ଅର୍ଡରରେ ଖେଳିଥିବା ଦୁଇ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ!-->!-->!-->…
ଧର୍ମ ପରିବର୍ତ୍ତନ ପାଇଁ ନମାନିବାରୁ ପ୍ରେମିକାକୁ ୪ ମହଲା ଛାତରୁ ଠେଲିଦେଲା ମହମ୍ମଦ ସୁଫିଆନ
ଲକ୍ଷ୍ନୌ : ଦିଲ୍ଲୀରେ ପ୍ରେମିକାକୁ ହତ୍ୟାକରି ମୃତଦେହକୁ ୩୫ ଖଣ୍ଡ କରିଥିଲା ଅଭିଯୁକ୍ତ ପ୍ରେମିକ ଆଫତାବ ଅମିନ୍ ଏବେ ଜେଲରେ । ଯାହାକି ସାରା ଦେଶର ଜନସାଧାରଣଙ୍କୁ ସ୍ତବ୍ଧ କରିଦେଇଛି । ଏହାକୁ ନେଇ ମହିଳା ସଂଗଠନମାନେ ନିନ୍ଦା କରିଥିବା ବେଳେ ବୁଦ୍ଧିଜୀବୀମାନେ ଦୋଷୀଙ୍କୁ ଫାଶୀ!-->…
ରାହୁଲ ଗାନ୍ଧିଙ୍କୁ ଚେତାବନୀ ଦେଲେ ସିନ୍ଧେ
ସ୍ୱାଧୀନତା ସଂଗ୍ରାମୀ ଭିଡି ସାବରକରଙ୍କ ପ୍ରତି ଅପମାନ ସୂଚକ ଟିପ୍ପଣୀ ବରଦାସ୍ତ କରାଯିବ ନାହିଁ। ସବରକରଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ଏହା କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ!-->…
ବାଲିରେ ଭାରତର ଦବଦବା
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାଲିରେ ଜି -୨୦ ଶିଖର ସମ୍ମିଳନୀ ଅବସରରେ ବହୁ ବିଶ୍ବ ନେତାଙ୍କ ସହ ଆଲୋଚନା କରିଥିଲେ । ବାଲିରେ ଭାରତର ଦବଦବା ଦେଖିବାକୁ ମିଳିଥିଲା । ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସଙ୍କୁ ଭେଟିଥିଲେେ ମୋଦି । ଉଭୟ ନେତା ବିସ୍ତୃତ ରଣନୀତିକ !-->…
ବ୍ରିଟେନ ଏବଂ ଭାରତ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ‘ ୟଙ୍ଗ ପ୍ରଫେସନାଲ ଏକ୍ସଚେଞ୍ଜ’ କାର୍ୟ୍ୟକ୍ରମ
୨୦୨୩ରେ ବ୍ରିଟେନ ଏବଂ ଭାରତ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ‘ ୟଙ୍ଗ ପ୍ରଫେସନାଲ ଏକ୍ସଚେଞ୍ଜ’ କାର୍ୟ୍ୟକ୍ରମ । ଏହି ଯୋଜନା ଆଧାରରେ ପ୍ରତିବର୍ଷ ପାଖାପାଖି ୩୦୦୦ ଭାରତୀୟ ବ୍ରିଟେନରେ କାମ କରିବାକୁ ଯିବାକୁ ଭିସା ପାଇବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତରେ ଏନେଇ ଆଲୋଚନା କରିଛନ୍ତି!-->…
କଂଗ୍ରେସ ଜାରି କଲା ଷ୍ଟାର ପ୍ରଚାରକ ତାଲିକା
ନୂଆଦିଲ୍ଲୀ: ଗୁଜରାଟରେ ଦୁଇଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ପ୍ରଥମ ପ୍ରର୍ଯ୍ୟାୟ ମତଦାନ ଡିସେମ୍ୱର ୧ରେ ହେବ। ଏହି ଦିନ ୮୯ ଆସନରେ ଭୋଟିଂ ହେବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଡିସେମ୍ୱର ୫ରେ ଭୋଟିଂ ହେବ। ଡିସେମ୍ୱର ୮ ରେ ହେବ ଭୋଟ ଗଣତି ହେବ । ନିର୍ବାଚନ ପାଇଁ ଏବେ କଂଗ୍ରେସ!-->…
ଜନଜାତୀୟ ଗୌରବ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
ଆଜି ସମଗ୍ର ଦେଶ ଶ୍ରଦ୍ଧା ଓ ସମ୍ମାନ ସହିତ ଭଗବାନ ବିର୍ସା ମୁଣ୍ଡାଙ୍କର ଜନ୍ମଜୟନ୍ତୀ ପାଳନ କରୁଛି। ଏହ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାର୍ତ୍ତା ଦେଇ କହିଛନ୍ତି ‘‘ ମୁଁ ଦେଶର ମହାନ୍ ପୁତ୍ର, ମହାନ୍ କ୍ରାନ୍ତିକାରି ଭଗବାନ ବିର୍ସା ମୁଣ୍ଡାଙ୍କୁ ପ୍ରଣାମ ଜଣାଉଛି। 15 ନଭେମ୍ବରର!-->…
ଚିଟ୍ ଫଣ୍ଡ ଦୁର୍ନୀତି ମାମଲାରେ ବରିଷ୍ଠ ଆଇନଜୀବୀ ଗୌରବ ଅଗ୍ରୱାଲଙ୍କୁ ଆମିକସ କ୍ୟୁରୀ ଭାବେ ନିଯୁକ୍ତ କଲେ…
ଓଡ଼ିଶାରେ ବହୁଚର୍ଚିତ ଚିଟଫଣ୍ଡ ଦୁର୍ନୀତି ପ୍ରସଙ୍ଗରେ ବରିଷ୍ଠ ଆଇନଜୀବୀ ଗୌରବ ଅଗ୍ରୱାଲ ଆମିକସ୍ କ୍ୟୁରୀ ଭାବେ ନିଯୁକ୍ତ ହୋଇଛନ୍ତି । ଚିଟଫଣ୍ଡ ଦୁର୍ନୀତି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ଏହି ନିଯୁକ୍ତି ଦେଇଛନ୍ତି ସୁପ୍ରିମକୋର୍ଟ । । ବିଚାରପତି ଜଷ୍ଟିସ୍!-->…
ଜି-୨୦ ଶିଖର ସମ୍ମିଳନୀରେ ମୋଦିଙ୍କୁ ବିଶ୍ବନେତାଙ୍କ ଗୁରୁତ୍ବ
ଆଜିଠୁ ଇଣ୍ଡୋନେସିଆର ବାଲିରେ ଆରମ୍ଭ ହୋଇଛି ଜି-୨୦ ଶିଖର ସମ୍ମିଳନୀ। ଏହି ସମ୍ମଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଇଣ୍ଡୋନେସିଆ ଗସ୍ତ କରିଛନ୍ତି। ଏହି ସମ୍ମିଳନୀ ପ୍ରଥମ ଦିନରେ ବହୁ ରୋଚକ ଫଟୋ ସାମ୍ନାକୁ ଆସିଛି। ପ୍ରଥମଥର ପାଇଁ ବ୍ରିଟେନ୍!-->…